Home Middle

Budget 2024: ଯେତେବେଳେ ମୋଦି ସରକାରରେ ପରିବର୍ତ୍ତନ ହୋଇଥିଲା ବଜେଟର ୯୨ବର୍ଷର ପରମ୍ପରା, ତାହା କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ କାର୍ଯ୍ୟକାଳର ଷଷ୍ଠ ଥର ପାଇଁ ସଂସଦରେ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି। ଚଳିତ ବର୍ଷ ଲୋକସଭା ନିର୍ବାଚନ ଥିବାରୁ ସଂସଦରେ ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରାଯାଉଛି। ସୀତାରମଣ ଗୁରୁବାର ଦିନ ୧୧ଟାରେ ବଜେଟ୍‌ ଉପସ୍ଥାପନ…

1st February Rules Change: ବଜେଟ ପୂର୍ବରୁ ୫ ପରିବର୍ତ୍ତନ, ସାଧାରଣ ନାଗରିକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ…

ନୂଆଦିଲ୍ଲୀ,୧।୨ : ଗୁରୁବାର ଭାରତରେ ମଧ୍ୟବର୍ତ୍ତରକାଳୀନ ବଜେଟ ଉପସ୍ଥାପିତ ହେବ। ତେବେ ବଜେଟର ଉପସ୍ଥାପନା ପୂର୍ବରୁ ମଧ୍ୟ ସାଧାରଣ ଜନତାଙ୍କ ପାଇଁ ଏକ ବଡ ଅପଡେଟ ଆସିଛି। ଯାହା ଫେବୃଆରୀ ୧ ରୁ ନିୟମରେ କିଛି ପରିବର୍ତ୍ତନ ଆଣିବାକୁ ଯାଉଛି ।…

ଲୋହିତ ସାଗରରେ ଆମେରିକା-ବିଦ୍ରୋହୀ ମୁହାଁମୁହିଁ…

ଓ୍ବାଶିଂଟନ,୧।୨ : ରୁଷିଆ-ୟୁକ୍ରେନ ଏବଂ ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ବର୍ତ୍ତମାନ ସ୍ଥଳ ଏବଂ ଆକାଶ ପରେ ପାଣିରେ ଯୁଦ୍ଧ ହେବାର ସମ୍ଭାବନା ବୃଦ୍ଧି ପାଇଛି। ଲୋହିତ ସାଗରରେ ହୋଇଥି ବିଦ୍ରୋହୀମାନେ ସମୁଦ୍ରରେ ଥିବା ସେମାନଙ୍କର ଘୃଣ୍ୟ କାର୍ଯ୍ୟକଳାପରୁ ନିବୃତ୍ତ ହେଉ…

୩୧ ବର୍ଷ ପରେ ଜ୍ଞାନବାପିରେ ହେଲା ମଙ୍ଗଳ ଆଳତି, ଅଦାଲତଙ୍କ ରାୟ ପରେ ହିନ୍ଦୁ ଆବେଦନକାରୀ କଲେ ପୂଜା

ପ୍ରୟାଗରାଜ,୧।୨: ଉତ୍ତରପ୍ରଦେଶର ବାରାଣସୀ ଜିଲା ଅଦାଲତଙ୍କ ଆଦେଶ ପରେ ୩୧ ବର୍ଷ ପରେ ଜ୍ଞାନବାପୀ ମସ୍‌ଜିଦ୍‌ ପରିସରରେ ଥିବା ‘ବ୍ୟାସ୍‌ କା ତେଖାନା’ରେ ଗୁରୁବାର ପୂଜାପାଠ କରାଯାଇଛି। ବିଶ୍ୱନାଥ ମନ୍ଦିରର ମୁଖ୍ୟ ପୂଜାରୀ ଓମ ପ୍ରକାଶ ମିଶ୍ର ଏବଂ ଅଯୋଧ୍ୟାରେ ରାମଲାଲାଙ୍କ…

Budget 2024: କ’ଣ ଏହି କାମଚଳା ବଜେଟ୍‌, ପୂର୍ଣ୍ଣକାଳୀନ ବଜେଟ ଠାରୁ କିପରି ଅଲଗା

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଅର୍ଥାତ୍‌ ଆଜି ସଂସଦରେ ଅନ୍ତରୀଣ ବା କାମଚଳା ବଜେଟ୍‌ ଘୋଷଣା କରିବାକୁ ଯାଉଛନ୍ତି। ଏପ୍ରିଲ-ମଇରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ଆଉ ୩-୪ମାସ ଭିତରେ ହେବାକୁ ଥିବା ଆୟ-ବ୍ୟୟ ଅଟକଳକୁ ଅର୍ଥମନ୍ତ୍ରୀ ଉପସ୍ଥାପନ କରିବେ।…

ନିର୍ବାଚନ ପୂର୍ବରୁ ପାକିସ୍ତାନୀ ଜନତାଙ୍କ ଉପରେ ପେଟ୍ରୋଲ ବୋମା ମାଡ଼ କଲେ ସରକାର, ମହଙ୍ଗା ହେଲା ଇନ୍ଧନ…

ଇସଲାମାବାଦ,୧।୨ : ପାକିସ୍ତାନରେ ନିର୍ବାଚନ ପୂର୍ବରୁ ମଧ୍ୟବର୍ତ୍ତୀକାଳୀନ ସରକାର ଜନସାଧାରଣଙ୍କ ଉପରେ ପେଟ୍ରୋଲ ବୋମା ମାଡ କରିଛନ୍ତି। ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୩.୫୫ ଟଙ୍କା ବୃଦ୍ଧି କରିଛନ୍ତି। ଅର୍ଥ ବିଭାଗର ବିଜ୍ଞପ୍ତି ଅନୁଯାୟୀ ପେଟ୍ରୋଲର ନୂତନ ମୂଲ୍ୟ ଲିଟର…

ବଜେଟ ପୂର୍ବରୁ ଝଟକା: ପୁଣି ମହଙ୍ଗା ହେଲା ଗ୍ୟାସ ସିଲିଣ୍ଡର…

ନୂଆଦିଲ୍ଲୀ,୧।୨ : ମଧ୍ୟବର୍ତ୍ତୀ ବଜେଟ ୨୦୨୪ ଗୁରୁବାର ଉପସ୍ଥାପିତ ହେବ। କିନ୍ତୁ ଏହାପୂର୍ବରୁ ଦେଶବାସୀ ମୁଦ୍ରାସ୍ଫୀତିର ଶିକାର ହୋଇଛନ୍ତି। ୧ ଫେବୃଆରୀ ୨୦୨୪ରୁ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ମହଙ୍ଗା ହୋଇଛି। ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ସମାନ ରହିଛି।…

ଯିଏ ଭାଜପା ସହିତ ନ ରହିବେ ସେ ଜେଲ ଯିବେ, ବିରୋଧୀ ଦଳର ନେତା ଏବେ ଭୟଭୀତ…

ନୂଆଦିଲ୍ଲୀ,୧।୨ : ହେମନ୍ତ ସୋରେନଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିରଫ କରିଛି। ସାତ ଘଣ୍ଟାରୁ ଅଧିକ ପଚରାଉଚରା ପରେ ଇଡି ମନି ଲଣ୍ଡରିଂ ମାମଲାରେ ସୋରେନଙ୍କୁ ଗିରଫ କରିଛି। ସୋରେନ ସିଏମ ପଦରୁ ଇସ୍ତଫା ଦେଇଛନ୍ତି। ଇଣ୍ଡିଆର ସହଯୋଗୀ ବିରୋଧୀ ଦଳର ନେତାମାନେ…

ଫେବୃଆରୀ ସୁଦ୍ଧା ସବୁ ଜିଲାରେ ଗଡ଼ିବ ‘ଲକ୍ଷ୍ମୀ’

ଭୁବନେଶ୍ୱର,୧।୨(ଅନିଲ ଦାସ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍‌ଫରେନ୍ସ ଜରିଆରେ ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ୩ ଜିଲାର ୪୪୦ ପଞ୍ଚାୟତରେ ୧୦୧ ବସ୍‌ ଚାଲିବ। ଏହା ଦ୍ୱାରା ୨୭ ଲକ୍ଷରୁ ଊର୍ଦ୍ଧ୍ୱ…

ତାଇଓ୍ବାନକୁ ଘେରିଲେ ଚାଇନାର ୭ ସାମରିକ ବିମାନ-୪ ନୌସେନା ଜାହାଜ…

ତାଇପେ,୧।୨ : ତାଇୱାନ ଉପରେ ଚାଇନା ନିରନ୍ତର ନଜର ରଖିଛି। ସମ୍ପ୍ରତି ଉଭୟଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଉତ୍ତେଜନା ମଧ୍ୟରେ ତାଇୱାନକୁ ୭ ଟି ଚାଇନା ସାମରିକ ବିମାନ ଏବଂ ୪ ଟି ନୌସେନା ଜାହାଜ ଘେରି ରହିଛି।…

ଲଗାତର ୭ ଘଣ୍ଟା ଜେରା ପରେ ଗିରଫ ହେଲେ ହେମନ୍ତ ସୋରେନ୍‌

ରାଞ୍ଚତ୍,୩୧ା୧:ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ଜମି ଦୁର୍ନୀତି ମାମଲାରେ ବୁଧବାର ୭ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜେରା ପରେ ଗିରଫ କରିଛି। ହେମନ୍ତ ରାତିରେ ରାଜଭବନ ଯାଇ ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ୍‌ଙ୍କୁ ନିଜ ଇସ୍ତଫାପତ୍ର…

ଚମ୍ପଇ ସୋରେନ୍‌ କିଏ, ରାତାରାତି ବଦଳିଲା ଯାହାଙ୍କ ଭାଗ୍ୟ

ରାଞ୍ଚି,୩୧।୧:: ଚମ୍ପଇ ସୋରେନ ଝାଡଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଇସ୍ତଫା ନିଷ୍ପତ୍ତି ପରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଏହି ପଦକ୍ଷେପ ନେଇଛନ୍ତି। ଚମ୍ପଇ ହେମନ୍ତ ସୋରେନଙ୍କ ଘନିଷ୍ଠ ସମ୍ପର୍କୀୟ ବୋଲି କୁହାଯାଏ। ଚମ୍ପଇ ବର୍ତ୍ତମାନର ସରକାରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri