Home Middle

ବଦଳିପାରେ ହରିୟାଣା ବିଧାନସଭା ନିର୍ବାଚନ ତାରିଖ, ନିର୍ବାଚନ କମିଶନର କରିବେ ବଡ଼ ଘୋଷଣା!

ଚଣ୍ଡିଗଡ,୨୫।୮: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି। ସୂଚନା ମୁତାବକ ନିର୍ବାଚନ ତାରିଖରେ ପରିବର୍ତ୍ତନ ହୋଇପାରେ। ନିର୍ବାଚନ କମିଶନର ଏନେଇ ପୁଣିଥରେ ବିଚାର କରିପାରନ୍ତି। ଶନିବାର ଭାଜପା ନେତା ତଥା ହରିୟାଣା ଭାଜପା ରାଜ୍ୟ ସଭାପତି ମୋହନ…

କୋଲକାତା ଘଟଣାକୁ ନେଇ ମୋଦିଙ୍କ ବଡ଼ ବୟାନ, ମିଳିବ କଠୋର ଦଣ୍ଡ…

ନୂଆଦିଲ୍ଲୀ,୨୫।୮: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ବୟାନ ଦେଇଛନ୍ତି। ମୋଦି କହିଛନ୍ତି, ମହିଳାଙ୍କ ପ୍ରତି ଅପରାଧ କ୍ଷମା ଯୋଗ୍ୟ ନୁହେଁ।…

ଆଉଜଣେ ମହିଳା ଡାକ୍ତରଙ୍କୁ ମିଳିଲା ଧମକ, ଆରଜି କଲେଜ ଘଟଣା ପରି ତୁମର ବି…

କୋଲକାତା,୨୫।୮: କୋଲକାତାର ଆର.ଜି କର ମେଡିକାଲ କଲେଜ ଘଟଣାକୁ ନେଇ ସାରା ଦେଶ ଉଠୁଛି ପଡୁଛି। ତେବେ ଏହି ଘଟଣା ପରି ମୁମ୍ବାଇରେ ଏଭଳି ଘଟଣା ଘଟାଇବାକୁ ଉଦ୍ୟମ ସାମ୍ନାକୁ ଆସିଛି। ସାଥେ ନାଗର ଅଞ୍ଚଳରେ ଜଣେ ମହିଳା ଡାକ୍ତରଙ୍କୁ କୋଲକାତାର…

ଡୋନାଲ୍ଡ ଟ୍ରମ୍ପଙ୍କ ଟେନଶନ ବଢାଇଲେ କମଲା ହାରିସ!

ଓ୍ବାଶିଂଟନ,୨୫।୮: ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନକୁ ନେଇ ୱାଶିଂଟନ ଠାରୁ ନ୍ୟୁୟର୍କ ଏବଂ କାଲିଫର୍ନିଆ ପର୍ଯ୍ୟନ୍ତ ରାଜନୀତି ସରଗରମ ହୋଇଛି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ, ଡେମୋକ୍ରାଟିକ ପାର୍ଟିର କମଲା ହାରିସ ଏବଂ…

ରାଜନୀତିକୁ ଆସିବା ପାଇଁ ଚାହୁଁଥିବା ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀ ଦେଲେ ଏହି ଗୁରୁମନ୍ତ୍ର, କହିଲେ ରାଜନୈତିକ ପୃଷ୍ଠଭୂମି ବିନା…

ନୂଆଦିଲ୍ଲୀ,୨୫ା୮: ଆଜି ଅଗଷ୍ଟ ୨୫ ଅର୍ଥାତ୍‌ ରବିବାର ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଏହା ‘ମନ୍‌ କି ବାତ୍‌’ର ୧୧୩ ତମ ଏପିସୋଡ୍‌। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ୨୮ ଜୁଲାଇରେ ‘ମନ୍‌ କି…

ଇସ୍ରାଏଲ ଉପରେ ୧୫୦ରୁ ଅଧିକ ରକେଟ୍‌ ମାଡ଼ କଲା ଲେବାନନ

ଜେରୁଜେଲମ୍‌,୨୫ା୮: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଯୁଦ୍ଧ ବୃଦ୍ଧି ପାଉଛି। ଇସ୍ରାଏଲ ଆକ୍ରମଣରେ କ୍ରୋଧିତ ଲେବାନନ ଉତ୍ତର ଇସ୍ରାଏଲ ଆଡ଼କୁ ଅତି କମ୍‌ରେ ୧୫୦ରୁ ଅଧିକ ରକେଟ୍‌ ମାଡ଼ କରିଛି। ତେବେ ଆଇରନ ଡୋମ ଉତ୍ତର ଇସ୍ରାଏଲରେ ଲେବାନନ ରକେଟ୍‌କୁ ଅଟକାଇବାକୁ…

ଆରଜି କର ପରେ କୋଲକାତାର ଆଉ ଏକ କଲେଜରେ ତେଜିଲା ବିବାଦ, ମମତାଙ୍କ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ

କୋଲକାତା,୨୫।୮: ଆରଜି କର ମାମଲାକୁ ନେଇ ମମତା ସରକାର ବିବାଦରେ ଅଛନ୍ତି। ଏବେ କୋଲକାତାର ଅନ୍ୟ ମେଡିକାଲ କଲେଜଗୁଡିକ ମଧ୍ୟ ମମତାଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କୋଲକାତା ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ଛାତ୍ର ଦାବି କରିଛନ୍ତି କି,…

ୟୁକ୍ରେନରୁ ଫେରିବା ପରେ ମୋଦିଙ୍କୁ ନିମନ୍ତ୍ରଣ ପଠାଇଲା ପାକିସ୍ତାନ, ଶେହବାଜ କହିଲେ…

ଇସଲାମବାଦ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ ପଠାଇଛି ନିମନ୍ତ୍ରଣ। କାଉନସିଲ ଅଫ ହେଡସ ଅଫ ସରକାରୀ (ସିଏଚଜି) ବୈଠକରେ ଯୋଗ ଦେବାକୁ ପାକିସ୍ତାନରେ ନିମନ୍ତ୍ରଣ କରିଛି। ଅକ୍ଟୋବର ୧୫ ଏବଂ ୧୬ରେ ଇସଲାମାବାଦରେ ଏହି ବୈଠକ ଅନୁଷ୍ଠିତ ହେବ ଏବଂ ଏଥିରେ…

କୋଲକାତା ଲଜ୍ଜା: ସନ୍ଦୀପ ଘୋଷଙ୍କ ଘରେ ସିବିଆଇ ଚଢ଼ାଉ

କୋଲକାତା,୨୫ା୮: କୋଲକାତା ବଳାତ୍କାର ମାମଲାକୁ ନେଇ ସମଗ୍ର ଦେଶରେ ବିଦ୍ରୋହ ଦେଖାଦେଇଛି। ପଶ୍ଚିମବଙ୍ଗ ସରକାର କହିବା ସତ୍ତ୍ୱେ ଡାକ୍ତରମାନେ ନିରାପତ୍ତା ସୁନିଶ୍ଚିତ ନ କରି କାମକୁ ଫେରିବାକୁ ପ୍ରସ୍ତୁତ ନୁହନ୍ତି। #WATCH | Kolkata, West Bengal: CBI Anti Corruption…

ନବୀନଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ, କହିଲେ ମିଛ କହୁଥିବା ଲୋକଙ୍କୁ…

ଭୁବନେଶ୍ୱର,୨୫ା୮: ସୁଭଦ୍ରା ଯୋଜନା ପ୍ରସଙ୍ଗରେ ଭାଜପା ସରକାରକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମାଲୋଚନା କରିଥିଲେ। ତେବେ ଏହି କଥାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନବୀନଙ୍କୁ କଡ଼ା କଟାକ୍ଷ କରିଛନ୍ତି। ପ୍ରଭାତୀ କହିଛନ୍ତି, କାଳିଆ ଯୋଜନା କଥା ଉଠାଇ,…

ବାଇକ୍‌ରେ ଖଞ୍ଜା ଯାଇଥିଲା ରିମୋଟ୍‌ ବୋମା: ବିସ୍ଫୋରଣ ହୋଇ ୨ ଶିଶୁ ସମେତ ୩ ମୃତ, ୧୬ ଗୁରୁତର

ଇସଲାମାବାଦ,୨୫ା୮: ପାକିସ୍ତାନର ବାଲୁଚିସ୍ତାନର ପିଶିନ ଜିଲାର ଏକ ଥାନା ନିକଟରେ ବିସ୍ଫୋରଣ ଘଟି ୨ ଶିଶୁ ସମେତ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ୧୬ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୭ ଜଣ ପୋଲିସ କର୍ମଚାରୀ ରହିଥିବା ଜଣାପଡ଼ିଛି।…

ମେସେଜିଂ ଆପ୍‌ ଟେଲିଗ୍ରାମ୍‌ର ପ୍ରତିଷ୍ଠାତା ଗିରଫ

ପ୍ୟାରିସ୍‌,୨୫ା୮: ମେସେଜିଂ ଆପ୍‌ ‘ଟେଲିଗ୍ରାମ’ର ପ୍ରତିଷ୍ଠାତା ପାଭେଲ ଡୁରୋଭଙ୍କୁ ଗିରଫ କରିଛି ପୋଲିସ। ଫ୍ରାନ୍ସର ବର୍ଗେଟ ବିମାନ ବନ୍ଦରରେ ଡୁରୋଭଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ସେ ପ୍ରାଇଭେଟ ଜେଟ୍‌ରେ ଆଜରବାଇଜାନ ଯିବା ବେଳେ ପୋଲିସ ତାଙ୍କୁ ଅଟକ ରଖିଥିଲା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?