Home

ପାକିସ୍ତାନକୁ ହରାଇଲା ଜିମ୍ବାଓ୍ବେ

ହାରାରେ,୨୪।୪: ସ୍ଥାନୀୟ ସ୍ପୋଟର୍‌ସ କ୍ଲବ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ଲୋ- ସ୍କୋରିଂ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଜିମ୍ବାଓ୍ବେ ଭ୍ରମଣକାରୀ ପାକିସ୍ତାନକୁ ୧୯ ରନରେ ପରାସ୍ତ କରିଛି। ଟସ୍‌…

5 years ago

ଶଟ୍‌ଡାଉନ୍‌ରେ ନିୟମିତ ‘ମୋ ବସ୍‌’ ସେବା ବନ୍ଦ: କେବଳ ଷ୍ଟେଶନରୁ…

ଭୁବନେଶ୍ୱର,୨୩।୪(ବ୍ୟୁରୋ): ସପ୍ତାହନ୍ତ ଶଟ୍‌ଡାଉନ୍‌ରେ ନିୟମିତ ‘ମୋ ବସ୍‌’ ସେବା ବନ୍ଦ ରହିବ। କେବଳ ରେଳ ଷ୍ଟେଶନରୁ ଯାତ୍ରୀଙ୍କୁ ନେବା ପାଇଁ ଏହା ଚାଲିବ। ଷ୍ଟେଶନରୁ କଟକ ଓ…

5 years ago

ଭିଜିଲାନ୍ସ ଜାଲରେ କର୍ଲାମୁଣ୍ଡା ଆର୍‌ଆଇ

କର୍ଲାମୁଣ୍ଡା,୨୩।୪(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆର୍‌ଆଇ ରମେଶ ବରାଳ। ଏକ ଡିମାରକେଶନ ରିପୋର୍ଟ ପାଇଁ ଜନୈକ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ସେ…

5 years ago

ଦୁଇ ମାସ ମାଗଣାରେ ମିଳିବ ରାସନ

ନୂଆଦିଲ୍ଲୀ,୨୩।୪: ଭାରତରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଏଥିରେ ପ୍ରଭାବିତ ହେଉଥିବା ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଲଗାଯାଇଛି। ଫଳରେ ଗରିବ ଲୋକମାନେ ଅସୁବିଧାର…

5 years ago

ଆଉ ଏକ କରୋନା ଔଷଧକୁ ଭାରତରେ ମିଳିଲା ସବୁଜ ସଙ୍କେତ: ଡାକ୍ତରଙ୍କ ପରାମର୍ଶ କ୍ରମେ ବ୍ୟବହାର କରିବେ ରୋଗୀ

ନୂଆଦିଲ୍ଲୀ,୨୩।୪: ଦିନକୁ ଦିନ ଚିନ୍ତା ବଢ଼ାଇବାରେ ଲାଗିଛି କରୋନାର ଦ୍ୱିତୀୟ ଲହର। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଡାକ୍ତରଖାନାରେ ଅକ୍ସିଜେନ୍‌ ଅଭାବ ପରିଲକ୍ଷିତ ହେଉଛି। ଏପରିସ୍ଥଳେ…

5 years ago

ପିତାଙ୍କୁ ହରାଇଲେ ଅନୁପମା ଫେମ୍‌ ଏହି ଅଭିନେତା

ବମ୍ବେ: ଗୋଟିଏ ପଟେ କରୋନା ସଂକ୍ରମଣ, ଅନ୍ୟପକ୍ଷେ ପ୍ରିୟଜନଙ୍କୁ ହରାଇବାର ଦୁଃଖ। କିଛି ଏଭଳି ଘଟିଚାଲିଛି ଷ୍ଟାର୍‌ ପ୍ଲସର ଲୋକପ୍ରିୟ ରିଆଲିଟି ଶୋ’ର କଳାକାରଙ୍କ କ୍ଷେତ୍ରରେ। ନିକଟରେ…

5 years ago

ସପ୍ତାହନ୍ତ ଶଟ୍‌ଡାଉନ୍‌ ନେଇ ନୂଆ ଗାଇଡ୍‌ଲାଇନ୍‌

ପାରଳାଖେମୁଣ୍ଡି,୨୩।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସପ୍ତାହନ୍ତ ଶଟ୍‌ଡାଉନ୍‌ ସରକାର ଘୋଷଣା କରିଛନ୍ତି। ଏହି ଆଧାରରେ ଶନିବାର ଓ ରବିବାର ଦୁଇଦିନ ଗଜପତି ଜିଲା ସମେତ…

5 years ago

ସଂଙ୍ଗୀତକାର ଶ୍ରବଣଙ୍କ ମୃତଦେହ ହସ୍ତାନ୍ତର କରୁନାହିଁ ଡାକ୍ତରଖାନା ! ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିବେନି ସ୍ତ୍ରୀ-ପୁଅ

ବମ୍ବେ:ପରଲୋକରେ ଲୋକପ୍ରିୟ ସଙ୍ଗୀତକାର ଶ୍ରବଣ କୁମାର। ୬୭ ବର୍ଷୀୟ ସଙ୍ଗୀତକାର କରୋନାରେ ସଂକ୍ରମିତ ହେବା ପରେ ଚିକିତ୍ସିତ ହେଉଥିଲେ। ତାଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଥିବା ବେଳେ…

5 years ago

ପରଲୋକରେ ଖ୍ୟାତନାମା ସଙ୍ଗୀତକାର ଶ୍ରବଣ କୁମାର

ବମ୍ବେ: ଖ୍ୟାତନାମା ସଙ୍ଗୀତକାର ଶ୍ରବଣ କୁମାରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। କରୋନାରେ ସଂକ୍ରମିତ ହେବା ପରେ କିଛି ଦିନ ଧରି…

5 years ago

କ୍ୱାରାଣ୍ଟାଇନ୍‌ରେ ରହିବେ ପଶ୍ଚିମବଙ୍ଗ ଫେରନ୍ତା: ଗଞ୍ଜାମ ଜିଲାପାଳ

ଛତ୍ରପୁର,୨୩।୪(ଡି.ଏନ୍‌.ଏ.): ପଶ୍ଚିମବଙ୍ଗରୁ ଗଞ୍ଜାମକୁ ଫେରୁଥିବା ପ୍ରବାସୀମାନଙ୍କୁ ବିଦ୍ୟାଳୟରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର (ଟିଏମ୍‌ସି) ଖୋଲାଯାଇ କ୍ୱାରାଣ୍ଟାଇନ୍‌ରେ ରଖାଯିବ। ଏନେଇ ଶୁକ୍ରବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ…

5 years ago