ପାକିସ୍ତାନ ବଦଳାଇବ ଦେଶର ପ୍ରଥମ ମହିଳାଙ୍କ ପରିଭାଷା, ରାଷ୍ଟ୍ରପତିଙ୍କ ଝିଅଙ୍କୁ ଦିଆଯାଇପାରେ ପଦ
ଇସଲାମାବାଦ,୧୧।୩: ଦେଶର ଫାଷ୍ଟ ଲେଡି ଶବ୍ଦ ରାଷ୍ଟ୍ରପତିଙ୍କ ପତ୍ନୀ ଭାବରେ ଜଣାଶୁଣା । କିନ୍ତୁ ଭାରତର ପଡୋଶୀ ଦେଶ ପାକିସ୍ତାନ ଏହାର ସଂଜ୍ଞା ପରିବର୍ତ୍ତନ କରିବାକୁ ଯାଉଛି। ହଁ … ପାକିସ୍ତାନରେ ଏହି ସ୍ଥିତି ଆସିଫ ଭୁଟ୍ଟୋ ଜରଦାରୀଙ୍କ ଝିଅ ଆସିଫା…
ଆଜି ଚାଷୀଙ୍କ ଖାତାକୁ ଯିବ କାଳିଆ ଟଙ୍କା: ବିଳମ୍ବ ନ କରି…
ଭୁବନେଶ୍ୱର,୧୧।୩: ସୋମବାରରୁ ଶୁଭାରମ୍ଭ। ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ କାଳିଆ ଟଙ୍କା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବେ । ଖରିଫ ଋତୁ ପାଇଁ କାଳିଆ ସହାୟତା ପ୍ରଦାନ କରାଯିବ। ୪୬ ଲକ୍ଷରୁ ଊଦ୍ଧର୍ବ କ୍ଷୁଦ୍ର,…
ଇଲୋକ୍ଟ୍ରାଲ ବଣ୍ଡ ମାମଲାରେ ଏସବିଆଇ ମାଗିଲା ସମୟ, ସୁପ୍ରିମକୋର୍ଟ କହିଲେ ଲଫାପା ଖୋଲ ଡାଟା ଦିଅ
ନୂଆଦିଲ୍ଲୀ,୧୧।୩: ସୋମବାର ଅର୍ଥାତ୍ ମାର୍ଚ୍ଚ ୧୧, ୨୦୨୪ ନିର୍ବାଚନ ବା ଇଲୋକ୍ଟ୍ରାଲ ବଣ୍ଡ ମାମଲା ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଯେତେବେଳେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ସବିଶେଷ ତଥ୍ୟ ଦେବାକୁ ଅଧିକ ସମୟ ମାଗିଥିଲା, ସୁପ୍ରିମକୋର୍ଟ ପଚାରିଥିଲେ ଏହି…
ନୂଆ ଆଇନ ଆଧାରରେ ନ ହେଉ ନିର୍ବାଚନ କମିଶନଙ୍କ ନିଯୁକ୍ତି, କଂଗ୍ରେସ ନେତାଙ୍କ ଆବେଦନ
ନୂଆଦିଲ୍ଲୀ,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନିର୍ବାଚନ ଆୟୋଗର ଦୁଇଟି ଖାଲି ପଦବୀ ପୂରଣ ପାଇଁ ଖୁବ ଶୀଘ୍ର ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ସେପଟେ ସୁପ୍ରିମକୋର୍ଟରେ ଏ ସମ୍ପର୍କରେ ଏକ ପିଟିସନ ଦାଖଲ କରାଯାଇଛି। ନୂତନ ଆଇନ ନିର୍ବାଚନ…
ଡିଏ ବଢ଼ାଇଲେ ରାଜ୍ୟ ସରକାର
ଲକ୍ଷ୍ନୌ,୧୧ା୩: ହୋଲି ପୂର୍ବରୁ ରାଜ୍ୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ଯୋଗୀ ସରକାର। କେନ୍ଦ୍ର ସରକାରଙ୍କ ଅନୁଯାୟୀ, ବର୍ତ୍ତମାନ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଡିଏକୁ ୪ ପ୍ରତିଶତ ବୃଦ୍ଧି କରାଯାଇଛି। ରାଜ୍ୟ କର୍ମଚାରୀମାନେ ଜାନୁଆରୀ ୨୦୨୪ରୁ ଡିଏରେ…
ବଡ଼ ଘୋଷଣା: ଶିଶୁ ଜନ୍ମ ହେଲେ ୧୦,୮୦୦ ଟଙ୍କାର ଫିକ୍ସଡ ଡିପୋଜିଟ୍ କରିବେ ସରକାର
ଗ୍ୟାଙ୍ଗଟକ୍,୧୧।୩: ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଏକ ନୂତନ ଯୋଜନା ଘୋଷଣା କରିଛନ୍ତି। ଯାହା ଅଧୀନରେ ସରକାର ନବଜାତ ଶିଶୁଙ୍କ ନାମରେ ୧୦,୮୦୦ ଟଙ୍କା ଜମା କରିବେ। ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ‘ସିକ୍କିମ…
ମିଶନ ଶକ୍ତି କର୍ମକର୍ତ୍ତାଙ୍କ ଦେୟ ପରିମାଣ ବଢ଼ାଇଲେ ସରକାର, ଉପକୃତ ହେବେ ୧ ଲକ୍ଷ ୨୬ ହଜାର ୧୦ କର୍ମକର୍ତ୍ତା
ଭୁବନେଶ୍ୱର,୧୧ା୩(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ରାଜ୍ୟର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରେଶନର କର୍ମକର୍ତ୍ତାମାନଙ୍କର ବୈଠକ ଦେୟ ବୃଦ୍ଧି ଘୋଷଣା କରିଛନ୍ତି। ରାଜ୍ୟରେ ମିଶନ ଶକ୍ତି ଏକ ବିଶାଳ ଆନ୍ଦୋଳନରେ ପରିଣତ ହୋଇ ମହିଳାମାନଙ୍କ ଆର୍ଥିକ…
Oscar award 2024: କିଲିଆନ ମର୍ଫି ଶ୍ରେଷ୍ଠ ଅଭିନେତା, ଏମା ଷ୍ଟୋନ୍ ଶ୍ରେଷ୍ଠ ଅଭିନେତ୍ରୀ
ଓ୍ବାଶିଂଟନ,୧୧ା୩: ପ୍ରତ୍ୟେକ ଷ୍ଟାର୍ ଓସ୍କାର ଜିତିବାର ସ୍ବପ୍ନ ଦେଖନ୍ତି। ୧୦ ମାର୍ଚ୍ଚ ୨୦୨୪ରେ ଲସ୍ ଏଞ୍ଜେଲ୍ସର ଡଲବି ଥିଏଟରରେ ୯୬ତମ ଏକାଡେମୀ ପୁରସ୍କାର ଅନୁଷ୍ଠିତ ହୋଇ ୧୧ରେ ଓଟିଟି ପ୍ଲାଟଫର୍ମ ଡିଜ୍ନି ପ୍ଲସ ହଟ୍ଷ୍ଟାରରେ ଭାରତରେ ସିଧା ପ୍ରସାରଣ କରାଯାଇଛି। ତେବେ…
୨୦୨୪ ଓସ୍କାର ପୁରସ୍କାର ଘୋଷଣା: କ୍ରିଷ୍ଟୋଫର ଶ୍ରେଷ୍ଠ ନିର୍ଦ୍ଦେଶକ
ଓ୍ବାଶିଂଟନ,୧୧ା୩: ପ୍ରତ୍ୟେକ ଷ୍ଟାର୍ ଓସ୍କାର ଜିତିବାର ସ୍ବପ୍ନ ଦେଖନ୍ତି। ଏକାଡେମୀ ପୁରସ୍କାର ଦୁନିଆର ସବୁଠାରୁ ଲୋକପ୍ରିୟ ପୁରସ୍କାର ସମାରୋହ ମଧ୍ୟରୁ ଅନ୍ୟତମ। ୧୦ ମାର୍ଚ୍ଚ ୨୦୨୪ରେ ଲସ୍ ଏଞ୍ଜେଲ୍ସର ଡଲବି ଥିଏଟରରେ ୯୬ତମ ଏକାଡେମୀ ପୁରସ୍କାର ଅନୁଷ୍ଠିତ ହୋଇ ମାର୍ଚ୍ଚ ୧୧…
ମେଣ୍ଟ: ଦ୍ୱନ୍ଦ୍ୱରେ ଭୋଟର
ଭୁବନେଶ୍ୱର,୧୧ା୩(ଜିତେନ୍ଦ୍ର କୁମାର ନାୟକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସ୍ବଳ୍ପ ସମୟର ଭିଡିଓ ଯେଉଁଭଳି ଭାବେ ହୋଇଥିଲା, ତାହା ରାଜ୍ୟର ରାଜନୈତିକ ଉଷ୍ମତା ସମ୍ପର୍କରେ ଅନେକ ସୂଚନା ଦେଉଛି। ଭିଡିଓରେ ଯେପରି ଭାବେ ପାଣ୍ଡିଆନ ପ୍ରଶ୍ନ…
ପେଟରେ ଅଧା, ପାଟିରେ ଅଧା
ଭୁବନେଶ୍ୱର, ୧୧।୩:(ସୁନିତ୍ ମିଶ୍ର) ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଯାଉଛନ୍ତି। ସେଠାରୁ ଫେରିବା ପରେ ରାଜ୍ୟର ସବୁ ଲୋକ ସଭା ଓ ବିଧାନସଭା ଆସନରେ ଭାଜପା ଏକାକୀ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଥିବା କହୁଛନ୍ତି। କିନ୍ତୁ କେଉଁଠାରେ ମଧ୍ୟ…
ଶ୍ରେଷ୍ଠ କଷ୍ଟ୍ଯୁମ୍ ଡିଜାଇନ୍ ଆୱାର୍ଡ ଘୋଷଣା କରିବାକୁ ଉଲଗ୍ନ ହୋଇ ଓସ୍କାର ମଞ୍ଚକୁ ଆସିଲେ ଜନ୍ ସିନା
ନୂଆଦିଲ୍ଲୀ, ୧୧।୩: ସୋମବାର ଓସ୍କାର ଆୱାର୍ଡ ଘୋଷଣା କରାଯାଉଥିଲା ବେଳେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟକର ଘଟଣା। ପ୍ରଥମ ପୁରସ୍କାର ଭାବେ ଶ୍ରେଷ୍ଠ କଷ୍ଟ୍ଯୁମ୍ ଡିଜାଇନ୍ ଆୱାର୍ଡ ଘୋଷଣା କରିବାକୁ ମଞ୍ଚକୁ ଆସିଥିବା ଜନ୍ ସିନାଙ୍କୁ ଦେଖି ଗ୍ୟାଲେରୀରେ ବସିଥିବା ଦର୍ଶକେ…
Archives


