Home Middle

ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ

କଟକ,୨୦।୭:(ଶିଳ୍ପା ପ୍ରିୟଦର୍ଶିନୀ): ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ଘଟିଛି। ଶନିବାର କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଗତ ୧୮ ତାରିଖରୁ ଏସ୍‌ସିବିରେ ଚିକିତ୍ସିତ ହେଉଥିଲେ। କିଡ଼ନୀ ଜନିତ…

୪ ଜିଲାକୁ ରେଡ୍‌, ୭ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୨୦ା୭(ଅନିଲ ଦାସ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଛି। ଏହା ପୁରୀଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୫୦ କିମି ଏବଂ ଗୋପାଳପୁର ଓ ପାରାଦୀପଠାରୁ ୯୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଘଣ୍ଟା…

ରାଜ୍ୟ ସଭାରେ ଘେରିବ ବିଜେଡି, ନବୀନଙ୍କ ସ୍ବତନ୍ତ୍ର ରଣନୀତି

ଭୁବନେଶ୍ୱର,୧୯।୭: ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସଂଧ୍ୟାରେ ସଂସଦୀୟ ଦଳ ବୈଠକ ବସିଛି। ବୈଠକରେ ୯ ରାଜ୍ୟସଭା ଏମପିମାନେ ଉପସ୍ଥିତ ଥିଲେ । ଆସନ୍ତା ୨୨ରୁ ସଂସଦରେ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଆରମ୍ଭ ହେବାକୁ ଥିବା ସଂସଦ…

ଦିନେ ଥିଲେ ନବୀନଙ୍କ ପ୍ରତିଦ୍ୱନ୍ଦୀ, ଏବେ ଆଡଭୋକେଟ ଜେନେରାଲ ଭାବେ ପୀତାମ୍ବର ଆଚାର୍ଯ୍ୟଙ୍କୁ ନିଯୁକ୍ତି କଲେ ସରକାର

ଭୁବନେଶ୍ୱର,୧୯।୭: ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ମିଳିଛି ବଡ଼ ଦାୟିତ୍ୱ। ମୁଖ୍ୟମନ୍ତ୍ରୀ ମୋହନ ମାଝି ତାଙ୍କୁ ଏଜି ଭାବେ ନିଯୁକ୍ତି ଦେଇଛନ୍ତି। ପୀତାମ୍ବରଙ୍କୁ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର।ପୀତାମ୍ବରଙ୍କ ନିଯୁକ୍ତି ନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି…

ଏମିତି କ’ଣ କହିଦେଲେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ, ଖୁସି ହୋଇଗଲା କଂଗ୍ରେସ; ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୭: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌) ପ୍ରମୁଖ ମୋହନ ଭାଗବତ ଗୁରୁବାର ଝାଡ଼ଖଣ୍ଡରେ ଆୟୋଜିତ ଗ୍ରାମସ୍ତରୀୟ କର୍ମକର୍ତ୍ତା ବୈଠକରେ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ଏଭଳି କିଛି ବୟାନ ଦେଇଛନ୍ତି ଯାହାକୁ ନେଇ କଂଗ୍ରେସ ଖୁସି ହେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଏହି ସମୟରେ ହୋଇଥିଲା ଅଧିକ ରେଳ ଦୁର୍ଘଟଣା, ସରକାରଙ୍କ ବଢାଇଥିଲା ଟେନଶନ

ନୂଆଦିଲ୍ଲୀ,୧୯।୭: ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ । ପୁରା ଦେଶରେ ୬୮ହଜାର କି.ମିରୁ ଦୀର୍ଘ ରେଲଓ୍ବେ ଟ୍ରାକ୍‌ ବିଛାଯାଇଛି। ଭାରତରେ ରେଳବାଇକୁ ଲାଇଫ ଲାଇନ କୁହାଯାଏ । ଯେଉଁଥିରେ ପ୍ରତିଦିନ ପାଖାପାଖି ୨୨ହଜାର ଟ୍ରେନ୍‌ ଯାତ୍ରାୟତ…

ମାଇକ୍ରୋସଫ୍ଟ ସର୍ଭର ଡାଉନ୍‌ ପାଇଁ ସାରା ବିଶ୍ୱରେ ହଇଚଇ, ଜଣାପଡିଲା ବଡ଼ କାରଣ

ନୂଆଦିଲ୍ଲୀ,୧୯।୭: ଶୁକ୍ରବାର ସକାଳେ ଡାଉନ୍‌ ହୋଇଯଇଛି ମାଇକ୍ରୋସଫ୍ଟ ସର୍ଭର। ସଫ୍ଟୱୟାର କମ୍ପାନୀ ମାଇକ୍ରୋସଫ୍ଟର ଉଇଣ୍ଡୋଜ ଅପରେଟିଂ ସିଷ୍ଟମ କ୍ରାସ ହୋଇଛି। କେବଳ ଓଡ଼ିଶାରେ ନୁହେଁ ସାରା ବିଶ୍ବରେ ଏହା କ୍ରାସ ହୋଇଛି । ଏହାଦ୍ବାରା ବିମାନ ସେବା, ବ୍ୟାଙ୍କିଂ ସେବା, ସପିଂ…

ବିଜୁଙ୍କୁ ଜେଲ୍‌ରେ ପୂରାଇଥିଲା କଂଗ୍ରେସ, ନବୀନଙ୍କୁ ପଚାରନ୍ତୁ; ଏମିତି କାହିଁକି କହିଲେ ନଡ୍ଡା

ଭୁବନେଶ୍ୱର,୧୯।୭: ପୁରୀ କାର୍ଯ୍ୟକାରିଣୀ ବୈଠକରେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ଆଜି ଦେଶରେ ୧୮ଟି ରାଜ୍ୟରେ ଏନଡିଏ, ୧୩ ରାଜ୍ୟରେ ଭାଜପା ସରକାର କରିଛି। ଦେଶର ୫୭% ଭୂଭାଗରେ…

ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ନଡ୍ଡା, କହିଲେ ରାଜ୍ୟରେ ପଦ୍ମ…

ପୁରୀ,୧୯।୭: ପୁରୀ କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉଦ୍‌ବୋଧନ ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାର ସେବା ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ପ୍ରଣାମ। ଅକ୍ଳାନ୍ତ ପରିଶ୍ରମ କରି ରାଜ୍ୟରେ ପଦ୍ମ ଫୁଟାଇଥିବାରୁ କର୍ମୀଙ୍କୁ ବଧାଇ ଜଣାଇଛନ୍ତି। ନଡ୍ଡା କହିଛନ୍ତି,…

ଅବପାତରେ ପରିଣତ ହେଲା ଲଘୁଚାପ; ୪ ଜିଲାକୁ ରେଡ୍ ଓ୍ବାର୍ନିଂ

ଭୁବନେଶ୍ୱର,୧୯।୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ପୁରୀ ଠାରୁ ଦକ୍ଷିଣପୂର୍ବ ଦିଗରେ ପ୍ରାୟ ୭୦ କିମି ଦୂରରେ ଏବଂ ଗୋପାଳପୁରରୁ ପୂର୍ବରେ ୧୩୦ କିମି ଦୂରରେ ଏବେ ଅବପାତ ରହିଛି। ଆସନ୍ତା କାଲି ସକାଳ ସୁଦ୍ଧା ଉତ୍ତରପଶ୍ଚିମ…

ଏୟାରଲାଇନ୍ସ ସର୍ଭରରେ ବୈଷୟିକ ତ୍ରୁଟି: ଏହି ୩ କମ୍ପାନୀର ସେବା ବ୍ୟାହତ

ନୂଆଦିଲ୍ଲୀ,୧୯ା୭: ବିମାନ ସେବା ଯୋଗାଉଥିବା ତିନୋଟି ବିମାନ କମ୍ପାନୀର ସର୍ଭରଗୁଡ଼ିକ ପ୍ରମୁଖ ବୈଷୟିକ ତ୍ରୁଟିର ସମ୍ମୁଖୀନ ହୋଇଛନ୍ତି। ଇଣ୍ଡିଗୋ, ଆକାଶ ଏୟାର ଏବଂ ସ୍ପାଇସ୍‌ଜେଟ ଏୟାରଲାଇନ୍ସ ସମଗ୍ର ବିଶ୍ୱର ଅନେକ ବିମାନବନ୍ଦରରେ ଓ୍ବେବ୍‌ ଚେକ ଇନ୍‌ରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ, ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ବର,୧୯।୭: ଭୁବନେଶ୍ବରରେ ପହଞ୍ଚିଲେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ପୁରୀରେ ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନଡ୍ଡା ଯୋଗ ଦେବେ ବୋଲି ଜଣାପଡିଛି। ଶୁକ୍ରବାର ପୁରୀରେ ଭାଜପାର ରାଜ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri