ପାଟଣା,୧୦।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ଗୋଟିକିଆ ଦନ୍ତାହାତୀର ଆତଙ୍କରାଜ ଯୋଗୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଏହି ଦନ୍ତାହାତୀଟି ପାଟଣା ରେଞ୍ଜର…
ବଡ଼ସାହି,୧୦।୧(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି-ଉଦଳା ରାସ୍ତାର ସୁହାଗପୁର ଜଙ୍ଗଲରେ ଶୁକ୍ରବାର ଭୋର୍ରୁ ଏକ ଦନ୍ତାହାତୀ ବାଟବଣା ହୋଇ ଘୂରିବୁଲୁଛି। ରାସ୍ତାରେ ଚଳପ୍ରଚଳ କରୁଥିବା ଦେଖି ଲୋକମାନେ ଭୟଭୀତ…
ମନାଲୀ,୧୦।୧: ହିମାଚଳ ପ୍ରଦେଶ ମନାଲୀରେ ମଙ୍ଗଳବାର ଓ ବୁଧବାର ହୋଇଥିବା ପ୍ରବଳ ବରଫାପାତ ଯୋଗୁ ଅନେକ ରାସ୍ତାଘାଟ ବରଫଚାଦର ତଳେ ଢାଙ୍କି ହୋଇଯାଇଛି। ଏଥିପାଇଁ ଏବେ ବି…
ଭୁବନେଶ୍ୱର,୧୦।୧(ବ୍ୟୁରୋ): ଭୁବନେଶ୍ୱରରେ ଆସନ୍ତା ୧୯, ୨୦ ଓ ୨୧ ତାରିଖରେ ପଲସ୍ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୪୯ ବୁଥ୍ରେ ୪୯୮ ଦଳ ଅନ୍ତର୍ଭୁକ୍ତ ୯୯୬…
ଭୁବନେଶ୍ୱର,୧୦।୧(ବ୍ୟୁରୋ): ବାରମ୍ବାର ଆଲୋଚନା, ବୈଠକ ହେବା ସତ୍ତ୍ୱେ ଦାରୁଠେଙ୍ଗ ଡମ୍ପିଂୟାର୍ଡ ସମସ୍ୟାର ସମାଧାନ ହୋଇପାରୁନି। ବିଏମ୍ସି ମୁଖ୍ୟାଳୟରେ ଗତ ୬ତାରିଖର ବୈଠକ ପରେ ଗୁରୁବାର ଆୟୋଜିତ ବୈଠକର…
ବାଙ୍କୀ,୧୦।୧(ବି.ପ୍ର): ମହାରାଷ୍ଟ୍ରର ଏକ ଘରୋଇ କମ୍ପାନୀରେ କାମ କରୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ସୋମବାର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ହେଲେ ବାଙ୍କୀ ବ୍ଲକ ଅନ୍ତର୍ଗତ…
କଟକ ଅଫିସ,୧୦।୧: ଜଗତ୍ସିଂହପୁର ଜିଲା ଏରସମା ଥାନା ଅଞ୍ଚଳରେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ଘଟଣାରେ ଫାଶୀଦଣ୍ଡ ପାଇଥିବା କାଳିଆ ମାନା ମାମଲା ଉପରେ ଗୁରୁବାର…
କଟକ ଅଫିସ,୧୦।୧: ୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରିବା ଘଟଣାର ଅଭିଯୁକ୍ତ ଯାମିନୀକାନ୍ତ ମହନ୍ତଙ୍କୁ ତଳକୋର୍ଟ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି। ଉକ୍ତ ଫାଶୀ ଦଣ୍ଡାଦେଶ…
ଭୁବନେଶ୍ୱର,୧୦।୧(ବ୍ୟୁରୋ): ନୂଆ ସିଲିଣ୍ଡରରୁ ଗ୍ୟାସ୍ ବାହାର କରୁଥିଲେ ମେକାନିକ। ହଠାତ୍ ଲାଗିଯାଇଥିଲା ନିଆଁ। କିଛି ବୁଝିବା ପୂର୍ବରୁ ନିଆଁ ଭିତରେ ରହିଯାଇଥିଲେ ମେକାନିକ ସମେତ ବସ୍ତିର ୫ଜଣ।…
ଜଟଣୀ,୧୦।୧(ଡି.ଏନ.ଏ): ଜଟଣୀ ନିୟନ୍ତ୍ରିତ ବଜାର କମିଟି(ଆର୍ଏମ୍ସି) ପକ୍ଷରୁ ୨୦୦୧ରେ ଏଠାରେ କୃଷକ ବଜାର ଆରମ୍ଭ କରାଯାଇଥିଲା। ଏହା ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି। ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର…