ଲାଉସାନେ,୨୪।୩(ଏଏଫ୍ପି)- କୋଭିଡ -୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ୱର ସର୍ବଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। କରୋନା ଭାଇରସ୍ ସାରା ବିଶ୍ୱରେ ମହାମାରୀରେ…
ଭୁବନେଶ୍ୱର,୨୪।୩(ବ୍ୟୁରୋ): ସବୁ ଥଣ୍ଡାଜ୍ୱର କୋଭିଡ-୧୯ ନୁହେଁ। ଯଦି ଥଣ୍ଡା ଜ୍ୱର ସହ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେଉଥାଏ ତେବେ ଯାଇ ୧୦୪କୁ କଲ୍ କରନ୍ତୁ। ସେଠାରେ ଉପସ୍ଥିତ…
ଭୁବନେଶ୍ୱର,୨୪।୩(ବ୍ୟୁରୋ): ଗତ ୩ ଦିନ ଜନତା କର୍ଫ୍ୟୁ ଏବଂ ଲକ୍ଡାଉନ୍କୁ ନେଇ ଜନଜୀବନ ଅସ୍ଥିର ହୋଇପଡ଼ିଛି। ମଙ୍ଗଳବାର ଲକ୍ଡାଉନ୍ର ୨ୟ ଦିନ। ଆସନ୍ତା ୨୯ ତାରିଖ ଯାଏ…
ଭୁବନେଶ୍ୱର,୨୪।୩(ବ୍ୟୁରୋ): ଆଜିଠାରୁ ମାତ୍ର ୪ ମାସ ତଳେ ଚାଇନାର ଉହାନରେ ପ୍ରଥମେ କରୋନା ଭୂତାଣୁ ଚିହ୍ନଟ କରାଯାଇଥିଲା। ଏବେ ଏହା ସାରା ବିଶ୍ୱରେ ଏହି ମହାମାରୀ କାୟା…
ଭୁବନେଶ୍ୱର,୨୪।୩(ବ୍ୟୁରୋ): ମଙ୍ଗଳବାର ମଧ୍ୟରାତ୍ରରୁ ସାରା ଓଡ଼ିଶା ଲକ୍ଡାଉନ୍ କରିବାକୁ ଘୋଷଣା କରାଯାଇଛି। ୨୯ ମାର୍ଚ୍ଚ ରାତି ୧୨ ଯାଏ ସମସ୍ତ ଜିଲାରେ ଏହା ଜାରି ରହିବ। ଏହି…
ଭୁବନେଶ୍ୱର,୨୪।୩(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବା ଲାଗି କରାଯାଇଥିବା ଲକ୍ଡାଉନ୍ ସମୟରେ ଗାଡ଼ିମୋଟର ଯାତାୟାତ ଉପରେ କଟକଣା ଲଗାଯାଇଛି। ନିହାତି ଯିବାର ଆବଶ୍ୟକତା ଥିବା ବ୍ୟକ୍ତିଙ୍କୁ ପାସ୍ ଦିଆଯିବ…
ଭୁବନେଶ୍ୱର,୨୪।୩(ବ୍ୟୁରୋ): ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୪ ଜିଲାକୁ ସମ୍ପୂର୍ଣ୍ଣ ତାଲାବନ୍ଦ ବା ଲକ୍ଡାଉନ୍ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାସତ୍ତ୍ୱେ କିଛି ଲୋକେ…
ଇସ୍ଲାମାବାଦ,୨୪।୩: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସ୍ ଆତଙ୍କ ଖେଳାଇ ଚାଲିଛି। ଦିନକୁ ଦିନ ବେଲଗାମ ହେଉଥିବା କରୋନା ଭାଇରସ୍ ଭାରତର ପଡୋଶୀ ଦେଶ ପାକିସ୍ତାନରେ ନିଜର…
ମୁମ୍ବାଇ,୨୪।୩: ଦେଶରେ କରୋନା ପ୍ରକୋପ ଥମିବାର ନାଁ ନେଉନି। ଦିନକୁ ଦିନ ମହାରାଷ୍ଟ୍ରରେ କରୋନା ଭାଇରସ୍ ଆତଙ୍କ ଖେଳାଇ ଚାଲିଛି। ସେଠାରେ କରୋନା ଭାଇରସ୍ରେ ସଂକ୍ରମିତଙ୍କ ସଂଖ୍ୟା…
ଭୁବନେଶ୍ୱର,୨୪।୩(ବ୍ୟୁରୋ): କରୋନା ଭୂତାଣୁର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାମାଜିକ ନିରାପତ୍ତା ଯୋଜନାରେ ଥିବା ସମସ୍ତ ହିତାଧିକାରୀଙ୍କୁ ଭତ୍ତା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ…