Home Middle

ପ୍ରମାଣ ନଷ୍ଟ କରିବାକୁ ଇଡି ସିସିଟିଭି ଫୁଟେଜରୁ ଅଡିଓ ଅପସାରଣ କରିଛି: ଦିଲ୍ଲୀ ଶିକ୍ଷାମନ୍ତ୍ରୀଙ୍କ ଅଭିଯୋଗ…

ନୂଆଦିଲ୍ଲୀ,୭।୨ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାରଙ୍କ ମନ୍ତ୍ରୀ ଆତିଶୀ ମାର୍ଲେନା ଗଣମାଧ୍ୟମକୁ କହିଛନ୍ତି ଇଡି ଗତକାଲି ଅରବିନ୍ଦ କେଜରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ୧୬ ଘଣ୍ଟା ଧରି ଚଢ଼ାଉ କରିଥିଲା। ପ୍ରମାଣ ନଷ୍ଟ କରିବାକୁ ଇଡି ସିସିଟିଭି ଫୁଟେଜରୁ…

ରାହୁଲ ଗାନ୍ଧୀଙ୍କୁ ନେତୃତ୍ୱରୁ ବାହାର କରୁ କଂଗ୍ରେସ…

ନୂଆଦିଲ୍ଲୀ,୭।୨ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ କଂଗ୍ରେସର ସାମ୍ପ୍ରତିକ ଆଦର୍ଶ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଗାନ୍ଧୀ-ନେହେରୁ ପରିବାର ତାଙ୍କ ପିତାଙ୍କୁ କୌଣସି ପଦବୀ ଦାନରେ ଦେଇ ନାହାନ୍ତି। ଏହାକୁ…

ମୋଦିଙ୍କୁ କେବଳ ଟକ୍କର ଦେଇ ପାରିବେ କେଜରିଓ୍ବାଲ: ଏଏପି…

ନୂଆଦିଲ୍ଲୀ,୭।୨ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାରଙ୍କ ମନ୍ତ୍ରୀ ଆତିଶି ବୁଧବାର ଗଣମାଧ୍ୟମକୁ କହିଛନ୍ତିଇଡି ଗତକାଲି ଅରବିନ୍ଦ କେଜରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ୧୬ ଘଣ୍ଟା ଧରି ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ଇଡି କ’ଣ ପାଇଲା? ଇଡି ଏପରିକି…

Philippines Landslide: ଭୂସ୍ଖଳନରେ ମାଟି ତଳେ ପୋତି ହେଲା ୨ ବସ, ଉଦ୍ଧାର କାର୍ଯ୍ୟ ଜାରି…

ମାନିଲା,୭।୨ : ପ୍ରବଳ ବର୍ଷା ଓ ବନ୍ୟା ଦକ୍ଷିଣ ଫିଲିପାଇନ୍ସରେ ଭୟଙ୍କର ରୂପ ନେଇଛି। ଲଗାତାର ବର୍ଷା ଯୋଗୁ ପ୍ରଦେଶରେ ଭୂସ୍ଖଳନ ଘଟିଛି। ଭୂସ୍ଖଳନରେ ଦୁଇଟି ବସ ମାଟି ତଳେ ପୋତି ହୋଇ ଯାଇଛି। ଏହି ଘଟଣାରେ ୧୧ ଜଣ ଆହତ…

ଭାରତ-ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ ଫାଇନାଲ, ୧୮ ବର୍ଷ ପରେ ଟାଇଟଲ ପାଇଁ ହୋଇପାରେ କଡ଼ା ମୁକାବିଲା

ନୂଆଦିଲ୍ଲୀ,୭।୨: ୨୦୨୪ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବର୍ତ୍ତମାନ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତୀୟ କ୍ରିକେଟ ଦଳ ଅପରାଜିତ ଥିବାବେଳେ ଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇପାରେ। ଯଦି ଏହା…

ଫାଇନାଲରେ ଭାରତ

ବେନୋନି, ୭ା୨ (ପି.ଟି.): ସ୍ଥାନୀୟ ଓ୍ବିିଲୋମୁର୍‌ ଷ୍ଟାଡିୟମରେ ମଙ୍ଗଳବାର ୫ଥର ଚାମ୍ପିୟନ ଭାରତ ୨ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୧୯ ବର୍ଷରୁ କମ୍‌ ଆଇସିସି କ୍ରିକେଟ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛି। ୨୪୫ ରନର ବିଜୟ ଲକ୍ଷ୍ୟକୁ ପିଛା…

