ପିଇଲେ ମଦ, ତା’ ପରେ ଗଲେ ରେଡ୍ ଲାଇଟ୍ ଏରିଆ… ଜାଣନ୍ତୁ ବଳାତ୍କାର ପୂର୍ବରୁ କ’ଣ କ’ଣ କରିଥିଲେ ଅଭିଯୁକ୍ତ ସଞ୍ଜୟ
ନୂଆଦିଲ୍ଲୀ,୨୦।୮: ଆରଜି କର ମେଡିକାଲର ଲୋମହର୍ଷଣକାରୀ ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଯାହାକୁ ଖୋଦ୍ ସୁପ୍ରିମକୋର୍ଟ ମଧ୍ୟ ଭୟାବହ ବୋଲି କହିଛନ୍ତି। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ସିବିଆଇ ତଦନ୍ତ କରୁଛି। ତଦନ୍ତବେଳେ ସଞ୍ଜୟ…
ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ଡାକ୍ତରଙ୍କ ସୁରକ୍ଷା ପାଇଁ ଆଉ ଏକ ବଳାତ୍କାରକୁ ଦେଶ ଅପେକ୍ଷା କରିପାରିବ ନାହିଁ
ନୂଆଦିଲ୍ଲୀ,୨୦ା୮: କୋଲକାତାର ଆର୍.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲା ଅତ୍ୟନ୍ତ ଭୟାବହ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିବା ସହ ଏତଲା ଦାଏରରେ ବିଳମ୍ବ ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ଭର୍ତ୍ସନା କରିଛନ୍ତି।…
କୋଲକାତା ଡାକ୍ତର ମାମଲା: କ’ଣ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଜାଣନ୍ତି? ନାଁ ଶୁଣୁଶୁଣୁ ପ୍ରାଣ ବିକଳେ ଦୌଡିବାକୁ ଲାଗିଲା ପୋଲିସ, ଲୁଚାଉଥିଲା…
ନୂଆଦିଲ୍ଲୀ,୨୦।୮: ଆର.ଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ସାରା ଦେଶ ଉଠୁଛି ପଡୁଛି। ଗିରଫ ହୋଇଥିବା ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ନେଇ ଏବେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। କୁହାଯାଉଛି ଯେ,…
ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, ଓଡ଼ିଶାରୁ…
ଭୁବନେଶ୍ୱର,୨୦।୮: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ଏଥିପାଇଁ ମମତା ମହାନ୍ତଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେଡିରେ ଥିବାବେଳେ ମମତା ରାଜ୍ୟ ସଭାର ଏମପି ଥିଲେ। ଏବେ ତାଙ୍କୁ ଭାଜପା ପକ୍ଷରୁ ସେହି ପଦ ପାଇଁ ପ୍ରାର୍ଥୀ କରାଯାଇଛି।…
ରାଜ୍ୟ ସଭା ଉପ ନିର୍ବାଚନ: ସଂଧ୍ୟା ସୁଦ୍ଧା ପ୍ରାର୍ଥୀ ତାଲିକା ଘୋଷଣା! ଓଡ଼ିଶାରୁ…
ନୂଆଦିଲ୍ଲୀ,୨୦।୮: ରାଜ୍ୟ ସଭା ଉପ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତ ଶେଷ ହୋଇଥିବାବେଳେ କେବଳ ପ୍ରାର୍ଥୀ ଘୋଷଣା କରିବା ବାକି ରହିଛି। ଏନେଇ ମଙ୍ଗଳବାର ସଂଧ୍ୟା ସୁଦ୍ଧା ତାଲିକା ଆସିପାରେ ବୋଲି କୁହାଯାଉଛି। ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ…
ଶହ ଶହ ମହିଳାଙ୍କୁ ବ୍ଲାକମେଲିଂ, ଗଣବଳାତ୍କାର ମାମଲା; ୩୨ ବର୍ଷ ପରେ ୬ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ
ପାଟନା,୨୦।୮: ଆଜମେର ବ୍ଲାକମେଲ ମାମଲାରେ କୋର୍ଟଙ୍କ ରାୟ ଆସିଛି। ଏହି ମାମଲାରେ ୬ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହା ବ୍ୟତୀତ ସେମାନଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରାଯାଇଛି। ପୋକସୋ ସ୍ପେଶାଲ କୋର୍ଟ ଏହି…
ସୁପ୍ରିମକୋର୍ଟରେ ଜାରି ରହିଛି କୋଲକାତା ବଳାତ୍କାର ମାମଲାର ଶୁଣାଣି, ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗଦେବାକୁ କୋର୍ଟଙ୍କ ନିବେଦନ
ନୂଆଦିଲ୍ଲୀ,୨୦।୮: କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଶୁଣାଣି ସମୟରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ ସାରା ଦେଶରେ ଡାକ୍ତରଙ୍କ ସୁରକ୍ଷାକୁ ନେଇ…
ଯୁଦ୍ଧ ବିରାମ ପ୍ରସ୍ତାବକୁ ମଞ୍ଜୁର କଲା ଇସ୍ରାଏଲ, ବ୍ଲିଙ୍କେନ କହିଲେ ହମାସ ବି ଏହାକୁ ଗ୍ରହଣ କରୁ
ତେଲ ଆଭିଭ,୨୦।୮: ସୋମବାର ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ସାକ୍ଷାତ ପରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି ଯେ ଗାଜାରେ ଅସ୍ତ୍ରବିରତି ଉଲ୍ଲଂଘନ ତଥା ବନ୍ଧକମାନଙ୍କୁ ମୁକ୍ତ କରିବା ପ୍ରସ୍ତାବକୁ ଇସ୍ରାଏଲ ଗ୍ରହଣ କରିଛି। ସେ ମଧ୍ୟ…
ସରକାରୀ ନିଯୁକ୍ତିରେ ସଂରକ୍ଷଣ ରହିବା ଜରୁରୀ; କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ବୟାନ
ନୂଆଦିଲ୍ଲୀ,୧୯।୮: ସରକାରୀ ନିଯୁକ୍ତି ପାଇଁ କୌଣସି ପଦକ୍ଷେପକୁ ହଜପରେ ସହଯୋଗୀ ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ ଦୃଢ ସମାଲୋଚନା କରିଛନ୍ତି, ଯାହା ସଂରକ୍ଷଣ ନୀତି ବିରୁଦ୍ଧ ଅଟେ। ସେ କହିଛନ୍ତି ଯେ ଏଥିରେ ଯଦି କିଛି ନାହିଁ। ସରକାରୀ ଚାକିରିରେ…
ମଙ୍ଗଳବାର ୭ ଜିଲାରେ ପ୍ରବଳ ବର୍ଷିବ, ଜାରି ହେଲା ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର,୧୯।୮: ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା ୨ଦିନ ପର୍ଯ୍ୟନ୍ତ କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…
ଏମ୍ପକ୍ସ ପାଇଁ ଭାରତର ପ୍ରସ୍ତୁତି; ହସ୍ପିଟାଲ, ବିମାନବନ୍ଦରରେ ସତର୍କତା ଜାରି
ନୂଆଦିଲ୍ଲୀ,୧୯ା୮: ଏମ୍ପକ୍ସ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସତର୍କତାମୂଳକ ପଦକ୍ଷେପ ଆରମ୍ଭ କରିଛି। ହସ୍ପଟାଲଗୁଡ଼ିକରେ ଆଇସୋଲେଶନ ଓ୍ବାର୍ଡ ପ୍ରସ୍ତୁତ କରାଯିବା ସହ ବିମାନବନ୍ଦରଗୁଡ଼ିକରେ ସତର୍କତା ଜାରି ହୋଇଛି। ଦିଲ୍ଲୀର ସଫଦରଜଙ୍ଗ, ଲେଡି ହାର୍ଡିଙ୍ଗ୍ ମେଡିକାଲ କଲେଜ, ଏବଂ ରାମମୋନହର ଲୋହିଆ ହସ୍ପିଟାଲକୁ…
ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ପରାମର୍ଶ ଦେଲା ଜେଏମଏମ, କହିଲା ଏବେ ବି ସମୟ ଅଛି…
ରାଞ୍ଚି,୧୯।୮: ପୂର୍ବତନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ଚମ୍ପାଇ ସୋରେନଙ୍କ ଭାଜପାରେ ଯୋଗଦେବା ନେଇ କଳ୍ପନାଜଳ୍ପନାରକରାଯାଉଛି। ଗତ କିଛି ଦିନ ହେବ ନେତାମାନେ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏହି ସଂପର୍କରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ମୁଖପାତ୍ର…
Archives


