ମୁଁ ସନାତନ ବିରୋଧୀ ସ୍ଲୋଗାନ ଦେଇପାରିବି ନାହିଁ, ଏମିତି କହି ଦଳରୁ ଇସ୍ତଫା ଦେଲେ ବରିଷ୍ଠ ନେତା
ନୂଆଦିଲ୍ଲୀ,୪।୪: କଂଗ୍ରେସକୁ ଗୁରୁବାର ଏକ ବଡ ଝଟ୍କା ଲାଗିଛି। ଗୌରବ ବହ୍ଲବ ଦଳରୁ ଇସ୍ତଫା ଦେଇଛନ୍ତି। ମୁଁ ସନାତନ ବିରୋଧୀ ସ୍ଲୋଗାନ ଦେଇପାରିବି ନାହିଁ। ଦଳରେ ରହିବା କଷ୍ଟସାଧ୍ୟ କହି ଦଳରୁ ଇସ୍ତଫା ପତ୍ର ହାଇକମାଣ୍ଡକୁ ପଠାଇଦେଇଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ…
ବିଜେଡିରୁ ଇସ୍ତଫା ଦେଲେ ଅସିତ ପଟ୍ଟନାୟକ
ଭଦ୍ରକ,୪।୪(ସନାତନ ରାଉତ): ଭଦ୍ରକ ରାଜନୀତିର ଚର୍ଚ୍ଚିତ ଯୁବ ଚେହେରା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ (ବୁଲୁ ) ବୁଧବାର ରାତିରେ ବିଜେଡିରୁ ଇସ୍ତଫା ଦେଇଛନ୍ତି l ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ…
୭ ବିଧାୟକଙ୍କ ଟିକେଟ କାଟିଲା ବିଜେଡି
ଭୁବନେଶ୍ୱର,୪ା୪(ଅନିଲ ଦାସ)ଆସନ୍ତା ନିର୍ବାଚନ ପାଇଁ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଏବଂ ତୃତୀୟ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେଡି ସଭାପତି ତଥା ନବୀନ ପଟ୍ଟନାୟକ ବୁଧବାର ଭିଡିଓ ବାର୍ତ୍ତା ଦେଇ ନଁା ଘୋଷଣା କରିଛନ୍ତି।…
ଝିଅଙ୍କ ପାଠପଢ଼ାରେ କେନ୍ଦ୍ର କଣ୍ଟା
ଭୁବନେଶ୍ୱର,୪ା୪(ଅନିଲ ଦାସ)‘ବେଟି ବଚାଓ, ବେଟି ପଢ଼ାଓ’ ସ୍ଲୋଗାନ ଦେଉଥିବା କେନ୍ଦ୍ର ସରକାର ଝିଅଙ୍କ ପାଠପଢ଼ାରେ କଣ୍ଟା ସାଜିଛନ୍ତି। ଏକକ କନ୍ୟାସନ୍ତାନଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ବିଦ୍ୟାଳୟରେ ଆଉ ନାମଲେଖା ପାଇଁ ସ୍ବତନ୍ତ୍ର ସୁବିଧା ମିଳିବ ନାହିଁ। କେନ୍ଦ୍ରୀୟ ବିଦ୍ୟାଳୟ…
ବିଶ୍ଵବ୍ୟାପୀ ହ୍ୱାଟସ୍ ଆପ୍, ଇନଷ୍ଟାଗ୍ରାମ୍ ଡାଉନ୍
ନୂଆଦିଲ୍ଲୀ,୩।୪: ବିଶ୍ଵବ୍ୟାପୀ ହ୍ୱାଟସ୍ ଆପ୍, ଇନଷ୍ଟାଗ୍ରାମ୍ ଡାଉନ୍। ବୁଧବାର ବିଳମ୍ବିତ ରାତିରେ ବିଶ୍ଵବ୍ୟାପୀ ୟୁଜରମାନେ ହ୍ୱାଟସ୍ ଆପ୍ ମେସେଜ ପଠାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିଲା ବେଳେ ଇନଷ୍ଟାଗ୍ରାମରେ ଫିଡ୍ ଅପଡେଟ କରି ପାରୁ ନାହାନ୍ତି। ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଆଉଟେଜ୍ ରିପୋର୍ଟ…
ରାହୁଲଙ୍କ ପାଖରେ ଅଛି ନଗଦ ମାତ୍ର ୫୫ ହଜାର ଟଙ୍କା! ଶେୟାର ବଜାରରେ କୋଟି କୋଟି ନିବେଶ; ଜାଣନ୍ତୁ ମୋଟ ସମ୍ପତ୍ତି କେତେ…
ନୂଆଦିଲ୍ଲୀ,୩।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କେରଳର ଓ୍ବାୟନାଡ଼ ଲୋକ ସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ରାହୁଲ ଦେଇଥିବା ଆଫିଡେଭିଟ୍ ଅନୁଯାୟୀ ତାଙ୍କ ପାଖରେ ଏବେ ମାତ୍ର ୫୫ହଜାର ଟଙ୍କା ନଗଦ ଟଙ୍କା ରହିଛି। ୨୦୨୨-୨୩ରେ…
ଆଇପିଏଲ୍ରେ ରନ୍ ବର୍ଷା: ଦିଲ୍ଲୀ ଆଗରେ ପାହାଡ଼ ଭଳି ୨୭୩ ରନ୍ ଟାର୍ଗେଟ୍ ଛିଡ଼ା କଲା କୋଲକାତା
ବିଶାଖାପାଟଣା,୩।୪: ଇଣ୍ଡିଆ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୪ର ୧୬ତମ ମ୍ୟାଚ୍ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ବିଶାଖାପାଟଣାରେ ଜାରି ଏହି ମ୍ୟାଚ୍ରେ କୋଲକାତା ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…
ଜେଲ୍ରୁ ବାହାରିଲେ ସଞ୍ଜୟ ସିଂ
ନୂଆଦିଲ୍ଲୀ,୩ା୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲ୍ରେ ୬ ମାସ ରହିବା ପରେ ବରିଷ୍ଠ ଆମ୍ ଆଦ୍ମୀ ପାର୍ଟି(ଏଏପି)ନେତା ତଥା ରାଜ୍ୟ ସଭା ଏମ୍ପି ସଞ୍ଜୟ ସିଂ ବୁଧବାର ଜେଲ୍ରୁ ବାହାରିଛନ୍ତି। ଗୋଟିଏ ଦିନ ପୂର୍ବରୁ ସୁପ୍ରିମକୋର୍ଟ ତାଙ୍କୁ ଜାମିନ…
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ୨ ରୁ ୩ ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରା ବୃଦ୍ଧି ସମ୍ଭାବନା
ଭୁବନେଶ୍ୱର,୩।୪: ରାଜ୍ୟରେ ଆସନ୍ତା କିଛିଦିନ ଧରି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା ୬ ତାରିଖ ସୁଦ୍ଧା ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ଏବଂ ଅଧିକାଂଶ ସ୍ଥାନରେ…
ବିଜେଡିରୁ ଇସ୍ତଫା ଦେଲେ ପର୍ଶୁରାମ ଧଡ଼ା, ଟିକେଟ୍ ନ ମିଳିବାରୁ ନିଷ୍ପତି
ଭୁବନେଶ୍ୱର,୩।୪: ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ସୋର ବିଧାୟକ ପର୍ଶୁରାମ ଧଡ଼ା। ଟିକେଟ୍ ନ ମିଳିବାରୁ ଅସନ୍ତୋଷ ପ୍ରକାଶ କରି ସେ ଦଳ ଛାଡ଼ିଥିବା କହିଛନ୍ତି। ବୁଧବାର ବିଜେଡି ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟରେ ୨୭ ବିଧାନସଭା ଆସନ ଏବଂ ୫…
ଭୁବନେଶ୍ୱର ୨ ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେଡି; ଗୋଟିଏରେ ଛିଡ଼ୁନି ଅଙ୍କ
ଭୁବନେଶ୍ୱର,୪।୩: ଆଗାମୀ ସାଧାରଣ ନିର୍ବାଚନ ଲାଗି ବିଜେଡି ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ବୁଧବାର ୨୭ଜଣ ପ୍ରାର୍ଥୀଙ୍କ ନାମକୁ ଘୋଷଣା କରିଛନ୍ତି। ଏଥିରେ ଭୁବନେଶ୍ୱରର ୩ ଆସନରୁ…
ତୃତୀୟ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍
ଭୁବନେଶ୍ୱର,୩ା୪: ବିଜେଡି ବୁଧବାର ତୃତୀୟ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଛନ୍ତି। ବଲାଙ୍ଗୀରରୁ ସୁରେନ୍ଦ୍ର ସିଂ ଭୋଇ, ଭଦ୍ରକରୁ ମଞ୍ଜୁଲତା ମଣ୍ଡଳ, ବରଗଡ଼ରୁ ପରିଣୀତା ମିଶ୍ର,…
Archives


