Home Middle

ଇମ୍ରାନ, ସ୍ତ୍ରୀ ବୁଶ୍ରାଙ୍କୁ ୭ ବର୍ଷ ଜେଲ୍‌

ଇସଲାମାବାଦ,୩ା୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏବଂ ତାଙ୍କ ସ୍ତ୍ରୀ ବୁଶ୍ରା ଖାନଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ପାକିସ୍ତାନର ଏକ କୋର୍ଟ ବେଆଇନ ବିବାହ ପାଇଁ ଇମ୍ରାନ ଏବଂ ବୁଶ୍ରାଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ପାକିସ୍ତାନ…

ଭୀଷ୍ମ ପିତାମହଙ୍କୁ ସର୍ବୋଚ୍ଚ ସମ୍ମାନ: ପାର୍ଟି ସଚିବରୁ ଉପପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୩।୨ : ଭୀଷ୍ମ ପିତାମହ ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀ ଭରତ ରତ୍ନ ଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦ ଏକ୍ସରେ ତାଙ୍କ…

ମୋଦିଙ୍କୁ ପ୍ରଶଂସା କଲେ ଖାର୍ଗେ, କହିଲେ ନିଷ୍ପତ୍ତିରେ ବହୁ ବିଳମ୍ବ ହୋଇଗଲା…

ନୂଆଦିଲ୍ଲୀ,୩।୨ : ବିଭିନ୍ନ ରାଜନୈତିକ ଦଳର ବହୁ ନେତା ଭାଜପାର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ ନେଇ ଘୋଷଣାରେ ଖୁସି ବ୍ୟକ୍ତ କରିଛନ୍ତି। ଆଡଭାନୀ ମଧ୍ୟ ଏଥିରେ ଭାବପ୍ରବଣ ହୋଇ ଏହାକୁ ତାଙ୍କ ଜୀବନ…

ରାଜନୀତିର ଚାଣକ୍ୟ ଆଡଭାନୀଙ୍କ ରହିଛି ହିନ୍ଦୀ ଫିଲ୍ମରେ ସଉକ, କରନ୍ତି ଫିଲ୍ମ ରିଭ୍ୟୁ

ନୂଆଦିଲ୍ଲୀ,୩।୨: ବରିଷ୍ଠ ଭାଜପା ନେତା ଲାଲ କୃଷ୍ଣ ଆଡଭାନୀ ଏପରି ଜଣେ ବ୍ୟକ୍ତିତ୍ୱ ଯାହାଙ୍କ ବିଷୟରେ କେବଳ ଦେଶରେ ନୁହେଁ ଦେଶ ବାହାରେ ମଧ୍ୟ ଖୁବ୍‌ ଚର୍ଚ୍ଚା ହୁଏ। ସେ ଜଣେ ଦକ୍ଷ ରାଜନେତା ସହ ରାଜନୀତିରେ ଚାଣକ୍ୟ କହିଲେ ଅତ୍ୟୁକ୍ତି…

ଅସଫଳରେ ହେଲେ ମୋଦିଙ୍କ ଚାକର ହେବାକୁ ପଡ଼ିବ: ଖାର୍ଗେ…

ନୂଆଦିଲ୍ଲୀ,୩।୨ : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଦିଲ୍ଲୀରେ ଅନୁଷ୍ଠିତ ନ୍ୟାୟ ସଂକଳ୍ପ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଏହି ସଂଗ୍ରାମ ହେଉଛି ସମ୍ବିଧାନ ଏବଂ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଲଢ଼େଇ। ଯଦି ଆପଣ ଏଥିରେ ବିଫଳ ହୁଅନ୍ତି ତେବେ…

ଦେଶର ସେବାରେ ଜୀବନକୁ ଉତ୍ସର୍ଗ କରିଥିବା ବ୍ୟକ୍ତିଙ୍କୁ ଦେଶ କେବେ ବି ଭୁଲି ପାରିବ ନାହିଁ: ମୋଦି…

ନୂଆଦିଲ୍ଲୀ/ସମ୍ବଲପୁର,୩।୨ : କେନ୍ଦ୍ର ସରକାର ଶନିବାର ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ଭାଜପାର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀଙ୍କୁ ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଭାରତ ରତ୍ନ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ନେତା…

ବିନମ୍ରତା ସହ ମୁଁ ଭାରତ ରତ୍ନକୁ ସ୍ବୀକାର କରୁଛି, ଏହି ୨ ନେତାଙ୍କୁ ମନେ ପକାଇ ହେଲେ ଭାବୁକ ଆଡଭାନୀ …

