ବାଂଲାଦେଶରେ କେବେ ହେବ ନିର୍ବାଚନ ସୂଚନା ଦେଲେ ୟୁନୁସ ସରକାର
ଢାକା,୧୬।୧୨: ବାଂଲାଦେଶ ନିର୍ବାଚନକୁ ନେଇ ଏକ ବଡ ଅପଡେଟ ଆସିଛି। ନୋବେଲ ବିଜେତା ତଥା ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ନିର୍ବାଚନ ସମ୍ପର୍କରେ ସୂଚନା ଦେଇଛନ୍ତି। ଆସନ୍ତା ବର୍ଷ ଶେଷ କିମ୍ବା ୨୦୨୬ ଆରମ୍ଭରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ…
ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ ‘ଚିଡୋ’, ହଜାରେରୁ ଅଧିକ ମୃତ
ପ୍ୟାରିସ,୧୬।୧୨: ଶନିବାର ଫ୍ରାନ୍ସର ହିନ୍ଦ ମହାସାଗରରେ ମାୟୋଟେ ଦ୍ୱୀପ ଅଞ୍ଚଳକୁ ସାଇକ୍ଲୋନ ‘ଚିଡୋ’ ଧକ୍କା ଦେଇ ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ସୃଷ୍ଟି କରିଥିଲା। ଏହି ଘୂର୍ଣ୍ଣିବଳୟ ଦ୍ୱୀପର ଫ୍ରେଞ୍ଚ ଅଂଶକୁ ଘଣ୍ଟା ପ୍ରତି ୨୦୦ କିଲୋମିଟର (୧୨୪ ମାଇଲ ପ୍ରତି…
ଫଡନଭିସଙ୍କ ଟିମ୍ର ମନ୍ତ୍ରୀଙ୍କ ଉପରେ ଇଡି ରେଡ, ଲାଗିଲା ଭ୍ରଷ୍ଟାଚାରର ଅଭିଯୋଗ
ମୁମ୍ବାଇ,୧୬।୧୨: ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନଭିସଙ୍କ ସରକାରର କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ଅନେକ ଦିନର ଦଳାଚକଟା ବା ମନ୍ଥନ ପରେ ମନ୍ତ୍ରୀଙ୍କ ନାମ ଅନୁମୋଦନ ହେଲା ଏବଂ ଶୀଘ୍ର ସେମାନଙ୍କୁ ବିଭାଗ ବଣ୍ଟନ କରାଯିବ। ତେବେ, ଫଡନଭିସ ଦଳର ନୂତନ ଭାବେ ନିଯୁକ୍ତ…
ଅସ୍ଥିର ଦକ୍ଷିଣ କୋରିଆ
ଗତ ସପ୍ତାହରେ ସିରିଆ ରାଷ୍ଟ୍ରପତି ବଶର ଅଲ୍-ଅସାଦ ନିଜ ଦେଶ ଭିତରେ ଘୋର ବିରୋଧର ସମ୍ମୁଖୀନ ହେବା ପରେ ବାଧ୍ୟହୋଇ ରୁଷିଆକୁ ପଳାଇଲେ। ବିଦ୍ରୋହୀମାନେ ଯେଭଳି ଆକ୍ରମଣାତ୍ମକ ହୋଇଉଠିଥିଲେ ସେଥିରୁ ସେ ବୁଝିଯାଇଥିଲେ ବେଶି ସମୟ ଦେଶ ଭିତରେ ରହିଲେ ଜୀବନ…
ବିଜୟର ୨୩ ଦିନ ପରେ ଶପଥ
ନାଗପୁର,୧୬।୧୨(ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଆଶାତୀତ ସଫଳତା ହାସଲର ୨୩ ଦିନ ପରେ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍ ଏବଂ ୨ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଓ ଅଜିତ ପାଓ୍ବାର ଶପଥ ନେବାର ୧୦ ଦିନ…
ତବଲା ବାଦକ ଜାକିର ହୁସେନଙ୍କ ଦେହାନ୍ତ
ଓ୍ବାଶିଂଟନ, ୧୫।୧୨: ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନ ହୃଦଘାତରେ ଦେହାନ୍ତ ହୋଇଛି। ପୂର୍ବରୁ ଗମ୍ଭୀର ହୃଦ୍ରୋଗରେ ପୀଡିତ ହୋଇ ଆମେରିକାର ସାନ ଫ୍ରାନ୍ସିସ୍କୋସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ରାଜସ୍ଥାନ…
ବର୍ଡର-ଗାଭାସ୍କର ଟ୍ରଫି ତୃତୀୟ ଟେଷ୍ଟ: ହେଡ୍, ସ୍ମିଥଙ୍କ ଶତକରେ ଅଷ୍ଟ୍ରେଲିଆ ଦୃଢ଼
ବ୍ରିସବେନ୍,୧୫ା୧୨: ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚରେ ଦୃଢ଼ ସ୍ଥିତିରେ ରହିଛି ଅଷ୍ଟ୍ରେଲିଆ। ଟ୍ରାଭିସ୍ ହେଡ୍ ଓ ଷ୍ଟିଭେନ୍ ସ୍ମିଥଙ୍କ ଶତକ ବଳରେ ଘରୋଇ ଦଳ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ୭ ଉଇକେଟ ହରାଇ ୪୦୫ ରନ୍ ସଂଗ୍ରହ…
ମହାରାଷ୍ଟ୍ରରେ ବଡ଼ ଧରଣର ଓଲଟ ପାଲଟ, ଇସ୍ତଫା ଦେଲେ ଏହି ବରିଷ୍ଠ ନେତା
ମୁମ୍ବାଇ,୧୫।୧୨: ମହାରାଷ୍ଟ୍ରରେ ବିଧାନସଭା ନର୍ବାଚନ ପରେ ଆରମ୍ଭ ହୋଇଥିବା ରାଜନୈତିକ ଅସ୍ଥିରତା ବନ୍ଦ ହେବାର କୌଣସି ସଙ୍କେତ ଦେଉନାହିଁ। କେତେବେଳେ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ସମୀକରଣ ଖରାପ ହେବାରେ ଲାଗିଥିଲା ଏବଂ ବେଳେବେଳେ ସରକାର ଗଠନ ଏବଂ ମନ୍ତ୍ରୀଙ୍କ ତାଲିକାକୁ ନେଇ…
ମହାୟୁତି କ୍ୟାବିନେଟର ହେଲା ସମ୍ପ୍ରସାରଣ, କଟିଲା ଛଗନ ଭୁଜବଳଙ୍କ ସହ ୯ ବରିଷ୍ଠ ନେତାଙ୍କ ପତ୍ତା
ନାଗପୁର,୧୫।୧୨: ରବିବାର ଅପରାହ୍ନରେ ନାଗପୁରରେ ମହାୟୁତି ଗ୍ରାଣ୍ଡ ଆଲାଇନ୍ସର ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। କ୍ୟାବିନେଟରେ କିଏ ସୁଯୋଗ ପାଇବ ଏବଂ କିଏ ଶପଥ ନେବେ? ବର୍ତ୍ତମାନ ଏହାର ଚିତ୍ର ପ୍ରାୟ ସ୍ପଷ୍ଟ ହୋଇଛି । ସମସ୍ତ ତିନି…
ଡୋନାଲ୍ଡ ଟ୍ରମ୍ପଙ୍କୁ ନ୍ୟୁଜ ଚ୍ୟାନେଲ ଦେବ ୧୨୭ କୋଟି
ଓ୍ବାଶିଂଟନ,୧୫।୧୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଭୁଲ ମନ୍ତବ୍ୟ ଦେବା ଏବିସି ନ୍ୟୁଜକୁ ମହଙ୍ଗା ପଡିଛି। ବର୍ତ୍ତମାନ ଚ୍ୟାନେଲକୁ ୧୫ମିଲିୟନ ଆମେରିକୀୟ ଡଲାର ଅର୍ଥାତ୍ ଟ୍ରମ୍ପଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନି ମାମଲାରେ ୧୨୭.୫ କୋଟି ଟଙ୍କା…
ଟ୍ରେନରେ ଚଢିବା ବେଳେ ଅଘଟଣ : ଚକା ତଳେ ପଡି ଦୁଇ ମହିଳାଙ୍କ ମୃତ୍ୟୁ
ଵ୍ରହ୍ମପୁର ୧୫/୧୨(ସୁବାସ ଚନ୍ଦ୍ର ପାଢ଼ୀ) ରେଳଷ୍ଟେସନ ପ୍ଲାଟଫର୍ମ ଚଡ଼ିବା ବେଳେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଟ୍ରେନରେ ଚଢୁଥିବା ବେଳେ ଚକା ତଳେ ପଡି ଦୁଇଜଣ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା ଚିକିଟି ବ୍ଲକ ପିତାତଳି ପଞ୍ଚାୟତ…
ମୃତ ଯବାନଙ୍କ ୨୦ଲକ୍ଷ ହଡ଼ପ ପାଇଁ କୋର୍ଟ ରାୟ ଜାଲିଆତି
ଉଦଳା,୧୫ା୧୨(ସନ୍ତୋଷ କୁମାର ବାଛିନୀ): ଜଣେ ମୃତ ଯବାନଙ୍କ ଟଙ୍କା ହଡ଼ପ କରିବାକୁ ସାଙ୍ଘାତିକ କାଣ୍ଡ। କୋର୍ଟଙ୍କ ରାୟ, ବିଚାରପତିଙ୍କ ଦସ୍ତଖତ ଜାଲ୍ କରିବା ସହ ସରକାରୀ କାଗଜପତ୍ରକୁ ଜାଲିଆତି କରି ବ୍ଲୁ ପ୍ରିଣ୍ଟ କଲେ। ବିବାହ ବିଚ୍ଛେଦ ସାର୍ଟିଫିକେଟ ଜାଲିଆତି କରି…
Archives


