ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣର ମାଷ୍ଟର ମାଇଣ୍ଡ ୟୁନୁସ ସରକାର: ହସିନା
ଢାକା/ନୂଆଦିଲ୍ଲୀ,୩।୧୨: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ପ୍ରତି ହିଂସା ଜାରି ରହିଛି। ଦେଶରେ ହୋଇଥିବା ଆକ୍ରମଣ ପରେ ଶେଖ ହସିନା ଭାରତରେ ଅଛନ୍ତି। ବର୍ତ୍ତମାନ ଶେଖ ହସିନା ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେଉଥିବା ମହମ୍ମଦ ୟୁନୁସଙ୍କ ଉପରେ ବହୁ ହତ୍ୟା ଏବଂ ସଂଖ୍ୟାଲଘୁଙ୍କୁ…
ବାଣ ଫୁଟାଅନି
ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ୍ ୨୦ ଜାନୁଆରୀ ୨୦୨୫ରେ ଶପଥ ନେବେ। ଏହା ପୂର୍ବରୁ ତାଙ୍କର କେତେକ ମନ୍ତବ୍ୟ ବିଶ୍ୱ ଭୂରାଜନୈତିକ ତଥା ଅର୍ଥନୈତିକ ଦୃଶ୍ୟପଟରେ ବଡ଼ ପରିବର୍ତ୍ତନକୁ ଇଙ୍ଗିତ କରିଛି। ନଭେମ୍ବର ୩୦ରେ ବ୍ରିକ୍ସ ଦେଶଗୁଡ଼ିକୁ ଲକ୍ଷ୍ୟକରି…
ଶୀତ ଲହରି ଜାରି: ୫ ଯାଏ ଝିପି ଝିପି ବର୍ଷା
ଭୁବନେଶ୍ୱର,୩ା୧୨(ଅନୁରାଧା ମହାରଣା):ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେଉଛି। ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ସମ୍ବଲପୁର, ପୁରୀ, କନ୍ଧମାଳ, ଖୋର୍ଦ୍ଧା, ମୟୂରଭଞ୍ଜ ଆଦି…
ବାଂଲାଦେଶରେ ଶାନ୍ତି ଫେରାଇବା ପାଇଁ ଜାତିସଂଘର ସହାୟତା ନେଉ କେନ୍ଦ୍ର
କୋଲକାତା, ୩।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବାଂଲାଦେଶର ସାମ୍ପ୍ରତିକ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ବାଂଲାଦେଶରେ ଶାନ୍ତି ଫେରାଇ ଆଣିବା ପାଇଁ ଜାତିସଂଘର ସହାୟତା ନେବାକୁ ସେ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି। ପରିସ୍ଥିତିକୁ ସାମାନ୍ୟ କରିବା ପାଇଁ…
ଚଳିତ ମାସରେ ବାହା ହେବେ ସିନ୍ଧୁ, ଜାଣନ୍ତୁ କାହାକୁ
ନୂଆଦିଲ୍ଲୀ,୩।୧୨: ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ରାଜସ୍ଥାନର ଉଦୟପୁରରେ ସିନ୍ଧୁ ଡିସେମ୍ବର ୨୨ ତାରିଖରେ ବିବାହ କରିବେ ବୋଲି ସୂଚନା ଦେଇଛନ୍ତି ତାଙ୍କ ବାପା ପି.ଭି.…
ଭୟଙ୍କର ଦୁର୍ଘଟଣା: ଓଭରବ୍ରିଜରେ ଝୁଲୁଛି ଲକ୍ଷ୍ମୀ ବସ
ବାଲେଶ୍ୱର,୨ା୧୨(ବାଞ୍ଛାନିଧି ଦେ): ବାଲେଶ୍ୱର ସହଦେଵଖୁଣ୍ଟା ଥାନା ଅଧୀନ ଫାଣ୍ଡି ଛକ ଓଭରବ୍ରିଜରେ ସୋମବାର ରାତିରେ ଲକ୍ଷ୍ମୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବ୍ରିଜର ସାଇଡ ୱାଲକୁ ଧକ୍କା ଦେଇ ବ୍ରିଜ ଉପରେ ଝୁଲି ରହିଛି। ବସରେ କେହି ଯାତ୍ରୀ ନଥିବାରୁ…
ରାଜ୍ୟରେ ଖାଲି ପଡିଛି ହଜାର ହଜାର ଡାକ୍ତର-ପୋଲିସ ପଦବୀ; ବିଧାନସଭାରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨।୧୧: ରାଜ୍ୟରେ ରହିଛି ଉତ୍କଟ ସ୍ଥିତିରେ ରହିଛି ଡାକ୍ତର ଏବଂ ପୋଲିସ କର୍ମୀଙ୍କ ଅଭାବ। ବିଭିନ୍ନ ଜିଲାରେ ହଜାର ହଜାର ସଂଖ୍ୟାରେ ପଦବୀ ଖାଲି ପଡିଛି। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ…
ଜିଦ୍ରେ ଅଟଳ ଦିଦି, ଆଳୁ ରପ୍ତାନିକୁ ନା: ବଙ୍ଗୀୟ ଆଳୁ ବ୍ୟବସାୟୀଙ୍କ ଧର୍ମଘଟ
ଭୋଗରାଇ, ୨।୧୨(ପ୍ରଦୀପ ଦାସ) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡିଶା ସମେତ ଭିନ୍ନ ରାଜ୍ୟକୁ ୪ ଦିନ ଧରି ଆଳୁ ରପ୍ତାନି ଉପରେ ଅଙ୍କୁଶ ଲଗାଇଥିବାବେଳେ ଆଳୁର ସଙ୍କଟ ଘନୀଭୂତ ହେବାରେ ଲାଗିଛି। ଆଳୁର ଅଭାବ ଯୋଗୁ ଓଡିଶା ହାଟ ବଜାରରେ…
ଯାତ୍ରାରେ ବଢୁଛି ଅଶ୍ଳୀଳତା, କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଧାୟକ
ଭୁବନେଶ୍ୱର,୨।୧୧: ରାଜ୍ୟରେ ବିଭିନ୍ନ ଯାତ୍ରା ପାର୍ଟି ପକ୍ଷରୁ ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ ଚର୍ଚ୍ଚିତ ଅଭିନେତ୍ରୀମାନଙ୍କୁ ଡାକି ନଚାଉଛନ୍ତି। କିନ୍ତୁ କିଛି ସ୍ଥାନରେ ଦେଖିବାକୁ ମିଳୁଛି କି କଳାକାରମାନେ ଉନ୍ମୁକ୍ତ ନାଚ ପ୍ରଦର୍ଶନ କରି ଅଶ୍ଲୀଳତାର ସୀମା ପାର କରୁଛନ୍ତି। ସୋମବାର…
ଶିନ୍ଦେ ମାଗିଦେଲେ ବଡ଼ ବିଭାଗ, ହରଡଗଡାରେ ପଡ଼ିଲା ଭାଜପା
ମୁମ୍ବାଇ,୨।୧୨: ମହାରାଷ୍ଟ୍ରରେ ମହାୟୁତିର ନୂତନ ସରକାର ଗଠନ ପାଇଁ ଗଣନା ଆରମ୍ଭ ହୋଇଛି। ଶପଥ ଗ୍ରହଣ ସମାରୋହ ୫ ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ବଡ ସୂଚନା ସାମ୍ନାକୁ ଆସିଛି। ସୂଚନାନୁସାରେ, ଏକନାଥ ଶିନ୍ଦେଙ୍କୁ ଗୃହ ମନ୍ତ୍ରଣାଳୟ ମିଳିବା…
ଦଣ୍ଡାଦେଶ ପରେ CJM କୋର୍ଟ ପରିସରରୁ ଖସି ପଳାଇଲେ ୨ ଦୋଷୀ
ନବରଙ୍ଗପୁର,୨।୧୧(ସଦାଶିବ ପ୍ରହରାଜ): ଜଜ୍ଙ୍କ ଦଣ୍ଡାଦେଶ ପରେ CJM କୋର୍ଟ ପରିସରରୁ ଖସି ପଳାଇଲେ ୨ ଦୋଷୀ। ଏଟିଏମ୍ ଲୁଟ୍ ମାମଲାରେ ଜାମିନ୍ରେ ଥାଇ ଦୁହେଁ କୋର୍ଟରେ ହାଜର ହୋଇଥିଲେ। ତେବେ ମାମଲାର ବିଚାର ପରେ କୋର୍ଟ ସେମାନଙ୍କୁ ୭ ବର୍ଷ ଜେଲ୍…
ପାକିସ୍ତାନର ଦାବିକୁ ଭାରତର ନା: ପୁଣି ବଢିଲା ଚାମ୍ପିୟନ୍ସ ଟ୍ରଫି ବିବାଦ
ନୂଆଦିଲ୍ଲୀ,୨।୧୨: ପୁଣି ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିବାଦ ବଢିବାରେ ଲାଗିଛି। ଚାମ୍ପିଅନ୍ସ ଟ୍ରଫି ମାମଲାରେ ପାକିସ୍ତାନ କ୍ରିକେଟ ବୋର୍ଡ ଚାହୁଁଥିଲା ଯେ, ହାଇବ୍ରିଡ ମଡେଲକୁ ଗ୍ରହଣ କରିବା ବଦଳରେ ସେ ମଧ୍ୟ ଲାଭବାନ ହେବା ଉଚିତ ଏବଂ ବିସିସିଆଇ ମଧ୍ୟ ସନ୍ତୁଷ୍ଟ…
Archives


