ରୁଷିଆ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ମତଦାନ, ପଞ୍ଚମ ଥର ପାଇଁ ଶାସନ କ୍ଷମତା ହାତେଇ ପାରନ୍ତି ପୁଟିନ
ମସ୍କୋ,୧୫।୩: ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ରୁଷିଆରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଆଜି ଅର୍ଥାତ୍ ଶୁକ୍ରବାର ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଭ୍ଲାଦିମିର ପୁଟିନ ପୁଣି ଥରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଛିଡା ହୋଇଛନ୍ତି। ପୁଟିନ…
ଏମ୍ସକୁ ଏସିଆ ସେଫ୍ ସର୍ଜିକାଲ ଇମ୍ପ୍ଲାଣ୍ଟ କନ୍ସୋର୍ଟିୟମ ପୁରସ୍କାର
ଭୁବନେଶ୍ୱର,୧୫।୩(ଶର୍ମିଷ୍ଠା ପାଣିଗ୍ରାହୀ):ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ ଏମ୍ସ ଭୁବନେଶ୍ୱରକୁ ମର୍ଯ୍ୟାଦାଜନକ ଏସିଆ ସେଫ୍ ସର୍ଜିକାଲ ଇମ୍ପ୍ଲାଣ୍ଟ କନ୍ସୋର୍ଟିୟମ୍ କ୍ୟୁଆଇପି ପୁରସ୍କାର ୨୦୨୩ ମିଳିଛି। ହସ୍ପିଟାଲରେ ବ୍ୟବହୃତ ବିଭିନ୍ନ ଯାନ୍ତ୍ରିକ ଉପକରଣର ଗୁଣବତ୍ତା ଏବଂ ପ୍ରତିରୋପଣ ପ୍ରକ୍ରିୟାକରଣକୁ ନେଇ ହେଉଥିବା ଉଲ୍ଲେଖନୀୟ…
ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର
ସମ୍ବଲପୁର,୧୫ା୩: ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ହୋଇଛନ୍ତି। ଏକ ଗ୍ୟାସ୍ ଟ୍ୟାଙ୍କର ସହ ତାଙ୍କ କାର୍ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି। ଭୁବନେଶ୍ୱରରୁ ବରଗଡ଼ ଫେରିବା ବେଳେ ଗୁରୁବାର ବିଳମ୍ବିତ ରାତିରେ ସମ୍ବଲପୁର ଜିଲା ରେଢ଼ାଖୋଲର…
ଆଜିଠୁ ମାଟ୍ରିକ୍ ଖାତାଦେଖା
କଟକ,୧୫ା୩ (କାର୍ତ୍ତିକ ସାହୁ):ଚଳିତବର୍ଷର ମାଟ୍ରିକ୍, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନ ଶୁକ୍ରବାରଠାରୁ ଆରମ୍ଭ ହେବ। ଏଥିପାଇଁ ୧୫,୦୦୦ରୁ ଊର୍ଦ୍ଧ୍ୱ ପରୀକ୍ଷକ ନିୟୋଜିତ ହୋଇଛନ୍ତି। ପରୀକ୍ଷକମାନଙ୍କର ତାଲିମ ଶେଷ ହୋଇଛି। ସେମାନେ ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେଇସାରିଛନ୍ତି। ଜିଲା ଶିକ୍ଷାଧିକାରୀମାନେ…
ଟୁଇଟ୍ ଡିଲିଟ କଲେ ମନମୋହନ, ଚୁପ୍ ରହିଲା ବିଜେଡି, ପୁଣି ବଢ଼ିଲା ମେଣ୍ଟ ସମ୍ଭାବନା
ଭୁବନେଶ୍ୱର,୧୪।୩: ବିଜୁ ଜନତା ଦଳ (ବିଜେଡି) ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ମଧ୍ୟରେ ମେଣ୍ଟ ଖବର ଆହୁରି ଘନୀଭୂତ ହୋଇଛି। ଗୁରୁବାର ନବୀନ ନିବାସରେ ବିଜେଡି ନେତାଙ୍କ ବୈଠକ ପରେ ଦଳର ନେତା ମେଣ୍ଟ ଖବରକୁ ନେଇ ଚୁପ୍ ରହିଛନ୍ତି।…
ସମଗ୍ର ଭାରତରେ ପେଟ୍ରୋଲ, ଡିଜେଲ ମୂଲ୍ୟ ୨ ଟଙ୍କା କମାଇଲେ ସରକାର
ନୂଆଦିଲ୍ଲୀ,୧୪।୩: ଲୋକସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ପୂର୍ବରୁ ଭାରତ ସରକାର ଗୁରୁବାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୨ ଟଙ୍କା ହ୍ରାସ କରିଛନ୍ତି।ସମ୍ପ୍ରତି ତରଳ ପେଟ୍ରୋଲିୟମ ଗ୍ୟାସ (ଏଲପିଜି) ଏବଂ ସଙ୍କୋଚିତ ପ୍ରାକୃତିକ ଗ୍ୟାସ (ସିଏନଜି) ମୂଲ୍ୟରେ ହ୍ରାସ…
ଗ୍ରାମ୍ୟ ସାଧନ କର୍ମୀ ମାନଙ୍କ ଦୈନିକ ପାରିଶ୍ରମିକ ବୃଦ୍ଧି, ଉପକୃତ ହେବେ ୧୦ ହଜାର କର୍ମୀ
ଭୁବନେଶ୍ୱର,୧୪।୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟର ସମସ୍ତ ଗ୍ରାମ୍ୟ ସାଧନ କର୍ମୀ (Village Resource Persons) ମାନଙ୍କର ପାରିଶ୍ରମିକ ବୃଦ୍ଧି ଘୋଷଣା କରିଛନ୍ତି । ତଦନୁଯାୟୀ ସେମାନଙ୍କ ଦୈନିକ କାର୍ଯ୍ୟ ଦିବସର ପାରିଶ୍ରମିକ ୩୦୦ ଟଙ୍କାରୁ ୪୦୦ ଟଙ୍କାକୁ ବୃଦ୍ଧି…
ଏସବିଆଇ ନିର୍ବାଚନୀ ବଣ୍ଡକୁ ସାର୍ବଜନୀନ କଲା ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ,୧୪।୩: ଭାରତୀୟ ନିର୍ବାଚନ କମିଶନ ଆୟୋଗ(ଇସିଆଇ) ଗୁରୁବାର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଦାଖଲ କରିଥିବା ନିର୍ବାଚନ ବଣ୍ଡ ତଥ୍ୟକୁ ଏହାର ୱେବସାଇଟରେ ସାର୍ବଜନୀନ କରିଛି। ଗୋଟିଏ ଦିନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଏସବିଆଇ ଏହି ତଥ୍ୟ ଆୟୋଗ…
‘ଯାହାଙ୍କୁ କେହି ପଚାରନ୍ତିନି, ତାଙ୍କୁ ମୋଦି ପଚାରନ୍ତି’
ନୂଆଦିଲ୍ଲୀ,୧୪ା୩: ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହି ପ୍ରଧାନମନ୍ତ୍ରୀ ସ୍ବନିଧି ମହୋତ୍ସବ ସେହି ଲୋକମାନଙ୍କ ପାଇଁ ଉତ୍ସର୍ଗୀକୃତ, ଯାହା ବିନା ମୋର ଦୈନନ୍ଦିନ ଜୀବନ କଳ୍ପନା କରିପାରେନାହିଁ। କରୋନା ମହାମାରୀ ସମୟରେ…
ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ହୋଇପାରେ ବଡ଼ ଘୋଷଣା
ଭୁବନେଶ୍ୱର,୧୪ା୩: ନବୀନ ନିବାସରେ ଗୁରୁବାର ଆରମ୍ଭ ହୋଇଛି ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ। ମେଣ୍ଟ ଚର୍ଚ୍ଚା ସମୟରେ ନବୀନ ନିବାସରେ ଏହା ୨ୟ ପର୍ଯ୍ୟାୟ ଦଳୀୟ ବୈଠକ ବସିଛି। ଯାହା ଉପରେ ସମସ୍ତଙ୍କ ନଜର ରହିଛି। କୁହାଯାଉଛି ଯେ, ବିଜେଡି ଓ ଭାଜପା…
ମେଣ୍ଟ ଉପରେ ମନମୋହନ ସାମଲଙ୍କ ଏପଟସେପଟ କଥାକୁ ନେଇ ଉଠିଲା ପ୍ରଶ୍ନ
ଭୁବନେଶ୍ୱର,୧୪।୩: ରାଜ୍ୟରେ ମେଣ୍ଟକୁ ନେଇ ଦ୍ୱନ୍ଦ ବଢିବାରେ ଲାଗିଛି। ଗୋଟିଏ ପଟେ ଭାଜପା ସଭାପତି ମନମୋହନ ସାମଲଙ୍କ ଏପଟସେପଟ କଥା ଅନ୍ୟପଟେ ବିଜେଡି ସୁପ୍ରିମୋ ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିବା ନେଇ ମେଣ୍ଟକୁ ନେଇ ଚର୍ଚ୍ଚା ଆହୁରି ବଢିଛି। ଭାଜପା…
ବ୍ୟାଙ୍କ ବାଣ୍ଟୁଛି ନକଲି ନୋଟ୍
ଇସଲମାବାଦ,୧୪ା୩: ଲୋକେ ବ୍ୟାଙ୍କକୁ ସୁରକ୍ଷିତ ସ୍ଥାନ ଭାବି ଟଙ୍କା ଜମା କରିଥାନ୍ତି। ମାତ୍ର ବ୍ୟାଙ୍କରୁ ଯଦି ନକଲି ନୋଟ୍ ମିଳେ ତେବେ ଲୋକେ କାହା ଉପରେ ଭରସା କରିବେ। ଏପରି ଘଟଣା ଦେଖିବାକୁ ମିଳିଛି ପାକିସ୍ତାନରେ। ଏଠାରେ ଅନେକ ନକଲି ନୋଟ୍…
Archives


