Home Middle

ଶେଷରେ ଟ୍ରମ୍ପଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର, ଦେଲେ ଏପରି ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୬ା୧: ବହୁ ପ୍ରତିକ୍ଷାର ଅନ୍ତ ଘଟି ଶେଷରେ ଅନ୍ଵେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଛି। ଭେନେଜୁଏଲାର ବିରୋଧୀ ଦଳ ନେତ୍ରୀ ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ମାରିଆ କୋରିନା ମାଚାଡୋ ଗୁରୁବାର ହ୍ୱାଇଟ ହାଉସରେ ଟ୍ରମ୍ପଙ୍କୁ…

ଆହୁରି ଦୁଇଦିନ ପ୍ରବଳ ଥଣ୍ଡା: ଥରିବ ଏସବୁ ଜିଲା

ଭୁବନେଶ୍ୱର,୧୬ା୧(ବନ୍ଦନା ସେଠୀ): ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ପ୍ରବଳ ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବାବେଳେ ଆହୁରି ୨ଦିନ ଏଭଳି ସ୍ଥିତି ଲାଗି ରହିବ। ଏହାପରେ ସର୍ବନିମ୍ନ ତାପମାତ୍ରାରେ ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ…

ହୋମଗାର୍ଡ ନିଯୁକ୍ତିରେ ଘୋଟାଲା ଅଭିଯୋଗ: ହାଇକୋର୍ଟଙ୍କ ନୋଟିସ୍

କଟକ,୧୫ା୧: ରାଜ୍ୟର ବିଭିନ୍ନ ଜିଲାରେ ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଅନେକ ଜିଲାରୁ ନିଯୁକ୍ତିରେ ଅନିୟମିତତା ଖବର ଆସିବାରେ ଲାଗିଛି। ଏହାରି ମଧ୍ୟରେ ନବରଙ୍ଗପୁର ଜିଲାରେ ହୋମଗାର୍ଡ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଓଡିଶା ହାଇକୋର୍ଟରେ ପହଞ୍ଚିଛି। ହୋମଗାର୍ଡ ନିଯୁକ୍ତିରେ ହୋଇଥିବା…

ଆକ୍ସନ ମୁଡ୍‌ରେ ନବୀନ: ସସ୍‌ପେଣ୍ଡକୁ ନେଇ ଏମିତି ପ୍ରତିକ୍ରିୟା ରଖିଲେ ଅରବିନ୍ଦ-ସନାତନ; ଏତିକିରେ… 

ଭୁବନେଶ୍ୱର,୧୫।୧: ଆକ୍ସନ ମୋଡ଼ରେ ନବୀନ। ଦଳ ବିରୋଧି କାର୍ଯ୍ୟ ଲାଗି ବିଜେଡିରୁ ୨ ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ କରାଯାଇଛି। ଭଲ ଭାବେ ଅନୁଧ୍ୟାନ ସହ ନୀତି ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଦଳ ପକ୍ଷରୁ…

ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସହରର ସମସ୍ତ ସ୍କୁଲ, କଲେଜ ବନ୍ଦ

ସୁନ୍ଦରଗଡ଼,୧୫ା୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସହରରେ ଗୁରୁବାର ଘଟିଥିବା ଗୋଷ୍ଠୀ ସଂଘର୍ଷ ପରେ ସ୍ଥିତି ଗମ୍ଭୀର ରହିଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଜାନୁଆରୀ ୧୬ ଅର୍ଥାତ୍ ଶୁକ୍ରବାର ସୁନ୍ଦରଗଡ଼ ମୁନିସିପାଲିଟି ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ…

ଇଣ୍ଡିଆ ଓପନ୍: କୋର୍ଟରେ ପଡ଼ିଲା ପାରା ମଳ, ଦୁଇଥର ଅଟକିଲା ମ୍ୟାଚ୍

ନୂଆଦିଲ୍ଲୀ,୧୫।୧: ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଚାଲିଥିବା ‘ଇଣ୍ଡିଆ ଓପନ୍ ସୁପର ୭୫୦’ ରେ ଭାରତର ମୁଣ୍ଡ ତଳକୁ ନଇଁଯାଇଛି। ବିଶ୍ୱସ୍ତରୀୟ ଏହି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ବିଶ୍ୱ ଚାମ୍ପିୟନସିପ୍ ପଦକ ବିଜେତା ଏଚ୍.ଏସ୍ ପ୍ରଣୟ…

ବଡ଼ କାର୍ଯ୍ୟାନୁଷ୍ଠାନ: ୨ ଟାଣୁଆ ବିଧାୟକଙ୍କୁ ଦଳରୁ ସସ୍‌ପେଣ୍ଡ କଲା ବିଜେଡି

ଭୁବନେଶ୍ୱର,୧୫।୧: ବିଜେଡିର ବଡ଼ କାର୍ଯ୍ୟାନୁଷ୍ଠାନ। ଦଳ ବିରୋଧି କାର୍ଯ୍ୟ ଯୋଗୁ ୨ ବିଧାୟକଙ୍କୁ ସସ୍‌ପେଣ୍ଡ (ନିଲମ୍ବନ) କଲେ ସୁପ୍ରିମୋ ନବୀନ। ସେମାନେ ହେଲେ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର। ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ପାଟକୁରା…

ଇରାନ ଅଭିମୁଖେ ଆମେରିକାର ଯୁଦ୍ଧ ଜାହାଜ; ସବୁ ଧ୍ବଂସ କରିଦେବେ

ନୂଆଦିଲ୍ଲୀ,୧୫ା୧: ଇରାନ ଅଭିମୁଖେ ଦ୍ରୁତ ଗତିରେ ଯାଉଛି ଆମେରିକା ଯୁଦ୍ଧ ଜାହାଜ। ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଆମେରିକା ପ୍ରତିରକ୍ଷା ମୁଖ୍ୟାଳୟ ‘ପେଣ୍ଟାଗନ୍’ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଦକ୍ଷିଣ ଚାଇନା ସାଗରରେ ମୁତୟନ ଥିବା ଆମେରିକାର ଏକ ଶକ୍ତିଶାଳୀ…

ଗୋମାଂସ ବିକ୍ରିକୁ ନେଇ ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ, BNS ୧୬୩ ଜାରି

ସୁନ୍ଦରଗଡ଼,୧୫ା୧(ଜୟନାରାୟଣ ମେଣ୍ଡୁଳି):  ସୁନ୍ଦରଗଡ଼ ଟାଉନ୍ ଥାନା ରିଜେଣ୍ଟ ମାର୍କେଟରେ ଗୋଷ୍ଠୀ ସଂଘର୍ଷ । ଗୋମାଂସ ବିକ୍ରିକୁ ନେଇ ଏହି ଉତ୍ତେଜନା ହୋଇଥିବା ସୂଚନା ରହିଛି । ତେବେ ଗୋଷ୍ଠୀ ସଂଘର୍ଷ ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ପାରିପାର୍ଶ୍ବିକ ସ୍ଥିତିକୁ ଦେଖି…

ବିବାହ ପରେ ଝିଅମାନେ କାହିଁକି ପୁଅ ଘରକୁ ଯାଆନ୍ତି? ଜାଣନ୍ତୁ ପରମ୍ପରା ପଛର ପ୍ରକୃତ କାରଣ ଓ ସାମାଜିକ ପରିର୍ତ୍ତନ

ବିବାହ – ଦୁଇଟି ହୃଦୟର ମିଳନ ଏବଂ ଏକ ସୁନ୍ଦର ଜୀବନର ଆରମ୍ଭ। କିନ୍ତୁ ଆମ ସମାଜରେ ଏହି ପବିତ୍ର ବନ୍ଧନକୁ ନେଇ ପ୍ରଚଳିତ ପରମ୍ପରା ପ୍ରାୟ କେହି କେବେ ପ୍ରଶ୍ନ କରନ୍ତି ନାହିଁ। ପ୍ରଶ୍ନ ଉଠେ, ବିବାହ ପରେ କେବଳ…

NATOର କଡ଼ା ପଦକ୍ଷେପ: ୬ ଦେଶର ସୈନ୍ୟ ହଠାତ୍‌ ପହଞ୍ଚିଲେ ଗ୍ରୀନ୍‌ଲାଣ୍ଡରେ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ,୧୫ା୧: ଗ୍ରୀନଲାଣ୍ଡର ସୁରକ୍ଷା ନେଇ ଅନ୍ତର୍ଜାତୀୟ ଚିନ୍ତା ତୀବ୍ର ହୋଇଛି। ଗ୍ରୀନଲାଣ୍ଡକୁ ଯେକୌଣସି ବାହ୍ୟ ଶତ୍ରୁ ଆକ୍ରମଣରୁ ରକ୍ଷା କରିବା ପାଇଁ ନାଟୋ ଦେଶମାନେ ସେମାନଙ୍କର ପ୍ରୟାସ ବୃଦ୍ଧି କରିଛନ୍ତି। ଏପର୍ଯ୍ୟନ୍ତ ଡେନମାର୍କର ଅନୁରୋଧକୁ ଗ୍ରହଣ କରି ୬ଟି ନାଟୋ ଦେଶ…

ସଚିବସ୍ତରୀୟ ବୈଠକ ପରେ ମୁଖ୍ୟ ସଚିବଙ୍କ ବଡ଼ ସୂଚନା, ନିଯୁକ୍ତି ସୁଯୋଗ….

ଭୁବନେଶ୍ବର,୧୫ା୧: ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁବାର ସଚିବସ୍ତରୀୟ ବୈଠକ ବୈଠକ ବସିଥିଲା । ତେବେ ବୈଠକ ଶେଷ ହେବା ପରେ ବଡ଼ ଘୋଷଣା କରିଛନ୍ତି ଅନୁ ଗର୍ଗ । କୋଲକାତାରେ ଇନଭେଷ୍ଟର ମିଟ୍‌ ଅନୁଷ୍ଠିତ ହେବ । ଇନଭେଷ୍ଟର ମିଟ୍‌ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri