Home Middle

ମୋକିମଙ୍କୁ ହାଇକୋର୍ଟରୁ ଲାଗିଲା ବଡ଼ ଝଟକା

ଭୁବନେଶ୍ୱର, ୧୦।୪: ଓଆରଏଚ୍‌ଡିସି ମାମଲାରେ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ମହମ୍ମଦ ମୋକିମଙ୍କୁ ଆବେଦନକୁ କୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଛନ୍ତି । ନିମ୍ନ ଅଦାଲତ ମୋକିମଙ୍କୁ ୩…

ନିର୍ବାଚନୀ ପ୍ରଚାର ବେଳେ ଆହତ ହେଲେ ବାଂଶୁରୀ ସ୍ବରାଜ

ନୂଆଦିଲ୍ଲୀ,୧୦।୪: ନୂଆଦିଲ୍ଲୀ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ବାଂଶୁରୀ ସ୍ବରାଜ ନିରନ୍ତର ଜୋରଦାର ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ମଙ୍ଗଳବାର ନିର୍ବାଚନୀ ପ୍ରଚାର ବେଳେ ତାଙ୍କ ଆଖିରେ ଆଘାତ ଲାଗିଛି। ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସୂଚନା…

ସୁପ୍ରିମକୋର୍ଟଙ୍କ ପରେ ପତଞ୍ଜଳିକୁ କେନ୍ଦ୍ର ସରକାରଙ୍କ ଠାରୁ ଝଟ୍‌କା

ନୂଆଦିଲ୍ଲୀ,୧୦।୪: ଏଲୋପାଥିକ ଔଷଧ ବିରୋଧରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପତଞ୍ଜଳି ବିରୋଧରେ ଏକ ଆଫିଡେଭିଟ ଦାଖଲ କରିଛନ୍ତି। ଆୟୁଷ ମନ୍ତ୍ରଣାଳୟ ପତଞ୍ଜଳିର ଏଲୋପାଥିକ ଔଷଧ ସମ୍ପର୍କରେ ଦେଇଥିବା ବିବୃତ୍ତିକୁ ସମାଲୋଚନା କରିଛି। ମନ୍ତ୍ରଣାଳୟ କହିଛି ଯେ, କରୋନା…

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠାରୁ ଧନୀ କମଲ ନାଥଙ୍କ ପୁଅ ନକୁଲ ନାଥ

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ପୁଅ ତଥା କଂଗ୍ରେସ ଏମ୍‌ପି ନକୁଲ ନାଥ ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୭୧୭ କୋଟି ଟଙ୍କା ସମ୍ପତ୍ତିର ସବୁଠାରୁ ଧନୀ ପ୍ରାର୍ଥୀ ଅଟନ୍ତି। ଆସୋସିଏଶନ ଅଫ ଡେମୋକ୍ରାଟିକ ରିଫର୍ମସ (ଏଡିଆର)…

ସକ୍ରିୟ ରାଜନୀତିରୁ ସନ୍ୟାସ ନେଲେ ବିରପ୍ପା ମୋଇଲି

ବେଙ୍ଗାଲୁରୁ,୧୦।୪: ରାଜନୀତିରୁ ସନ୍ୟାସ ନେଲେ ବରିଷ୍ଠ କଂଗ୍ରେସ ନେତା ବିରପ୍ପା ମୋଇଲି। କର୍ନାଟକର ଚିକ୍କୱଲାପୁର ଲୋକ ସଭା ଆସନରୁ ଟିକେଟ ଆଶାୟୀ ଥିବା ମୋଇଲି ଶେଷରେ ନିରାଶ ହେବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି। ଚିକ୍କୱଲାପୁର ଆସନ ନିମନ୍ତେ ଟିକେଟ ରେସରେ…

କେଜ୍‌ରିଓ୍ବାଲଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ,୧୦।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିୱାଲଙ୍କୁ ରୌଜ୍‌ ଏଭେନ୍ୟୁ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି। କେଜ୍‌ରିୱାଲଙ୍କ ପକ୍ଷରୁ ଜେଲରେ ଓକିଲମାନଙ୍କୁ ସପ୍ତାହରେ ୫ଥର ଭେଟିବାକୁ ଦାବି କରି ଆବେଦନ କରିଥିବା…

ଆଉ ଓକିଲମାନେ ପିନ୍ଧିବେନି କଳା କୋର୍ଟ-ଗାଉନ୍‌, ଜାଣନ୍ତୁ କାହିଁକି କୋର୍ଟ ଦେଲେ ଏପରି ନିର୍ଦ୍ଦେଶ

ଥିରୁଭାନନ୍ତପୁରମ୍‌,୧୦।୯: ପ୍ରବଳ ଖରା ଯୋଗୁ ମଣିଷ ଠାରୁ ଆରମ୍ଭ କରି ଜୀବଜନ୍ତୁ ମଧ୍ୟ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି। ଉତ୍ତର ଭାରତରେ ଏବେ ପାରା ୪୦ ଡିଗ୍ରୀ ପାର୍‌ କରି ସାରିଛି। ତେବେ ଏଥିପାଇଁ ଓକିଲଙ୍କୁ କଳା କୋର୍ଟ ନ ପିନ୍ଧିବାକୁ ଅନୁମତି…

କିଏ ସେହି ହିମାଙ୍ଗୀ ସାଖି, ଯିଏ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେବେ ଟକ୍କର

ନୂଆଦିଲ୍ଲୀ,୧୦।୩:ଟ୍ରାନ୍ସଜେଣ୍ଡର ମହାମଣ୍ଡଳେଶ୍ୱର ହିମାଙ୍ଗୀ ସାଖି ଆଗାମୀ ଲୋକ ସଭା ର୍ନିବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅଖିଳ ଭାରତ ହିନ୍ଦୁ ମହାସଭା ତାଙ୍କୁ ବାରାଣସୀ ସଂସଦୀୟ ଆସନରୁ ଟିକେଟ ଦେଇଛି। ସେ ଆସନ୍ତା ସପ୍ତାହରେ ବାରାଣସୀ ଆସି ତାଙ୍କ…

ହାଇକୋର୍ଟରୁ ନିରାଶ ପରେ ସୁପ୍ରିମକୋର୍ଟରେ ପହଞ୍ଚିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୦।୪: ଦିଲ୍ଲୀ ମଦ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। କେଜ୍‌ରିଓ୍ବାଲଙ୍କ ଓକିଲମାନେ ବୁଧବାର ପୂର୍ବାହ୍ନ ୧୦.୩୦ରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କୁ ଶୀଘ୍ର…

ଜହ୍ନରୁ ଆସିବ ମାଟି: ଖୁସି ଖବର ଦେଲେ ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ,୧୦।୪: ଏବେ ଭାରତର୍‌ ମୁନ୍‌ ମିଶନ୍‌ ଧୀରେ ଧୀରେ ସଫଳତାର ପାହାଚ ଚଢୁଛି। ଜହ୍ନରୁ ମାଟି ଆଣିବା ପାଇଁ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଏବେ ସତ ହେବାକୁ ଯାଉଛି। ଭାରତର ଚତୁର୍ଥ ମୁନ ମିଶନରେ ଜହ୍ନରୁ ମାଟି ଓ ପଥର…

ଲେଖାଶ୍ରୀ ନୁହେଁ, ଏହି ମହିଳାଙ୍କୁ ମିଳିବ ବାଲେଶ୍ୱର ଟିକେଟ୍‌, ହେଲା ଫାଇନାଲ!

ଭୁବନେଶ୍ୱର, ୧୦।୪: ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ମାତ୍ର ୭ ଦିନ ସମୟ ରହିଛି। ହେଲେ ଏପର୍ଯ୍ୟନ୍ତ ସମସ୍ତ ଦଳ ନିଜର ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ। ଶାସକ ଦଳ ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା…

ଚାଇନାକୁ ଚେତାବନୀ ଦେଲେ ରାଜନାଥ

ନୂଆଦିଲ୍ଲୀ,୧୦।୪: ଚାଇନା ଅରୁଣାଚଳ ପ୍ରଦେଶର ୩୦ଟି ସ୍ଥାନର ନାମ ବଦଳାଇବା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ରାଜନାଥ ସିଂ କହିଛନ୍ତି, ଯଦି ଭାରତ ମଧ୍ୟ ସମାନ ଉଦ୍ୟମ କରେ, ତେବେ ଏହାର ଅର୍ଥ ହେଉଛି ଚାଇନାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri