Video: ଦମ୍ ଦେଖାଇଲା ଭାରତୀୟ ସେନା, ଆତ୍ମସମର୍ପଣ କଲେ ସୋମାଲିଆ ଡକାୟତ
ନୂଆଦିଲ୍ଲୀ,୧୭।୩: ଭାରତୀୟ ବାୟୁସେନା ରବିବାର ଆରବ ସାଗରରେ ଭାରତୀୟ ନୌସେନା ସହ ମିଳିତ ଅପରେସନ୍ କରୁଥିବା ଫଟୋ ଏବଂ ଏକ ଭିଡିଓ ଜାରି କରିଛି। ସୋମାଲିଆ ସାମୁଦ୍ରିକ ଡକାୟତ ଏକ ଜାହାଜ ସମେତ ୧୭ ଜଣ କ୍ର୍ୟୁ ସଦସ୍ୟଙ୍କୁ ଅପହରଣ କରି…
ସାଢେ ୪ କୋଟି ଓଡିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି
ଭୁବନେଶ୍ବର,୧୭।୩: ଶନିବାର ନିର୍ବାଚନ ଆୟୋଗ ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ନିର୍ବାଚନ ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢେ ଚାରି କୋଟି ଓଡିଶାବାସୀଙ୍କୁ ଚିଠି ଲେଖିଛନ୍ତି। ”ରାଜ୍ୟକୁ ବିକାଶର ଶିଖରରେ ପହଞ୍ଚାଇବା ପାଇଁ ଲୋକମାନଙ୍କ ନିରନ୍ତର…
ନିଜକୁ ଇଡି ଅଫିସର କହି ଉପଜିଲାପାଳଙ୍କଠାରୁ ବଟି ଆଦାୟ କରୁଥିଲେ ୨ ଭାଇ : ଧରିଲା ପୋଲିସ
ଛତ୍ରପୁର,୧୭।୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜ଼ିଲା ଛତ୍ରପୁର ଉପଜିଲାପାଳ ଦେବଦତ୍ତ ମହାନ୍ତଙ୍କୁ ଢେଙ୍କାନାଳ ଟାଉନ ଥାନା ଦୋଳମଣ୍ଡପ ସାହିର ତାରିଣୀସେନ ମହାପାତ୍ର (୩୦) ଓ ବ୍ରହ୍ମାଶଙ୍କର ମହାପାତ୍ର (୨୭) ୨ ଜଣ ଇଡି ଅଫିସର କହି ଧମକାଇ ବଟି ଆଦାୟ କରୁଥିବା…
ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି
ଭୁବନେଶ୍ବର,୧୭।୩(ଅସମାପିକା ସାହୁ): ଆଗାମୀ ଲୋକ ସଭା ଓ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆଦର୍ଶ ଆଚରଣବିଧି ଘୋଷଣା ହୋଇଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରକିୟା ସମ୍ପୂର୍ଣ୍ଣ ହେଲା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ବନ୍ଦ ରହିବ।…
ତାଜା ନିର୍ବାଚନୀ ବଣ୍ଡ ତଥ୍ୟ ସାର୍ବଜନୀନ କଲେ ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ,୧୭ା୩: ରବିବାର ଭାରତୀୟ ନିର୍ବାଚନ ଆୟୋଗ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଠାରୁ ପାଇଥିବା ନିର୍ବାଚନୀ ବଣ୍ଡ ତଥ୍ୟକୁ ସାର୍ବଜନୀନ କରିଛନ୍ତି। ଏହି ସମସ୍ତ ତଥ୍ୟ ୨୦୧୯ ନିର୍ବାଚନ ପୂର୍ବର ବୋଲି କୁହାଯାଉଛି। ଏହାର ପର ସମୟର ତଥ୍ୟକୁ ଆୟୋଗ ଗୁରୁବାର ପ୍ରକାଶ…
ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଘନଘନ ବୈଠକ: ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ କେଉଁମାନେ ହେବେ ପ୍ରାର୍ଥୀ
ଭୁବନେଶ୍ୱର,୧୭।୩: ବିଜେଡି- ଭାଜପା ସମ୍ଭାବ୍ୟ ମେଣ୍ଟକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଏଯାବତ୍ ଚିତ୍ର ସ୍ପଷ୍ଟ ହୋଇନ ଥିବା ବେଳେ ରବିବାର ରାଜ୍ୟ ଭାଜପା କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇପଡ଼ିଛି। ବରିଷ୍ଠ ନେତାଙ୍କୁ ନେଇ କାର୍ଯ୍ୟାଳୟରେ ଘନଘନ ବୈଠକ ବସୁଛି। ଏଥିରେ ବହୁ…
ଇଭିଏମ ଥିଲେ ନିର୍ବାଚନରେ ହୋଇ ନ ଥାଆନ୍ତା କୌଣସି ଅସୁବିଧା: ଇମ୍ରାନ
ଇସଲାମାବାଦ,୧୭।୩: ପାକିସ୍ତାନରେ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହେବାର ବହୁ ଦିନ ହେଲାଣି। ତେବେ ଘରୋଇ ତଥା ଆନ୍ତର୍ଜାତୀୟ ସ୍ତରରେ ପାକିସ୍ତାନର ନିର୍ବାଚନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଛି। ବିଶେଷ କରି ଦେଶର ମୁଖ୍ୟ ବିରୋଧୀ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)…
ରାଜନୀତିର ବଡ ବଡ ଖେଳାଳି ବି ପଢି ପାରି ନାହାନ୍ତି ରାମନଗରୀର ମନ
ଲକ୍ଷ୍ନୌ,୧୭।୩: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ଆଚରଣ ବିଧି ଲାଗୁ କରାଯାଇଥିଲା। ସମଗ୍ର ଦେଶରେ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଉତ୍ତର ପ୍ରଦେଶରେ ମଧ୍ୟ ସାତୋଟି ପର୍ଯ୍ୟାୟରେ ନିର୍ବାଚନ…
ଶାସନ କ୍ଷମତା ହାତକୁ ଆସିଲେ ଶେଷ କରିଦେବି ବାଇଡେନ ପ୍ରଶାସନର ଏହି ନୀତି, ରାଷ୍ଟ୍ରପତିଙ୍କୁ ଟାର୍ଗେଟ କଲେ ଟ୍ରମ୍ଫ
ଓ୍ବାଶିଂଟନ,୧୭।୩: ଆମେରିକାରେ ବଢୁଥିବା ପ୍ରବାସୀ ଅପରାଧ ସମ୍ପର୍କରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଇଡେନ ପ୍ରଶାସନ ବିରୋଧରେ କଡ଼ା ଭାଷଣ ଦେଇଥିଲେ। ସେ ଦାବି କରିଛନ୍ତି ଯେ ଯଦି ସେ କ୍ଷମତାକୁ ଆସନ୍ତି ତେବେ ସେ ପ୍ରତ୍ୟେକ ‘ଖୋଲା ସୀମା ନୀତି’…
କେଜରିଓ୍ବାଲଙ୍କୁ ନବମ ସମନ ପଠାଇଲା ଇଡି, ୨୧ ମାର୍ଚ୍ଚରେ ହେବ ପଚରା ଉଚରା
ନୂଆଦିଲ୍ଲୀ,୧୭।୩: ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମସ୍ୟା ହ୍ରାସ ହେବାର କୌଣସି ସଙ୍କେତ ଦେଉନାହିଁ। ଦିଲ୍ଲୀର ରଦ୍ଦ ହୋଇଥିବା ଏକ୍ସାଇଜ ପଲିସିରେ ହୋଇଥିବା ଅନିୟମିତତା ଘଟଣାର ଅନୁସନ୍ଧାନ କରୁଥିବା ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ…
ଭାରତ ଯୋଡୋ ନ୍ୟାୟ ଯାତ୍ରା ପରେ ଆଜି ମୁମ୍ବାଇରେ ନ୍ୟାୟ ସଙ୍କଳ୍ପ ପଦଯାତ୍ରା କରିବେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୧୭।୩: ଲୋକ ସଭା ନିର୍ବାଚନ ୨୦୨୪କୁ ଧ୍ୟାନରେ ରଖି ଜାନୁଆରୀ ୧୪ ୨୦୨୪ରୁ ମଣିପୁରରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଗତକାଲି ଅର୍ଥାତ୍ ଶନିବାର ମୁମ୍ବାଇରେ ଶେଷ ହୋଇଛି। ରାହୁଲ ଗାନ୍ଧୀ ଆଜି ମୁମ୍ବାଇରେ ଏକ ପଦଯାତ୍ରା…
୭ ଦିନରେ ଅନ୍ଲାଇନରେ ମିଳିବ ସାର୍ଟିଫିକେଟ୍
କଟକ,୧୭ା୩ (କାର୍ତ୍ତିକ ସାହୁ)ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏକ ଯୁଗୋପଯୋଗୀ ପଦକ୍ଷେପ ଗ୍ରହଣ କରାଯାଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶନର ୭ ଦିନ ମଧ୍ୟରେ ପରୀକ୍ଷାର୍ଥୀଙ୍କୁ ମୂଳ ପ୍ରମାଣପତ୍ର ଅନ୍ଲାଇନ୍ ଜରିଆରେ ଯୋଗାଇ ଦିଆଯିବ। ଏହାବାଦ୍…
Archives


