Home Middle

ପ୍ରତି ୨ ଘଣ୍ଟାରେ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ଦେବାକୁ କଡ଼ା ନିର୍ଦ୍ଦେଶ

କୋଲକାତା,୧୮ା୮: କୋଲକାତା ଘଟଣା ପରେ ସବୁ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର ଅପଡେଟ୍‌ ମାଗିଛି ଏମ୍‌ଏଚ୍‌ଏ। ପ୍ରତି ୨ ଘଣ୍ଟାରେ ଥରେ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ପ୍ରାୟ ରାଜ୍ୟରେ ଅପରାଧ ବଢ଼ୁଥିବାରୁ ଗୃହ ମନ୍ତ୍ରଣାଳୟ ଏପରି ପଦକ୍ଷେପ…

ଜୁଏଲ ଓରାମଙ୍କ ସ୍ତ୍ରୀଙ୍କୁ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, କହିଲେ ଏହା ଆମ ପାଇଁ …

ଭୁବନେଶ୍ୱର,୧୮ା୮: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ତ୍ରୀଙ୍କ ଦେହାନ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ  ଶେଷ ଦର୍ଶନ କରିଛନ୍ତି। ତାଙ୍କ ସହିତ ମନ୍ତ୍ରିମଣ୍ଡଳ ସଦସ୍ୟ ଓ ଅନ୍ୟ ବ୍ୟକ୍ତି ବିଶେଷ ମଧ୍ୟ ଶେଷ ଦର୍ଶନ କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ…

କାନ୍ଦି କାନ୍ଦି ସ୍ତ୍ରୀଙ୍କୁ ଶେଷ ବିଦାୟ ଜଣାଇଲେ ଜୁଏଲ, କହିଲେ ମୋ’ ରାଜନୈତିକ ଜୀବନରେ ବହୁତ…

ଭୁବନେଶ୍ୱର,୧୮ା୮: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ତ୍ରୀ ଝିଙ୍ଗିଆ ଓରାମଙ୍କ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ଶନିବାର ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଡେଙ୍ଗୁ ରୋଗରେ ଆକ୍ରାନ୍ତ…

ଓଡ଼ିଶାରେ ଆତଙ୍କବାଦୀ ଷଡଯନ୍ତ୍ର, ଚୀନ ଓ ବାଂଲାଦେଶରୁ ଆସୁଛି କଲ୍‌

ଭୁବନେଶ୍ୱର,୧୭।୮: ରାଜଧାନୀ ଭୁବନେଶ୍ୱରରେ ୭ଟି ସିମ୍‌ ବକ୍ସ ଠାବ ହୋଇଛି। ଯାହାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପୋଲିସ କମିଶନର ସଞ୍ଜୀବ ପଣ୍ଡା ସିମ ବକ୍ସ ଜବତ ଘଟଣାରେ ବାଂଲାଦେଶ ଲିଙ୍କ ରହିଥିବା ସ୍ପଷ୍ଟ କରିଛନ୍ତି। ଏଥିରେ ଗିରଫ ହୋଇଥିବା…

ଧର୍ମଘଟ ବନ୍ଦ କରିବାକୁ ଡାକ୍ତରମାନଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅପିଲ୍‌: ସୁରକ୍ଷା ଆଇନ ପାଇଁ ଗଠନ କରାଯିବ କମିଟି

ନୂଆଦିଲ୍ଲୀ,୧୭।୮: ଫେଡେରେସନ ଅଫ ରେସିଡେଣ୍ଟ ଡାକ୍ତର ଆସୋସିଏସନ, ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଏବଂ ଦିଲ୍ଲୀର ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲର ରେସିଡେଣ୍ଟ ଡାକ୍ତର ଆସୋସିଏସନ ପ୍ରତିନିଧୀମାନେ ନୂଆଦିଲ୍ଲୀରେ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ରେସିଡେଣ୍ଟାଲ ଡାକ୍ତରଙ୍କ…

ଏହି ଦିନ ମହିଳାଙ୍କ ଆକାଉଣ୍ଟ୍‌କୁ ପ୍ରତି ମାସରେ ଆସିବ ଏତିକି ଟଙ୍କା, ୫ ବର୍ଷ ପର୍ଯ୍ୟନ୍ତ ରହିବ ନାହିଁ ଟଙ୍କା ଟେନ୍‌ସନ, ଜାଣନ୍ତୁ କେଉଁମାନେ କରିପାରିବେ ଆବେଦନ

ମୁମ୍ବାଇ,୧୭ା୮: ମହାରାଷ୍ଟ୍ର ସରକାର ରାଜ୍ୟର କୋଟି କୋଟି ମହିଳାଙ୍କୁ ଏକ ଅନନ୍ୟ ଉପହାର ଦେବାକୁ ଯାଉଛନ୍ତି। ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ସେମାନଙ୍କ ଆକାଉଣ୍ଟରେ ପ୍ରତି ମାସରେ ୧୫୦୦ ଟଙ୍କା ଜମା କରିବାକୁ ଯୋଜନା ଘୋଷଣା…

ତୃତୀୟ ଥର ପାଇଁ ଭୁଶୁଡ଼ିଲା ଭାଗଲପୁର-ସୁଲତାନଗଞ୍ଜ ବ୍ରିଜ୍‌, ପାଣିରେ ପଡ଼ିଲା ୧୭୧୦ କୋଟି ଟଙ୍କାର ଯୋଜନା

ପାଟ୍‌ନା,୧୭ା୮: ବିହାରରେ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହି ଆସିଥିବା ଭାଗଲପୁର-ସୁଲତାନଗଞ୍ଜ ଆଗଓ୍ବାନି ବ୍ରିଜ୍‌ ଭଶୁଡ଼ି ପଡ଼ିଛି।  ଗଙ୍ଗା ନଦୀରେ ନିର୍ମାଣାଧୀନ ୪ ଲେନ୍‌ ବିଶିଷ୍ଟ ଏହି ବ୍ରିଜ୍‌ ଶନିବାର ତୃତୀୟ ଥର ପାଇଁ ଭୁଶୁଡ଼ି ପଡ଼ିଛି। ସୁଲତାନଞ୍ଜରୁ ଆଗଓ୍ବାନି ଘାଟ ପର୍ଯ୍ୟନ୍ତ…

ଦାରା ସିଂଙ୍କୁ ଆଜୀବନ ମୁକ୍ତି ପାଇଁ ଆବେଦନ : ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର,୧୭ା୮: ବହୁ ଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ୍‌ ପଠାଇଛନ୍ତି। ଜେଲ୍‌ରୁ ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଏହି ମାମଲାର ଅଭିଯୁକ୍ତ ଦାରା ସିଂ ଓରଫ୍‌ ରବୀନ୍ଦ୍ର କୁମାର ପାଲ୍‌। ଏହାକୁ ଗ୍ରହଣ କରିବା…

ବଡ଼ ରେକର୍ଡ କଲେ ଯୋଗୀ ଆଦିତ୍ୟନାଥ: ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ…

ଲକ୍ଷ୍ନୌ,୧୭।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଏକ ରେକର୍ଡ କରିଛନ୍ତି। ସେ ୭ ବର୍ଷ ୧୪୯ ଦିନ କ୍ରମାଗତ ଭାବରେ ଏହି ପଦବୀରେ ଅବସ୍ଥାପିତ ହୋଇଥିବା ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଯୋଗ ଆଦିତ୍ୟନାଥ ୨୦୨୨ରୁ ୟୁପି ବିଧାନସଭାରେ ଗୋରଖପୁର ସହରୀ…

ସନ୍ୟାସରୁ ୟୁଟର୍ନ ନେଲେ ଭିନେଶ ଫୋଗଟ! ୩ ପୃଷ୍ଠାର ଚିଠି ଶେୟାର କରି କହିଦେଲେ ଏମିତି…

ନୂଆଦିଲ୍ଲୀ,୧୭।୮: ପ୍ୟାରିସ ଅଲିମ୍ପିକ୍ସରେ ପଦକ ହରାଇଥିବା ଭିନେଶ ଫୋଗଟ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଯନ୍ତ୍ରଣା ପ୍ରକାଶ କରିଛନ୍ତି। ଭାରତୀୟ କୁସ୍ତିଯୋଦ୍ଧା ୩ ପୃଷ୍ଠାର ଚିଠି ଶେୟାର କରି ନିଜର ମତ ରଖିଛନ୍ତି। ଫୋଗଟ କହିଛନ୍ତି ଯେ ପ୍ୟାରିସ ଅଲିମ୍ପିକ୍ସ…

ସାମ୍ପ୍ରଦାୟିକ ଉତ୍ତେଜନା: ସ୍କୁଲ ବନ୍ଦ,ଇଣ୍ଟରନେଟ୍‌ ସେବା ବନ୍ଦ

ଉଦୟପୁର,୧୭।୮: ରାଜସ୍ଥାନର ଉଦୟପୁର ସହରର ଏକ ସରକାରୀ ସ୍କୁଲ୍‌ରେ ଶୁକ୍ରବାର ୨ ଭିନ୍ନ ସମ୍ପ୍ରଦାୟର ଛାତ୍ରଙ୍କ ମଧ୍ୟରେ ବଚସାରୁ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ହିନ୍ଦୁ ଛାତ୍ରଙ୍କୁ ଭିନ୍ନ ସମ୍ପ୍ରଦାୟର ସହପାଠୀ ଛୁରାମାଡ଼ କରିଥିଲେ। ଏହାକୁ ନେଇ ଉକ୍ତ ଅଞ୍ଚଳରେ ସାମ୍ପ୍ରଦାୟିକ…

କଶ୍ମୀରକୁ ଫେରୁଛି ଗଣତନ୍ତ୍ର

ନୂଆଦିଲ୍ଲୀ/ଶ୍ରୀନଗର,୧୭ା୮: ଜମ୍ମୁ-କଶ୍ମୀରବାସୀ ବୁଲେଟ୍‌କୁ ପ୍ରତିହତ କରି ବାଲଟ୍‌କୁ ବାଛିଛନ୍ତି। ଲୋକେ ପରିବର୍ତ୍ତନ ଚାହଁାନ୍ତି। ସେମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗନେଇ ନିଜ ପାଇଁ ଏକ ନୂଆ ଭବିଷ୍ୟତ ଲେଖିବାକୁ ଯାଉଛନ୍ତି। ଏଥିସହ ଉପତ୍ୟକାକୁ ଗଣତନ୍ତ୍ର ଫେରିବାକୁ ଯାଉଛି ବୋଲି ଶୁକ୍ରବାର ମୁଖ୍ୟ ନିର୍ବାଚନ କମିଶନର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri