ସୁରେଶ ରାଉତରାୟ ପାଳିଲେ ପଖାଳ ଦିବସ: ବର୍ଷାରେ ବି ଖାଇଲେ
ଭୁବନେଶ୍ୱର,୨୦।୩: ଆଜି ବିଶ୍ୱ ପଖାଳ ଦିବସ । ଆଜିର ଦିନରେ ଓଡ଼ିଶାର ପ୍ରିୟ ଖାଦ୍ୟ ପଖାଳ ମଜା ନେବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି। ମାତ୍ର ଲାଗି ରହିଥିବା ବର୍ଷା ଲାଗି ପଖାଳ ଦିବସ ଫିକା ପଡ଼ିଛି। ଏହି ପାଗରେ ପଖାଳ…
ମେଣ୍ଟ ଉପରେ ଅମିତ ଶାହାଙ୍କ ବଡ଼ ବୟାନ, କହିଲେ କିଛି ବି…
ନୂଆଦିଲ୍ଲୀ/ ଭୁବନେଶ୍ୱର,୨୦।୩: ବିଜେଡି-ଭାଜପା ମେଣ୍ଟ ଉପରୁ ପରଦା ଉଠିପାରୁନାହିଁ। ମେଣ୍ଟ ହେବ କି ନାହିଁ, ହେବ ଯଦି କେବେ ଘୋଷଣା ହେବ ତାହାକୁ ନେଇ ସସ୍ପେନ୍ସ ଜାରି ରହିଛି। ଏହି ସମୟରେ ମେଣ୍ଟ ପ୍ରସଙ୍ଗ ଉପରେ ଭାଜପା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ…
ବିଜେଡିରେ ସାମିଲ ହେଲେ ଖଡିଆଳ ବିଧାୟକ ଅଧିରାଜ
ଭୁବନେଶ୍ୱର,୨୦।୩: ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ବିଜେଡିରେ ସାମିଲ ହୋଇଛନ୍ତି। ବୁଧବାର ଶଙ୍ଖ ଭବନରେ ପହଞ୍ଚି ନିଜ ସମର୍ଥକଙ୍କ ସହିତ ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗ ଦେଇଛନ୍ତି। ଅଧିରାଜ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଗତଥର ଖଡିଆଳରୁ କଂଗ୍ରେସ ଟିକେଟ୍ରୁ…
ଗଙ୍ଗା, ବ୍ରହ୍ମପୁତ୍ର ଭଳି ପ୍ରମୁଖ ନଦୀ ଉପରେ ପଡିବ ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ
ନୂଆଦିଲ୍ଲୀ,୨୦।୩: ମଣିଷର ଭିନ୍ନ ଭିନ୍ନ ପ୍ରକାରର କାର୍ଯ୍ୟକଳାପ ଯୋଗୁଁ, ପୃଥିବୀର ତାପମାତ୍ରା ବୃଦ୍ଧି ପାଉଛି ଏବଂ ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ମାନବ ଜୀବନର ପ୍ରତ୍ୟେକ ଦିଗ ପ୍ରତି ବିପଦ ସୃଷ୍ଟି କରିଛି। ଏକ ନୂତନ ରିପୋର୍ଟରେ କୁହାଯାଇଛି ଯେ ଜଳବାୟୁ ପରିବର୍ତ୍ତନର…
ୟୁପିରେ ରାହୁଲଙ୍କ ଭାରତ ଯୋଡୋ ଯାତ୍ରା କେତେ ଫାଇଦା ହେବ, ଏତିକି ଆସନରେ ଜିତିବ କଂଗ୍ରେସ, ଆଶ୍ଚର୍ଯ୍ୟ କରିବ ସର୍ଭେ ରିପୋର୍ଟ
ନୂଆଦିଲ୍ଲୀ,୨୦।୩: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ସମସ୍ତ ରାଜନୈତିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୮୦ଟି ସିଟ ସହ ଉତ୍ତରପ୍ରଦେଶରେ ରାଜନୀତି ଗରମ ରହିଛି। ଏଠାରେ ଏନଡିଏ, ଇଣ୍ଡିଆ ଆଲାଇନ୍ସ ଏବଂ ସମାଜବାଦୀ ପାର୍ଟି ମଇଦାନରେ ଅଛନ୍ତି। ଏଥର…
ରାଜ୍ୟରେ ଝଡ଼ବର୍ଷା: ଆଜି ଏହି ସବୁ ଜିଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର,୨୦ା୩(ଅନିଲ ଦାସ): ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଟ୍ରପ୍ଲାଇନ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଝଡ଼ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ହୀରାକୁଦରେ ୩୦.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର…
ଲୋକ ସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ଜାରି, ଜାଣନ୍ତୁ କେଉଁ ରାଜ୍ୟରେ କେତେ ଆସନରେ ହେବ ନିର୍ବାଚନ
ନୂଆଦିଲ୍ଲୀ,୨୦।୩: ଗତ ସପ୍ତାହରେ ନିର୍ବାଚନ ଆୟୋଗ ଲୋକ ସଭା ନିର୍ବାଚନ ୨୦୨୪ ତାରିଖ ଘୋଷଣା କରିବା ପରେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥର ସାଧାରଣ ନିର୍ବାଚନ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ପ୍ରଥମ…
ଭାରତ ତୃତୀୟ ସର୍ବାଧିକ ପ୍ରଦୂଷିତ ଦେଶ
ନୂଆଦିଲ୍ଲୀ,୨୦।୩: ବାଂଲାଦେଶ ଏବଂ ପାକିସ୍ତାନ ପରେ ଭାରତ ବିଶ୍ୱର ତୃତୀୟ ସବୁଠୁ ପ୍ରଦୂଷିତ ଦେଶ। ସୁଇସ୍ ବାୟୁ ମାନ ପର୍ଯ୍ୟବେକ୍ଷଣ ସଂସ୍ଥା ଆଇକ୍ୟୁଏୟାର ପକ୍ଷରୁ ପ୍ରକାଶିତ ‘ଓ୍ବାଲର୍ଡ ଏୟାର କ୍ୱାଲିଲିଟ ରିପୋର୍ଟ ୨୦୨୩’ରେ ଏହା କୁହାଯାଇଛି। ଏହି ରିପୋର୍ଟ ଅନୁଯାୟୀ ଭାରତର…
ଋଷିଆ ଇତିହାସରେ ରେକର୍ଡ ବିଜୟ: ୫ମ ଥର ପାଇଁ ରାଷ୍ଟ୍ରପତି ହେଲେ ପୁଟିନ୍
ମସ୍କୋ,୧୯।୩: ପୁଣି ପଞ୍ଚମ ଥର ପାଇଁ ଋଷିଆର ରାଷ୍ଟ୍ରପତ ହୋଇଛନ୍ତି ଭ୍ଲାଦିମିର ପୁଟିନ। ନିକଟରେ ହୋଇଥିବା ନିର୍ବାଚନରେ ତାଙ୍କୁ ୮୮ପ୍ରତିଶତ ଭୋଟ ମିଳିଛି । ଏବେ ସେ ଆଗାମୀ ୬ବର୍ଷ ପାଇଁ ଶାସନରେ ରହିବେ । କହି ରଖୁଛୁ କି ଗତ…
ନବୀନଙ୍କ ପରେ କିଏ ହେବ ଉତ୍ତରାଧିକାରୀ, କହିଲେ ଭି.କେ ପାଣ୍ଡିଆନ
ଭୁବନେଶ୍ୱର,୧୯।୩: ଗତ ତିନି ସପ୍ତାହ ଧରି ରାଜ୍ୟରେ ଥମୁନି ମେଣ୍ଟ ଚର୍ଚ୍ଚା । ଲୋକେ ପଛେ ଗପି ଗପି ଥକି ପଡିଲେଣି। ହେଲେ ମେଣ୍ଟ ଆଜି ହେବ କାଲି ହେବ କହି କେବେ ହେବ ତାହା ନେଇ ଚର୍ଚ୍ଚା ଲାଗି ରହିଛି।…
ଲୋକ ସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ବଡ ପଦକ୍ଷେପ!
ନୂଆଦିଲ୍ଲୀ,୧୯।୩: ଲୋକ ସଭା ନିର୍ବାଚନରେ ଡାକ ଭୋଟ ବା ପୋଷ୍ଟାଲ ଭୋଟ ସମ୍ପର୍କରେ ନିର୍ବାଚନ ଆୟୋଗ ଏକ ନୂତନ ବିଜ୍ଞପ୍ତି ଜାରି କରିଛନ୍ତି। ଗଣମାଧ୍ୟମ କର୍ମଚାରୀଙ୍କ ପାଇଁ ଡାକ ବାଲାଟର ସୁବିଧା ବର୍ତ୍ତମାନ ନିର୍ବାଚନ ଆୟୋଗ ଉପଲବ୍ଧ କରିଛି। ତାହା ହେଉଛି,…
ଲୋକ ସଭା ନିର୍ବାଚନ ପାଇଁ ବଦଳିଲା ୟୁପିଏସସି ପ୍ରିଲିମ୍ସ ତାରିଖ
ନୂଆଦିଲ୍ଲୀ,୧୯।୩: ୟୁନିୟନ ପବ୍ଲିକ ସର୍ଭିସ କମିଶନ(ୟୁପିଏସସି) ସିଭିଲ ସର୍ଭିସ ପରୀକ୍ଷା (ସିଏସଇ) ୨୦୧୪ର ତାରିଖ ପରିବର୍ତ୍ତନ କରିଛି। ପୂର୍ବରୁ ଏହି ପରୀକ୍ଷା ୨୬ ମେ ୨୦୨୪ରେ ଅନୁଷ୍ଠିତ ହେବାକୁ ଯାଉଥିଲା, ବର୍ତ୍ତମାନ ଲୋକ ସଭା ନିର୍ବାଚନ ପରେ ଏହା ୧୬ଜୁନ ରେ…
Archives


