ନବୀନଙ୍କୁ ସାକ୍ଷାତ କଲେ ବିଲ୍ ଗେଟ୍ସ
ଭୁବନେଶ୍ୱର,୨୮ା୨: ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବୁଧବାର ଓଡ଼ିଶା ଗସ୍ତରେ ଆସି ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲିଛନ୍ତି। ଏହି ଗସ୍ତ ସମୟରେ ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ବିଲ୍ ଗେଟ୍ସ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ…
ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସି ଜନ୍ମମାଟିରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମୟୁରଭଞ୍ଜ,୨୮ା୨: ଚାରି ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଆସି ମୟୁରଭଞ୍ଜରେ ପହଞ୍ଚିଛନ୍ତି। ଅପରାହ୍ନରେ ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ରାଞ୍ଚିରୁ ନିଜ ଜିଲା ମୟୂରଭଞ୍ଜରେ ପହଞ୍ଚିଥିଲେ। ଏହି ଅବସରରେ ସେ ରାଇରଙ୍ଗପୁରଠାରେ ବିଭିନ୍ନ ସଡ଼କ ପ୍ରକଳ୍ପ…
‘ସେ ଥିଲେ ଖୋଲା ଆକାଶର ପକ୍ଷୀ, ମୋ ପାଖରେ ଥିଲା ମାଇକ୍ରୋସଫ୍ଟ’, ଯେବେ ବିଲ୍ ଗେଟ୍ସଙ୍କ ଭାଙ୍ଗି ଯାଇଥିଲା ହୃଦୟ
୨୦୧୯ ସେପ୍ଟେମ୍ବରରେ ଏକ ଡକ୍ୟୁମେଣ୍ଟାରୀ ସିରିଜ ରିଲିଜ୍ ହୋଇଥିଲା। ଯାହାର ନାଁ ଥିଲା ‘Inside Bills Brain’ । ଏହି ୩ଟି ଏପିସୋଡର ଗୋଟିଏ ସିରିଜରେ ଡକ୍ୟୁମେଣ୍ଟାରୀର ନିର୍ଦ୍ଦେଶନା ଦେଇଥିବା ଡେଭିସ Davis Guggenheim ଓ Bill Gates୍ସ ଏକାଠି କାର୍ଡ…
କୋରାପୁଟ କଫି କିଣିଲେ ବିଲ୍ ଗେଟ୍ସ
ଭୁବନେଶ୍ୱର,୨୮ା୨: ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଓଡ଼ିଶା ଆସିଛନ୍ତି। ଏହି ସମୟରେ ସେ ଭୁବନେଶ୍ୱରରେ ହୋଇଥିବା ମିଶନ ଶକ୍ତି ବଜାର ବୁଲି ଦେଖିଛନ୍ତି। ତାଙ୍କୁ ବଜାର ଭିତରକୁ ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତ୍ତିକେୟନ ଓ ୫-ଟି ଅଧ୍ୟକ୍ଷ…
Rajya Sabha Elections 2024: ରାଜ୍ୟ ସଭା ଏମପିଙ୍କୁ ମିଳେ ଏତେ ଦରମା, ସେମାନଙ୍କ ପାଇଁ ରହିଛି ଏହିସବୁ ସୁବିଧା
ନୂଆଦିଲ୍ଲୀ,୨୮।୨: ରାଜ୍ୟ ସଭା ପାଇଁ ୧୫ ଟି ରାଜ୍ୟେରେ ୫୬ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଏପ୍ରିଲରେ, ସମସ୍ତ ରାଜ୍ୟରେ ସମୁଦାୟ ୫୬ ରାଜ୍ୟ ସଭା ଏମପିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏହି କାରଣରୁ ଫେବୃଆରୀରୁ ନିର୍ବାଚନ ଆରମ୍ଭ ହୋଇଛି।…
ଇସ୍ତଫା ଦେବା ଖବର ଗୁଜବ, ଆହୁରି ୫ ବର୍ଷ ଚାଲିବ ଆମ ସରକାର: ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ
ଶିମଲା,୨୮।୨: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ତାଙ୍କ ଇସ୍ତଫା ଖବରକୁ ଗୁଜବ ବୋଲି କହିଛନ୍ତି। ସେ କହିଛନ୍ତି, ମୁଁ ଇସ୍ତଫା ଦେଇ ନାହିଁ। ମୋର ଇସ୍ତଫା ଖବର ଏକ ଗୁଜବ। ଆମ ସରକାର ସ୍ଥିର ଏବଂ ଏହା ପାଞ୍ଚ…
ଶଙ୍ଖ ଭବନରେ ସମାଧାନ ହେଲାନି, ନବୀନ ନିବାସ ଗଲେ ଉମା, ସଞ୍ଜୟ
ଭୁବନେଶ୍ୱର,୨୮।୨: ଶଙ୍ଖ ଭବନରେ ସମାଧାନ ହେଲାନି ସତ୍ୟବାଦୀ କଳି। ନବୀନ ନିବାସ ଗଲେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ଓ ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା। ବୁଧବାର ଶଙ୍ଖ ଭବନରେ ପହଞ୍ଚି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ…
ଆଜି ଇସ୍ତଫା ଦେବେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ
ଶିମଲା,୨୮।୨: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ପଦରୁ ଇସ୍ତଫା ଦେଇପାରନ୍ତି। କଂଗ୍ରେସ ହାଇକମାଣ୍ଡଙ୍କ ପକ୍ଷରୁ ପଠାଇଥିବା ପର୍ଯ୍ୟବେକ୍ଷକଙ୍କ ସାମ୍ନାରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି। ତେବେ ସେ ଏ ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ନିକଟରେ କୌଣସି…
ହିମାଚଳ ପ୍ରଦେଶ: ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସମେତ ୧୫ ବିଧାୟକଙ୍କୁ ନିଲମ୍ବନ କଲେ ବାଚସ୍ପତି
ଶିମଲା,୨୮।୨: ହିମାଚଳ ପ୍ରଦେଶରେ ରାଜନୈତିକ ସଙ୍କଟ ଦେଖାଯାଇଛି। ଏହି ସମୟରେ ହିମାଚଳ ପ୍ରଦେଶ ବିଧାନସଭା ବାଚସ୍ପତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ଜୟରାମ ଠାକୁରଙ୍କ ସମେତ ୧୫ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକଙ୍କୁ ନିଲମ୍ବିତ କରି ଗୃହକୁ…
ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର,୨୮।୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଭୁବନେଶ୍ୱର ସମେତ ମୟୂରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ ଓ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବେ। ପ୍ରଥମେ ରାଷ୍ଟ୍ରପତି ନିଜ ଜିଲା ମୟୂରଭଞ୍ଜ ଗସ୍ତ…
ଆଜି ଚାଷୀଙ୍କ ଖାତାକୁ ଆସିବ ୧୬ତମ କିସ୍ତି, ୯ କୋଟି କୃଷକ ପାଇବେ ଲାଭ
ନୂଆଦିଲ୍ଲୀ,୨୮।୨: ପିଏମ୍ କିଷାନ ନିଧି ଯୋଜନା ଅଧୀନରେ ବୁଧବାର ୧୬ତମ କିସ୍ତି ଚାଷୀଙ୍କ ଖାତାକୁ ଆସିବ। ଏହାପୂର୍ବରୁ ୧୫ ନଭେମ୍ବର ୨୦୨୩ରେ ୧୫ତମ କିସ୍ତି ଆସିଥିଲା। ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଜାରି କରିଥିଲେ। ଏଥି ସହିତ ଏଥର ମଧ୍ୟ…
ମାଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବ୍ରିଜ୍ରୁ ଖସିଲା ବସ୍, ୩୧ ମୃତ
ବମାକୋ,୨୮।୨: ଆଫ୍ରିକୀୟ ଦେଶ ମାଲିରେ ବଡ଼ ଦୁର୍ଘଟଣା ଘଟିଛି। ଏକ ବସ୍ ବ୍ରିଜରୁ ଖସି ପଡିଛି। ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ଜଣ ଆହତ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର କେନିବା ଅଞ୍ଚଳରେ ଏହି ଘଟଣା ଘଟିଛି।…
Archives