ବଜେଟ ଅଧିବେଶନ ଦିନେ ବଢ଼ିଲା

ନୂଆଦିଲ୍ଲୀ,୭।୨: ପାର୍ଲାମେଣ୍ଟର ବଜେଟ ଅଧିବେଶନକୁ ଗୋଟିଏ ଦିନ ବଢ଼ାଇ ଦିଆଯାଇଛି। ୯ ପରବର୍ତ୍ତେ ୧୦ ତାରିଖରେ ଅଧିବେଶନ ଶେଷ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ କହିଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ଉପା ସରକାରଙ୍କ ସମୟରେ ଅର୍ଥନୀତିର କୁପରିଚାଳନା ଉପରେ…

ନିଯୁକ୍ତି-ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତା-ପେପର ଲିକ୍‌ କଲେ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ସହିତ ୧ କୋଟି ଜରିମାନା: ବିଲ୍‌ ଲୋକସଭାରେ ପାରିତ…

ନୂଆଦିଲ୍ଲୀ,୬।୨ : ସରକାରୀ ନିଯୁକ୍ତି ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ଏବଂ ନକଲି ୱେବସାଇଟ ଭଳି ଅନିୟମିତତା ବିରୋଧରେ ବିଲ୍‌ ଲୋକସଭାରେ ମଙ୍ଗଳବାର ପାରିତ ହୋଇଛି। ଲୋକସଭାରେ ବିଲ ଉପରେ ହୋଇଥିବା ଆଲୋଚନାର ଉତ୍ତରରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର…

କାଗଜ ନୋଟ ବଦଳିବ, ଆସିବ କି ପ୍ଲାଷ୍ଟିକ ନୋଟ: ଅର୍ଥମନ୍ତ୍ରଣାଳୟ ଦେଲେ ଉତ୍ତର…

ନୂଆଦିଲ୍ଲୀ,୬।୨ : ସରକାର କାଗଜ ନୋଟ ବଦଳାଇ ପ୍ଲାଷ୍ଟିକ ନୋଟ ଆଣିବା ନେଇ ଚର୍ଚ୍ଚା ହେଉଛି। ଏପରିସ୍ଥଳେ ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ମଙ୍ଗଳବାର ସ୍ପଷ୍ଟୀକରଣ ଦେଇଛନ୍ତି। ସେ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଭାରତୀୟ ବ୍ୟାଙ୍କ ନୋଟର ସ୍ଥିରତା…

ଶରଦ ପାଓ୍ବାରଙ୍କୁ ବଡ଼ ଝଟକା: ଏନସିପି ନାମ ଆଉ ଚିହ୍ନ ଅଜିତ ଗୋଷ୍ଠୀଙ୍କୁ ମିଳିଲା…

ମୁମ୍ବାଇ,୬।୨ : ମଙ୍ଗଳବାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପାୱାରଙ୍କୁ ଏକ ବଡ଼ ଝଟକା ଲାଗିଛି। ନିର୍ବାଚନ ଆୟୋଗ ଅଜିତ ପାୱାର ଗୋଷ୍ଠୀକୁ ଏନସିପି ନାମ ଏବଂ ନିର୍ବଚନର ଚିହ୍ନ ଘଣ୍ଟା ଦେଇଛନ୍ତି। ଏହା ସହିତ କମିଶନ ଶରଦ ପାୱାରଙ୍କୁ ୭…

ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ଭାରତ

ବେନୋନ, ୬ା୨: ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୧୯ ବର୍ଷରୁ କମ୍‌ ଆଇସିସି କ୍ରିକେଟ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛି ଭାରତ। ସ୍ଥାନୀୟ ଓ୍ବିିଲୋମୁର୍‌ ଷ୍ଟାଡିୟମରେ ମଙ୍ଗଳବାର ୫ଥର ଚାମ୍ପିୟନ ଭାରତ ୨ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ୨୪୫…

ଫେରାଇ ଦିଅ ଆମର ୫୦୦ କୋଟି : କେଜରିଓ୍ବାଲ ସରକାରଙ୍କ ପକ୍ଷରୁ ଏହି କମ୍ପାନୀକୁ ନୋଟିସ ଜାରି…

ନୂଆଦିଲ୍ଲୀ,୬।୨ : ଦିଲ୍ଲୀ ସରକାରଙ୍କ ପବ୍ଲିକ ୱାର୍କସ ବିଭାଗ (ପିଡବ୍ଲ୍ୟୁଡି) ପ୍ରଗତି ମଇଦାନ ଟନେଲ ପ୍ରକଳ୍ପରେ ଗୁରୁତର ତ୍ରୁଟି ଅଭିଯୋଗ ନେଇ ଲାରସେନ ଆଣ୍ଡ ଟୁବ୍ରୋ କମ୍ପାନୀକୁ ନୋଟିସ ଜାରି କରିଛି। କମ୍ପାନୀଠାରୁ ୫୦୦ କୋଟି ଟଙ୍କାର ଟୋକନ ରାଶି ଦାବି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri