Home Middle

ଓଡ଼ିଶାରେ ୧୧୦ ଓଭର ବ୍ରିଜ୍ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୧୯।୧୨: ରାଜ୍ୟରେ ରେଳ ଭିତ୍ତିଭୂମି ସୁଦୃଢ କରିବା ପାଇଁ ଇଷ୍ଟକୋଷ୍ଟ ରେଲୱେ ବଡ଼ ପଦକ୍ଷେପ ନେଇଛି। ଗୁରୁବାର ଇଷ୍ଟକୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜର ୧୭୦ ରୋଡ ଓଭର ବ୍ରିଜ(ROB) ଘୋଷଣା କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡିକର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବାକୁ…

ଅଭ୍ୟାସ ବେଳେ ଭୟଙ୍କର ବିସ୍ଫୋରଣ: ରାଜସ୍ଥାନରେ ଓଡ଼ିଆ ଯବାନ ଶହୀଦ

ଭୁବନେଶ୍ୱର,୧୯।୧୨: ରାଜସ୍ଥାନରେ ଶହୀଦ ହେଲେ ଓଡ଼ିଆ ଯବାନ। ପୋଖରାନରେ ଫାୟାରିଂ ଅଭ୍ୟାସ ବେଳେ ଟ୍ୟାଙ୍କ୍‌ରେ ବିସ୍ଫୋରଣ ଘଟି ଜଣେ ଓଡିଆ ଯବାନ ଶହୀଦ ହୋଇଛନ୍ତି। ସେ ହେଲେ କୋରାପୁଟ ଜିଲା ବୈପାରୀଗୁଡା ଥାନା ଅନ୍ତର୍ଗତ କେନ୍ଦୁଗୁଡା ପଞ୍ଚାୟତ ବଡାଗୁଡା ଗ୍ରାମର ଈଶ୍ୱର…

ପ୍ରତାପ ଷଡ଼ଙ୍ଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ, କଡ଼ା ପ୍ରତିକ୍ରିୟା ଦେଲେ ଅପରାଜିତା

ନୂଆଦିଲ୍ଲୀ,୧୯।୧୨: ଗୁରୁବାର ସଂସଦରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ରାହୁଲ ଗାନ୍ଧୀ ଧକ୍କା ମାରିବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ ପ୍ରତାପଙ୍କ ଆଖି ପାଖରେ ଆଘାତ ଲାଗିଥିବା ବେଳେ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।…

କାହିଁକି ବାରମ୍ବାର ଓଡ଼ିଶା ଆସୁଛନ୍ତି ଶାହା, ମାସକ ପରେ ପୁଣି ଫୋକସ୍‌ରେ….

ଭୁବନେଶ୍ୱର,୧୯।୧୨: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଡିସେମ୍ବର ୨୮, ୨୯ ଓ ୩୦ ଭିତରୁ ଦୁଇ ଦିନିଆ ଗସ୍ତରେ ଓ ଆସିବେ ଶାହା । ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ…

‘ରାହୁଲ ମୋ ପାଖକୁ ଆସିଲେ, ଆଉ…’ କଂଗ୍ରେସ ଏମ୍‌ପିଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୯।୧୨: ବିରୋଧୀ ତଥା ଶାସକ ଦଳର ଏମ୍‌ପିମାନେ ଗୁରୁବାର ବାବାସାହେବ ଆମ୍ବେଦକରଙ୍କ ପ୍ରସଙ୍ଗରେ ସଂସଦ ପରିସରରେ ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ଠେଲାପେଲାରେ ଭାଜପା ଏମ୍‌ପି ପ୍ରତାପ ସଡ଼ଙ୍ଗୀ ଏବଂ ମୁକେଶ ରାଜପୁତ ଆହତ ହୋଇଛନ୍ତି। ଉଭୟଙ୍କୁ ରାମ ମନୋହର ଲୋହିଆ…

ପ୍ରତାପ ଷଡ଼ଙ୍ଗୀଙ୍କୁ ଠେଲିଦେବା ପରେ ଦେଖିବାକୁ ଗଲେ ରାହୁଲ, ଆଉ ତା’ ପରେ…

ନୂଆଦିଲ୍ଲୀ,୧୯ା୧୨: ସଂସଦ ଭବନ ପରିସରରେ ହୋଇଥିବା ଉତ୍ତେଜନାକୁ ନେଇ ଦେଶରେ ରାଜନୀତି ତୀବ୍ର ହୋଇଛି। ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି ଯେ, ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ତାଙ୍କର ଦୁଇ ଏମ୍‌ପି ପ୍ରତାପ ଷଡ଼ଙ୍ଗୀ ଏବଂ ମୁକେଶ ରାଜପୁତଙ୍କୁ…

ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା: ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା

ପୁରୀ,୧୯ା୧୨: ନୂଆବର୍ଷରୁ ନାଟମଣ୍ଡପରେ ନୂଆ ଦର୍ଶନ ବ୍ୟବସ୍ଥା ହେବ। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ। ସ୍ବତନ୍ତ୍ର ବ୍ୟାରିକେଡ ଯୋଗେ ନୂଆବର୍ଷରୁ ଶ୍ରୀଜିଉଙ୍କ ଶ୍ରଦ୍ଧାଳୁମାନେ ଦର୍ଶନ କରିବେ। ଏନେଇ ଓବିସିସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିବା ପାଢ଼ୀ…

ସଂସଦରେ ଖଣ୍ଡଯୁଦ୍ଧ: ଡାକ୍ତର କହିଲେ ନନାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ନୂଆଦିଲ୍ଲୀ,୧୯।୧୨: ସମ୍ବିଧାନର ସୃଷ୍ଟିକର୍ତ୍ତା ଡ. ଆମ୍ବେଦକରଙ୍କ ଉପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ପରେ ରାଜନୀତି ଉଠୁଛି ପଡୁଛି। ଏହାକୁ ନେଇ ଆଜି ସଂସଦ ପରିସରରେ ଖଣ୍ଡଯୁଦ୍ଧ ଦେଖାଦେଇଛି। ଗୁରୁବାର ସଂସଦ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ସଂସଦ ପରିସରରେ ଭାଜପା…

ଅଭିଯୋଗର ଜବାବ ରଖିଲେ ରାହୁଲ, କହିଲେ ଭାଜପା ନେତା ଆମକୁ ଅଟକାଇଥିଲେ…

ନୂଆଦିଲ୍ଲୀ,୧୯।୧୨: ପାର୍ଲାମେଣ୍ଟ ହାଉସ କମ୍ପ୍ଲେକ୍ସରେ ଭାଜପା ଏମପିଙ୍କ ସହ ଝଗଡ଼ା ହେବାର ଅଭିଯୋଗକୁ ନେଇ କଂଗ୍ରେସ ପୁଣି ଥରେ ପ୍ରତିକ୍ରିୟା ଦେଇଛି। କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଦଳର ମୁଖ୍ୟ ତଥା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ…

ନନାଙ୍କୁ ଠେଲିଦେଲେ ରାହୁଲ! କଂଗ୍ରେସ ଏମପିଙ୍କ ନାଁରେ ହେବ ଏଫଆଇଆର

ନୂଆଦିଲ୍ଲୀ,୧୯।୧୨: ସମ୍ବିଧାନ ର୍ନିମାତା ବି.ଆର୍‌ ଆମ୍ବେଦକରଙ୍କୁ ନେଇ ରାଜନୀତି ଜୋର ଧରିଛି। ଏହି ପ୍ରସଙ୍ଗରେ ଭାଜପା-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ସ୍ଥିତି ଏପରି ହୋଇଛି ଯେ ସଂସଦରେ ଗଣ୍ଡଗୋଳର ପରିସ୍ଥିତି ଉପୁଜିଛି। ଗୁରୁବାର ସଂସଦ ପରିସରରେ ଉଭୟ ପାର୍ଶ୍ୱରୁ ପ୍ରଦର୍ଶନ କରାଯାଇଥିଲା। ଏହି…

ସଂସଦରେ ଧକ୍କା ମାରିବା ଘଟଣା: ମୁକେଶ ରାଜପୁତ ଆଇସିୟୁରେ ଭର୍ତ୍ତି

ନୂଆଦିଲ୍ଲୀ,୧୯।୧୨: ଗୁରୁବାର ସଂସଦର ଉଭୟ ଗୃହରେ ଉତ୍ତେଜନା ଦେଖାଦେଇଛି। ବାବା ସାହେବ ଭୀମରାଓ ଆମ୍ବେଦକର ପ୍ରସଙ୍ଗରେ ସଂସଦ ହାଉସ କମ୍ପ୍ଲେକ୍ସରେ ଉଭୟ କଂଗ୍ରେସ ଏବଂ ଭାଜପା ବିରୋଧ ପ୍ରଦର୍ଶନ କରିଥିଲେ। ଏହି ସମୟ ମଧ୍ୟରେ ମକର ଦ୍ୱାରରେ ଉଭୟ ଦଳର ଏମପିଙ୍କ…

ନୀଳ ଶାଢ଼ିରେ ପ୍ରିୟଙ୍କା, ନୀଳ ଟି-ଶର୍ଟରେ ରାହୁଲ ଆସିଲେ ସଂସଦ, ଏହା ପଛରେ ରହିଛି ଏପରି…

ନୂଆଦିଲ୍ଲୀ,୧୯ା୧୨: ଭୀମରାଓ ଆମ୍ବେଦକରଙ୍କ ଉପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ଯୋଗୁ ଦେଶରେ ରାଜନୀତି ଗରମ ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସ ଶାହାଙ୍କ ଇସ୍ତଫା ଦାବି କରୁଛି। ଏ ସମ୍ପର୍କରେ କଂଗ୍ରେସ ଗୁରୁବାର ଶାହା ଏବଂ ଭାଜପା ବିରୋଧରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri