Home Middle

୧୫ବର୍ଷ ପରେ ପୁଣି ମେଣ୍ଟ! ସେତେବେଳେ ଏମିତି ହୋଇଥିଲା ମେଣ୍ଟ ସରକାର

ଭୁବନେଶ୍ୱର,୬।୩: ପୁଣି ହେବ BJD-BJP ମେଣ୍ଟ! ଏକାଠି ନିର୍ବାଚନ ଲଢିବେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି। ଯଦିଓ ୩ଦିନ ତଳେ ଉଭୟ ଭାଜପା ଓ ବିଜେଡି ଏଭଳି ଚର୍ଚ୍ଚାକୁ ଆନୁଷ୍ଠାନିକ ଭାବେ ଖଣ୍ଡନ କରିଥିଲେ। ମାତ୍ର ଆଜିର…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ନବୀନ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ମେ’ ପହିଲାରୁ ମିଳିବ ଚିକିତ୍ସା ସୁବିଧା

ଭୁବନେଶ୍ୱର,୬।୩(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟରେ ବିଏସ୍‌କଓ୍ବୋଇ ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି। ନିୟମିତ ସରକାରୀ କର୍ମଚାରୀ ଓ ଆୟକର ଦେଉଥିବା ଲୋକଙ୍କୁ ଛାଡି ସମସ୍ତ ଗାଁ ଗହଳିର ଲୋକେ ଏହି ସୁବିଧା ପାଇବେ। ଆଜିଠାରୁ ଏହି କାର୍ଡ…

International Women’s Day 2024: ଓଡିଶା ରାଜନୀତିରେ ମହିଳାଙ୍କ ଦବ୍‌ଦବା, ଏମାନେ ହେଉଛନ୍ତି…

ଭୁବନେଶ୍ୱର, ୬।୩: ଏବେ ନୁହେଁ ଓଡିଶା ସ୍ବତନ୍ତ୍ର ରାଜ୍ୟ ପାଇବା ପୂର୍ବରୁ ମହିଳାମାନେ ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିଛନ୍ତି। ଆଜି ବି ପ୍ରତ୍ୟେକ ଦଳରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଛି। ରାଜନୀତିରେ ବଡ ବଡ ପଦବୀରେ ରହି ସେମାନେ ଗୁରୁ…

ନବୀନ ଡାକିଲେ ବୈଠକ, ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା

ଭୁବନେଶ୍ୱର,୬।୩: ଭାଜପା ରାଜ୍ୟ ନେତୃତ୍ୱଙ୍କୁ ଦିଲ୍ଲୀ ଡାକରା ପରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୩ଟା ୩୦ମିନିଟରେ ନବୀନ ନିବାସରେ ବିଜେଡି ଦଳର ବୈଠକ ବସିବା ନେଇ ସୂଚନା ରହିଛି । ଦଳର ବରିଷ୍ଠ ନେତାମାନଙ୍କୁ…

କାଲି ଆସିଥିଲେ ମୋଦି, ଆଜି ରାଜ୍ୟ ଭାଜପା ନେତାଙ୍କୁ ଦିଲ୍ଲୀ ଡାକରା, ମେଣ୍ଟ ନେଇ ହେବ କି ଚର୍ଚ୍ଚା!

ଭୁବନେଶ୍ୱର,୬।୩: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଏନେଇ ଭାଜପା ରାଜ୍ୟ ନେତୃତ୍ୱଙ୍କୁ ଦିଲ୍ଲୀ ଡାକରା ହୋଇଛି। ରାଜ୍ୟ ସଭାପତି, ସଙ୍ଗଠନ ସମ୍ପାଦକ ସହ କୋର୍‌ କମିଟିର କିଛି ନେତା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି। ଦଳର ଶୀର୍ଷନେତା ଦିଲ୍ଲୀରୁ ଏନେଇ ଡାକରା…

ରାହୁଲ ଗାନ୍ଧୀ ଆମେଠିରୁ ନିର୍ବାଚନ ଲଢିବେ ନା ନାହିଁ? ଦିଲ୍ଲୀରେ ବୈଠକ କରି ଫେରିଥିବା ବରିଷ୍ଠ ନେତା କଲେ ସ୍ପଷ୍ଟ

ନୂଆଦିଲ୍ଲୀ,୬।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେଠିରୁ ଲୋକ ସଭା ନିର୍ବାଚନ ଲଢିବେ। ଏନେଇ ଆମେଠି ଜିଲା କଂଗ୍ରେସ ସଭାପତି ଦାବି କରିଛନ୍ତି। ନୂଆଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରୁ ଫେରିଥିବା କଂଗ୍ରେସ ଜିଲା ସଭାପତି ପ୍ରଦୀପ ସିଂଘଲ ବୁଧବାର କହିଛନ୍ତି ,…

