Home Middle

ଓଲଟିଲା ପିକଅପ୍‌: ୨ ମୃତ, ୧୪ ଆହତ

କୋଣାର୍କ, ୧୪।୬: ପହିଲି ରଜରେ ପୁରୀରୁ ଆସିଛି ଭୟଙ୍କର ଦୁର୍ଘଟଣାର ଖବର। କାକଟପୁର-ନୟାହାଟ ରାସ୍ତାର ଜଗନ୍ନାଥପୁର ନିକଟରେ ଏକ ପିକଅପ୍‌ ଓଲଟାଇବାରୁ ୨ ମୃତ୍ୟୁ ବାରଣ କରିଥିବା ବେଳେ, ୧୪ ଆହତ ହୋଇଛନ୍ତି।୧୪ ଆହତଙ୍କ ମଧ୍ୟରୁ ୮ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର…

୨୦ରେ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର,୧୪।୬(ଅନିଲଦାସ): ଆସନ୍ତା ୧୮ ଓ ୧୯ ତାରିଖରେ ନବନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ କରିବେ। ସେହିପରି ୨୦ ତାରିଖରେ ବାଚସ୍ପତି ନିର୍ବାଚନ କରାଯିବ। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଧାନସଭାର ବରିଷ୍ଠ ସଦସ୍ୟ ତଥା ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ…

ଲୋକ ସଭା ସ୍ପିକରଙ୍କୁ ନେଇ ସସପେନ୍ସ ଶେଷ

ନୂଆଦିଲ୍ଲୀ,୧୩।୬: ୨୦୨୪ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ରବିବାର (୯ଜୁନ) ଶପଥ ଗ୍ରହଣ କରିବା ପରେ ସୋମବାର (୧୦ ଜୁନ) ରେ ସମସ୍ତ ମନ୍ତ୍ରୀଙ୍କ ମନ୍ତ୍ରଣାଳୟ…

କାହିଁକି ଡୋଭାଲଙ୍କୁ ତୃତୀୟ ଥର ପାଇଁ ମିଳିଲା ସମାନ ପଦବୀ, ‘ଜେମ୍ସ ବଣ୍ଡ’ଙ୍କ ଉପରେ ମୋଦିଙ୍କ ସମ୍ପୂର୍ଣ୍ଣ ଭରସା

ନୂଆଦିଲ୍ଲୀ,୧୩।୬: ତାଙ୍କର ତୃତୀୟ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ସମେତ ପଛପଟ ଅମଲାତନ୍ତ୍ରରେ କୌଣସି ବଡ଼ ପରିବର୍ତ୍ତନ କରିନାହାଁନ୍ତି। ବୋଧହୁଏ ପ୍ରଧାନମନ୍ତ୍ରୀଙ୍କ ଦଳ ଉପରେ ଏତେ ଆତ୍ମବିଶ୍ୱାସ ଅଛି ଯେ ସେ ପରିବର୍ତ୍ତନର କୌଣସି ଆବଶ୍ୟକତା ଅନୁଭବ…

ଓଡ଼ିଆ ପୁଅ ପି.କେ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପୁନଃନିଯୁକ୍ତି

ନୂଆଦିଲ୍ଲୀ,୧୩ା୬: ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବରେ ପୁନଃନିଯୁକ୍ତି କରାଯାଇଛି। ତାଙ୍କର ନିଯୁକ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ସହିତ ଜାରି ରହିବ କିମ୍ବା ଯେପର୍ଯ୍ୟନ୍ତ ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିନାହିଁ। ଏହି ସମୟରେ ତାଙ୍କୁ କ୍ୟାବିନେଟରେ ମନ୍ତ୍ରୀ ପାହ୍ୟା…

ପ୍ରଧାନମନ୍ତ୍ରୀ ଶପଥ ନେବାର ୪ ଦିନରେ ୪ ଆତଙ୍କବାଦୀ ଆକ୍ରମଣ, ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସହ କଥା ହୋଇ ମୋଦି କହିଲେ…

ନୂଆଦିଲ୍ଲୀ,୧୩ା୬: କିଛି ଦିନ ହେବ ଜମ୍ମୁ-କଶ୍ମୀରରେ ଅନେକ ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଗତ ଚାରି ଦିନ ମଧ୍ୟରେ ରେସି, କାଠୁଆ ଏବଂ ଡୋଡା ଜିଲାର ୪ଟି ସ୍ଥାନ ଉପରେ ଆକ୍ରମଣ କରି ୯ ଜଣ ତୀର୍ଥଯାତ୍ରୀ ଏବଂ ଜଣେ ସିଆର୍‌ପିଏଫ୍‌…

ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର,୧୩ା୬: ଆଗାମୀ ୫ ଦିନ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରକୁ ହିଟ୍‌ଓ୍ବେଭ୍‌ ଓ୍ବାର୍ନିଂ ଜାରି ହୋଇଛି। ଚଳିତବର୍ଷ ରଜରେ…

ବିରୋଧୀ ଦଳ ନେତାକୁ ନେଇ ଆସିଲା ବଡ଼ ଟ୍ବିଷ୍ଟ, ନବୀନ ନା…

ଭୁବନେଶ୍ୱର,୧୩।୬: ଓଡ଼ିଶାରେ ପ୍ରଥମ ଥର ଭାଜପା ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝି ଦାୟିତ୍ୱ ସମ୍ଭାଳିଛନ୍ତି। ନବୀନ ଲଗାତାର ୨୪ବର୍ଷ ଧରି ଏହି ପଦ ସମ୍ଭାଳିଥିଲେ। ନିଜର ୨୪ବର୍ଷର ରାଜନୈତିକ ଯାତ୍ରା ଶେଷ ପରେ ନବୀନ ବିରୋଧୀ ଦଳ ନେତା ଭାବେ ବସିବେ।…

ଇଟାଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ କାନାଡା ପ୍ରଧାନମନ୍ତ୍ରୀ, ରହିଛି ଏସବୁ ଯୋଜନା

ରୋମ୍‌,୧୩ା୬: ଇଟାଲୀରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସାମ୍ନାସାମ୍ନି ହେବେ। ଶୁକ୍ରବାର ଉଭୟ ନେତା ସାକ୍ଷାତ କରିପାରନ୍ତି ବୋଲି ଜାଣିବାକୁ ମିଳିଛି। ଭାରତ ବିରୋଧରେ ହିଂସା ଏବଂ ଉଗ୍ରବାଦକୁ…

ରାଜ୍ୟ ସଭାରେ ବିଗିଡ଼ିବ ଇଣ୍ଡିଆ ମେଣ୍ଟ, ଏତିକି ସିଟ୍‌ ନେଇଯିବ ଏନ୍‌ଡିଏ

ନୂଆଦିଲ୍ଲୀ,୧୩ା୬: ଲୋକ ସଭା ନିର୍ବାଚନ ସମାପ୍ତ ହୋଇଛି। ବର୍ତ୍ତମାନ ହେଉଛି ରାଜ୍ୟ ସଭା ଉପ-ନିର୍ବାଚନର ପର୍ଯ୍ୟାୟ। ୧୦ଟି ଖାଲି ସିଟ୍‌ ପାଇଁ ରାଜ୍ୟ ସଭା ସଚିବାଳୟ ଦ୍ୱାରା ଉପ-ନିର୍ବାଚନ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି ଯେ,…

ସୁଭଦ୍ରା ଯୋଜନାରେ କେଉଁମାନେ ପାଇବେ ୫୦ ହଜାର ଟଙ୍କା? ଜାଣନ୍ତୁ କିଭଳି କରିବେ ଆବେଦନ ଏବଂ ଯୋଗ୍ୟତା 

ଭୁବନେଶ୍ୱର,୧୩।୬: ଓଡ଼ିଶାରେ ଭାଜପା ସରକାର ଗଢ଼ିବା ପରେ ପ୍ରଥମ କ୍ୟାବିନେଟ୍‌ ବୈଠକରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। ନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆଗାମୀ ୧୦୦ ଦିନ ମଧ୍ୟରେ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ ହେବ…

ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲଆତି: ରାଜ୍ୟରେ ବଡ଼ ଧରଣର ରେଡ୍‌ କଲା ସିବିଆଇ

ଭୁବନେଶ୍ୱର,୧୩।୬: ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲ ନେଇ ସାରା ରାଜ୍ୟରେ ସିବିଆଇ ପକ୍ଷରୁ ବଡ଼ ଧରଣର ରେଡ ହୋଇଛି। ଏନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଗୁରୁବାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ରାଜ୍ୟର ବିଭିନ୍ନ ଜିଲାରେ ୬୭ ସ୍ଥାନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri