Home Middle

Trump-Zelensky Clash: ଗୋଟିଏ କୋଠରୀରେ ଜେଲେନସ୍କି-ଟ୍ରମ୍ପ ମୁହାଁମୁହିଁ, ଆଗକୁ ମହାଯୁଦ୍ଧ!

ଓ୍ବାଶିଂଟନ୍‌,୧।୩:ମୁହାଁମୁହିଁ ହୋଇଛନ୍ତି ଜେଲେନସ୍କି-ଟ୍ରମ୍ପ। ଆମେରିକାରେ ଓଭାଲ ଅଫିସରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ଉଷ୍ମ ବିତର୍କ ହୋଇଛି। ଝଗଡା ପରେ ଜେଲେନସ୍କି ହୱାଇଟ ହାଉସରୁ ବାହାରି ଆସିଥିଲେ। ୟୁକ୍ରେନର ଲୋକମାନେ ଜେଲେନସ୍କିଙ୍କ…

ହୋଲି ପୂର୍ବରୁ ଗ୍ରାହକଙ୍କୁ ବଡ଼ ଝଟକା: ବଢିଲା ଗ୍ୟାସ ଦର

ନୂଆଦିଲ୍ଲୀ,୧।୩: ପାର୍ବଣ ଋତୁରେ ମୁଦ୍ରାସ୍ଫୀତିର ଏକ ଝଟକା ଲାଗିଛି। ହୋଲି ଏବଂ ରମଜାନ ମାସରେ କମର୍ସିଆଲ ଗ୍ୟାସ ମହଙ୍ଗା ହୋଇଯାଇଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର…

ହ୍ବାଇଟ୍‌ ହାଉସ୍‌ରେ ଟ୍ରମ୍ପ୍‌-ଜେଲେନ୍‌ସ୍କି ମୁହାଁମୁହିଁ

ଓ୍ବାଶିଂଟନ,୧।୩: ଆମେରିକା ଓ ୟୁକ୍ରେନ୍‌ ମଧ୍ୟରେ ବୁଧବାର ମିନେରାଲ୍ସ ଡିଲ୍‌ ପାଇଁ ସହମତି ପ୍ରକାଶ ପାଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଆମନ୍ତ୍ରଣକ୍ରମେ ୟୁକ୍ରେନ୍‌ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍‌ସ୍କି ଶୁକ୍ରବାର ଓ୍ବାଶିଂଟନ ଡିସିରେ ପହଞ୍ଚତ୍ ହ୍ବାଇଟ୍‌ ହାଉସ୍‌ରେ ଟ୍ରମ୍ପ୍‌ଙ୍କୁ ଭେଟିଛନ୍ତି। ତେବେ…

IPS Reshuffle: ଆଇପିଏସ ସ୍ତରରେ ବଡ ଅଦଳ ବଦଳ, ବଦଳିଲେ କଟକ ଓ ଭୁବନେଶ୍ବର DCP

ଭୁବନେଶ୍ୱର,୨୮।୨: ଶୁକ୍ରବାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି। ଟ୍ବିନ ସିଟି କଟକ ଓ ଭୁବନେଶ୍ବରର ଡିସିପିଙ୍କୁ ବଦଳି କରାଯାଇଛି। ଜଗମୋହନ ମୀନାଙ୍କୁ ଭୁବନେଶ୍ବର DCP ଭାବେ ନିଯୁକ୍ତି ମିଳିଥିବା ବେଳେ ଖିଲାରୀ ରିଷିକେଶ କଟକର ଡିସିପି…

2047 ସୁଦ୍ଧା ଭାରତ ପାଇବ High Income Country ର ଷ୍ଟାଟସ୍‌, ବିଶ୍ୱ ବ୍ୟାଙ୍କର ନୂଆ ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୮।୨: ବିଶ୍ୱ ବ୍ୟାଙ୍କ ଆଜି ଏକ ବଡ଼ ରିପୋର୍ଟର ଖୁଲାସା କରିଛି। ରିପୋର୍ଟରେ କୁହାଯାଇଛି ଯେ, ଯଦି ଭାରତକୁ 2047 ସୁଦ୍ଧା High Income Status ହାସଲ କରିବାକୁ ପଡିବ, ତେବେ ଆଗାମୀ 22 ବର୍ଷ ମଧ୍ୟରେ ଏହାକୁ ହାରାହାରି 7.8…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମା,ପୁଅଙ୍କ ସମେତ ୩ମୃତ

ବରଗଡ/ସୋହେଲା଼,୨୮।୨(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ ପାତ୍ର): ବରଗଡ଼-ପଦ୍ମପୁର ରାସ୍ତାର ମେଲଛାମୁଣ୍ଡା ଥାନା ଘେଁସ୍‌ଠାରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ(ନଂ-ସିଜି୦୬ଜିଜେଡ୍‌ ୯୨୦୦)କୁ ପଛପଟୁ ଧକ୍କା ଦେଇ ଅନ୍ୟଏକ ସ୍କର୍ପିଓ ଗାଡ଼ି(ନଂ-ସିଜି୧୩ଏୱାଇ ୯୦୫୪)ରେ ବସିଥିବା ୩ଜଣଙ୍କ ମୃତ୍ୟୁ…

ହିନ୍ଦୁ, ମୁସଲିମ ନା ଇସାଇ…ଜାଣନ୍ତୁ ଦୁନିଆର କେଉଁ ଧର୍ମର ବ୍ୟକ୍ତି Super Billionaires, ଲିଷ୍ଟ ଦେଖିଲେ ଚମକି ପଡିବେ…

ସାରା ବିଶ୍ୱରେ ଏପରି ୨୪ଜଣ ଲୋକ ଅଛନ୍ତି ଯେଉଁମାନଙ୍କୁ Super Billionaires କୁହାଯାଏ। ଆପଣ ଏହି ଲୋକଙ୍କୁ ଧନୀମାନଙ୍କ ମଧ୍ୟରେ ସବୁଠାରୁ ଧନୀ ବୋଲି ବିବେଚନା କରିପାରିବେ। ଏହି ୨୪ ଜଣଙ୍କ ମଧ୍ୟରେ ଭାରତର ଦୁଇ ବଡ଼ ବ୍ୟବସାୟୀ ମୁକେଶ ଅମ୍ବାନୀ…

ଦେଶର ଅର୍ଥନୀତି ଲାଗି ଖୁସି ଖବର: ତୃତୀୟ ତ୍ରୈମାସିକରେ GDPରେ ୬.୨% ଅଭିବୃଦ୍ଧି

ନୂଆଦିଲ୍ଲୀ,୨୮।୨: କେନ୍ଦ୍ର ସରକାର ୨୦୨୫ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ (ଅକ୍ଟୋବର-ଡିସେମ୍ବର) ପାଇଁ GDP ତଥ୍ୟ ପ୍ରକାଶ କରିଛନ୍ତି। ଏଥିରେ ଅଭିବୃଦ୍ଧି ହାର ୬.୨% ରହିଛି। ଏହା ଦ୍ୱିତୀୟ ତ୍ରୈମାସିକର ୫.୬% ଅପେକ୍ଷା ଅଧିକ, କିନ୍ତୁ ଆନୁମାନିକ ୬.୩%ଠାରୁ ସାମାନ୍ୟ କମ…

ଅନ୍ତିମ ଯାତ୍ରାରେ ଉତ୍ତମ, ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୨: ଶେଷ ଯାତ୍ରାରେ ଉତ୍ତମ ମହାନ୍ତି। ଜଗନ୍ନାଥ ବିହାର ବାସଭବନରୁ ସତ୍ୟନଗର ଶଶ୍ମାନ ଅଭିମୁଖେ ନିଆଯାଉଛି ପାର୍ଥିବ ଶରୀର। ସେଠାରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯିବ। ଅନ୍ୟପଟେ ଉତ୍ତମ ମହାନ୍ତିଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

ଉତ୍ତମଙ୍କ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅପୂରଣୀୟ କ୍ଷତି: ରାଷ୍ଟ୍ରପତି

ଭୁବନେଶ୍ୱର,୨୮।୨: ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଉତ୍ତମଙ୍କ ବିୟୋଗରେ ରାଷ୍ଟ୍ରପତିଙ୍କ ଶୁକ୍ରବାର ଶୋକ ପ୍ରକାଶ କରିଛନ୍ତି। ଉତ୍ତମଙ୍କ ବିୟୋଗରେ ରାଷ୍ଟ୍ରପତି ଗଭୀର ଦୁଃଖ ପ୍ରକାଶ କରିବା ସହ ମର୍ମାହତ ବୋଲି କହିଛନ୍ତି। ନାୟକ ଭୂମିକାରେ ଅସଂଖ୍ୟ ଦର୍ଶକଙ୍କ…

Uttam Mohnaty: ଓଡ଼ିଆ ସିନେମାର ପ୍ରଥମ ସୁପରଷ୍ଟାର ଥିଲେ ଉତ୍ତମ ମହାନ୍ତି, ଜାଣନ୍ତୁ ତାଙ୍କ ସିନେମା, ପରିବାର, ପୁରସ୍କାର

ଭୁବନେଶ୍ୱର,୨୮ା୨: ଓଡ଼ିଆ ସିନେମାର ପ୍ରଥମ ସୁପରଷ୍ଟାର ଉତ୍ତମ ମହାନ୍ତି ଆଉ ନାହାନ୍ତି। ସମଗ୍ର ଓଡ଼ିଶା, ବିଶ୍ୱବ୍ୟାପୀ ତାଙ୍କ ପ୍ରଶଂସକ, ପରିବାର, ଶୁଭେଚ୍ଛୁ ଏବଂ ସର୍ବୋପରି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ସମ୍ପ୍ରଦାୟ ଓଡ଼ିଆ ଚଳଚ୍ଚିତ୍ରର ଏହି ସୁପରଷ୍ଟାରଙ୍କୁ ମିସ୍ କରୁଥିବା ବେଳେ, ଗୁରୁବାର…

Uttam Mohnaty: ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି ଉତ୍ତମ ମହାନ୍ତି

ଭୁବନେଶ୍ୱର,୨୮ା୨: ୧୩୫ ଓଡ଼ିଆ, ୩୦ ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି। ସେ ଅଭିନୟ କରିଥିବା ଏକମାତ୍ର ହିନ୍ଦୀ ସିନେମା ହେଉଛି ‘ନୟା ଜହର’, ଯାହା ୧୯୯୧ରେ ରିଲିଜ ହୋଇଥିଲା। ନୟା ଜହର ହେଉଛି ଜ୍ୟୋତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?