Home Middle

ଲୋକ ସଭା ନିର୍ବାଚନ ୨୦୨୪: ଦଳବଦଳ ନେତାଙ୍କୁ ନାପସନ୍ଦ କଲେ ଜନତା, ମଇଦାନରେ ମୁହଁମାଡି ପଡିଲେ ୫୬ଜଣ

ନୂଆଦିଲ୍ଲୀ,୬।୭: ଲୋକ ସଭା ନିର୍ବାଚନ ୨୦୨୪ରେ ଆଶ୍ଚର୍ଯ୍ୟଜନକ ଫଳାଫଳ ସାମ୍ନାକୁ ଆସିଛି। ଅନେକ ବରିଷ୍ଠ ନେତା ପରାଜୟର ସମ୍ମୁଖୀନ ହୋଇଥିବାବେଳେ ଅନେକ ପ୍ରାର୍ଥୀଙ୍କ ବିଜୟ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଚଳିତ ନିର୍ବାଚନ ପୂର୍ବରୁ…

ମୋଦିଙ୍କ ୩.୦ ଶପଥ ଗ୍ରହଣ ଉତ୍ସବ ହେବ ଐତିହାସିକ!

ନୂଆଦିଲ୍ଲୀ,୭।୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ ପରେ ଏବେ ସମସ୍ତେ ତୃତୀୟ ଥର ପାଇଁ ମୋଦି ସରକାରଙ୍କ ଗଠନକୁ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଏହାର ସମୟ ମଧ୍ୟ ପାଖେଇ ଆସିଛି। ବିଶେଷ କଥା ହେଉଛି ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ…

ଏନଡିଏ ବୈଠକରେ ଓଡ଼ିଶାକୁ ନେଇ ବଡ଼ ବୟାନ ଦେଲେ ମୋଦି, କହିଲେ ଆଗାମୀ ୨୫ ବର୍ଷ…

ନୂଆଦିଲ୍ଲୀ,୭।୬: ଶୁକ୍ରବାର ଅନୁଷ୍ଠିତ ଏନଡିଏ ସଂସଦୀୟ ଦଳର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନଡିଏ ଦଳର ନେତା ଭାବେ ମନୋନୀତ କରାଯାଇଛି। ଏହାପରେ ପରେ ନରେନ୍ଦ୍ର ମୋଦି ସମ୍ବୋଧନ କରି କହିଛନ୍ତି, ସର୍ବସମ୍ମତି କ୍ରମେ ମୋତେ ବାଛି ନୂଆ ଦାୟିତ୍ୱ ଦେଇଛନ୍ତି।…

ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ମଧ୍ୟବର୍ତ୍ତୀକାଳୀନ ଜାମିନ

ଖୋର୍ଦ୍ଧା,୭ା୬(ପ୍ରଭାତ ପାଣିଗ୍ରାହୀ):ଖୋର୍ଦ୍ଧାର ନବନିର୍ବାଚିତ ଭାଜପା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅତିରିକ୍ତ ପ୍ରଥମ ଶ୍ରେଣୀ ଜିଲା ଦୌରାଜଜ ୩ ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ନିକଟରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ସେ ଆବେଦନ କରିଥିଲେ। ପୁତୁରାଙ୍କ ଶୁଦ୍ଧିକ୍ରିୟାରେ ଜଗଦ୍ଦେବ ଯୋଗଦେବା…

ନିର୍ବାଚନ ଫଳାଫଳ ଉପରେ ଆସିଲା କେଜ୍‌ରିଓ୍ବାଲଙ୍କ ବଡ଼ ବୟାନ, ମୋଦିଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ, ୭।୬: ଲୋକ ସଭା ନିର୍ବାଚନ ଫଳାଫଳକୁ ନେଇ ଜେଲ୍‌ରୁ ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତ, ଆମେ ଇଣ୍ଡିଆ ମେଣ୍ଟର ଅଂଶ ଅଟୁ। ଇଣ୍ଡିଆ ମେଣ୍ଟ ଜିତିଛି ଏବଂ…

ସମ୍ବିଧାନକୁ ମଥାରେ ଲଗାଇଲେ ମୋଦି, ୯ ଜୁନରେ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ

ନୂଆଦିଲ୍ଲୀ,୭।୬: ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ସଂସଦୀୟ ଦଳର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ। ଏହି ସମୟରେ ସେ ତାଙ୍କ କପାଳରେ ଭାରତର ସମ୍ବିଧାନ ଲଗାଇଥିଲେ। ଏହି ସମୟରେ ଭାଜପାର ବରିଷ୍ଠ ନେତା ପ୍ରହ୍ଲାଦ ଯୋଶୀ ଏନଡିଏ ସଂସଦୀୟ…

ନକଲି ଆଧାର କାର୍ଡ ଦେଖାଇ ସଂସଦରେ ପ୍ରବେଶ କରିବାକୁ ଉଦ୍ୟମ, ୩ ଗିରଫ

ନୂଆଦିଲ୍ଲୀ,୭।୬: ରାଜଧାନୀ ଦିଲ୍ଲୀର ସଂସଦ ପୋଲିସ ଷ୍ଟେଶନ ପାର୍ଲାମେଣ୍ଟର ସୁରକ୍ଷା ଭଙ୍ଗ କରୁଥିବା ତିନି ଜଣଙ୍କୁ ଗିରଫ କରିଛି। ତାଙ୍କ କାର୍ଯ୍ୟକଳାପର ଖବର ସାମ୍ନାକୁ ଆସିବା ମାତ୍ରେ ସଂସଦର ସୁରକ୍ଷା ସହ ଜଡିତ ସମସ୍ତ ସୁରକ୍ଷା ଏଜେନ୍ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।…

ଆରବିଆଇର ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୭।୬: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣ ବଜେଟ ପୂର୍ବରୁ ଆରବିଆଇର ବହୁ ପ୍ରତୀକ୍ଷିତ ମୁଦ୍ରା ନୀତି କମିଟି ବୈଠକ ଆଜି ଶେଷ ହୋଇଛି। ଏଥର ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ ନ କରିବାକୁ କମିଟି ପୁଣି ଥରେ ନିଷ୍ପତ୍ତି ନେଇଛି।…

ପୁଣି ଆକାଶରେ ଶୁଭିଲା ପ୍ରଚଣ୍ଡ ଶବ୍ଦ: ଲୋକେ ଭୟଭୀତ

ବାଲେଶ୍ୱର/ଭଦ୍ରକ,୭।୬: ବାଲେଶ୍ୱର ଓ ଭଦ୍ରକ ଜିଲାରେ ପୁଣି ଶୁକ୍ରବାର ସକାଳୁ ହଠାତ୍‌ ପ୍ରଚଣ୍ଡ ଶବ୍ଦ ଶୁଭିଛି। ପ୍ରଚଣ୍ଡ ଶବ୍ଦ ପରେ ଥରି ଉଠିଛି ଆଖପାଖ ଅଞ୍ଚଳ। ଏହି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି। ଏହାପୂର୍ବରୁ ଗୁରୁବାର ମଧ୍ୟ ପ୍ରଚଣ୍ଡ…

ମହାକାଶରେ ପହଞ୍ଚିବା ପରେ ଖୁସିରେ ଡେଇଁଲେ ସୁନୀତା ୱିଲିୟମ୍ସ: ଦେଖନ୍ତୁ ଭିଡିଓ

ଓ୍ବାଶିଂଟନ୍‌,୭।୬: ଭାରତୀୟ ମୂଳ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବଚ ୱିଲମୋର ସୁରକ୍ଷିତ ଭାବରେ ମହାକାଶରେ ପହଞ୍ଚିଛନ୍ତି। ମହାକାଶରେ ପହଞ୍ଚିବା ପରେ ୱିଲିୟମ୍ସ ଆନନ୍ଦରେ ଡେଇଁପଡିଥିବାର ନଜର ଆସିଥିଲେ। ଏହାର ଏକ ଭିଡିଓ ଭାଇରାଲ ହେଉଛି। ବୋଇଙ୍ଗର ଷ୍ଟାରଲିନର୍‌ ମହାକାଶଯାନରେ…

ବିଜେଡିର ଶୋଚନୀୟ ପରାଜୟର ବଡ଼ କାରଣ, ଜାଣିଶୁଣି ସର୍ଭେ ରିପୋର୍ଟ ଲୁଚାଉଥିଲେ କିଏ? ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୭।୬: ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। ତେବେ ବିଜେଡିର ଶୋଚନୀୟ ପରାଜୟକୁ ନେଇ କାରଣ ଖୋଜା ଚାଲିଛି। କିଏ କହୁଛି ପାଣ୍ଡିଆନ୍‌ ଏହାର ମୁଖ୍ୟ କାରଣ ତ…

ଜଣେ ଶ୍ରମିକ-ହେଲ୍‌ପର୍‌ କାମ କରିଥିବା ବ୍ୟକ୍ତିଙ୍କଠାରୁ ହାରିଯାଇଛନ୍ତି ନବୀନ ପଟ୍ଟନାୟକ, ଜାଣନ୍ତୁ ଭାଜପାର ଲକ୍ଷ୍ମଣ କିଏ…

ଭୁବନେଶ୍ୱର,୭।୬: ଓଡ଼ିଶାରେ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଏବେ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି। ହେଲେ ନିର୍ବାଚନରେ କିଛି ଏଭଳି ପ୍ରାର୍ଥୀ ଜିତିଛନ୍ତି ଏବଂ ହାରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜାରି ରହିଛି। ଏହି ବିଧାନସଭା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri