Home Middle

ପୁଣି ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା: କିଛି ସମୟ ଅଟକିଗଲା ଶହ ଶହ ଲୋକଙ୍କ ନିଃଶ୍ୱାସ

ନୂଆଦିଲ୍ଳୀ,୧୨।୧୦: ତାମିଲନାଡୁରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ମହୀଶୂରରୁ ବିହାରର ଦରଭଙ୍ଗା ଅଭିମୁଖେ ଯାଉଥିବା ମହୀଶୂର-ଦରଭଙ୍ଗା ବାଗମତି ଏକ୍ସପ୍ରେସ ଟ୍ରେନ (୧୨୫୭୮) କଭାରପେଟ୍ଟାଇ ରେଳ ଷ୍ଟେଶନ ନିକଟରେ ଏକ ମାଲଗାଡି ଟ୍ରେନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ…

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଟିମ୍, ବୁମ୍ରାଙ୍କୁ ମିଳିଲା ବଡ଼ ଦାୟିତ୍ୱ

ମୁମ୍ବାଇ,୧୧।୧୦: ରୋହିତ ଶର୍ମାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ୧୫ ଜଣିଆ ଟିମରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି। ତେବେ ନିକଟରେ ଶେଷ ହୋଇଥିବା…

ଅଡୁଆରେ ସୁଭଦ୍ରା ହିତାଧିକାରୀ, ଆଧାର ଲିଙ୍କ୍ କରୁ କରୁ ବ୍ୟଙ୍କ ଖାତରୁ ଟଙ୍କା ଗାଏବ

କେନ୍ଦୁଝର,୧୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଭଦ୍ରା ଯୋଜନା ମହିଳାଙ୍କ ପାଇଁ ଖୁସି ଆଣିଲା, କିନ୍ତୁ କିଛି ହିତାଧିକାରୀ ସୁଭଦ୍ରା ଯୋଜନାରେ ଅର୍ଥ ପାଇବାକୁ ଯାଇ ଏବେ ଅଡୁଆରେ। ଆଧାର ସହିତ ମୋବାଇଲ ନମ୍ବର ଯୋଡିବାକୁ ଯାଇ ହୋଇଛନ୍ତି ଠକାମୀର ଶିକାର, ଆଧାର କେନ୍ଦ୍ରରେ…

ପାଗ ଅନୁକୂଳ, ଓଡ଼ିଶାରୁ ଫେରିଯିବ ମୌସୁମୀ

ଭୁବନେଶ୍ୱର,୧୧ା୧୦: ଦୁଇଦିନ ମଧ୍ୟରେ ଓଡିଶାରୁ ଅପସରି ଯିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏନେଇ ପାଗ ଅନୁକୂଳ ଥିବା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାରରୁ ମୌସୁମୀ ସମ୍ପୂର୍ଣ୍ଣ ଫେରିଯିବ। ସେହିପରି ମହାରାଷ୍ଟ୍ର, ଛତିଶଗଡ଼,…

ଫେଷ୍ଟିଭାଲ୍ ସେଲ୍ ସମୟରେ ନିୟମ ଉଲ୍ଲଂଘନ କରୁଛନ୍ତି ଇ-କମର୍ସ କମ୍ପାନୀ: ବଡ଼ କାର୍ଯ୍ୟାନୁଷ୍ଠାନ ନେବେ ସରକାର

ନୂଆଦିଲ୍ଲୀ,୧୧ା୧୦: ଚଳିତ ପାର୍ବଣ ଋତୁରେ ଅନଲାଇନ୍ ରିଟେଲର ବା ଇ-କମର୍ସ କମ୍ପାନୀମାନେ ଖୋଲାଖୋଲି ସରକାରଙ୍କ ନିୟମ ଉଲଂଘନ କରିଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାହକମାନଙ୍କଠାରୁ ଅନେକ ଅଭିଯୋଗ ପାଇବା ପରେ ସରକାର ଇ-କମର୍ସ କମ୍ପାନୀଗୁଡିକ ଉପରେ କଟକଣା ଲଗାଇବାକୁ ଯୋଜନା କରୁଛନ୍ତି।…

ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର

ଟୋକିଓ,୧୧।୧୦: ଜାପାନର ସଂଗଠନ ନିହୋନ ହିଡାନକିୟୋକୁ ୨୦୨୪ର ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ଏହି ସଂଗଠନ ହିରୋସିମା ଏବଂ ନାଗାସାକି ଉପରେ ଆଣବିକ ଆକ୍ରମଣରେ ବଞ୍ଚିଥିବା ଲୋକଙ୍କ ଯତ୍ନ ସୁନିଶ୍ଚିତ କରେ (ହିବାକୁଶା ନାମରେ ମଧ୍ୟ ଜଣାଶୁଣା)। ଏହି ଜାପାନୀ…

ଟାଟା ଟ୍ରଷ୍ଟର ନୂଆ ଚେୟାରମ୍ୟାନଙ୍କ ନାଁ ଘୋଷଣା: ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ,୧୧।୧୦: ନୋଏଲ ଟାଟାଙ୍କୁ ଟାଟା ଟ୍ରଷ୍ଟର ନୂତନ ଚେୟାରମ୍ୟାନ କରାଯାଇଛି। ରତନ ଟାଟାଙ୍କ ମୃତ୍ୟୁ ପରେ ଏହି ଦାୟିତ୍ୱ ନୋଏଲଙ୍କୁ ଦିଆଯାଇଛି। ରତନ ଟାଟାର ସମ୍ଭାବ୍ୟ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ନୋଏଲ ଟାଟା ସବୁଠାରୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଉଥିଲା। ଶେଷରେ…

ଦୁର୍ଗା ପୂଜାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ସବୁ ପୂଜାମଣ୍ଡପକୁ ପାର୍ବଣ ଭେଟି 

ଭୁବନେଶର,୧୦।୧୧: ଶାରଦୀୟ ଦୁର୍ଗା ପୂଜା ଅବସରରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ମାଝି ବଡ଼ ଘୋଷଣା କରିଛନ୍ତି । ରାଜ୍ୟରେ ଭାଜପା ସରକାର ପ୍ରଥମଥର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ପୂଜା ମଣ୍ଡପମାନଙ୍କୁ ପୂଜା ଭେଟି ଦେଇଛନ୍ତି । ରାଜ୍ୟର ସବୁ ଦୁର୍ଗା…

କଂଗ୍ରେସ ସହିପାରୁନି ହରିୟାଣା ପରାଜୟ, ରାଗିଲେ ରାହୁଲ, ସମୀକ୍ଷା ବୈଠକ ଅଧାରୁ…

ନୂଆଦିଲ୍ଲୀ,୧୧।୧୦: ହରିୟାଣାରେ ନିଶ୍ଚିତ ବିଜୟ ପାଇଁ ସବୁଠାରୁ ବଡ ଦାବିଦାର ବିବେଚିତ ହୋଇଥିଲେ ମଧ୍ୟ କଂଗ୍ରେସ ଦଳ ରାଜ୍ୟରେ କ୍ଷମତା ହରାଇଛି। ହରିୟାଣାରେ ଦଳ କାହିଁକି ହାରିଲା ଏନେଇ ନିର୍ବାଚନ ପରେ ଦଳର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ତେବେ ହରିୟାଣାରେ…

କଂଗ୍ରେସକୁ ଓମାର ଅବଦୁଲ୍ଲାଙ୍କ ଅଲ୍ଟିମେଟମ:ଗୋଟିଏ ଦିନ ସମୟ ଦେଲୁ…ନଚେତ୍‌

ନୂଆଦିଲ୍ଳୀ,୧୧।୧୦: ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ଓମାର ଅବଦୁଲ୍ଲା ପ୍ରସ୍ତୁତ ଅଛନ୍ତି। ଏହାପୂର୍ବରୁ ସେ କହିଛନ୍ତି, ଜମ୍ମୁ କଶ୍ମୀରରେ ନ୍ୟାଶନାଲ୍‌ କନଫରେନ୍ସ(ଏନ୍‌ସି)ର ଆସନ ୪୬ରେ ପହଞ୍ଚିଛି। କାରଣ ୪ଟି ସ୍ବାଧୀନ ବିଧାୟକ ଦଳକୁ ସମର୍ଥନ କରିଛନ୍ତି। ବର୍ତ୍ତମାନ ସରକାର…

ଲେବାନନ ଉପରେ ଇସ୍ରାଏଲର ରକେଟ୍‌ ମାଡ଼: ୨୨ ମୃତ, ଶତାଧିକ ଆହତ

ଜେରୁଜେଲମ୍‌,୧୧ା୧୦: ଥମୁନି ଇସ୍ରାଏଲ-ଇରାନ ଯୁଦ୍ଧ। ଲେବାନନ ଉପରେ ଇସ୍ରାଏଲ ଘନଘନ ରକେଟ୍‌ ମାଡ଼ କରିଛି। ବେରୁଟର ଏକ ଜନବସତି କୋଠା ଉପରେ ରକେଟ ମାଡ଼ କରିବାରୁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଥିବା ସୂଚନାରୁ ଜଣାପଡ଼ିଛି। ବିନା ସତର୍କ…

ଭୁବନେଶ୍ୱରରେ ଭଡ଼ାରେ ଲାଗିଛି ଆବାସ ଯୋଜନା ଘର: ଛଡାଇ ନେବ ବିଏମସି

ଭୁବନେଶ୍ୱର,୧୦।୧୦: ରାଜଧାନୀରେ ରାଜିବ ଆବାସ ଯୋଜନରେ ସରକାରଙ୍କ ଠାରୁ ମାଗଣାରେ ଘର ପାଇ ତାକୁ ଭଡାରେ ଦେଇ ମୋଟା ଅଙ୍କର ଟଙ୍କା କାମଉଛନ୍ତି। ନିଜକୁ ଭୂମିହୀନ, ଗୃହହୀନ, ଗରିବ ବୋଲି ଦର୍ଶାଇ ହିତାଧିକାରୀ ପାଲଟିଥିବା କିଛି ଘରମାଲିକଙ୍କ ଏଭଳି କେଳେଙ୍କାରୀ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?