ଚିରାଗ ପାଶୱାନ, ଲଲନ ସିଂ, ଜିତନ ରାମଙ୍କୁ ନେଇ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ଦେଲେ ବଡ଼ ଦାୟିତ୍ୱ
ନୂଆଦିଲ୍ଲୀ,୧୭।୭: ବିହାର ବର୍ତ୍ତମାନ ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବ କି? ବିହାରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପରିବର୍ତ୍ତେ ଏକ ସ୍ବତନ୍ତ୍ର ପ୍ୟାକେଜ ମିଳିବ କି? ଏହି ପ୍ରଶ୍ନଗୁଡିକ ପୁଣିଥରେ ସାମ୍ନାକୁ ଆସିଛି। କାରଣ କେନ୍ଦ୍ର ସରକାର ନିତି ଆୟୋଗକୁ…
ସରକାରଙ୍କ ବଡ଼ ଘୋଷଣା: ଏଣିକି ଦ୍ୱାଦଶ, ଡିପ୍ଲୋମା, ଗ୍ରାଜୁଏଟ୍ ପିଲାଙ୍କୁ ମିଳିବ ଏତିକି ଟଙ୍କା
ମୁମ୍ବାଇ,୧୭।୭: ଲାଡଲି ବେହେନା ଯୋଜନା ବିଷୟରେ ଅନେକ ଆଲୋଚନା ହୋଇଛି, କିନ୍ତୁ ବର୍ତ୍ତମାନ ଲଡଲା ଭାଇ ଯୋଜନା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରାଜ୍ୟରେ ଏହି ନୂତନ ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଆଷାଡି…
ନବୀନଙ୍କ ନାଁରେ ରୁଜୁ ହେବ ଏଫଆଇଆର! ଜାଣନ୍ତୁ କାହିଁକି…
ଭୁବନେଶ୍ୱର,୧୭।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନାଁରେ ରୁଜୁ ହେବ ଏଫଆଇଆର। କେବଳ ନବୀନ ନୁହନ୍ତି, ପୂର୍ବତନ ମନ୍ତ୍ରୀ ଓ ସଚିବଙ୍କୁ ମିଶାଇ ମୋଟ ୮ ଜଣଙ୍କ ନାମରେ ଥାନାରେ ଏତଲା ଦିଆଯିବ। ମିଛ ପ୍ରତିଶ୍ରୁତି ଓ…
ଏହି ଲୋକ ଚାହିଁଲେ ଆଇଏଏସଙ୍କୁ କରିପାରିବେ ନିଲମ୍ବନ, ଏତେ ସହଜ ନୁହେଁ…
ନୂଆଦିଲ୍ଲୀ,୧୭।୭: କୌଣସି କାମରେ ଖିଲାପ କଲେ କିମ୍ବା କୌଣସି ସରକାରୀ କଳରେ ହସ୍ତକ୍ଷେପ କଲେ ଆଇଏଏସ କିମ୍ବା ଆଇପିଏସ ଅଧିକାରୀଙ୍କୁ ନିଲମ୍ବନ ହେଉଥିବାର ଶୁଣିଥିବେ। ଚଳିତ ନିର୍ବାଚନରେ ହସ୍ତକ୍ଷେପ କାରଣରୁ ନିର୍ବାଚନ କମିଶନର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆଇପିଏସ ଡିଏସ କୁଟ୍ଟେଙ୍କୁ…
୧୯ରେ ଲଘୁଚାପ: ୨୨ ଯାଏ ବର୍ଷିବ
ଭୁବନେଶ୍ୱର,୧୭ା୭(ଅନିଲ ଦାସ): ଆସନ୍ତା ୨୨ ତାରିଖ ଯାଏ ରାଜ୍ୟକୁ ପ୍ରବଳ ବର୍ଷା ମିଳିବ। ସ୍ଥଳ ଭାଗ ଏବଂ ଜଳ ଭାଗରେ ଗୋଟିଏ ପରେ ଗୋଟିଏ ଲଘୁଚାପ ଦାନା ବାନ୍ଧୁଛି। ଗତ କିଛିଦିନ ହେବ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ର ବିଦର୍ଭ ଉପରେ ଘୂର୍ଣ୍ଣିବଳୟ…
୨୨ରୁ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା
କଟକ,୧୭ା୭ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ଆସନ୍ତା ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଜ୍ୟରୁ ମୋଟ୍ ୯୭୨ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି।…
ଯିଏ ଦିନେ ହିଟ୍ଲର-ମୁର୍ଖ କହିଥିଲେ, ଟ୍ରମ୍ପ ତାଙ୍କୁ ହିଁ କାହିଁକି ଉପରାଷ୍ଟ୍ରପତି ପ୍ରାର୍ଥୀ କରିଦେଲେ; ଜାଣନ୍ତୁ…
ଓ୍ବାଶିଂଟନ,୧୬।୭: ଆମେରିକା ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଏଭଳି ଜଣେ ନେତାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି ଯିଏ ସର୍ବଦା ତାଙ୍କର ଆଲୋଚନା କରିଥିଲେ। କେବଳ ଆଲୋଚନା ନୁହେଁ ବରଂ ମୁର୍ଖ ଏବଂ ଆମେରିକାର ହିଟ୍ଲର ବୋଲି କହିଥିଲେ। ବିଶେଷକରି ୨୦୨୧ ଯାଏ ଓହିଓ…
ଡ୍ରାଗନ୍ର ବଡ଼ ଚାଲ୍…ଭାରତକୁ ‘ଟୁ ଆଣ୍ଡ ହାଫ୍ ଫ୍ରଣ୍ଟ ଓ୍ବାର୍’ରେ ଫସାଇ ରଖିବାକୁ ଚାହୁଁଛି ଚାଇନା
ନୂଆଦିଲ୍ଲୀ,୧୬।୭: ବର୍ଷ ବର୍ଷ ଧରି ଚାଇନା ଆତଙ୍କବାଦୀଙ୍କୁ ସମର୍ଥନ କରିଆସୁଛି। ଏହାର ଅନେକ ଉଦାହରଣ ଦୁନିଆର ବଡ ମଞ୍ଚରେ ମଧ୍ୟ ଦେଖିବାକୁ ମିଳେ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଯେତେବେଳେ ଆତଙ୍କବାଦୀ ସଂଗଠନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ବିଷୟରେ କଥା…
ରତ୍ନଭଣ୍ଡାର ଚାବି ହଜେଇବା ଘଟଣା: ଥାନାରେ ପହଞ୍ଚିଲା ମାମଲା, ପୁରୀ ଜିଲାପାଳ…
ପୁରୀ,୧୬।୭: ରତ୍ନଭଣ୍ଡାର ଚାବିକୁ ନେଇ ବଢୁଛି ବିବାଦ। ଭଣ୍ଡାରର ପ୍ରକୃତ ଚାବି କୁଆଡେ ଗଲା, କିଏ ନେଲା ଓ ଚାବି ଥାଉ ଥାଉ କାହିଁକି ତାଲା ଭଙ୍ଗାଗଲା ତାକୁ ନେଇ ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି। ବିଜେଡି ସରକାରରେ ଜିଲାପାଳ ଚାବି…
ବିଧାନସଭା ନିର୍ବାଚନ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ପାଇଁ ପସନ୍ଦଯୋଗ୍ୟ ନେତା କିଏ? ସର୍ଭେରେ ତାଜୁବ କଲା ନାଁ
ମୁମ୍ବାଇ,୧୬।୭: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ସଜବାଜ ହେଲେଣି ନେତାଏ। ଏଥିପାଇଁ ରାଜନୀତି ମାହୋଲ ବି ପାଗ ଭିଡିଲାଣି। ତେବେ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ବିଭିନ୍ନ ଚର୍ଚ୍ଚା ଚାଲିଥିବାବେଳେ ନିକଟରେ ପ୍ରକାଶ ପାଇଥିବା ଏକ ସର୍ଭେ ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ…
ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଦେଲେ ସାଂଘାତିକ ବୟାନ, ଡୁପ୍ଲିକେଟ ଚାବି ମିଛ…
ପୁରୀ,୧୬।୭: ରତ୍ନଭଣ୍ଡାର ଚାବି ନେଇ ସାଂଘାତିକ ବୟାନ ଦେଇଛନ୍ତି ଜଗନ୍ନାଥଙ୍କ ବାଡ଼ଗ୍ରାହୀ । ମଙ୍ଗଳବାର ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଓରଫ ଜଗୁନି କହିଛନ୍ତି, ଡୁପ୍ଲିକେଟ ଚାବି ସେ ତାଲାର ନୁହେଁ । ଡୁପ୍ଲିକେଟ ଚାବି କଥା ମିଛ, ଯଦି…
ଏଏସ୍ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ଼: ରାଗିଗଲେ ଲେଖାଶ୍ରୀ କହିଲେ, ଗଭର୍ନର ପୁଅ ବୋଲି କଣ ସାତ ଖୁନ ମାଫ
ଭୁବନେଶ୍ୱର,୧୬।୭: ଏଏସ୍ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣାରେ ବିଜେଡି ରାଜ୍ୟ ସରକାରଙ୍କୁ ଘେରିଛି। ମଙ୍ଗଳବାର ଲେଖାଶ୍ରୀ ସାମନ୍ତସିଂହାର ଖବରଦାତା ସମ୍ମିଳନୀ କରି ରାଜ୍ୟସରକାରଙ୍କୁ ଘେରିବା ସହିତ ସିଧାସଳଖ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଛନ୍ତି। ସେ ରାଜ୍ୟପାଳଙ୍କ ପୁଅଙ୍କୁ ତୁରନ୍ତ ଗିରଫ…
Archives


