ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦେଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୨।୬:ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରବିବାର ତିହାର ଜେଲରେ ଆତ୍ମସମର୍ପଣ କରିବେ। ଶନିବାର ଟ୍ରାଏଲ କୋର୍ଟରେ ସ୍ବତନ୍ତ୍ର ଜଜ କାଭେରୀ ବାୱେଜା ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନରେ ଏହି ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ଶୁଣାଣି ପାଇଁ…
‘ଜନାଦେଶ ଚୋରଙ୍କ ସହ କଥାବାର୍ତ୍ତା ନାହିଁ’
ଇସଲାମାବାଦ,୨ା୬: ପାକିସ୍ତାନ ତେହେରିକ-ଇ-ଇନ୍ସାଫ (ପିଟିଆଇ) ପାକିସ୍ତାନ ମୁସ୍ଲିମ ଲିଗ୍-ନଓ୍ବାଜ ଖାଇବର ପାଖତୁନଖଓ୍ବା ଗଭର୍ନର ଫୈସଲ କରିମ କୁଣ୍ଡି ଦେଇଥିବା ପୁନଃଗଠନ ପ୍ରସ୍ତାବକୁ ଦୃଢ଼ ପ୍ରତ୍ୟାଖ୍ୟାନ କରିଛି। ସେ କହିଛନ୍ତି, ପାର୍ଟି ‘ଜନାଦେଶ ଚୋର’ ସହିତ ଆଲୋଚନା କରିବ ନାହିଁ। ଏକ ପାକିସ୍ତାନୀ…
ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ, କଂଗ୍ରେସରେ କରିଥିଲେ ବିଦ୍ରୋହ, ଏବେ ୩ୟ ଥର ରାଜଗାଦି ସମ୍ଭାଳିବେ ପେମା ସରକାର
୨୦୨୪ ଲୋକସଭା ନିର୍ବାଚନର ଦୁଇଟି ରାଜ୍ୟର ରେଜଲ୍ଟ ପ୍ରକାଶ ପାଇଛି। ଅରୁଣାଚଳ ପ୍ରଦେଶରେ ପୂର୍ବରୁ ଭାଜପା ସରକାର ଥିବାବେଳେ ଚଳିତ ନିର୍ବାଚନରେ ବହୁମତ ସହ ଦଳ ପୁଣି ସରକାର ଗଠନ କରିବାକୁ ଯାଉଛି। ଭାଜପା ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ନେତୃତ୍ୱାଧିନ ସରକାର…
ପ୍ରେମ ସିଂ ତମାଙ୍ଗ କିଏ? ମାତ୍ର ୧୧ ବର୍ଷ ପୂର୍ବେ ଗଢ଼ିଥିଲେ ଦଳ, ଏବେ ସିକିମ୍ରେ କ୍ଲିନ୍ ସୁଇପ୍ କରି ଦ୍ୱିତୀୟ ଥର ପାଇଁ ହେବେ ମୁଖ୍ୟମନ୍ତ୍ରୀ…
ଗ୍ୟାଙ୍ଗଟକ୍,୨।୬: ସିକିମ୍ରେ ହୋଇଥିବା ବିଧାନସଭା ନିର୍ବାଚନରେ ପୁଣିଥରେ ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା(ଏସ୍କେଏମ୍) ସରକାର ଗଢ଼ିବାକୁ ଯାଉଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ଫଳାଫଳ ଅନୁଯାୟୀ ଏସ୍କେଏମ୍ ପ୍ରଚଣ୍ଡ ବହୁମତ ଆଡକୁ ଅଗ୍ରସର ହେଉଛି। ୩୨ ବିଧାନସଭା ଆସନ ବିଶିଷ୍ଟ ଏହି ରାଜ୍ୟରେ…
ମେଣ୍ଟ ନ କରି କ୍ଷତି ସହିଲା ବିଜେଡି! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା
ଭୁବନେଶ୍ୱର,୨।୬: ସରିଛି ୨୦୨୪ ଲୋକ ସଭା ନିର୍ବାଚନ। ନିର୍ବାଚନ ସରିବାର କେଇ ଘଣ୍ଟା ପରେ ଏକଜିଟ ପୋଲ ବା ଭୋଟ ବାହୁଡା ମତ ପ୍ରକାଶ ପାଇଛି। ବିଭିନ୍ନ ଏଜେନ୍ସି ଓ ନ୍ୟୁଜ ଚ୍ୟାନେଲ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ସହ…
ଏକ୍ଜିଟ୍ ପୋଲ୍କୁ ନେଇ ଅଖିଳେଶ ଯାଦବଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ…
ନୂଆଦିଲ୍ଲୀ,୨ା୬(ଦୁର୍ଯ୍ୟୋଧନ ପାତ୍ର ): ଲୋକ ସଭା ନିର୍ବାଚନର ଫଳାଫଳ ପୂର୍ବରୁ ଏକ୍ଜିଟ୍ ପୋଲ୍ ତଥ୍ୟ ବିରୋଧୀ ଦଳ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଭୋଟ୍ ଶେଷ ହେବା ମାତ୍ରେ ବିଭିନ୍ନ ଏଜେନ୍ସି ଏବଂ ଚ୍ୟାନେଲରୁ ଏକ୍ଜିଟ୍ ପୋଲ୍ ଆସିଲା। ଉତ୍ତରପ୍ରଦେଶରେ ପ୍ରାୟ…
ଅରୁଣାଚଳ ପ୍ରଦେଶରେ ପୁଣି ଭାଜପା ସରକାର, ଦିନରେ ମନାଇଲେ ଦୀପାବଳି
ଇଟାନଗର, ୨।୬: ଅରୁଣାଚଳ ପ୍ରଦେଶରେ ପୁଣି ଭାଜପା ସରକାର। ଅରୁଣାଚଳ ପ୍ରଦେଶ ଓ ସିକିମରେ ରବିବାର ମତ ଗଣନା ଜାରି ରହିଛି। ଯେଉଁଥିରେ ଅରୁଣାଚଳରେ ଭାଜପା ୩୬ଟି ଆସନ ଜିତି ସାରିଛି। ରାଜ୍ୟରେ ବିଧାନସଭାରେ ମ୍ୟାଜିକ ନମ୍ବର ୩୧ ହୋଇଥିବାବେଳେ ଭାଜପା…
ସିକିମରେ ଏସକେଏମ’ର ଏକତରଫା ବିଜୟ, ବିରୋଧୀଙ୍କୁ ମିଳିଲା ଗୋଟିଏ ଆସନ
ନୂଆଦିଲ୍ଲୀ,୨ା୬: ସିକିମ ବିଧାନସଭା ନିର୍ବାଚନରେ ଏକତରଫା ବିଜୟ ହାସଲ କରିଛି ସରକାରରେ ଥିବା ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ)। ଦଳ ବିରୋଧୀଙ୍କୁ ସବୁ ଦିଗରୁ ଚକମା ଦେଇ ମୋଟ ୩୨ ଆସନରୁ ୩୧ ଆସନରେ ବିଜୟ ହାସଲ କରିଛି। ଏଥିସହିତ ଦଳ…
ଏହି ଏକ୍ଜିଟ୍ ପୋଲ୍ ଦେଖି କଂଗ୍ରେସ ହୋଇଯିବ ଖୁସି, ଭାଜପାକୁ ଲାଗିବ ଝଟ୍କା
ନୂଆଦିଲ୍ଲୀ,୨ା୬: ଲୋକ ସଭା ନିର୍ବାଚନକୁ ନେଇ ଏକ୍ଜିଟ୍ ପୋଲ୍ ଆକଳନରୁ ଜଣାପଡ଼ିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବେ। ଅଧିକାଂଶ ଏକ୍ଜିଟ୍ ସର୍ଭେରେ ଭାଜପାକୁ ବହୁମତ ମିଳିଛି। ମାତ୍ର ଏକ ଏକ୍ଜିଟ୍ ପୋଲ୍ ଯାହା ଆକଳନ…
ଗାଡ଼ି ଚଳାଇବା ବେଳେ ଫୋନ୍ରେ ଗପିଲେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ, ଗାଡ଼ି ସହ ଜବତ ହେବ ମୋବାଇଲ
ଭୁବନେଶ୍ୱର,୨ା୬: ରାଜଧାନୀରେ ସଡ଼କ ଦୁର୍ଘଟଣା ଥମିବାର ନାଁ ନେଉନି। ପୋଲିସର ସେଫ୍ ସିଟି ଡ୍ରାଇଭ୍ କାର୍ଯ୍ୟକ୍ରମ େହେଉଥିଲେ ମଧ୍ୟ ଅମାନିଆଙ୍କ ଯୋଗୁ ରାସ୍ତା ଦୁର୍ଘଟଣା ବଢ଼ିଚାଲିଛି। ପ୍ରତିଦିନ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଅମାନିଆଙ୍କୁ ଜରିମାନା କରାଯାଉଛି, ଗାଡ଼ି ଜବତ କରାଯାଇ…
ବାହାନଗା ଟ୍ରେନ୍ ଟ୍ରାଜେଡିକୁ ପୁରିଲା ବର୍ଷେ, ସକାଳୁ ସକାଳୁ ଆଉ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା
ପଞ୍ଜାବ,୨।୬: ପୁଣି ଘଟିଛି ବଡ଼ ଟ୍ରେନ୍ ଦୁର୍ଘଟଣା। ବାହାନଗା ଟ୍ରେନ୍ ଟ୍ରାଜେଡିକୁ ଆଜି ବର୍ଷେ ପୁରୁଥିବାବେଳେ ଆଉ ଏକ ଟ୍ରେନ୍ ଟ୍ରାଡେଜି ହୋଇଛି। ଯେଉଁଥିରେ ଦୁଇ ଲୋକ ପାଇଲଟ ଗୁରୁତର ହୋଇଛନ୍ତି। ପଞ୍ଜାବର ଫତେହଗଡ ସାହିବର ସରହିନ୍ଦର ମାଧୋପୁର ନିକଟରେ ଏହି…
ଆଜି ମୋଦିଙ୍କ ମାରାଥନ ବୈଠକ, ଏସବୁ ପ୍ରସଙ୍ଗକୁ ନେଇ କରିବେ ଆଲୋଚନା
ନୂଆଦିଲ୍ଲୀ,୨ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଲୋକ ସଭା ନିର୍ବାଚନର ବ୍ୟସ୍ତତା ଭିତରୁ ବାହାରିଛନ୍ତି। ଆଧ୍ୟାତ୍ମିକ ବିରତିରୁ ମଧ୍ୟ ଫେରି ଆସିଛନ୍ତି। ସେ ବର୍ତ୍ତମାନ କାର୍ଯ୍ୟ ଉପରେ ଧ୍ୟାନ ଦେଇଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ମାରାଥନ ବୈଠକ କରିବେ। ୭ଟି ପ୍ରସଙ୍ଗରେ ସେ…
Archives


