Home Middle

୨୦୧୯ରେ ଅମାନତ ହରାଇଛନ୍ତି ଏତେ ପ୍ରାର୍ଥୀ, ଲସ୍‌ ହୋଇଛି ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୩।୪: ଲୋକ ସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ। ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଏପ୍ରିଲ ୧୯ରୁ ଆରମ୍ଭ ହେବାକୁ ଯାଉଛି। ସବୁ ରାଜନୈତିକ ଦଳ ଜୋରଦାର ପ୍ରଚାର କରିବାରେ ଲାଗି ପଡିଛନ୍ତି। ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ…

ଭାଜପାରେ ସାମିଲ ହେଲେ ବିଧାୟକ ବ୍ୟାମକେଶଙ୍କ ମାମୁ

ଭୁବନେଶ୍ୱର,୧୩।୪: ଭାଜପାରେ ସାମିଲ ହେଲେ ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟଙ୍କ ମାମୁ ଅଜୟ ନାୟକ। ଆଜି ବିଜେଡିରୁ ଇସ୍ତଫା ଦେଇଥିଲେ ଅଜୟ। ତେବେ ଶନିବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପୂର୍ବତନ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ…

‘ବିଜେଡିକୁ ହାରିବା ଭୟ ଘାରିଛି’

ଭୁବନେଶ୍ୱର,୧୩।୪: କଳାକାରଙ୍କୁ ନବୀନ ନିବାସ ଡାକରା ନେଇ ଭାଜପାର କଟାକ୍ଷ। ବିଜେଡିକୁ ଟାର୍ଗେଟ କଲେ ଭାଜପାର ପିଙ୍କି ପ୍ରଧାନ ଓ ହରିହର ମହାପାତ୍ର। ସେ କହିଛନ୍ତି, ବିଜେଡିକୁ ହାରିବା ଭୟ ଘାରିଛି, ସେଥିପାଇଁ ଫିଲ୍ମଷ୍ଟାରଙ୍କୁ ଖୋଜୁଛି। ଆଗରୁ କେବଳ ନବୀନ ଷ୍ଟାର…

ରାଜନୀତିରେ ଅଜବ ଦୃଶ୍ୟ, ଟିକେଟ୍‌ ନ ମିଳିବାରୁ ଭୋ ଭୋ ହୋଇ କାନ୍ଦିଲେ ନେତା

ପାଟନା,୧୩।୫: ଟିକେଟ୍‌ କଟିବାର ଦୁଖ ନେତାଙ୍କ ଠାରୁ ଅଧିକ ଅବା କିଏ ବୁଝି ପାରିବ। ଟିକେଟ୍‌ କଟିଲେ ନେତାଏ ପାର୍ଟି ଛାଡି ଦିଅନ୍ତି ତ କେହି ନିଜ ଦଳୀୟ ସମର୍ଥକଙ୍କୁ ନେଇ ଗୋଷ୍ଠୀ କନ୍ଦଳ ଆରମ୍ଭ କରି ଦିଅନ୍ତି। କିନ୍ତୁ ଟିକେଟ୍‌…

କଂଗ୍ରେସ ଫାଇନାଲ କଲା ସିଟ୍‌! ଏହି ଠୁ ଲଢିବେ କହ୍ନେୟା କୁମାର

ନୂଆଦିଲ୍ଲୀ,୧୩।୪: ଜେଏନୟୁ ଛାତ୍ର ସଂଘର ପୂର୍ବ ଅଧ୍ୟକ୍ଷ ତଥା ବର୍ତ୍ତମାନର କଂଗ୍ରେସ ନେତା କହ୍ନେୟା କୁମାରଙ୍କୁ ଦଳ ବଡ଼ ଦାୟିତ୍ୱ ଦେବାକୁ ଯାଉଛି। ଦଳ ତାଙ୍କୁ ଦିଲ୍ଲୀ ଲୋକ ସଭା ସିଟ୍‌ରୁ ଟିକେଟ୍‌ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସ ଏନେଇ…

ବିହାର ରାଜନୀତିରେ ହଲଚଲ, ଆରଜେଡି ଛାଡ଼ିଲେ ବଡ଼ ନେତା

ପାଟନା,୧୩।୪:ବିହାର ରାଜନୀତିରେ ହଲଚଲ। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଛାଡ଼ିଲେ ବଡ଼ ନେତା। ଲାଲୁ ଯାଦବଙ୍କୁ ଲାଗିଛି ବଡ଼ ଝଟ୍‌କା। ଆରଜେଡି ନେତା ତଥା ପୂର୍ବତନ ରାଜ୍ୟ ସଭା ଏମପି ଆଶଫାକ କରିମ ଆରଜେଡିରୁ ଇସ୍ତଫା ଦେଇଛନ୍ତି। ଆଶଫାକ ଆରଜେଡିର ସଭାପତି…

ଆଜି ଆସିବ ଭାଜପାର ବିଧାନସଭା ପ୍ରାର୍ଥୀ ତାଲିକା, ଏହି ସବୁ ଆସନରେ ଦେବ ପ୍ରାର୍ଥୀ

ଭୁବନେଶ୍ୱର,୧୩।୪: ୧୮ ତାରିଖରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଥିବା ବେଳେ ଆଜି ଭାଜପା ତା’ର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ଏନେଇ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍‌ ତୋମାର ସୂଚନା ଦେଇଛନ୍ତି। ଭାଜପା…

‘ଏବେ ଅଘୋଷିତ ଏମରଜେନ୍ସି, ୧୯୭୫ଠାରୁ ଅଧିକ ଭୟଙ୍କର’, ଓମାର ଅବଦୁଲ୍ଲା

ଜମ୍ମୁ,୧୩।୪: ନ୍ୟାଶନାଲ କନଫରେନ୍ସର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଶୁକ୍ରବାର କହିଛନ୍ତି ଯେ ଦେଶରେ ଏକ ‘ଅଘୋଷିତ ଜରୁରୀକାଳୀନ ପରିସ୍ଥିତି’ ଅଛି ଏବଂ ଏହା ୧୯୭୫ ଜରୁରୀକାଳୀନ ପରିସ୍ଥିତି ଅପେକ୍ଷା ଅଧିକ ବିପଦରେ। ଜରୁରୀକାଳୀନ ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନିକଟରେ…

ବ୍ରିଜଭୂଷଣଙ୍କୁ କାହିଁକି ଅଣଦେଖା କରିପାରୁ ନାହାଁନ୍ତି ହାଇକମାଣ୍ଡ!

ବଳରାମପୁର,୧୩।୪: କେଶରଗଞ୍ଜ ସଂସଦୀୟ ଆସନ ଉପରେ ସସପେନ୍ସ ଜାରି ରହିଛି। ଭାଜପାର ଦଶମ ତାଲିକାରେ ମଧ୍ୟ ଏଠାରୁ ପ୍ରାର୍ଥୀଙ୍କ ନାମ ସ୍ଥିର ହୋଇପାରି ନାହିଁ। ଏହି କାରଣରୁ ରାଜନୀତି ଏକ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। କଳ୍ପନା ସହିତ, ନୂତନ କାହାଣୀଗୁଡିକ ମଧ୍ୟ…

୪୦୦ ଟାର୍ଗେଟ ପାଇଁ ଜେଲ

ପିଲିଭିଟ୍‌,୧୩ା୪: ଲୋକ ସଭା ନିର୍ବାଚନରେ ୪୦୦ ଆସନ ଦଖଲ ନେଇ ଦାବି କରୁଥିବା ଲୋକେ ଏତେ ଆତଙ୍କିତ ହୋଇଯାଇଛନ୍ତି, ଯେ ସେମାନେ ମୁଖ୍ୟମନ୍ତ୍ରୀମାନଙ୍କୁ ଜେଲରେ ପୂରାଇ ରଖିଛନ୍ତି ବୋଲି ଶୁକ୍ରବାର ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ସମାଲୋଚନା କରିଛନ୍ତି।…

ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିଚାଳନାରେ ଭାରତ ବିଫଳ

ନୂଆଦିଲ୍ଲୀ,୧୩ା୪(ପି.ଟି.): ସାରା ବିଶ୍ୱରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ସୃଷ୍ଟି ୨୦୨୧ରୁ ଇତିମଧ୍ୟରେ ୭.୧୧ ପ୍ରତିଶତ ବଢ଼ିଥିବା ସୁଇଜରଲାଣ୍ଡର ଅଣଲାଭଦାୟକ ସଂସ୍ଥା ଇଏ ଆର୍ଥ ଆକ୍ସନ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ଚଳିତ ବର୍ଷ ୨୨୦ ନିୟୁତ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ ସୃଷ୍ଟି ହେବ ବୋଲି…

ବେଙ୍ଗାଲୁରୁ ବିସ୍ଫୋରଣ ମାଷ୍ଟରମାଇଣ୍ଡ ପଶ୍ଚିମବଙ୍ଗରେ ଗିରଫ

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୩ା୪: ଗତ ମାସରେ ବେଙ୍ଗାଲୁରୁର ରାମେଶ୍ୱରମ୍‌ କାଫେ ବିସ୍ଫୋରଣ ଘଟଣାରେ ଏହାର ମାଷ୍ଟରମାଇଣ୍ଡ ଏବଂ ବୋମା ଖଞ୍ଜିଥିବା ୨ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଜିଲାର କାନ୍ଥି ଅଞ୍ଚଳରୁ ଗିରଫ କରାଯାଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଶୁକ୍ରବାର ସକାଳେ ଏହି ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri