Home Middle

ବିଧାୟକଙ୍କୁ ନବୀନ ନିବାସରୁ ଡାକରା,ହୋଇପାରେ ବଡ଼ ଘୋଷଣା

ଭୁବନେଶ୍ୱର,୫।୬: ବିଜେଡି ବିଧାୟକଙ୍କୁ ଡାକରା ପଠାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂଧ୍ୟାା ୫ଟାରେ ଆସି ନବୀନ ନିବାସରେ ପହଞ୍ଚିବାକୁ ଦିଆଯାଇଛି ନିର୍ଦ୍ଦେଶ। ନବ ନିର୍ବାଚିତ ବିଧାୟକଙ୍କୁ ସଂଧ୍ୟାରେ ଆସି ନବୀନ ନିବାସରେ ପହଞ୍ଚିବାକୁ କୁହାଯାଇଛ

ଓଡ଼ିଶାରେ ଭାଜପା ବିଜୟ ପଛରେ କିଙ୍ଗମେକର୍‌ ସାଜିଲେ ଏହି ବ୍ୟକ୍ତି

ଭୁବନେଶ୍ୱର,୫।୬: ଉତ୍ତର ପ୍ରଦେଶ ପରେ ଓଡ଼ିଶା ଯଦି କେଉଁଠି ସର୍ବାଧିକ ସଫଳତା ହାସଲ କରିଛି ତାହା ହେଉଛି ଓଡ଼ିଶା। ରାଜ୍ୟର ଭୋଟରମାନେ କେବଳ ସମସ୍ତ ଲୋକ ସଭା ଆସନ ଭାଜପାକୁ ଦେଇନାହାନ୍ତି, ତାହା ନୁହେଁ ବରଂ ବିଧାନସଭାରେ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ…

ଏବେବି ଖେଳ ବାକି ଅଛି? ଏମିତି NDAର ସହଯୋଗୀ ହେବନାହିଁ TDP…

ନୂଆଦିଲ୍ଲୀ,୫।୬: ଆସି ଲୋକ ସଭା ନିର୍ବାଚନ ୨୦୨୪ର ଫଳାଫଳ। ଭାଜପା ନେତୃତ୍ୱରେ ଏନଡିଏ ହ୍ୟାଟ୍ରିକ ବିଜୟ ହାସଲ କରିଛି। ତେବେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରିପାରି ନାହିଁ। ଏଭଳି ପରିସ୍ଥିତିରେ ଭାଜପାକୁ ନିଜର ସହଯୋଗୀମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ। ପୁଣିଥରେ…

ଜଗନ୍ନାଥଙ୍କୁ ଯିଏ ଛୁଇଁଛି, ସିଏ ଧୂଳିସାତ ହୋଇଛି: ତଥାଗତ ସତପଥୀ

ଭୁବନେଶ୍ୱର,୫।୬: ଓଡ଼ିଶାରେ ବଡ଼ ପରାଜୟ ହାସଲ କରିଛି ବିଜେଡି। ତେବେ ବିଜେଡି ହାରିବା ପରେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାର ବହୁତ ଗୁଡିଏ କାରଣ ରହିଛି।…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୫।୬: ୨୪ ବର୍ଷ ପରେ ଓଡ଼ିଶାରେ ସରକାର ବଦଳିବାକୁ ଯାଉଛି। ବୁଧବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ନବୀନ ନିବାସରୁ ବାହାରି ରାଜଭବନ ବାହାରିଥିଲେ। ସେଠାରେ ସେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ନିଜ ଇସ୍ତଫା…

ରାଜନୀତିରୁ ସନ୍ୟାସ ନେଲେ ପଟ୍ଟନାୟକ, କଲେ ବଡ଼ ଘୋଷଣା

ଭୁବନେଶ୍ୱର,୫।୬: ରାଜନୀତିରୁ ସନ୍ୟାସ ନେଲେ ନିରଞ୍ଜନ ପଟ୍ଟନାୟକ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କରିଛନ୍ତି ବଡ଼ ଘୋଷଣା। କଂଗ୍ରେସ ଟିକେଟରୁ ଭଣ୍ଡାରିପୋଖରୀରୁ ଲଢି ପରାସ୍ତ ହେବର ପରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, ‘ଚଳିତ ନିର୍ବାଚନବେଳେ କହିଥିଲି…

