Home Middle

ଲଦାଖରେ ସମର ଅଭ୍ୟାସ ସମୟରେ ବଡ଼ ଦୁର୍ଘଟଣା, ନଦୀରେ ଭାସିଗଲେ ୫ଯବାନ

ନୂଆଦିଲ୍ଲୀ,୨୯।୬: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ଭାରତୀୟ ଯବାନମାନଙ୍କ ସହ ଏକ ବଡ଼ ଦୁର୍ଘଟଣା ଘଟିଛି। ଯବାନମାନେ ଲଦାଖର ଦୌଲତ ବେଗ ଓଲଡି ଅଞ୍ଚଳରେ ନଦୀ ପାର ହୋଇ ଅଭ୍ୟାସ କରୁଥିଲେ। ଏହି ସମୟରେ ହଠାତ ନଦୀର ଜଳ ସ୍ତର ବଢି ଯାଇଥିଲା।…

ସମୟ ସମୟର କଥା…ଯିଏ ଥିଲେ ମନ୍ତ୍ରୀ ତାଙ୍କୁ ମିଳିବ ଭତ୍ତା ଆଉ ଯାହାଙ୍କର ଯାଇଥିଲା ଏମପି ପଦ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ଦରମା

ନୂଆଦିଲ୍ଲୀ,୨୯।୬: କ୍ଷମତା କେତେବେଳେ କଡ ଲେଉଟାଏ ତାହା କେବଳ ସମୟ ହିଁ କହିଥାଏ। ଲୋକକଥାରେ ଯେମିତି ଅଛି, ଏହା ତ ସମୟ ସମୟର କଥା। କେତେବେଳେ କ’ଣ ପରିବର୍ତ୍ତନ ହେବ। ଏହାର ପ୍ରକୃତ ଉଦାହରଣ ଦେଖିବାକୁ ମିଳିଛି ସ୍ମୃତି ଇରାନୀ ଓ…

ବଡ଼ ଖବର: ପୁଣି ଚାଷୀଙ୍କ ଆକାଉଣ୍ଟକୁ ଆସିବ ୮୦୦୦ଟଙ୍କା!

ନୂଆଦିଲ୍ଲୀ,୨୯।୬: ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ଏକ ବଡ଼ ଖବର ଆସିଛି। ସୂତ୍ର ଅନୁଯାୟୀ,ବର୍ତ୍ତମାନ ଏହି ଯୋଜନା ଅଧୀନରେ ପ୍ରାପ୍ତ ପରିମାଣ ବୃଦ୍ଧି ହେବାକୁ ଯାଉଛି। ଏହାର ଅର୍ଥ ହେଉଛି ସରକାର ବର୍ତ୍ତମାନ ବାର୍ଷିକ ୬୦୦୦ ଟଙ୍କା ବଦଳରେ ୮୦୦୦ ଟଙ୍କା ଦେବେ…

‘ସାରା ଦେଶ ଜାଣିଛି ଏକଛତ୍ରବାଦୀ ଶାସକ….’, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ସଞ୍ଜୟ

ନୂଆଦିଲ୍ଲୀ,୨୯।୬: ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ଏମପି ସଞ୍ଜୟ ସିଂ ଶନିବାର (ଜୁନ ୨୯) କେନ୍ଦ୍ର ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଏବଂ ସିବିଆଇ ଭଳି ଅନୁସନ୍ଧାନକାରୀ ଏଜେନ୍ସିର କାର୍ଯ୍ୟାନୁଷ୍ଠାନ ଉପରେ ସେ ସରକାରଙ୍କୁ…

ଭାଜପା କମିଟିର ଅଭିଯୋଗ: ‘ମମତାଙ୍କ ଶାସନ କାଳରେ ପଶ୍ଚିମବଙ୍ଗ ମିନି ପାକିସ୍ତାନ ହୋଇଯାଇଛି…’

ନୂଆଦିଲ୍ଲୀ,୨୯।୬: ପଶ୍ଚିମବଙ୍ଗରେ ଲୋକ ସଭା ନିର୍ବାଚନ ପରେ ଘଟିଥିବା ରାଜନୈତିକ ହିଂସାକୁ ଅନୁଧ୍ୟାନ କରିବା ପାଇଁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଦ୍ୱାରା ଗଠିତ ୪ ସଦସ୍ୟ ବିଶିଷ୍ଟଫ୍ୟାକ୍ଟ ଫାଇଣ୍ଡିଙ୍ଗ କମିଟି ତାଙ୍କର ରିପୋର୍ଟ ରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପରେଅନେକ ବଡ…

ବଡ଼ ଅପଡେଟ୍‌: ଜାଣନ୍ତୁ ବିଶ୍ୱକପ୍‌ ଫାଇନାଲରେ ବର୍ଷା ହେଲେ କ’ଣ ହେବ

ବ୍ରିଜଟାଉନ,୨୯।୬: ଟି୨୦ କ୍ରିକେଟ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଶନିବାର ସ୍ଥାନୀୟ କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ଏହି ମହାମୁକାବିଲାରେ ପରସ୍ପରର ସମ୍ମୁଖୀନ ହେବେ ଭାରତ-ଦକ୍ଷିଣ ଆଫ୍ରିକା। ୨୦୦୭ରେ ଚାମ୍ପିୟନ ଓ ୨୦୧୪ରେ ରନରଅପ୍‌ ଭାରତ ତୃତୀୟ ଥର ପାଇଁ ଫାଇନାଲ…

ମହାକାଶରେ ଫସିଛନ୍ତି ସୁନୀତା

ଓ୍ବାଶିଂଟନ୍‌,୨୯ା୬: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ(୫୮) ନିଜ ମହାକାଶ ସହଯାତ୍ରୀ ବୁଚ୍‌ ଓ୍ବିଲମୋର୍‌ଙ୍କ ସହ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ (ଆଇଏସ୍‌ଏସ୍‌)ରେ ଫସିଯାଇଛନ୍ତି। ଜୁନ୍‌ ୫ରେ ଫ୍ଲୋରିଡାର କେପ୍‌ କାନାଭେରାଲ ସ୍ପେସ୍‌ ଫୋର୍ସ ଷ୍ଟେଶନରୁ ‘ସୁନୀତା’ ଆଇଏସ୍‌ଏସ୍‌ ଅଭିମୁଖେ…

ଆସିଲା ବଡ଼ ଖବର: ଏହି କାରଣ ଯୋଗୁ ଆଜି ଖେଳାଯିବନି ବିଶ୍ୱକପ୍‌ ଫାଇନାଲ!

ନୂଆଦିଲ୍ଲୀ,୨୯।୬: ଟି -୨୦ ବିଶ୍ୱକପ୍‌ ୨୦୨୪ର ଫାଇନାଲ ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଉଭୟଙ୍କ ମଧ୍ୟରେ ଏହି ଟାଇଟଲ ଯୁଦ୍ଧ ଆଜି ଅର୍ଥାତ୍‌ ଶନିବାର ବାର୍ବଡୋସର କେନ୍ସିଙ୍ଗଟନ ଓଭାଲରେ ହେବ। ଏହି ମ୍ୟାଚ୍‌ ପାଇଁ ପୂରା…

ଜୁନ୍‌ ଗ୍ରୀଷ୍ମରେ ୬୧.୯ କୋଟି ଭାରତୀୟ କଲବଲ

ନୂଆଦିଲ୍ଲୀ,୨୯ା୬ (ପି.ଟି.): ଚଳିତ ଜୁନ୍‌ରେ ୯ ଦିନରୁ ଊର୍ଦ୍ଧ୍ୱ ପ୍ରଚଣ୍ଡ ଗ୍ରୀଷ୍ମ ଲହର ଅନୁଭୂତ ହୋଇଥିଲା। ସାରା ବିଶ୍ୱର ପ୍ରାୟ ୫୦୦ କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମର ଯନ୍ତ୍ରଣା ସହିଥିବାବେଳେ ସେମାନଙ୍କ ମଧ୍ୟରେ ଭାରତର ୬୧.୯ କୋଟି ରହିଛନ୍ତି। ଆମେରିକାର ନିରପେକ୍ଷ…

ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ୟୁଜିସି-ନେଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୯ା୬ (ପି.ଟି.): ଭାରତୀୟ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ‘ଆସିଷ୍ଟାଣ୍ଟ ପ୍ରଫେସର’ ଏବଂ ‘ଜୁନିୟର ରିସର୍ଚ୍ଚ ଫେଲୋଶିଫ୍‌ ଓ ଆସିଷ୍ଟାଣ୍ଟ ପ୍ରଫେସର’ ପଦରେ ନିଯୁକ୍ତି ପାଇଁ ୟୁଜିସି-ନେଟ୍‌ ପରୀକ୍ଷା ଜୁନ୍‌ ୧୮ରେ ଅନୁଷ୍ଠିତ ହୋଇଥିଲା। ଦେଶର ୩୧୭ ସହରରେ ୧୧.୨୧ ଲକ୍ଷରୁ ଊର୍ଦ୍ଧ୍ୱ…

ଟି୨୦ ବିଶ୍ୱକପ୍‌: ଆଜି ମହାମୁକାବିଲା

ବ୍ରିଜଟାଉନ୍‌ (ବାର୍ବାଡୋସ), ୨୯।୬: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ଫାଇନାଲ ଶନିବାର ସ୍ଥାନୀୟ କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ମହାମୁକାବିଲାରେ ପରସ୍ପରର ସମ୍ମୁଖୀନ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା। ୨୦୦୭ରେ ଚାମ୍ପିୟନ ଓ ୨୦୧୪ରେ ରନରଅପ୍‌ ଭାରତ ତୃତୀୟ…

ସଂସଦରେ କିଏ ଅନ୍‌-ଅଫ୍‌ କରନ୍ତି ମାଇକ୍‌? ରାହୁଲ ଆଣିଲେ ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୨୮।୬: NEET ପେପର୍‌ ଲିକ୍‌ ପ୍ରସଙ୍ଗକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ତେବେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ସଂସଦରେ ସରକାରଙ୍କୁ ଘେରୁଛନ୍ତି। ହେଲେ ଏସମ୍ପର୍କରେ କୌଣସି ପୂର୍ଣ୍ଣରୂପେ ଆଲୋଚନା ହୋଇପାରୁ ନାହିଁ। ସଂସଦରେ ଏହି ମୁଦ୍ଦା ଉଠାଇ ବିରୋଧୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri