Home Middle

ପୁଣି ଇତିହାସ ରଚିଲେ ଜୟସ୍ବାଲ: ରାଜକୋଟ ଟେଷ୍ଟରେ ଧୂଆଁଧାର ଦ୍ୱିଶତକ,ଭାଙ୍ଗିଲେ ସିଦ୍ଧୁ-ମୟଙ୍କଙ୍କ ରେକର୍ଡ…

ରାଜକୋଟ,୧୮।୨ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରାଜକୋଟରେ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଭାରତର ଓପନର୍‌ ବ୍ୟାଟ୍ସମ୍ୟାନ ଯଶସୱୀ ଜୟସ୍ବାଲ ପୁଣି ଥରେ ଚମତ୍କାର କରିଛନ୍ତି। ଇତିହାସ ରଛିବା ସହିତ ସେ ପୁଣି ଥରେ ଦ୍ୱିଶତକ ହାସଲ କରିଛନ୍ତି।…

ଆଣ୍ଟାର୍କଟିକା ମୋର !: କାହିଁକି ଦାବି କରୁଛି ଇରାନ…

ତେହେରାନ,୧୮।୨ : ଇରାନ ଦାବି କରିଛି ଆଣ୍ଟାର୍କଟିକା ମୋର। ନୌସେନାର ମୁଖ୍ୟ କମାଣ୍ଡର ରିୟର ଆଡମିରାଲ ଶାହରାମ ଇରାନୀ ସେପ୍ଟେମ୍ବରରେ କହିଥିଲେ ଦକ୍ଷିଣ ଗୋଲାର୍ଦ୍ଧରେ ତେହେରାନର ସମ୍ପତ୍ତି ଅଧିକାର ରହିଛି। ଇରାନୀଙ୍କ କହିବାନୁସାରେ, ତାଙ୍କର ଯୋଜନା ହେଉଛି ତାଙ୍କ ଦେଶର ପତାକା…

ଓ୍ବାର୍କ ଫ୍ରମ ହୋମ୍‌ ନୁହେଁ, ଏବେ ଓ୍ବାର୍କ ଫ୍ରମ୍‌ ଅଫିସ: ଗୁଗଲ ସମେତ ୭ ବଡ଼ କମ୍ପାନୀ ଜାରି କଲେ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୮।୨ : କରୋନା ମହାମାରୀ ସଙ୍କଟ ପରେ, ଅନେକ ବଡ କମ୍ପାନୀ କିଛି କଠୋର ପଦକ୍ଷେପ ନେଇଥିଲେ ଯେଉଁଥିରେ କର୍ମଚାରୀମାନଙ୍କୁ ଘରୁ କାମ(ଓ୍ବାର୍କ ଫ୍ରମ ହୋମ୍‌) କରିବାକୁ କୁହାଯାଇଥିଲା, କିନ୍ତୁ ବର୍ତ୍ତମାନ ମହାମାରୀର ଆଶଙ୍କା କମିଥିବାରୁ ଅନେକ ବୈଷୟିକ ପ୍ରତିଷ୍ଠାନ ପୁଣି…

ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗରଙ୍କ ଦେହାନ୍ତ, ମୋଦି ଛୁଇଁଥିଲେ ତାଙ୍କ ପାଦ…

ଚନ୍ଦ୍ରଗିରି,୧୮।୨ : ପ୍ରଖ୍ୟାତ ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ରବିବାର ସକାଳେ ଛତିଶଗଡର ଚନ୍ଦ୍ରଗିରି ତୀର୍ଥରେ ଦେହାନ୍ତ ହୋଇଛି। ସେ ୭୭ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ…

ଭାରତରେ ବୃଦ୍ଧି ପାଉଛି ଗଣତନ୍ତ୍ର, ଚାଇନା-ପାକିସ୍ତାନରେ ଏକଛତ୍ରବାଦ…

ଜେନେଭା,୧୮।୨ : ଗଣତନ୍ତ୍ର ସୂଚକାଙ୍କରେ ବ୍ୟାପକ ହ୍ରାସ ଘଟି ପାକିସ୍ତାନ ଏକଛତ୍ରବାଦୀ ଶାସନ ଦେଶ ବର୍ଗରେ ପହଞ୍ଚିଥିବାବେଳେ ଚାଇନା ଆହୁରି ପଛରେ ରହିଛି। ୧୬୭ ଟି ଦେଶ ତାଲିକାରେ ୪୧ ତମ ମାନ୍ୟତା ପାଇ ତ୍ରୁଟିପୂର୍ଣ୍ଣ ଗଣତାନ୍ତ୍ରିକ ଦେଶ ବର୍ଗରେ ଭାରତ…

ଦଳରୁ କିଏ ଚାଲିଗଲେ ପଡ଼ିବନି ଫରକ: ବିଶ୍ୱାସଘାତକ ଭୟଭୀତ ଦୁର୍ନୀତିଗ୍ରସ୍ତ ଲୋକେ ଦଳ ଗଠନ କରନ୍ତି ନାହିଁ, କମଲନାଥଙ୍କ ପ୍ରସଙ୍ଗରେ କହିଲେ ସଞ୍ଜୟ…

ମୁମ୍ବାଇ,୧୮।୨ : ବର୍ତ୍ତମାନ ମଧ୍ୟପ୍ରଦେଶ ରାଜନୀତିରେ କଳ୍ପନାଜଳ୍ପନା ସରଗରମ ହେବାରେ ଲାଗିଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ଚର୍ଚ୍ଚା ହେଉଛି ସେ ତାଙ୍କ ପୁଅ ନକୁଲ ନାଥଙ୍କ ସହ ଭାଜପା ସହିତ…

ଖୁସି ଖବର: ବିକାଶ ଲକ୍ଷ୍ୟରେ ଭାରତର ଅଗ୍ରଗତି, ଦେଶରେ ଦୁର୍ନୀତି କମିଛି, ବିଦ୍ୟୁତ ପହଞ୍ଚିଛି ପ୍ରତ୍ୟେକ ଘରେ…

ଜେନେଭା,୧୮।୨ : ୧୭ ଟି ଏସଡିଜି ଲକ୍ଷ୍ୟ ସହ ଜଡିତ ୮୫ ପାରାମିଟରରେ ଭାରତର ପ୍ରଦର୍ଶନ ଉନ୍ନତ ହୋଇଥିବାବେଳେ ୨୭ଟିରେ ପ୍ରଗତି ଦୁର୍ବଳ ହୋଇଛି। ୩୬ ଟି କ୍ଷେତ୍ରରେ ପ୍ରଗତି ଖରାପ ହୋଇଛି। ମିଳିତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ଆୟୋଗ…

ମହିଳାଙ୍କର ଘର ସମ୍ଭାଳିବା ମୂଲ୍ୟ ଚାକିରିରୁ ମିଳୁଥିବା ଦରମାଠାରୁ କମ ନୁହେଁ : ସୁପ୍ରିମକୋର୍ଟଙ୍କ ରାୟ…

ନୂଆଦିଲ୍ଲୀ,୧୮।୨ : ଘର ସମ୍ଭାଳିବାର ମୂଲ୍ୟ ଏକ କାର୍ଯ୍ୟାଳୟରେ କାମ କରି ମିଳୁଥିବା ଦରମା ମୂଲ୍ୟଠାରୁ କମ ନୁହେଁ। ଜଣେ ଗୃହିଣୀ ଥିବାରୁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କୁ କମ କ୍ଷତିପୂରଣ ଦେବା ମାମଲାରେ ସୁପ୍ରିମକୋର୍ଟ ଏହା କହିଛନ୍ତି। ଗୃହ…

ସାହସ ଅଛି ଯଦି ରାଷ୍ଟ୍ରପତି ଶାସନ ଲାଗୁ କରି ଦେଖ: ଭାଜପାକୁ ଟିଏମ୍‌ସିର ଚ୍ୟାଲେଞ୍ଜ…

କୋଲକାତା,୧୮।୨ : ସନ୍ଦେଶଖାଲି ପ୍ରସଙ୍ଗରେ ପଶ୍ଚିମବଙ୍ଗର ରାଜନୀତି ସରଗରମ ହେବାରେ ଲାଗିଛି। ନିକଟରେ ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡିବା ପ୍ରସଙ୍ଗରେ ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ଭାଜପା ନେତାମାନେ ଦାବି କରିଥିଲେ। ବର୍ତ୍ତମାନ ଟିଏମସି ଏହା ଉପରେ ଏକ ଦୃଢ଼…

ବିଏମ୍‌ସିର ୧୦୨୭ କୋଟି ଟଙ୍କାର ବଜେଟ

ଭୁବନେଶ୍ୱର, ୧୮।୨ (ବନ୍ଦନା ସେଠୀ)୨୦୨୪-୨୫ ଆର୍ଥତ୍କ ବର୍ଷ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଶନିବାର ପୂର୍ଣ୍ଣାଙ୍ଗ ବଜେଟ ପାରିତ ହୋଇଯାଇଛି। ୧ ହଜାର ୨୭କୋଟି ୫୫ଲକ୍ଷ ୨୬ହଜାର ୯୪୧ଟଙ୍କାର ବଜେଟ ରଖାଯାଇଛି, ଯାହା ବିଏମ୍‌ସି ବଜେଟ ଇତିହାସରେ ସର୍ବକାଳୀନ…

ଓଡ଼ିଶାରେ ପ୍ରଥମ ଆର୍ଟିଫିସିଆଲ ରିଫ୍‌, ସାମୁଦ୍ରିକ ଜଙ୍ଗଲ

ଭୁବନେଶ୍ୱର, ୧୮ା୨(ଅସମାପିକା ସାହୁ)ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ସ୍ତର ବଢ଼ିବା ଦ୍ୱାରା ଜଳବାୟୁ ପରିବର୍ତ୍ତନ ଘଟୁଛି। ଏହାର ପରିଣାମ ସ୍ବରୂପ ତାପମାତ୍ରା ବୃଦ୍ଧି, ଉପକୂଳବର୍ତ୍ତୀ ଅଞ୍ଚଳରେ ବାରମ୍ବାର ସାମୁଦ୍ରିକ ଝଡ଼, ସମୁଦ୍ରର ଅମ୍ଳୀକରଣ, ଜୈବ ବିବିଧତା ନଷ୍ଟ, ମତ୍ସ୍ୟ ଉତ୍ପାଦନ ହ୍ରାସ ଏବଂ ଇକୋସିଷ୍ଟମର…

କୋଟିନଡ଼ା କଲେଜ ଛକ ନିକଟରେ ଭୟଙ୍କର ଦୁର୍ଘଟଣା, ବସ୍‌ ଧକ୍କାରେ ଚାଲିଗଲା ୨ ସ୍କୁଟି ଆରୋହୀଙ୍କ ଜୀବନ

ଗଞ୍ଜାମ,୧୮।୨: ଗଞ୍ଜାମ ଜିଲା କୋଟିନଡ଼ା ଥାନା ଅଧୀନ କଲେଜ ଛକ ନିକଟରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ସ୍କୁଟିକୁ ମୁହାଁମୁହିଁ ଧକ୍କା ଦେବାରୁ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ତେବେ ବସ୍‌ରେ ଥିବା ଯାତ୍ରୀମାନେ ସୁରକ୍ଷିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri