ହନି ଟ୍ରାପ୍ରେ ଫସାଇ ଲୁଟୁଛନ୍ତି ରେଷ୍ଟୁରାଣ୍ଟ; ସ୍ନାକ୍ସ, କେକ୍, ଥଣ୍ଡା ପିଇ ଯୁବକ ଗଣିଲେ ୧.୨ ଲକ୍ଷ ଟଙ୍କା
ନୂଆଦିଲ୍ଲୀ,୨୯।୬: ହନି ଟ୍ରାପ୍ରେ ପଡ଼ି କାଙ୍ଗାଳ ହେଲେ ଯୁବକ। ଡେଟିଂ ଆପ୍ରେ ସୁନ୍ଦରୀ ଯୁବତୀଙ୍କୁ ପସନ୍ଦ କରି ଠକାମିର ଶିକାର ହେଲେ ସିଭିଲ ସର୍ଭିସ ଆଶାୟୀ। କିଛି ବୁଝିବା ଆଗରୁ ରେଷ୍ଟୁରାଣ୍ଟ ବିଲ୍ ହୋଇଗଲା ୧.୨ ଲକ୍ଷ ଟଙ୍କା। ଘଟଣା ମୁତାବକ…
ଜାଣନ୍ତୁ କାହା ଭୁଲ୍ ଯୋଗୁ ମହାକାଶରେ ଫସିଛନ୍ତି ସୁନୀତା, ଫେରିବା ନେଇ କହିଲେ…
ଓ୍ବାଶିଂଟନ,୨୯ା୬: ବୋଇଂର ଷ୍ଟାର୍ଲାଇନର ମହାକାଶଯାନରେ ସ୍ପେସ୍ ଷ୍ଟେଶନରେ ପହଞ୍ଚିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସଙ୍କୁ ହୁଏତ ମହାକାଶରେ ଦୀର୍ଘଦିନ ରହିବାକୁ ପଡ଼ିପାରେ। ପୂର୍ବରୁ ଏହି ମିଶନ କିଛି ଦିନ ପାଇଁ ଥିଲା। କିନ୍ତୁ ନାସା କମର୍ସିଆଲ କ୍ରୁ…
ଭାଜପାର ଟେନ୍ସନ୍ ବଢ଼ାଇଲା ଜେଡିୟୁ, କେନ୍ଦ୍ର ସରକାରଙ୍କ ଆଗରେ ରଖିଦେଲା ଏହି ବଡ଼ ଦାବି
ପାଟନା,୨୯ା୬: ଦିଲ୍ଲୀରେ ଅନୁଷ୍ଠିତ ଜନତା ଦଳ ୟୁନାଇଟେଡ୍(ଜେଡିୟୁ)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସଭା ଏମ୍ପି ସଞ୍ଜୟ କୁମାର ଝା ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଛନ୍ତି। ସଞ୍ଜୟ ପୂର୍ବରୁ ମଧ୍ୟ ଦଳର ଅଧ୍ୟକ୍ଷ ଥିଲେ। ରାଜଧାନୀରେ ହୋଇଥିବା ବୈଠକରେ ଖୋଦ୍ ପାର୍ଟିର…
ଅଣ ଓଡ଼ିଆ ଅଫିସର ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ କରିବା ପଛରେ କ’ଣ ରହିଛି ବଡ଼ କାରଣ? ଜାଣନ୍ତୁ…
ଭୁବନେଶ୍ୱର,୨୯।୬: ଓଡ଼ିଶାରେ ନୂଆ ଭାଜପା ସରକାରଙ୍କ ପକ୍ଷରୁ ଶୁକ୍ରବାର ୧୯୯୦ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି। ଏହାଛଡ଼ା ତାଙ୍କୁ ସାଧାରଣ ପ୍ରଶାସନିକ ବିଭାଗର ସଚିବ ଦାୟିତ୍ୱ ମଧ୍ୟ ମିଳିଛି।…
ଏଣିକି କାମରେ ଖିଲାପ କଲେ ସରକାରୀ କର୍ମଚାରୀଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର, କେନ୍ଦ୍ର ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୨୯।୬:ଏଣିକି ସରକାରୀ ଅଫିସରେ କାମ ଠିକ୍ ଭାବରେ ନ କଲେ ସମୟ ପୂର୍ବରୁ ସେବାନିବୃତ କରାଯିବ। ଏନେଇ ଏକ ନିର୍ଦ୍ଦେଶାନାମା ଜାରି କରିଛି କେନ୍ଦ୍ର। କର୍ମଚାରୀ ଏବଂ ତାଲିମ ବିଭାଗ (DoPT) ସଂପୃକ୍ତ ମନ୍ତ୍ରଣାଳୟକୁ କର୍ମଚାରୀଙ୍କ ସାମୟିକ ସମୀକ୍ଷା କରିବା ପାଇଁ…
ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଲକ୍ଷ୍ମୀ ବସ୍ ନାଁ ବଦଳାଯାଇ ରଖାଯିବ ଏହି ନାଁ
ଭୁବନେଶ୍ୱର,୨୯।୬: ଲକ୍ଷ୍ମୀ ବସ୍ ନାଁକୁ ନେଇ ବଡ଼ ଅପ୍ଡେଟ ସାମ୍ନାକୁ ଆସିଛି। ଲକ୍ଷ୍ମୀ ବସ୍ ନାଁ ବଦଳିବ ବୋଲି ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଲକ୍ଷ୍ମୀ ବସ୍ ନାଁ ବଦଳାଇ ମୁଖ୍ୟମନ୍ତ୍ରୀ ବସ୍ ସେବା କରାଯିବ।…
କଳ୍କୀ ପାର୍ଟ-୨’ରେ ଆସିବ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଚକ୍ରର ଝଡ଼…
ନୂଆଦିଲ୍ଲୀ,୨୯।୬: ବଡ଼ ପରଦାରେ ଦର୍ଶକଙ୍କ ମନ ଜିଣୁଛି ରିବେଲ ଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ସିନେମା ‘କଳକୀ ୨୮୯୮ ଏଡି’। ମହାଭାରତ ଯୁଦ୍ଧର ଶେଷ ମୁହୂର୍ତ୍ତରୁ ଆରମ୍ଭ ହୋଇଛି ସିନେମାର କାହାଣୀ।। ଯେତେବେଳେ ଭଗବାନ କୃଷ୍ଣ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱଥମାଙ୍କୁ…
ଲଦାଖରେ ସମର ଅଭ୍ୟାସ ସମୟରେ ବଡ଼ ଦୁର୍ଘଟଣା, ନଦୀରେ ଭାସିଗଲେ ୫ଯବାନ
ନୂଆଦିଲ୍ଲୀ,୨୯।୬: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ଭାରତୀୟ ଯବାନମାନଙ୍କ ସହ ଏକ ବଡ଼ ଦୁର୍ଘଟଣା ଘଟିଛି। ଯବାନମାନେ ଲଦାଖର ଦୌଲତ ବେଗ ଓଲଡି ଅଞ୍ଚଳରେ ନଦୀ ପାର ହୋଇ ଅଭ୍ୟାସ କରୁଥିଲେ। ଏହି ସମୟରେ ହଠାତ ନଦୀର ଜଳ ସ୍ତର ବଢି ଯାଇଥିଲା।…
ସମୟ ସମୟର କଥା…ଯିଏ ଥିଲେ ମନ୍ତ୍ରୀ ତାଙ୍କୁ ମିଳିବ ଭତ୍ତା ଆଉ ଯାହାଙ୍କର ଯାଇଥିଲା ଏମପି ପଦ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ଦରମା
ନୂଆଦିଲ୍ଲୀ,୨୯।୬: କ୍ଷମତା କେତେବେଳେ କଡ ଲେଉଟାଏ ତାହା କେବଳ ସମୟ ହିଁ କହିଥାଏ। ଲୋକକଥାରେ ଯେମିତି ଅଛି, ଏହା ତ ସମୟ ସମୟର କଥା। କେତେବେଳେ କ’ଣ ପରିବର୍ତ୍ତନ ହେବ। ଏହାର ପ୍ରକୃତ ଉଦାହରଣ ଦେଖିବାକୁ ମିଳିଛି ସ୍ମୃତି ଇରାନୀ ଓ…
ବଡ଼ ଖବର: ପୁଣି ଚାଷୀଙ୍କ ଆକାଉଣ୍ଟକୁ ଆସିବ ୮୦୦୦ଟଙ୍କା!
ନୂଆଦିଲ୍ଲୀ,୨୯।୬: ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ଏକ ବଡ଼ ଖବର ଆସିଛି। ସୂତ୍ର ଅନୁଯାୟୀ,ବର୍ତ୍ତମାନ ଏହି ଯୋଜନା ଅଧୀନରେ ପ୍ରାପ୍ତ ପରିମାଣ ବୃଦ୍ଧି ହେବାକୁ ଯାଉଛି। ଏହାର ଅର୍ଥ ହେଉଛି ସରକାର ବର୍ତ୍ତମାନ ବାର୍ଷିକ ୬୦୦୦ ଟଙ୍କା ବଦଳରେ ୮୦୦୦ ଟଙ୍କା ଦେବେ…
‘ସାରା ଦେଶ ଜାଣିଛି ଏକଛତ୍ରବାଦୀ ଶାସକ….’, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ସଞ୍ଜୟ
ନୂଆଦିଲ୍ଲୀ,୨୯।୬: ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ଏମପି ସଞ୍ଜୟ ସିଂ ଶନିବାର (ଜୁନ ୨୯) କେନ୍ଦ୍ର ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଏବଂ ସିବିଆଇ ଭଳି ଅନୁସନ୍ଧାନକାରୀ ଏଜେନ୍ସିର କାର୍ଯ୍ୟାନୁଷ୍ଠାନ ଉପରେ ସେ ସରକାରଙ୍କୁ…
ଭାଜପା କମିଟିର ଅଭିଯୋଗ: ‘ମମତାଙ୍କ ଶାସନ କାଳରେ ପଶ୍ଚିମବଙ୍ଗ ମିନି ପାକିସ୍ତାନ ହୋଇଯାଇଛି…’
ନୂଆଦିଲ୍ଲୀ,୨୯।୬: ପଶ୍ଚିମବଙ୍ଗରେ ଲୋକ ସଭା ନିର୍ବାଚନ ପରେ ଘଟିଥିବା ରାଜନୈତିକ ହିଂସାକୁ ଅନୁଧ୍ୟାନ କରିବା ପାଇଁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଦ୍ୱାରା ଗଠିତ ୪ ସଦସ୍ୟ ବିଶିଷ୍ଟଫ୍ୟାକ୍ଟ ଫାଇଣ୍ଡିଙ୍ଗ କମିଟି ତାଙ୍କର ରିପୋର୍ଟ ରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପରେଅନେକ ବଡ…
Archives


