Home

କରୋନା ମୁକାବିଲା ପାଇଁ ମାସ୍କ, ସାବୁନ ବଣ୍ଟନ

ସମ୍ବଲପୁର, ୩୧।୩ (ବ୍ୟୁରୋ)- କରୋନା ମୁକାବିଲା ପାଇଁ ସମ୍ବଲପୁର ବିଭିନ୍ନ ଅନୁଷ୍ଠାନ ଗୁଡିକ ସହଯୋଗର ହାତ ବଢ଼ାଇଛନ୍ତି । ଗ୍ରାମାଞ୍ଚଳରେ ମଧ୍ୟ ଏହା ଦେଖିବାକୁ ମିଳିଛି ।…

6 years ago

ସଂକ୍ରମିତ ରୋଗୀଙ୍କ ତଥ୍ୟ ଲୁଚାଇବାରୁ ଘରୋଇ ହସ୍ପିଟାଲକୁ ସିଲ୍‌ କଲା ପ୍ରଶାସନ

ଗ୍ରେଟରନଏଡା,୩୧।୩: ଉତ୍ତରପ୍ରଦେଶର ଗ୍ରେଟରନଏଡାସ୍ଥିତ ଏକ ଘରୋଇ ହସ୍ପିଟାଲକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର ସିଲ୍‌ କରାଯାଇଛି। କରୋନା ପଜିଟିଭ୍‌ ରୋଗୀଙ୍କ ତଥ୍ୟ ଲୁଚାଇଥିବା ଅଭିଯୋଗରେ ଏହି ସିଲ୍‌ କରାଯାଇଥିବା…

6 years ago

୨୦୨୨କୁ ଘୁଞ୍ଚିଲା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌

ପ୍ୟାରିସ୍‌,୩୧।୩ (ଏଏଫ୍‌ପି)- କରୋନା ଭାଇରସ ସଂକ୍ରମଣ ସାରା ବିଶ୍ୱକ୍ରୀଡ଼ାକୁ ପ୍ରଭାବିତ କରିଛି। ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଯିବା ପରେ ଅନୁରୂପ ଭାବେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌କୁ…

6 years ago

ଅସହାୟ ଶ୍ରମିକ ପରିବାରକୁ ମିଳୁନି ଖାଦ୍ୟ

ବରଗଡ଼ ଅଫିସ୍‌,୩୧।୩-କରୋନା ପ୍ରତିହତ ପାଇଁ ଲକ୍‌ ଡାଉନ୍‌ କଟକଣା ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଲୋକେ ଫସି ରହିଛନ୍ତି । ତେବେ ଏଭଳି ସ୍ଥିତିରେ ମୁଖ୍ୟତଃ…

6 years ago

ଖାଦ୍ୟର ମାନ ଯାଞ୍ଚ କଲେ ବିଧାୟକ

ବରଗଡ଼ ଅଫିସ୍‌,୩୧।୩-ବରଗଡ଼ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟ ମଙ୍ଗଳବାର ଖଣ୍ଡହଥା ଜଗନ୍ନାଥ ହାଇସ୍କୁଲରେ କରୋନା ପ୍ରତିହତ ପାଇଁ ହୋଇଥିବା ଆଇସୋଲେଶନ…

6 years ago

ତବଲିଗ୍‌ ଜମାତ୍‌ର ପ୍ରଭାବ: ୧୨ ଘଣ୍ଟାରେ ଆନ୍ଧ୍ରପ୍ରଦେଶରେ ୧୭ କରୋନା ସଂକ୍ରମିତ ଚିହ୍ନଟ

ବିଶାଖାପଟ୍ଟନମ୍‌,୩୧।୩: ଦିଲ୍ଲୀର ନିଜାମୁଦ୍ଦିନ୍‌ରେ ହୋଇଥିବା ତବଲିଗ୍‌ ଜମାତ୍‌ର ପ୍ରଭାବ ଏବେ ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି। ଗତ ୧୨ ଘଣ୍ଟା ମଧ୍ୟରେ ଏଠାରେ ୧୭ ଜଣ କରୋନା ସଂକ୍ରମିତଙ୍କୁ…

6 years ago

ପାସ୍‌ ଅପବ୍ୟବହାର କଲେ କରାଯିବ ସିଜ୍‌: ପୋଲିସ କମିଶନର

ଭୁବନେଶ୍ୱର, ୩୧।୩(ବ୍ୟୁରୋ): ହସ୍ପିଟାଲ, ମିଡିଆ, ବ୍ୟାଙ୍କ କର୍ମଚାରୀଙ୍କୁ ଗାଡ଼ି ପାସ୍‌ ମିଳିଛି। ଘରୁ ଅଫିସ ଯିବା ପାଇଁ ଏହି ପାସ୍‌ ଇସ୍ୟୁ ହୋଇଛି। ମାତ୍ର କିଛି ବ୍ୟକ୍ତି…

6 years ago

ସଲମାନ୍‌ଙ୍କ ଭଣଜା ଅବଦୁଲ୍‌ଙ୍କ ପରଲୋକ: ସୋସିଆଲ ମିଡିଆରେ ଫଟୋ ଶେୟାର କରି ଲେଖିଲେ ‘ତୁମକୁ ସବୁବେଳେ ଭଲ ପାଇବି’

ବଲିଉଡ୍‌ ଅଭିନେତା ସଲମାନ୍‌ ଖାନଙ୍କ ଭଣଜା ଅବଦୁଲ ଖାନ୍‌ଙ୍କର ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ହୋଇଥିଲା। ସେ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ…

6 years ago

ତବଲିଗ୍‌ ଜମାତ୍‌ ଯୋଗୁ ଏସିଆରେ ବ୍ୟାପିଲା କରୋନା: ପାକିସ୍ତାନ-ମାଲେସିଆ ପରେ ଏବେ ଭାରତରେ ସୃଷ୍ଟି କଲା ସଙ୍କଟ

ନୂଆଦିଲ୍ଲୀ/ଇସଲାମାବାଦ୍‌,୩୧।୩: ସାରା ପୃଥିବୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦିଲ୍ଲୀର ନିଜାମୁଦ୍ଦିନ୍‌ରେ ହୋଇଥିବା ତବଲିଗ୍‌ ଜମାତ ଯୋଗୁ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ମାଲେସିଆ,…

6 years ago

ଆଣ୍ଡାମାନରେ ୧୦ କରୋନା ପଜିଟିଭ୍‌

ପୋର୍ଟବ୍ଲେୟାର,୩୧।୩: ଦେଶରେ କରୋନା ଭାଇରସ୍‌ର ପ୍ରକୋପ ତୀବ୍ରଗତିରେ ବଢ଼ିଚାଲିଛି। ଦିନକୁ ଦିନ କେରାନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମଙ୍ଗଳବାର ଆଣ୍ଡାମାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା…

6 years ago