ପ୍ରଥମ ଥର ମେଣ୍ଟ ସରକାରର ସାମ୍ନା କରିବେ ମୋଦି, ବଡ ଏଜେଣ୍ଡା ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ, ୫।୬: ନିର୍ବାଚନ ରାଜନୀତିରେ ପ୍ରବେଶ କରିବା ପରେ ପ୍ରାୟ ଅଢେଇ ଦଶନ୍ଧି ଧରି ସଂଖ୍ୟାଗରିଷ୍ଠ ସରକାରର ନେତୃତ୍ୱ ନେଉଥିବା ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ତୃତୀୟ କାର୍ଯ୍ୟକାଳରେ ପ୍ରଥମ ଥର ପାଇଁ ଏକ ମିଳିତ ସରକାରର ନେତୃତ୍ୱ ନେବେ।…

ସ୍ବାଧୀନରୁ ଐତିହାସିକ ବିଜୟ ପରେ ପୁଣି ଭାଜପାକୁ ଫେରିଲେ ହିଂମାଶୁ

ଭୁବନେଶ୍ୱର,୫।୬: ଧର୍ମଶାଳା ନିର୍ବାଚନମଣ୍ଡଳୀର ସ୍ବାଧୀନ ବିଧାୟକ ପ୍ରାର୍ଥୀ ହିଂମାଶୁ ଶେଖର ସାହୁ ବିଜୟୀ ହୋଇଛନ୍ତି। ଧର୍ମଶାଳା ନିବାଚନମଣ୍ଡଳୀ ୨୯ ବର୍ଷ ଧରି ବିଜେଡି ଗଡ଼ ଭାବେ ପରିଚିତ ହୋଇଥିବାବେଳେ ହିମାଂଶୁ ଏହି ଗଡ଼କୁ ଭାଙ୍ଗି ଐତିହାସିକ ବିଜୟ ହାସଲ କରିଛନ୍ତି। ହିମାଂଶୁ…

ମୁଖ୍ୟମନ୍ତ୍ରୀ ନବୀନ ଦେବେ ଇସ୍ତଫା, ଦିନ ୧୧ଟା ୩୫ରେ ଯିବେ ରାଜଭବନ

ଭୁବନେଶ୍ୱର, ୫।୬: ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। ୨୦୨୪ ନିର୍ବାଚନରେ ଓଡ଼ିଶା ବିଧାନସଭାର ୧୪୭ ଆସନ ମଧ୍ୟରୁ ଭାଜପା ଏକାକୀ ୭୮ ଆସନ ପାଇ ବହୁମତ ହାସଲ…

ଏହି ଦିନ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା: ୧୦ରେ ଶପଥ

ଭୁବନେଶ୍ୱର, ୫ା୬(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଠାରୁ ଭାଜପା ପ୍ରଚାର ସମୟରେ ଯାହାସବୁ ଘୋଷଣା କରିଥିଲା ତାକୁ ସଫଳ କରିବା ଲାଗି ଯୋଜନା ଆରମ୍ଭ କରିଦେଇଛି। ଦଳ କରିଥିବା ଘୋଷଣା ମୁତାବକ, ଆସନ୍ତା ୬ ତାରିଖରେ ଭାଜପା ବିଧାୟକମାନେ…

ଭୁଟାନ-ଶ୍ରୀଲଙ୍କା ସମେତ ବିଶ୍ୱର ଅନେକ ନେତା ମୋଦିଙ୍କୁ ଜଣାଉଛନ୍ତି ଶୁଭେଚ୍ଛା, ଇଟାଲୀ ପ୍ରଧାନମନ୍ତ୍ରୀ କହିଲେ ମିଳିମିଶି କରିବା କାମ

ନୂଆଦିଲ୍ଲୀ,୫।୬: ପଡୋଶୀ ଦେଶର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲୋକ ସଭା ନିର୍ବାଚନରେ ଐତିହାସିକ ତୃତୀୟ ଥର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ମରିସସ ପ୍ରଧାନମନ୍ତ୍ରୀ ପ୍ରବୀଣ ଯୁଗନାଥ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ୍ସରେ ଏକ ପୋଷ୍ଟରେ ଅଭିନନ୍ଦନ ଜଣାଇଥିବା ବେଳେ ତାଙ୍କ…

ବିଜେଡିକୁ ଏତେ ବଡ଼ କ୍ଷତି କାହା ପାଇଁ? ପାଣ୍ଡିଆନ ନା ଆଉ କିଏ, ସାମ୍ନାକୁ ଆସିଲା ପ୍ରକୃତ କାରଣ

ଭୁବନେଶ୍ୱର, ୫।୬: ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। ୨୦୨୪ ନିର୍ବାଚନରେ ଓଡ଼ିଶା ବିଧାନସଭାର ୧୪୭ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏକାକୀ ୭୮ ଆସନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri