ଅଖିଳେଶଙ୍କ ଏହି ବିଧାୟିକା ଭାଜପା ପାଇଁ କରୁଛନ୍ତି ପ୍ରଚାର, ସାମ୍ନାକୁ ଆସିଲା ଫଟୋ
ଲକ୍ଷ୍ନୌ,୨୪ା୫: ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୧୪ଟି ଆସନରେ ଶନିବାର ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ଏକ ଫଟୋ ସାମ୍ନାକୁ ଆସିଛି। ଯାହା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଟେନ୍ସନ୍କୁ ବଢ଼ାଇ ଦେଇଛି। ସମାଜବାଦୀ ପାର୍ଟିର…
ପ୍ରବଳ ବର୍ଷିବ, ୪ଜିଲାକୁ ଆଲର୍ଟ କଲେ SRC
ଭୁବନେଶ୍ୱର,୨୪।୫: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇ ବାଂଲାଦେଶ ମୁହାଁ ହେଉଛି। ଯାହା ମେ ୨୬ ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ରହିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା…
ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ପ୍ରଶାନ୍ତ କିଶୋରଙ୍କ ବଡ଼ ଭବିଷ୍ୟବାଣୀ, ନିର୍ବାଚନ ପରେ କ’ଣ ହେବାକୁ ଯାଉଛି କହିଲେ …
ଲକ୍ଷ୍ନୌ,୨୪।୫: ରାଜନୀତିର ଚାଣକ୍ୟ ପ୍ରଶାନ୍ତ କିଶୋର ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି। ଯେକୌଣସି ନିର୍ବାଚନରେ ତାଙ୍କର ଆକଳନ ଉପରେ ସମସ୍ତଙ୍କ ନଜର ରହିଥାଏ। କାରଣ ତାଙ୍କ ଆକଳନ ଅନେକ ମାତ୍ରାରେ ଠିକ୍ ସାବ୍ୟସ୍ତ ହୋଇଥାଏ। ଏମିତିରେ ଚଳିତ ଲୋକ ସଭା ନିର୍ବାଚନକୁ…
ଦିଲ୍ଲୀ ଭୋଟ୍ ପୂର୍ବରୁ ମୋଦିଙ୍କୁ ଏହି କଥା କହି ପ୍ରଶଂସା କଲେ ଶୀଲା ଦୀକ୍ଷିତଙ୍କ ପୁଅ
ନୂଆଦିଲ୍ଲୀ,୨୪ା୫: ଆସନ୍ତାକାଲି ଅର୍ଥାତ୍ ଶନିବାର ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ୭ଟି ଲୋକ ସଭା ଆସନରେ ମଧ୍ୟ ମତଦାନ ହେବ। ଏଥି ସହିତ, ଭୋଟ୍ ଦେବାର ଠିକ୍ ପୂର୍ବରୁ ଭେଟେରାନ…
ଇଣ୍ଡିଆ ମେଣ୍ଟର କିଏ ହେବ ପ୍ରଧାନମନ୍ତ୍ରୀ ଚେହେରା, ଏହିଦିନ ହେବ ଘୋଷଣା: ଜୟରାମ ରମେଶ
ନୂଆଦିଲ୍ଲୀ,୨୪।୫: ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ସବୁ ଦଳ ନିଜର ବହୁମତ ପାଇଁ ଦାବିି କରୁଛନ୍ତି। ଏହାରି ଭିତରେ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଜୟରାମ ରମେଶ ମଧ୍ୟ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଜୁନ ୪ରେ କଂଗ୍ରେସ…
ନ୍ୟାୟିକ ହେପାଜତକୁ ଗଲେ ବିଭବ କୁମାର
ନୂଆଦିଲ୍ଲୀ,୨୪ା୫: ଏଏପି ନେତ୍ରୀ ତଥା ରାଜ୍ୟ ସଭା ଏମ୍ପି ସ୍ବାତୀ ମାଲିଓ୍ବାଲଙ୍କ ମାମଲାରେ କୋର୍ଟ ବିଶ୍ୱ କୁମାରଙ୍କୁ ୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ବିଭବ କୁମାର ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ…
ଭୋଟ ପୂର୍ବରୁ କାଶୀବାସୀଙ୍କ ନାଁରେ ବିଶେଷ ବାର୍ତ୍ତା ଦେଲେ ମୋଦି, ୨୦୦୦ ଘରେ ପହଞ୍ଚିବ ଚିଠି, ଜାଣନ୍ତୁ କ’ଣ ମାଗିଲେ ପିଏମ
ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ବାରାଣାସୀର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଏବଂ ଦେଶର ସମସ୍ତ ଲୋକସଭା ଆସନ ତୁଳନାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାରାଣାସୀର ସବୁଠାରୁ ବଡ ବିଜୟ ଦେବା ପାଇଁ ଭାଜପା ନିଜର ସମସ୍ତ ଶକ୍ତି ଲଗାଇଛି।…
କେଜରିଓ୍ବାଲଙ୍କ ଦମ୍ଭୋକ୍ତି, ଜେଲରୁ ନିର୍ବାଚନ ଲଢିଲେ ବି ୭୦ରୁ ୭୦ ଆସନରେ ଜିତିବି
ନୂଆଦିଲ୍ଲୀ,୨୪।୫: ଲୋକସଭା ନିର୍ବାଚନ ନେଇ ଚାଲିଥିବା ମାହୋଲ ମଧ୍ୟରେ ବିଧାନସଭା ନିର୍ବାଚନକୁ ନେଇ ଦମ୍ଭୋକ୍ତି ବାଢିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ସେ କହିଛନ୍ତି, ଯଦି ମୁଁ ଆଗାମୀ ବିଧାନସଭା ନିର୍ବାଚନ ଯାଏଁ ଜେଲରେ ରୁହେ, ତଥାପି ଆମ ଆଦମି ପାର୍ଟି(ଏଏପି)…
ରକ୍ଷଣଶୀଳ ଚିନ୍ତାଧାରାରେ ବୁଡି ଯାଇଛି କଂଗ୍ରେସ: ମୋଦି
ମଣ୍ଡି,୨୪।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ମେ ୨୪) ହିମାଚଳ ପ୍ରଦେଶର ମଣ୍ଡିରେ ପହଞ୍ଚି ଭାଜପା ପ୍ରାର୍ଥୀ କଙ୍ଗନା ରାନାୱତଙ୍କ ପାଇଁ ପ୍ରଚାର କରୁଛନ୍ତି। ଏହି ସମୟରେ ଏକ ସମାବେଶକୁ ସମ୍ବୋଧିତ…
ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ଭାଜପା ମିଛ କହିବାର ସବୁ ସୀମା ଟପିଯାଇଛି: ନବୀନ
ଭୁବନେଶ୍ୱର,୨୪।୫: ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଏନେଇ ନିଜେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଛ କହିବାର ଗୋଟିଏ ସୀମା ଥାଏ। ଭାଜପା ମିଛ କହିବାର ସବୁ ସୀମା ଟପି ଯାଇଛି। ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ମାସେ…
”ପାଣ୍ଡିଆନଙ୍କ କବଳରୁ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରୁ ପୋଲିସ”: ଭାଜପା
ଭୁବନେଶ୍ୱର,୨୪।୫: ଭିକେ ପାଣ୍ଡିଆନଙ୍କ କବଳରୁ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରୁ ପୋଲିସ। ଶୁକ୍ରବାର ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖି ଏଭଳି ଅପିଲ କରିଛି ରାଜ୍ୟ ଭାଜପା। ଭାଜପା କହିଛି ଯେ, ”ମୁଖ୍ୟମନ୍ତ୍ରୀଙ୍କୁ ଭିକେ ପାଣ୍ଡିଆନ ବନ୍ଧନ କରି ରଖିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ…
ସାର୍ବଜନିକ ହେଉ ଭୋଟିଂ ଡାଟା, ADRର ଆବେଦନକୁ ନିନ୍ଦା କଲେ ସୁପ୍ରିମକୋର୍ଟ, ଆବେଦନ ଟାଇମିଂକୁ ନେଇ ଉଠିଲା ପ୍ରଶ୍ନ
ନୂଆଦିଲ୍ଲୀ,୨୪।୫: ସୁପ୍ରିମକୋର୍ଟ ଶୁକ୍ରବାର (୨୪ ମେ’)ରେ ନିର୍ବାଚନ ଆୟୋଗଙ୍କୁ ଏକ ଆଶ୍ୱସ୍ତିକର ଖବର ଦେଇଛନ୍ତି। ସଂପୂର୍ଣ୍ଣ ଭୋଟିଂ ଆକଳନ ବିଳମ୍ବରେ ପ୍ରକାଶ ପାଇବା ନେଇ ପ୍ରଶ୍ନ ଉଠାଇ ସୁପ୍ରିମକୋର୍ଟ ଏକ ପିଟିସନ ଶୁଣାଣି କରିଥିଲେ। ଲୋକ ସଭା ନିର୍ବାଚନ ସମୟରେ ଭୋଟ…
Archives


