Home

ଭିଡ କମାଇବାକୁ ବଢିଲା ଫ୍ଲାଟଫର୍ମ ଟିକେଟର ଦାମ

ମୁମ୍ବାଇ,୧୭।୩: କରୋନା ଭାଇରସକୁ ରୋକିବାକୁ ସରକାର କୌଣସି ସ୍ଥାନରେ ୫୦ ଜଣରୁ ଊର୍ଦ୍ଧ୍ୱ ଲୋକ ଏକାଠି ନ ହେବାକୁ ପରାମର୍ଶ ଦେଇଛନ୍ତି। ଏପରି ସ୍ଥିତିରେ ରେଲଓ୍ବେ ଷ୍ଟେଶନରୁ…

6 years ago

ହୋମ୍‌ ଆଇସୋଲେସନ୍‌ରେ ଗଜପତି, ୧୫ରେ ଆମେରିକାରୁ ଫେରିଥିଲେ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ବିଦେଶରୁ ଫେରି ହୋମ୍‌ ଆଇସୋଲେସନ୍‌ରେ ରହିଛନ୍ତି। ସେ ସପରିବାର ନିଜ ଭୁବନେଶ୍ୱର ଘରେ ହୋମ୍‌ ଆଇସୋଲେସନ୍‌ ରହିଥିବା ନେଇ…

6 years ago

ପାକିସ୍ତାନରେ ପ୍ରଥମ କରୋନା ରୋଗୀ ମୃତ

ଇସ୍‌ଲାମାବାଦ,୧୭।୩: ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇଥିବା ବେଳେ ଏହା କବଳରେ ଏପର୍ଯ୍ୟନ୍ତ ୧୬୦ ଦେଶ ରହିଛି। ଏଥିରୁ ପାକିସ୍ତାନ ମଧ୍ୟ ବର୍ତ୍ତି ପାରିନାହିଁ। ପାକିସ୍ତାନରେ କରୋନା…

6 years ago

ଘରେ ବସି କାମ କରିବାକୁ ନିର୍ଦ୍ଦେଶ ଦେଲେ ଉତ୍ତର ପ୍ରଦେଶ ସରକାର

ଲକ୍ଷ୍ନୌ,୧୭।୩: ଉତ୍ତର ପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକଭବନରେ ଆୟୋଜିତ…

6 years ago

ନିର୍ଭୟା ମାମଲା: ଦୋଷୀ ମୁକେଶ କହୁଛନ୍ତି ଘଟଣା ଦିନ ସେ ଦିଲ୍ଲୀରେ ନ ଥିଲେ

ନୂଆଦିଲ୍ଲୀ,୧୭।୩: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ମୁକେଶ ଏବେ ଫାଶୀ ଦଣ୍ଡାଦେଶକୁ ଏଡାଇବାକୁ ନୂଆ ଉପାୟ ଚିନ୍ତା କରିଛନ୍ତି। ଏବେ ପୁଣିଥରେ ସେ କୋର୍ଟର ଦ୍ୱାରସ୍ଥ…

6 years ago

ଉତ୍ତରପ୍ରଦେଶରେ ୧୫ କରୋନା ରୋଗୀ

ଲକ୍ଷ୍ନୌ,୧୭।୨: ଉତ୍ତରପ୍ରଦେଶରେ କରୋନା ଭାଇରସ୍‌କୁ ନେଇ ଲଗାତର ସ୍ବାସ୍ଥ୍ୟବିଭାଗ ବୁଲେଟିନ୍‌ ଜାରି କରୁଛି। ମଙ୍ଗଳବାର ଉତ୍ତରପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ନୋଏଡାରେ ୨ଜଣ ସଂକ୍ରମିତ…

6 years ago

କରୋନା ଭୟ: ଆଇସୋଲେଶନରେ ଦିଲ୍ଲୀପ କୁମାର

ମୁମ୍ବାଇ,୧୭।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିଥିବା ବେଳେ ଭାରତରେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦେଖି ବଲିଉଡ୍‌ର…

6 years ago

ଅଷ୍ଟ୍ରେଲିଆ ଗବେଷକଙ୍କ ମତ: ଦୁଇଟି ଔଷଧ କୋଭିଡ-୧୯କୁ ଆରୋଗ୍ୟ କରିପାରେ

ମେଲବୋର୍ନ,୧୭।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତ ମଧ୍ୟ ଏଥିରେ ସାମିଲ ହୋଇଛି। ଚାଇନାରୁ ଆରମ୍ଭ ହୋଇଥିବା…

6 years ago

ରାଜ୍ୟରେ ନିଅଣ୍ଟିଆ ସ୍ଥିତି ନାହିଁ, ଆଗୁଆ ଦିଆଯିବ ୩ ମାସର ପିଡିଏସ୍‌ ସାମଗ୍ରୀ: ମନ୍ତ୍ରୀ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ରାଜ୍ୟରେ ନିଅଣ୍ଟିଆ ସ୍ଥିତି ନାହିଁ। କିଛି ଗୁଜବକାରୀ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। କେବଳ ଲୋକେ ସଚେତନ ହେବା ଦରକାର, ଆମେ ଉଦ୍ୟମ…

6 years ago

ହିତାଧିକାରୀଙ୍କୁ ଆଗୁଆ ମିଳିବ ୪ ମାସର ଭତ୍ତା

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ହିତାଧିକାରୀଙ୍କୁ ଆଗୁଆ ୪ ମାସର ଭତ୍ତା ମିଳିବ। ଏପ୍ରିଲ, ମେ, ଜୁନ୍‌ ଓ ଜୁଲାଇ ମାସର ଆଗୁଆ ଭତ୍ତା ଖୁବ୍‌ଶୀଘ୍ର ହିତାଧିକାରୀଙ୍କୁ ବଣ୍ଟନ କରାଯିବ।…

6 years ago