ଅରିନ୍ଦମଙ୍କୁ କେଉଁଠୁ ଟିକେଟ୍ ଦେବ ଭାଜପା ?
ଭୁବନେଶ୍ୱର,୧୫।୩: ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେବାର ଘଣ୍ଟାଏ ନ ପୂରୁଣୁ ଭାଜପାରେ ଯୋଗ ଦେଇଛନ୍ତି ଅଭିନେତା ଅରିନ୍ଦମ ରାୟ। ଯୋଗ ଦେବା ପରେ ସେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ତେବେ ଭାଜପା ଅରିନ୍ଦମଙ୍କୁ ନେଇ କ’ଣ ଯୋଜନା ରଖିଛି। ଅରିନ୍ଦମଙ୍କ…
ସିଏଏ ଆମର ଆଭ୍ୟନ୍ତରୀଣ ମାମଲା, ଯିଏ ଭାରତକୁ ନ ବୁଝନ୍ତି ଜ୍ଞାନ ନ ଦିଅନ୍ତୁ; ଆମେରିକାକୁ କଡ଼ା ଭାଷାରେ ଜବାବ ଦେଲା ଭାରତ…
ନୂଆଦିଲ୍ଲୀ,୧୫।୩: ନାଗରିକତ୍ୱ ସଂଶୋଧନ ଅଧିନିୟମ(ସିଏଏ)କୁ ନେଇ ଆମେରିକା ଦେଇଥିବା ବୟାନକୁ ଭୁଲ ଏବଂ ଅନୁଚିତ ବୋଲି କହିଛି ଭାରତ। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈସଓ୍ବାଲ କହିଛନ୍ତି ଯେ, ସିଏଏ ୨୦୧୯ ଭାରତର ଆଭ୍ୟନ୍ତରୀଣ ବିଷୟ। ଏହାର ଲାଗୁ ହେବାକୁ ନେଇ…
ଋଷିଆରେ ନିର୍ବାଚନ: କେରଳରେ ହେଉଛି ଭୋଟିଂ! ଜାଣନ୍ତୁ କାହିଁକି
ଥିରୁଭାନନ୍ତପୁରମ୍,୧୫।୩: କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଏବର୍ଷ ନିର୍ବାଚନୀ ବର୍ଷ। ଭାରତରେ ଆଉ ମାସକ ପରେ ନିର୍ବାଚନ ହେବାକୁ ଥିବାବେଳେ ଦେଶର ବନ୍ଧୁରାଷ୍ଟ୍ର ଋଷିଆରେ ନିର୍ବାଚନ ଆରମ୍ଭ ହୋଇଛି। ଋଷିଆ ଜନସାଧାରଣ ବୁଥ୍କୁ ଯାଇ ଭୋଟିଂ କରୁଛନ୍ତି। ହେଲେ ସବୁଠାରୁ…
ବିଜେଡି ଛାଡ଼ି ଭାଜପାରେ ମିଶିବା ପରେ ଅରିନ୍ଦମ ଦେଲେ ବଡ଼ ବୟାନ: ଦଳର ମୁଖିଆଙ୍କୁ ଭେଟିବା…
ଭୁବନେଶ୍ୱର,୧୫।୩: ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେବାର ଘଣ୍ଟାଏ ନ ପୂରୁଣୁ ଭାଜପାରେ ଯୋଗ ଦେଇଛନ୍ତି ଅଭିନେତା ଅରିନ୍ଦମ ରାୟ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଶୁକ୍ରବାର ସେ ପଦ୍ମ ଧରିଛନ୍ତି। ତେବେ ଭାଜପାରେ ସାମିଲ ହେବା ପରେ…
ଭାଜପାରେ ଯୋଗଦେଲେ ଅଭିନେତା ଅରିନ୍ଦମ ରାୟ
ଭୁବନେଶ୍ୱର,୧୫ା୩: ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେବାର ଘଣ୍ଟାଏ ନ ପୂରୁଣୁ ଭଜାପରେ ଯୋଗ ଦେଇଛନ୍ତି ଅଭିନେତା ଅରିନ୍ଦମ ରାୟ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ବିଜେଡିରେ ତାଙ୍କୁ କିମ୍ବା ତାଙ୍କ କାର୍ଯ୍ୟକୁ ଦଳରେ…
ଇଡି ଚଢାଉବେଳେ ନିର୍ବାଚନୀ ବଣ୍ଡ କିଣିଛନ୍ତି ଏହି ଦିଗ୍ଗଜ ଖଣି-ଷ୍ଟିଲ କମ୍ପାନୀ, ଓଡିଶା ସହ ରହିଛି ଲିଙ୍କ୍
ନୂଆଦିଲ୍ଲୀ,୧୫।୩: ଲୋକସଭା ନିର୍ବାଚନ ଘୋଷଣାର ଗୋଟିଏ ଦିନ ପୂର୍ବରୁ ନିର୍ବାଚନ ଆୟୋଗ ଇଲୋକ୍ଟରଲ ବଣ୍ଡର ଡାଟା ଓ୍ବେବସାଇଟ୍ରେ ସାର୍ବଜନୀନ କରିଛନ୍ତି। ଆୟୋଗ, ଏସବିଆଇରୁ ବଣ୍ଡ କିଣିଥିବା ଓ ବଣ୍ଡ କିଣିଥିବା ରାଜନୈତିକ ଓ ସବୁ କମ୍ପାନୀର ନାମ ଓ୍ବେବସାଇଟରେ ଅପଲୋଡ କରିଛନ୍ତି।…
ସର୍ବାଧିକ ଇଲୋକ୍ଟରଲ ବଣ୍ଡ କିଣିଥିବା ଏହି କମ୍ପାନୀକୁ ମିଳିଥିଲା ୧୪ହଜାର କୋଟି ଟଙ୍କାର ଟେଣ୍ଡର
ନୂଆଦିଲ୍ଲୀ,୧୫।୩: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିର୍ବାଚନ ଆୟୋଗ ଶୁକ୍ରବାର ଇଲୋକ୍ଟରଲ ବଣ୍ଡର ବିବରଣୀ ନିଜ ଓ୍ବେବସାଇଟ୍ରେ ଅପଲୋଡ କରିଛନ୍ତି। ସବୁଠାରୁ ଅଧିକ ନିର୍ବାଚନୀ ବଣ୍ଡ କିଣିଥିବା କମ୍ପାନୀର ଲିଷ୍ଟରେ ଦ୍ୱିତୀୟ ନମ୍ବରରେ ରହିଛି ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡ କମ୍ପାନୀ।…
ହାଇସ୍କୁଲରେ ୧,୦୬୧ ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ପଦବୀରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ କିଭଳି କରିବେ ଆବେଦନ…
ଭୁବନେଶ୍ୱର,୧୫।୩(ଅସମାପିକା ସାହୁ): ରାଜ୍ୟରେ ଖାଲି ପଡ଼ିଥିବା ୧୦୬୧ ପୋଷ୍ଟ ଗ୍ରାଜୁଏଟ୍(ସ୍ନାତକୋତ୍ତର) ଶିକ୍ଷକ ପଦବୀ ପୂରଣ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ପୂର୍ଣ୍ଣ ଅନୁଦାନପ୍ରାପ୍ତ ୪୮୮ ବର୍ଗ (୨) ହାଇସ୍କୁଲ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ଗୁଡିକ ପାଇଁ…
ବିଜେଡି ଛାଡ଼ିଲେ ଅଭିନେତା ଅରିନ୍ଦମ ରାୟ
ଭୁବନେଶ୍ୱର,୧୫ା୩: ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଛନ୍ତି ଅଭିନେତା ଅରିନ୍ଦମ ରାୟ । ସାଧାରଣ ସଂପାଦକ ସହିତ ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ଇସ୍ତଫା…
ଏବେ ଧରାପଡ଼ିବ କାହାକୁ କିଏ ଦେଇଛି କେତେ ଟଙ୍କା, SBI କୁ ସୁପ୍ରିମକୋର୍ଟ ଦେଲେ କଡ଼ା ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୫।୩: ଇଲୋକ୍ଟରଲ ବଣ୍ଡ ବା ନିର୍ବାଚନୀ ବଣ୍ଡକୁ ନେଇ ସୁପ୍ରିମକୋର୍ଟ ଏସବିଆଇ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟଙ୍କ ଆଦେଶ ପରେ ଏସବିଆଇ ନିର୍ବାଚନୀ ବଣ୍ଡର ତଥ୍ୟ ଦେଇ ସାରିଛି। ନିର୍ବାଚନ ଆୟୋଗ ଏହି ସୂଚନାକୁ ନିଜ ଓ୍ବେବସାଇଟରେ ଅପଲୋଡ…
ମେଣ୍ଟକୁ ନେଇ ଏମିତି କହିଦେଲେ ପ୍ରଶାନ୍ତ ଜଗଦ୍ଦେବ: ପୁଣି ବଢିଲା ସସ୍ପେନ୍ସ
ଭୁବନେଶ୍ୱର,୧୫।୩: ରାଜ୍ୟରେ ଭାଜପା ଓ ବିଜେଡି ମଧ୍ୟରେ ନିର୍ବାଚନୀ ମେଣ୍ଟକୁ ନେଇ ଆଶା ଏବଂ ଆଶଙ୍କା ବଢୁଥିବାବେଳେ ନିକଟରେ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିବା ଚିଲିକା ବିଧାୟକ ନିଜ ପ୍ରତିକ୍ରିୟା ଦେଇଛନ୍ତି। ମେଣ୍ଟ ଚର୍ଚ୍ଚା ବିଜେଡିରୁ ଆରମ୍ଭ ହୋଇଛି। ଯେହେତୁ…
ଆସନ୍ତାକାଲି ନିର୍ବାଚନ ତାରିଖ ଘୋଷଣା
ନୂଆଦିଲ୍ଲୀ/ଭୁବନେଶ୍ୱର,୧୫ା୩: ଆସନ୍ତାକାଲି ଅର୍ଥାତ୍ ଶନିବାର ଘୋଷଣା ହେବ ନିର୍ବାଚନ ତାରିଖ। ଲୋକ ସଭା ଏବଂ କିଛି ରାଜ୍ୟର ବିଧାନସଭା ପାଇଁ ତାରିଖ ଘୋଷଣା ହୋଇପାରେ। ଆସନ୍ତାକାଲି ଅପରାହ୍ନ ୩ଟାରେ ଏକ ଖବରଦାତା ସମ୍ମିଳନୀରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିବେ। ଓଡ଼ିଶାରେ…
Archives


