ଏକତରଫା ନିଷ୍ପତ୍ତି ନେଇଛନ୍ତି ସରକାର: ଅରବିନ୍ଦ
ଭୁବନେଶ୍ୱର,୧୧ା୪: ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କ ସଭ୍ୟ ପଦ ଗୁରୁବାର ବାଚସ୍ପତି ରଦ୍ଦ କରିବା ପରେ ଅରବିନ୍ଦ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅରବିନ୍ଦ କହିଛନ୍ତି, ମୋ’ ମତାମତ ନ ନେଇ ସରକାର ଏକତରଫା ନିଷ୍ପତ୍ତି ନେଇଛନ୍ତି। ସଭ୍ୟ ପଦ ରଦ୍ଦ ପୂର୍ବରୁ…
ପୁଲଓ୍ବାମାରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ
ନୂଆଦିଲ୍ଲୀ,୧୧।୪: ଜମ୍ମୁ-କଶ୍ମୀରର ପୁଲୱାମାରେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ପୁଲୱାମାରେ ଆଜି ଭୋରୁ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ଆଖି ବୁଜା ଗୁଳି ଚାଳନା ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଦ୍ୱାରା ସଫା…
ଭାଜପାର ଲୋକପ୍ରିୟତା ବଢିଛି ନା କମିଛି, ଜାଣନ୍ତୁ କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୧।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବର୍ତ୍ତମାନ ଆଉ କିଛି ଦିନ ବାକି ଅଛି। ଏପ୍ରିଲ ୧୯ରେ ଭୋଟ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ପ୍ରସିଦ୍ଧ ପତ୍ରିକା ନ୍ୟୁଜୱିକ୍କୁ ଏକ ସାକ୍ଷାତକାର…
ବିମାନ ବାତିଲ, ଆଲର୍ଟରେ ସାଉଦି-ୟୁଏଇ… କ’ଣ କରିବାକୁ ଯାଉଛି ଇରାନ?
ତେେହେରାନ,୧୧।୪: ଏପ୍ରିଲ ଆରମ୍ଭରେ ଇସ୍ରାଏଲ ପକ୍ଷରୁ ସିରିଆରେ ଥିବା ଇରାନର ଦୂତାବାସ ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଥିଲା। ଏଥିରେ ୨ ଇରାନ କମାଣ୍ଡୋ ଏବଂ ଅନ୍ୟ ୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ଇରାନ ଇସ୍ରାଏଲଠାରୁ ପ୍ରତିଶୋଧ ନେବ ବୋଲି କହିଥିଲା।…
ଓଲଟିଲା ସ୍କୁଲ ବସ୍: ୬ ଶିଶୁ ମୃତ, ୧୫ ଆହତ
ଚଣ୍ଡିଗଡ,୧୧।୪: ହରିୟାଣାର ମହେନ୍ଦ୍ରଗଡରେ ଏକ ଘରୋଇ ସ୍କୁଲ ବସ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୬ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଶିଶୁ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ପାଇବା ପରେ…
ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ
ଭୁବନେଶ୍ୱର,୧୧ା୪: ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। ଜୟଦେବ ବିଧାୟକ ଅରବିନ୍ଦ ଢାଲି ଏବଂ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇଥିବା ନେଇ ବିଧାନସଭା ବିଜ୍ଞପ୍ତି ପକ୍ଷରୁ ଗୁରୁବାର ସୂଚନା ମିଳିଛି। ଦଳ ବଦଳ ନିୟମ…
ପୁଣି ଗାଜାରେ ଇସ୍ରାଏଲ୍ର ଏୟାରଷ୍ଟ୍ରାଇକ୍: ହମାସ ମୁଖ୍ୟଙ୍କ ୩ ପୁଅ, ୪ ନାତି ମୃତ
ଜେରୁଜେଲମ୍/ଗାଜା ସିଟି,୧୧।୪: ଇସ୍ରାଏଲ ପକ୍ଷରୁ ବୁଧବାର ଉତ୍ତର ଗାଜା ସୀମାରେ କରାଯାଇଥିବା ଏୟାରଷ୍ଟ୍ରାଇକ୍ରେ ହମାସ ନେତା ଇସମାଇଲ ହାନିଆଙ୍କ ୩ ପୁଅଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ହାଜେମ, ଆମିର, ମହମ୍ମଦ। ତେବେ ଗାଜାର ଅଲ-ଶତି ଶିବିରରୁ ସେମାନେ ଯେଉଁ କାର୍ରେ…
ଆଜି ସଂଧ୍ୟା ସୁଦ୍ଧା ଭାଜପାର ବାକି ତାଲିକା! ବଦଳିବେ ପ୍ରାର୍ଥୀ
ଭୁବନେଶ୍ୱର,୧୧।୪: ଆଜି ସଂଧ୍ୟା ସୁଦ୍ଧା ଘୋଷଣା ହୋଇପାରେ ଭାଜପାର ପ୍ରାର୍ଥୀ ତାଲିକା ! ବାକି ଥିବା ୩୫ଟି ବିଧାନସଭା ସିଟରୁ ଆଜି ପ୍ରାୟ ୨୦ ସିଟରେ ପ୍ରାର୍ଥୀ ଘୋଷଣା କରିପାରେ ଦଳ । ୨୦ ତାରିଖ ପୂର୍ବରୁ ଅନ୍ୟ ସିଟରେ ପ୍ରାର୍ଥୀ…
ସମ୍ବଲପୁର ଆସନରେ ଏଥର ହେଭିଓ୍ବେଟ ଲଢ଼େଇ: ଚର୍ଚ୍ଚାରେ ବାହାରିଆ ପ୍ରାର୍ଥୀ
ସମ୍ବଲପୁର,୧୧ା୪(ପ୍ରମୋଦ ବହିଦାର): ସମ୍ବଲପୁର ଲୋକ ସଭା ଆସନରେ ଏଥର ହେଭିଓ୍ବେଟ ଲଢ଼େଇ ହେବ। ଏହି ଆସନ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଏହାକୁ ଦଖଲ ପାଇଁ ଉଭୟ ବିଜେଡି ଓ ଭାଜପା ପ୍ରାଣପଣେ ଉଦ୍ୟମ କରିବେ। ଏଠାରେ ବିଜେଡିରୁ ଦଳର ସାଂଗଠନିକ ସମ୍ପାଦକ…
ଓଡ଼ିଶା ଆସିବେ ସୋନିଆ, ରାହୁଲ
ଭୁବନେଶ୍ୱର,୧୦ା୪: ଓଡ଼ିଶା ଆସିବେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ। କୋରାପୁଟ ଗସ୍ତରେ ପ୍ରଚାର ପାଇଁ ଆସିବେ ସୋନିଆ ଏବଂ ରାହୁଲ। ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଏମ୍ପି ସପ୍ତଗିରି ଉଲାକା। ମେ’ ପ୍ରଥମ ସପ୍ତାହରେ ସୋନିଆ ଏବଂ ରାହୁଲ ଓଡ଼ିଶା…
ପ୍ରଚାର କମିଟି ତାଲିକା ଜାରି କଲା କଂଗ୍ରେସ
ଭୁବନେଶ୍ୱର,୧୦ା୪: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରତ୍ୟେକ ଦଳ ନିଜ ନିଜର କସରତ ଆରମ୍ଭ କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବୁଧବାର କଂଗ୍ରେସ ତା’ର ପ୍ରଚାର କମିଟି ତାଲିକା ପ୍ରକାଶ କରିଛି। ଏଥିରେ ୫୯ ଜଣଙ୍କ ନାମ ରହିଛି। ଉକ୍ତ କମିଟିରେ…
ମୋଦି ଆଉ ଥରେ ପ୍ରଧାନମନ୍ତ୍ରୀ ହେଲେ ଭାରତର ସମ୍ବିଧାନ,ମାନଚିତ୍ର ବଦଳିଯିବ କହିଲେ ନିର୍ମଳା ସୀତାରମଣଙ୍କ ସ୍ବାମୀ
ନୂଆଦିଲ୍ଲୀ,୧୦ା୪: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ବାମୀ ପରାକାଲା ପ୍ରଭାକର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଥରେ ପ୍ରଧାନମନ୍ତ୍ରୀ ହେବେ ତେବେ ଦେଶରେ କୌଣସି ନିର୍ବାଚନ ହେବ ନାହିଁ। ପ୍ରଭାକର ଏକ ସାକ୍ଷାତକାରରେ କହିଛନ୍ତି, ଯଦି…
Archives


