Home Middle

ଧରାପଡ଼ିଲା ପାକିସ୍ତାନର ମିଛ: ଭାରତୀୟ ମହିଳା ପାଇଲଟ ଶିବାନୀ ସିଂଙ୍କୁ ବନ୍ଦୀ ରଖିବା ଖବର ସମ୍ପୂର୍ଣ୍ଣ ଗୁଜବ

ନୂଆଦିଲ୍ଲୀ,୧୦।୫: ଭାରତର ଅପରେଶନ ସିନ୍ଦୁର ପରେ, ପାକିସ୍ତାନୀ ସେନାରେ ଆତଙ୍କ ଖେଳିଯାଇଛି। ଫଳରେ ସେମାନେ ସୀମାରେ ନିରନ୍ତର ଅସ୍ତ୍ରବିରତି ଉଲ୍ଲଂଘନ କରୁଛନ୍ତି। କେବଳ ଏତିକି ନୁହେଁ, ପାକିସ୍ତାନ ସୋସିଆଲ ମିଡିଆରେ ନିରନ୍ତର ମିଥ୍ୟା ପୋଷ୍ଟ କରି ଗୁଜବ ପ୍ରସାର କରିବାକୁ ଚେଷ୍ଟା…

‘ଅପରେଶନ ସିନ୍ଦୂର’ ପୋଷ୍ଟରକୁ ନେଇ ରାଗିଲେ ୟୁଜର୍ସ: କ୍ଷମା ମାଗିଲେ ପ୍ରଯୋଜକ

‘ବର୍ଡର’ ଠାରୁ ‘ଉରି – ଦି ସର୍ଜିକାଲ ଷ୍ଟ୍ରାଇକ’ ପର୍ଯ୍ୟନ୍ତ, ବଲିଉଡ ଦେଶପ୍ରେମ ଉପରେ ଆଧାରିତ ଅନେକ ଫିଲ୍ମ ନିମାଣ କରିଛି, ଯାହା ସୁପରହିଟ୍‌ ହୋଇଛି। ଏହି ଚଳଚ୍ଚିତ୍ରଗୁଡ଼ିକର ସଫଳତା ସେମାନଙ୍କ ସହିତ ଜଡିତ କଳାକାରଙ୍କ ଭାଗ୍ୟ ବଦଳାଇ ଦେଇଛି। ସମ୍ପ୍ରତି…

IPS ଅଫିସରଙ୍କ ଛୁଟି ବାତିଲ କଲେ ସରକାର, କେହି ଯଦି ଛୁଟିରେ ଥିବେ ତେବେ…

ଭୁବନେଶ୍ୱର,୧୦ା୫: ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର। ଏନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି। କୌଣସି IPS ଅଫିସର ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏଥିସହିତ ଛୁଟିଲେ ଥିଲେ ତୁରନ୍ତ ଆସି…

ପାକିସ୍ତାନ ଗୁଳିରେ ଟଳିପଡ଼ିଲେ ସରକାରୀ ଅଧିକାରୀ: ମୁଖ୍ୟମନ୍ତ୍ରୀ କହିଲେ, ମୋ ପାଖରେ ଶବ୍ଦ ନାହିଁ…

ଶ୍ରୀନଗର,୧୦।୫: ଜମ୍ମୁ-କଶ୍ମୀରର ରାଜୌରୀରେ ପାକିସ୍ତାନ ପକ୍ଷରୁ ହୋଇଥିବା ଗୁଳିମାଡ଼ରେ ଜଣେ ସରକାରୀ ଅଧିକାରୀଙ୍କ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ସୂଚନା ଦେଇଛନ୍ତି। ଅବଦୁଲ୍ଲା ଅଧିକାରୀଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଏକ୍ସରେ ଏକ ପୋଷ୍ଟ ଲେଖିଛନ୍ତି।…

ଆମେ ଯୁଦ୍ଧର ଦ୍ୱାରଦେଶରେ ଅଛୁ, ସବୁର ହିସାବ ନେବୁ: ପୁଣି ଭାରତକୁ ଉସୁକାଇଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ

ଇସଲାମାବାଦ୍‌,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଏକ ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଛନ୍ତି। ପ୍‌ଏକ ସାକ୍ଷାତକାରରେ ସେ କହିଛନ୍ତି, ଗତ ଚାରି ଦିନ ମଧ୍ୟରେ ଭାରତ ଦ୍ୱାରା ନିଆଯାଇଥିବା ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ…

ସବୁ ଜିଲାପାଳ, ଆର୍‌ଡିସିଙ୍କ ଛୁଟି ବାତିଲ କଲେ ସରକାର

ଭୁବନେଶ୍ୱର,୧୦ା୫: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ରାଜ୍ୟ ସରକାର ସମସ୍ତ ଜିଲାପାଳ ଏବଂ ଆର୍‌ଡିସିଙ୍କ ଛୁଟି ବାତିଲ କରିଛନ୍ତି। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଚିଠି କରାଯାଇଛି। ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ…

ଆଶଙ୍କାରେ ସୀମାନ୍ତବାସୀ: ଆକାଶରେ ଉଡ଼ୁଛି ସନ୍ଦିଗ୍ଧ ଡ୍ରୋନ୍‌

ନୂଆଦିଲ୍ଲୀ/ଶ୍ରୀନଗର/ଚଣ୍ଡିଗଡ଼,୧୦ା୫:ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚତ୍ଥିବାବେଳେ ଗୁରୁବାର ରାତିରେ ଶ୍ରୀନଗରଠାରୁ ଚଣ୍ଡିଗଡ଼ ଏବଂ ଭୁଜ୍‌ ପର୍ଯ୍ୟନ୍ତ ୧୫ ସୀମାନ୍ତ ସହରରେ ବ୍ଲାକ୍‌ଆଉଟ୍‌ କରାଯାଇଥିଲା। ପଶ୍ଚିମ ଏବଂ ଉତ୍ତର ଫ୍ରଣ୍ଟିୟରରେ ଥିବା ଭାରତୀୟ ସେନା ଘାଟିଗୁଡ଼ିକୁ ଟାର୍ଗେଟକରି ପାକିସ୍ତାନ ଛାଡ଼ିଥିବା ଡ୍ରୋନ୍‌ ଏବଂ…

ଏପଟେ ଯୁଦ୍ଧ ପରିସ୍ଥିତିକୁ ସେପଟେ ଭୂକମ୍ପ: ଭୟରେ ଥରହର ପାକିସ୍ତାନ

ଇସଲାମାବାଦ,୧୦ା୫: ଯୁଦ୍ଧ ପରିସ୍ଥିତି ଭିତରେ ଥରିଲା ପାକିସ୍ତାନ। ପାକିସ୍ତାନରେ ଶନିବାର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୦ ଥିଲା। EQ of M: 4.0, On: 10/05/2025 01:44:17 IST, Lat: 29.67 N, Long:…

ପାକିସ୍ତାନର ୪ ଏୟାରବେସ୍‌କୁ ଧ୍ୱଂସ କଲା ଭାରତ: ଚାରିଆଡେ ଖେଳିଗଲା ହଇଚଇ

ନୂଆଦିଲ୍ଲୀ,୧୦।୫: ଭାରତର ଆକ୍ରମଣାତ୍ମକ ମନୋଭାବ ପାକିସ୍ତାନରେ ଆତଙ୍କ ସୃଷ୍ଟି କରିଛି। ସୂତ୍ର ଅନୁସାରେ, ଭାରତ ପାକିସ୍ତାନରେ ଥିବା ଅତି କମରେ ୪ଟି ଏୟାରବେସ୍‌ ଉପରେ ଆକ୍ରମଣ କରିଛି। ରାୱଲପିଣ୍ଡିରେ ନୁର ଖାନ ଏୟାରବେସ୍‌, ସୋରକୋଟର ରଫିକି ଏୟାରବେସ୍‌, ଚକୱାଲରେ ମୁରିଦ ଏୟାରବେସ…

ଶ୍ରୀନଗର ଆକାଶରେ ଯୁଦ୍ଧ ପରିସ୍ଥିତି: ପାକିସ୍ତାନ ପକ୍ଷରୁ ଘନ ଘନ ମିଶାଇଲ୍‌ ମାଡ଼

ନୂଆଦିଲ୍ଲୀ,୧୦।୫:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନ ଦ୍ୱାରା ବାରମ୍ବାର ବାୟୁସୀମା ଉଲ୍ଲଂଘନ କରାଯାଉଛି। ଏହି ସମୟରେ, ଶ୍ରୀନଗର ଆକାଶରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଭାରତୀୟ ସେନା ପୃଷ୍ଠରୁ ଆକାଶ ମିଶାଇଲ୍‌…

ଭାରତର ୨୬ସହର ଉପରେ ଆଟାକ୍‌ କଲା ପାକିସ୍ତାନ, ସେନାର ମୁହଁତୋଡ ଜବାବ

ନୂଆଦିଲ୍ଲୀ,୧୦।୫: ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା (LoC) ନିକଟରେ ହଠାତ ବହୁ ସଂଖ୍ୟକ ଡ୍ରୋନ ଦେଖାଯାଇଛି। ପାକିସ୍ତାନ ଡ୍ରୋନ ମାଧ୍ୟମରେ ଲଗାତାର ଭାରତର ବାୟୁସୀମା ଉଲ୍ଲଂଘନ କରୁଛି। ଭାରତ-ପାକିସ୍ତାନ ସୀମାରେ ବାରାମୁଲ୍ଲାରୁ ଭୁଜ ପର୍ଯ୍ୟନ୍ତ ୨୬ରୁ ଅଧିକ ସ୍ଥାନରେ…

ବଡ଼ ଖବର: ଭାରତ ସହ ଯୁଦ୍ଧ ଘୋଷଣା କଲା ପାକିସ୍ତାନ ସେନା, ସରକାର ବି…

ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଏବେ ପାକିସ୍ତାନ ସେନା ସିଧାସଳଖ ଯୁଦ୍ଧ ଘୋଷଣା କରିଛି। ଅଲ ଜାଜିରା ଅନୁଯାୟୀ, ପାକିସ୍ତାନୀ ସେନା କହିଛି ଯେ ‘ଆମେ ଭାରତ ସହିତ ଯୁଦ୍ଧ ସ୍ଥିତିରେ ଅଛୁ।’ ଏହି ବୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?