କେବେ କଲେଜ ଯାଇ ନାହାନ୍ତି, କିନ୍ତୁ ଦେଶର ସବୁଠାରୁ ଧନୀ ମହିଳା ଜିନ୍ଦଲ ଗ୍ରୁପର ମାଲିକାଣୀ

ନୂଆଦିଲ୍ଲୀ,୬।୩: ଆଉ ୨ଦିନ ପରେ ବିଶ୍ୱ ପାଳନ କରିବ ଅନ୍ତର୍ଜାତୀୟ ମହିଳା ଦିବସ। ତେବେ ଆମେ ଆଜି ଆପଣଙ୍କୁ ଏପରି Buisness Woman ଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ କି କେବେ କଲେଜ ଯାଇ ନାହାନ୍ତି କିନ୍ତୁ ଆଜି ସେ…

ବିହାରରେ ଭାଜପାକୁ ବଡ଼ ଭାଇ ମାନୁଛି ଜେଡିୟୁ, ଏହି ଫର୍ମୁଲାରେ ଲୋକ ସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟା ନିଶ୍ଚିତ

ପାଟନା,୬।୩: ଲୋକ ସଭା ନିର୍ବାଚନ ପାଇଁ ବିହାରରେ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଜନତା ଦଳ ୟୁନାଇଟେଡ (ଜେଡିୟୁ) ‘ବଡ ଭାଇ’ର ମାନ୍ୟତା ଦେଇଛି। ଯଦିଓ ଏ ପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇନାହିଁ। ହେଲେ ଜେଡିୟୁର ମହାସଚିବ କେ.ସି ତ୍ୟାଗି…

ଚମକାଇଲା ଓପିନିୟନ ପୋଲ, ଓଡିଶାରୁ ଭାଜପାକୁ ଏତେ ସିଟ୍‌!

ନୂଆଦିଲ୍ଲୀ,୬।୫: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ଆଉ କିଛିଟା ଦିନ ପରେ ଘୋଷଣା ହେବ Election 2024 ତାରିଖ। ତେବେ ଆସନ୍ତା ସାଧାରଣ ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଏନଡିଏକୁ ବିପୁଳ ବିଜୟ ମିଳିପାରେ । ଏନେଇ ଏକ ସର୍ଭେରେ ଚମକାଇଦେଲା ଭଳି…

ଦେଶର ପ୍ରଥମ ଭୂତଳ ଜଳ ମେଟ୍ରୋ ଟ୍ରେନ୍‌ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

କୋଲକାତା,୬।୩: ପଶ୍ଚିମବଙ୍ଗର କୋଲକାତାରେ ବୁଧବାର ଦେଶର ପ୍ରଥମ ଭୂତଳ ଜଳ ମେଟ୍ରୋ ଟ୍ରେନ୍‌ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ୧୫,୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଏହା ପରେ ସେ କିଛି ପିଲାଙ୍କ…

ଭାଜପାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପାଇଁ ଆଜି ଫାଇନାଲ ହେବ ନାଁ, ଏହିମାନଙ୍କର କଟିପାରେ ଟିକେଟ୍‌

ନୂଆଦିଲ୍ଲୀ,୬।୩: ଭାରତୀୟ ଜନତା ପାର୍ଟି ଲୋକ ସଭା ନିର୍ବାଚନ ପାଇଁ ଶନିବାର ୧୯୫ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଥିଲା। ଏବେ ଦଳ ବର୍ତ୍ତମାନ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ବୁଧବାର ଭାଜପା କୋର କମିଟି…

ରାଜ୍ୟରେ ବଦଳିବ ରାଜନୈତିକ ସମୀକରଣ, ଭାଜପା ସହିତ ପୁଣି ହାତ ମିଳାଇ ବାଜି ପଲଟାଇ ଦେବେ କି ଉଦ୍ଧବ

ମୁମ୍ବାଇ,୬।୩: ମହାରାଷ୍ଟ୍ର ରାଜନୀତିରୁ ବଡ ସଙ୍କେତ ଆସୁଛି। ସୂତ୍ର ଅନୁଯାୟୀ, ଲୋକ ସଭା ନିର୍ବାଚନ ପୂର୍ବରୁ ଉଦ୍ଧବ ଠାକରେଙ୍କ ଦଳ ଶିବସେନା ଭାଜପା ସହ ଯୋଗାଯୋଗ କରୁଥିବା କୁହାଯାଉଛି। ସୂଚନାନୁସାରେ, ଭାଜପା ମେଣ୍ଟରେ ସାମିଲ ହେବା ପାଇଁ ଶିବସେନାର ଠାକରେ ଦଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri