ମହାକାଶରେ ଫସିଛନ୍ତି ସୁନୀତା
ଓ୍ବାଶିଂଟନ୍,୨୯ା୬: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ(୫୮) ନିଜ ମହାକାଶ ସହଯାତ୍ରୀ ବୁଚ୍ ଓ୍ବିଲମୋର୍ଙ୍କ ସହ ଇଣ୍ଟରନ୍ୟାଶନାଲ ସ୍ପେସ୍ ଷ୍ଟେଶନ୍ (ଆଇଏସ୍ଏସ୍)ରେ ଫସିଯାଇଛନ୍ତି। ଜୁନ୍ ୫ରେ ଫ୍ଲୋରିଡାର କେପ୍ କାନାଭେରାଲ ସ୍ପେସ୍ ଫୋର୍ସ ଷ୍ଟେଶନରୁ ‘ସୁନୀତା’ ଆଇଏସ୍ଏସ୍ ଅଭିମୁଖେ ତୃତୀୟ…
ଆସିଲା ବଡ଼ ଖବର: ଏହି କାରଣ ଯୋଗୁ ଆଜି ଖେଳାଯିବନି ବିଶ୍ୱକପ୍ ଫାଇନାଲ!
ନୂଆଦିଲ୍ଲୀ,୨୯।୬: ଟି -୨୦ ବିଶ୍ୱକପ୍ ୨୦୨୪ର ଫାଇନାଲ ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଉଭୟଙ୍କ ମଧ୍ୟରେ ଏହି ଟାଇଟଲ ଯୁଦ୍ଧ ଆଜି ଅର୍ଥାତ୍ ଶନିବାର ବାର୍ବଡୋସର କେନ୍ସିଙ୍ଗଟନ ଓଭାଲରେ ହେବ। ଏହି ମ୍ୟାଚ୍ ପାଇଁ ପୂରା…
ଜୁନ୍ ଗ୍ରୀଷ୍ମରେ ୬୧.୯ କୋଟି ଭାରତୀୟ କଲବଲ
ନୂଆଦିଲ୍ଲୀ,୨୯ା୬ (ପି.ଟି.): ଚଳିତ ଜୁନ୍ରେ ୯ ଦିନରୁ ଊର୍ଦ୍ଧ୍ୱ ପ୍ରଚଣ୍ଡ ଗ୍ରୀଷ୍ମ ଲହର ଅନୁଭୂତ ହୋଇଥିଲା। ସାରା ବିଶ୍ୱର ପ୍ରାୟ ୫୦୦ କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମର ଯନ୍ତ୍ରଣା ସହିଥିବାବେଳେ ସେମାନଙ୍କ ମଧ୍ୟରେ ଭାରତର ୬୧.୯ କୋଟି ରହିଛନ୍ତି। ଆମେରିକାର ନିରପେକ୍ଷ ବୈଜ୍ଞାନିକମାନଙ୍କ…
ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ୟୁଜିସି-ନେଟ୍ ପରୀକ୍ଷା
ନୂଆଦିଲ୍ଲୀ,୨୯ା୬ (ପି.ଟି.): ଭାରତୀୟ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ‘ଆସିଷ୍ଟାଣ୍ଟ ପ୍ରଫେସର’ ଏବଂ ‘ଜୁନିୟର ରିସର୍ଚ୍ଚ ଫେଲୋଶିଫ୍ ଓ ଆସିଷ୍ଟାଣ୍ଟ ପ୍ରଫେସର’ ପଦରେ ନିଯୁକ୍ତି ପାଇଁ ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୧୮ରେ ଅନୁଷ୍ଠିତ ହୋଇଥିଲା। ଦେଶର ୩୧୭ ସହରରେ ୧୧.୨୧ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର…
ଟି୨୦ ବିଶ୍ୱକପ୍: ଆଜି ମହାମୁକାବିଲା
ବ୍ରିଜଟାଉନ୍ (ବାର୍ବାଡୋସ), ୨୯।୬: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍ର ଫାଇନାଲ ଶନିବାର ସ୍ଥାନୀୟ କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ମହାମୁକାବିଲାରେ ପରସ୍ପରର ସମ୍ମୁଖୀନ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା। ୨୦୦୭ରେ ଚାମ୍ପିୟନ ଓ ୨୦୧୪ରେ ରନରଅପ୍ ଭାରତ ତୃତୀୟ…
ସଂସଦରେ କିଏ ଅନ୍-ଅଫ୍ କରନ୍ତି ମାଇକ୍? ରାହୁଲ ଆଣିଲେ ସାଂଘାତିକ ଅଭିଯୋଗ
ନୂଆଦିଲ୍ଲୀ,୨୮।୬: NEET ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ତେବେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ସଂସଦରେ ସରକାରଙ୍କୁ ଘେରୁଛନ୍ତି। ହେଲେ ଏସମ୍ପର୍କରେ କୌଣସି ପୂର୍ଣ୍ଣରୂପେ ଆଲୋଚନା ହୋଇପାରୁ ନାହିଁ। ସଂସଦରେ ଏହି ମୁଦ୍ଦା ଉଠାଇ ବିରୋଧୀ…
୩୯ବର୍ଷ ପରେ ଦ୍ୱିତୀୟ ଅଣ ଓଡ଼ିଆ ଅଫିସର ନେଲେ ରାଜ୍ୟରେ ବଡ଼ ଦାୟିତ୍ୱ
ଭୁବନେଶ୍ୱର,୨୮।୬: ରାଜ୍ୟର ମୁଖ୍ୟ ଶାସନ ସଚିବ ପଦକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନାରେ ପଡିଛି ପୂର୍ଣ୍ଣଚ୍ଛେଦ। ଏବେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ହୋଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ମନୋଜ ଆହୁଜା। ଦୀର୍ଘ ୩୯ ବର୍ଷ ପରେ ଜଣେ ଅଣ ଓଡ଼ିଆ…
ମନୋଜ ଆହୁଜାଙ୍କୁ ବଡ଼ ଦାୟିତ଼୍ବ ଦେଲେ ଭାଜପା ସରକାର
ଭୁବନେଶ଼୍ବର, ୨୮।୦୬: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ମନୋଜ ଆହୁଜାଙ୍କୁ ବଡ଼ ଦାୟିତ଼୍ବ ଦେଇଛନ୍ତି ରାଜ୍ୟ ସରକାର । ସେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଥାଉକି, ରାଜ୍ୟର ମୁଖ୍ୟ…
‘ସୁଭଦ୍ରା ଯୋଜନା’କୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ଜାଣନ୍ତୁ କ’ଣ କହିଲେ…
ଭୁବନେଶ୍ୱର,୨୮।୬: ଖୁବ୍ଶୀଘ୍ର ଆରମ୍ଭ ହେବ ସୁଭଦ୍ରା ଯୋଜନା । ଯାହା ନିର୍ବାଚନରେ ପ୍ରତିଶ୍ରୁତି ଦିଆଯାଇଥିଲା ତାକୁ ବାସ୍ତବ ରୂପରେଖ ଦେବେ ସରକାର । ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏବେ ସୁଭଦ୍ରା ଯୋଜନାର ମୋଡାଲିଟି…
ମଦକୁ ନେଇ ବଡ଼ ଖବର, ଆହୁରି ଏତେ ମଦ ଦୋକାନ ଖୋଲିବାକୁ ବିଜ୍ଞପ୍ତି ପ୍ରକାଶ କଲେ ସରକାର
ଭୁବନେଶ୍ୱର, ୨୮।୬: କିଛିଦିନ ପୂର୍ବରୁ ଓଡ଼ିଶାରେ ମଦ ବ୍ୟାନ ହେବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ। କହିବାର ୧୨ଘଣ୍ଟା ନ ଜାଉଣୁ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ଏପରି ଯୋଜନା ନ ଥିବା…
ରଥଯାତ୍ରା ପାଇଁ ଗଡ଼ିବ ୩୧୫ ସ୍ବତନ୍ତ୍ର ଟ୍ରେନ୍: ମନ୍ତ୍ରୀ
ନୂଆଦିଲ୍ଲୀ/ପୁରୀ,୨୮।୬: ଜୁଲାଇ ୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏହାକୁ ନେଇ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ୩୧୫ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ…
ବିରୋଧୀଙ୍କୁ ଉପବାଚସ୍ପତି ପଦ ବି ଦେବନି ଏନଡିଏ, ଜଣାପଡିଲା କିଏ ହେବେ
ନୂଆଦିଲ୍ଲୀ,୨୮।୬: ୧୮ତମ ଲୋକ ସଭା ଅଧିବେଶନରେ ଓମ ବିର୍ଲାଙ୍କୁ ବାଚସ୍ପତି ଭାବେ ଚୟନ କରାଯାଇଛି। ଏବେ ସ୍ପିକର ପରେ ଡେପୁଟି ସ୍ପିକର କିଏ ହେବ ତା’ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗତ ଲୋକ ସଭାରେ ଏହି ପଦ ଖାଲି ପଡିଥିଲା।…
Archives


