Home Middle

ନଭେମ୍ବର ମାସରେ ମହଙ୍ଗା ହେଲା ନିରାମିଷ ଥାଳି, ବାଲାନ୍ସ ବିଗାଡିଲେ ଆଳୁ ଟମାଟର

ନୂଆଦିଲ୍ଲୀ,୫ା୧୨: ଟମାଟୋ ଏବଂ ଆଳୁର ମୂଲ୍ୟରେ ବୃଦ୍ଧି ହେତୁ ଘରୋଇ ଶାକାହାରୀ ଥାଳି ନଭେମ୍ବର ମାସରେ ଏକ ବର୍ଷ ପୂର୍ବ ତୁଳନାରେ ସାତ ପ୍ରତିଶତ ମହଙ୍ଗା ହୋଇଛି। ରେଟିଂ ଏଜେନ୍ସି ସିଆରଆଇଏସଆଇଏଲ’ର ମାସିକ ‘ରୁଟି ଚାଉଳ ହାର’ ରିପୋର୍ଟରେ କୁହାଯାଇଛି ଯେ…

ପୁଷ୍ପା-୨ ସ୍କ୍ରିନିଂ ସମୟରେ ଦଳାଚକଟାରେ ମହିଳା ମୃତ, ଅଲୁ ଅର୍ଜୁନଙ୍କ ନାଁରେ ରୁଜୁ ହେଲା ମାମଲା

ହାଇଦ୍ରାବାଦ, ୫ା୧୨: ପୁଷ୍ପା-୨ ର ପ୍ରିମିୟର ସମୟରେ ହାଇଦ୍ରାବାଦର ସାନ୍ଧ୍ୟା ଥିଏଟରରେ ନିକଟରେ ହୋଇଥିବା ଦଳାଚକଟାରେ ଜଣେ ଯୁବତୀ ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଏଥିରେ ପୁଷ୍ପରାଜ ଅଲୁ ଅର୍ଜୁନଙ୍କ ନାମ…

ନୂଆ ଜୁଡିସିଆଲ କମ୍ପ୍ଲେକ୍ସର ଉଦ୍‌ଘାଟନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୫।୧୨: ଭୁବନେଶ୍ୱରର ନବ ନିର୍ମିତ ଜୁଡିସିଆଲ କମ୍ପ୍ଲେକ୍ସର ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦେଇ ନୂଆ ଜୁଡିସିଆଲ କମ୍ପ୍ଲେକ୍ସର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ, ହାଇକୋର୍ଟ ମୁଖ୍ୟ ବିଚାରପତି ଚକ୍ରଧାରୀ…

ଫଡନାଭିସଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୫ା୧୨: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଫଡନାଭିସ। ରାଜ୍ୟ ବିଧାନସଭା ନିର୍ବାଚନରେ ଭାଜପା ଏବଂ ଏହାର ସହଯୋଗୀ ଦଳ ବିଜୟ ଲାଭ କରିବା ମୁଖ୍ୟମନ୍ତ୍ରୀ ଇଏ ହେବ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ଶେଷରେଫଡନାଭିସ…

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡ୍‌ନବିସ

ମୁମ୍ବାଇ, ୫।୧୨: ମହାରାଷ୍ଟ୍ରର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡ୍‌ନବିସ। ଗୁରୁବାର ମୁମ୍ବାଇର ଆଜାଦ୍‌ ମଇଦାନରେ ରାଜ୍ୟପାଳ ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକୃଷ୍ଣନ ଦେବେନ୍ଦ୍ର ଫଡନ୍‌ବିସଙ୍କୁ ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ପରେ ଉପମୁଖ୍ୟମନ୍ତ୍ରୀ ଭାବେ…

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏସବୁ ଜିଲାରେ ବର୍ଷା, ଜାରି ହେଲା ସତର୍କ ସୂଚନା

ଭୁବନେଶ୍ୱର,୫ା୧୨: ବର୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ ଶୀତର ପ୍ରଭାବ ବିଶେଷ ଦେଖିବାକୁ ମିଳିନାହିଁ। କିନ୍ତୁ ଆସନ୍ତା ୨୪ ଘଣ୍ଟା ମଧ୍ୟର ରାଜ୍ୟର କିଛି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ସତର୍କ ସୂଚନା…

ଭାଙ୍ଗିଲା ହଲିଉଡ-ବଲିଉଡ ରେକର୍ଡ: ଅଲୁ ଅର୍ଜୁନଙ୍କୁ ମିଳିଲା ସର୍ବାଧିକ ପାରିଶ୍ରମ

ମୁମ୍ବାଇ: ସାଉଥ ମେଗାଷ୍ଟାର ଅଲୁ ଅର୍ଜୁନ ପୁଣିଥରେ ସିନେମାଘରେ ନିଆଁ ଲଗାଇଛନ୍ତି। ଗୁରୁବାର ବହୁ ପ୍ରତିକ୍ଷିତ ଫିଲ୍ମ ପୁଷ୍ପା-୨ ରିଲିଜ ହୋଇଛି। ଏହି ଫିଲ୍ମ ସିନେମାଘରକୁ ଆସିବା ପୂର୍ବରୁ ସମଗ୍ର ବିଶ୍ୱରେ ଏହାର ଚର୍ଚ୍ଚା ହେଉଛି। ବର୍ତମାନ ଏହାର ଚାହିଦା ଏପରି…

ଦେଶରେ କାହିଁକି ବଢି ଚାଲିଛି ଉପ ମୁଖ୍ୟମନ୍ତ୍ରୀଙ୍କ ସଂଖ୍ୟା, ଚମକାଇ ଦେବ ତଥ୍ୟ

ନୂଆଦିଲ୍ଲୀ,୫।୧୨: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀଙ୍କ ନାମ ଫାଇନାଲ ହୋଇଛି ଏବଂ ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହା ସହିତ ଦୁଇଜଣ ଡେପୁଟି ସିଏମ ବା ଉପ ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ କରାଯାଉଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଏନସିପି…

ଶପଥ ପୂର୍ବରୁ ହୋଇଗଲା ବଡ଼ ଓଲଟପାଲଟ! ଫଡନଭିସଙ୍କ ସରକାରରେ ସାମିଲ୍‌ ହେବେନି…

ମୁମ୍ବାଇ,୫।୧୨: ମହାରାଷ୍ଟ୍ରରେ ନୂଆ ସରକାର ଗଠନ ପାଇଁ ଆଉ ମାତ୍ର କେଇ ଘଣ୍ଟା ବାକି ଅଛି। ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନଭିସ। ତେବେ ଏହା ପୂର୍ବରୁ ଦେଖିବାକୁ ମିଳିଛି ନୂଆ ଡ୍ରାମା। ଯଦି ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ…

ଶପଥ ପୂର୍ବରୁ ପୁଣି ସର୍ତ୍ତ ରଖିଦେଲେ ଶିନ୍ଦେ, ହରଡ଼ଘଣାରେ ଭାଜପା

ମୁମ୍ବାଇ,୫।୧୨: ମହାରାଷ୍ଟ୍ରରେ ମହା ସସପେନ୍ସ ଶେଷ ହୋଇଛି। ଗୁରୁବାର ଦେବେନ୍ଦ୍ର ଫଡନଭିସ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। କକିନ୍ତୁ ଶପଥ ଗ୍ରହଣ ପୂର୍ବରୁ ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ ପୁଣି ଚିନ୍ତା ବଢାଇଛନ୍ତି। ଶିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଛନ୍ତି, ହେଲେ…

ଫଡନାଭିସଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୧୨: ଗୁରୁବାର ମହାରାଷ୍ଟ୍ରରେ ନୂତନ ମନ୍ତ୍ରୀ ପରିଷଦର ଶପଥ ଗ୍ରହଣ ସମାରୋହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱରେ ନୂତନ ମନ୍ତ୍ରୀ ପରିଷଦ ଗୁରୁବାର ଅପରାହ୍ନ ୫ ଟାରେ ମୁମ୍ବାଇର ଆଜାଦ ମଇଦାନରେ ଏକ ସ୍ୱତନ୍ତ୍ର…

ଜାତିସଂଘରେ ଇସ୍ରାଏଲ୍‌ ବିରୋଧରେ ଭାରତର ଭୋଟିଂ

ଜାତିସଂଘ, ୪।୧୨: ୧୯୬୭ରୁ ପୂର୍ବ ଜେରୁଜେଲମ ସମେତ ଅନେକ ପାଲେଷ୍ଟିନୀୟ ଅଞ୍ଚଳକୁ ଇସ୍ରାଏଲ ଦଖଲ କରି ରଖିଛି। ତେବେ ବୁଧବାର ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ)ରେ ଏକ ପ୍ରସ୍ତାବ ଆଗତ ହୋଇଥିଲା, ଯେଉଁଥିରେ ଉକ୍ତ ଅଞ୍ଚଳଗୁଡ଼ିକୁ ଫେରାଇବା ପାଇଁ ଇସ୍ରାଏଲ୍‌କୁ ଆହ୍ବାନ କରାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri