Home

ସବୁ ସୀମା ଟପିଗଲେ ଦୀପିକା

ବମ୍ବେ: ବିବାହ ପରେ ବୋଲ୍ଡ ଦୃଶ୍ୟ ଦେଇ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ। ଚଳଚ୍ଚିତ୍ର ‘ଗେହରାଇୟାଁ’ରେ ସବୁ ସୀମା ଟପିଛନ୍ତି ସେ। ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କ…

5 years ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଗଜପତି ମହାରାଜାଙ୍କ କନ୍ୟା

ପୁରୀ ଅଫିସ,୯ା୨:  ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କନ୍ୟାଙ୍କ ବିବାହ। ମହାରାଜାଙ୍କ ଚତୁର୍ଥ ତଥା କନିଷ୍ଠ କନ୍ୟା ଦେବେଶୀ ଦେବୀଙ୍କ ବିବାହ ବର୍ଦ୍ଧମାନ ରାଜକୁମାର ଆଦିତ୍ୟ…

5 years ago

ଦେଶ ଗୃହ ଯୁଦ୍ଧ ଆଡ଼କୁ ଗତି କରୁଛି: ଲାଲୁ

ପାଟଣା,୯।୨: କର୍ନାଟକରେ ଦେଖାଯାଉଥିବା ହିଜାବ ବିବାଦକୁ ନେଇ ରାଜନୀତି ଜୋରଦାର ଚାଲିଛି। କଂଗ୍ରେସ ସମେତ ଅନ୍ୟ ସମସ୍ତ ବିରୋଧୀ ଦଳ କେନ୍ଦ୍ର ସହ କର୍ନାଟକର ଭାଜପା ସରକାରଙ୍କୁ…

5 years ago

ଟ୍ୟୁସନ ଯାଉଛି କହି ଘରକୁ ଫେରିଲାନି ପୁଅ, ଥାନାରେ ଏତଲା ଦେଲେ ପରିବାର ଲୋକେ

ବାଲିଗୁଡ଼ା,୯ା୨(ଡି.ଏନ୍‌.ଏ.): ଟ୍ୟୁସନ ଯାଉଛି କହି ଘରକୁ ଆଉ ଫେରିଲାନି ପୁଅ । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ଥାନାରେ ଏତଲା ଦେଇଛନ୍ତି। ଏଭଳି ଘଟଣା…

5 years ago

ଏକକ ଖଣ୍ଡପୀଠରୁ ବୃହତ୍‌ ଖଣ୍ଡପୀଠକୁ ଗଲା ହିଜାବ ମାମଲା…

ବେଙ୍ଗାଲୁରୁ, ୯।୨ : କର୍ନାଟକରେ ଦେଖାଦେଇଥିବା ହିଜାବ ବିବାଦରେ ନୂଆ ମୋଡ଼ ଆସିଛି। ଏବେ ଏହାକୁ ହାଇକୋର୍ଟଙ୍କ ଏକକ ଖଣ୍ଡପୀଠରୁ ବୃହତ୍‌ ଖଣ୍ଡପୀଠକୁ ସ୍ଥାନାନ୍ତର କରାଯାଇଛି। ଏନେଇ…

5 years ago

କଂଗ୍ରେସର ଘୋଷଣା ପତ୍ର, ୧୦ ଦିନରେ ଚାଷୀଙ୍କ ଋଣଛାଡ-୨୦ ଲକ୍ଷ ସରକାରୀ ଚାକିରି…

ଲକ୍ଷ୍ନୌ, ୯।୨ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମତଦାନର ଦିନକ ପୂର୍ବରୁ କଂଗ୍ରେସ ପକ୍ଷରୁ ଘୋଷଣା ପତ୍ର ଜାରି ହୋଇଛି। କଂଗ୍ରେସ ଏହାର ଘୋଷଣା ପତ୍ରରେ ସମସ୍ତ…

5 years ago

ମାଓବାଦୀଙ୍କ ଲାଣ୍ଡମାଇନ୍‌ ବିସ୍ଫୋରଣରେ ଚାଲିଗଲା ଯୁବକଙ୍କ ଜୀବନ

ଫୁଲବାଣୀ ଅଫିସ, ୯।୨-କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ସାଡୀଙ୍ଗିଆ ପଞ୍ଚାୟତ କିଆମୁଣ୍ଡା ନିକଟରେ ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍‌ ବିସ୍ପୋରଣରେ ଜଣେ ୨୨ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକଜଣଙ୍କ…

5 years ago

କିଏ ସେହି କର୍ନାଟକର ଯୁବତୀ? ହିଜାବ ବିବାଦ ମଧ୍ୟରେ ଯାହା ଭିଡିଓ ହେଉଛି ଭାଇରାଲ

ବେଙ୍ଗାଲୁରୁ,୯।୨: କର୍ନାଟକରେ ହିଜାବକୁ ନେଇ ବିବାଦ ଲାଗି ରହିଛି। ଏସବୁ ମଧ୍ୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଜଣେ ମୁସଲମାନ ଯୁବତୀ। ତାଙ୍କର ଏକ ଭିଡିଓ ଭାଇରାଲ…

5 years ago

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ୍‌ର ନାଁ ଘୋଷଣା

ଅହମ୍ମଦାବାଦ,୯।୨: ଇଣ୍ଡିଆନ ପ୍ରିମିୟର ଲିଗର ନୂତନ ଫ୍ରାଞ୍ଚାଇଜ ଅହମ୍ମଦାବାଦ ଏହାର ନାମ ଘୋଷଣା କରିଛି। ଗୁଜୁରାଟ ଟାଇଟାନ୍ସ ନାମରେ ଆଇପିଏଲର ୧୫ତମ ସଂସ୍କରଣରେ ଅହମ୍ମଦାବାଦ ଫ୍ରାଞ୍ଚାଇଜ ପଡ଼ିଆରେ…

5 years ago

ବିବାହର ୧୧ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ଟିଭି ଅଭିନେତା ଗୁରୁମିତ ଚୌଧୁରୀ ଏବଂ ଦେବିନା ବାନାର୍ଜୀ ମାତାପିତା ହେବାକୁ ଯାଉଛନ୍ତି। ଏହି ଦମ୍ପତି ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ବିବାହର ୧୧…

5 years ago