ନୂଆଦିଲ୍ଲୀ,୩।୨ : ୧୯୯୦ ଦଶକ ଆରମ୍ଭରେ ଅଯୋଧ୍ୟାରେ ଥିବା ରାମ ମନ୍ଦିର ନିର୍ମାଣକୁ ନିଜ ରଥ ଯାତ୍ରା ମାଧ୍ୟମରେ ଜାତୀୟ ମାନ୍ୟତା ପ୍ରଦାନ କରିଥିବା ଭାଜପାର ଭେଟେରାନ ଲାଲ କୃଷ୍ଣ ଆଡଭାନୀଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ସମ୍ମାନରେ…

ଇସ୍ତଫା ଦେଲେ ରାଜ୍ୟପାଳ ବନଓ୍ବାରୀ ଲାଲ ପୁରୋହିତ, ଏସବୁ କାରଣ ଦର୍ଶାଇଲେ…

ଚଣ୍ଡିଗଡ଼,୩।୨ : ପଞ୍ଜାବର ରାଜ୍ୟପାଳ ତଥା ୟୁନିଅନ ଟେରିଟୋରୀ ଚଣ୍ଡିଗଡ଼ର ପ୍ରଶାସକ ବନୱାରୀ ଲାଲ ପୁରୋହିତ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି। ସେ ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, ବନୱାରୀ ଲାଲ ବ୍ୟକ୍ତିଗତ…

ଆଇଆଇଏମ୍‌ ସ୍ଥାୟୀ କ୍ୟାମ୍ପସକୁ ଉଦ୍‌ଘାଟନ କଲେ ମୋଦି

ସମ୍ବଲପୁର,୩ା୨(ପ୍ରମୋଦ ବହିଦାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସମ୍ବଲପୁର ଗସ୍ତରେ ଆସିଛନ୍ତି। ସେଠାରେ ସେ ବସନ୍ତପୁରଠାରେ ନୂତନଭାବେ ନିର୍ମିତ ଆଇଆଇଏମ୍‌ ସ୍ଥାୟୀ କ୍ୟାମ୍ପସକୁ ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଛନ୍ତିି।ଏହା ସହ ଅନ୍ୟ ୧୮ଟି ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି ମୋଦି।…

ସମ୍ବଲପୁର ଆଇଆଇଏମ୍‌ରେ ପହଞ୍ଚିଲେ ମୋଦି

ସମ୍ବଲପୁର,୩ା୨(ପ୍ରମୋଦ ବହିଦାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ବତନ୍ତ୍ର ବିମାନରେ ଆସି ଶନିବାର ଅପରାହ୍ନରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିଲେ। ସେଠାରେ ତାଙ୍କୁ ଭାଜପା ନେତୃବୃନ୍ଦ ଭବ୍ୟ ସ୍ବାଗତ କରିଥିଲେ। ପରେ ସେଠାରୁ ପ୍ରଧାନମନ୍ତ୍ରୀ ମୋଦି ବାୟୁସେନାର…

ପୁରାବିଶ୍ୱ ପାଇଁ ନିର୍ବାଚନ ବର୍ଷ ୨୦୨୪, ଭୋଟ ଦେବେ ୭୦ ଦେଶର ନାଗରିକ

ନୂଆଦିଲ୍ଲୀ,୩।୨: ନିର୍ବାଚନର ବର୍ଷ ହେଉଛି ୨୦୨୪। କେବଳ ଭାରତ ନୁହେଁ ପୁରା ବିଶ୍ୱ ପାର୍ଇ ୨୦୨୪ ହେଉଛି ନିର୍ବାଚନର ବର୍ଷ। ଚଳିତ ବର୍ଷ ୭୦ରୁ ଅଧିକ ଦେଶରେ ନିର୍ବାଚନ ହେବାକୁ ଯାଉଛି,ଯେଉଁଥିରେ ୪୦୦ କୋଟିରୁ ଅଧିକ ଲୋକ ଭୋଟଦାନ କରିବେ। ଏସିଆରୁ…

ଜୀବିତ ଅଛନ୍ତି ପୁନମ ପାଣ୍ଡେ, ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ନିଜେ ଦେଲେ ସୂଚନା

ମୁମ୍ବାଇ,୩।୨: ଅଭିନେତ୍ରୀ ପନମ ପାଣ୍ଡେଙ୍କର ଦେହାନ୍ତ ହୋଇନାହିଁ। ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ସେ ଜୀବିତ ଥିବା ବିଷୟରେ ସୂଚନା ଦେଇଛନ୍ତି। ଶୁକ୍ରବାର ପୁନମ ପାଣ୍ଡେଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରି ଦେଇଥିଲା। ତାଙ୍କର ସର୍ଭାଇକାଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri