Home Middle

ଓଡ଼ିଶା ଆସିଥିଲେ ପାକିସ୍ତାନୀ ଗୁପ୍ତଚର: ଏବେ ଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲାଣି ଡ୍ରୋନ୍‌

ଭୁବନେଶ୍ୱର,୧୯।୫: ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ ।ସୋମବାର ଅପରାହ୍ନ ୫ଟା ୧୫ରୁ ୫ଟା ୩୦ ପର୍ଯ୍ୟନ୍ତ ଏହି ଡ୍ରୋନ୍‌ ଉଡ଼ିଥିବା ଦେଖିବାକୁ ମିଳିଛି।ଡ୍ରୋନ ଉଡ଼ିବା ନେଇ ଡିଜିପିଙ୍କ ପୂର୍ବରୁ କଟକଣା ରହିଥିଲା । ଏହା ସତ୍ତ୍ବେ ମଧ୍ୟ ଉଡ଼ିଛି…

ଭାରତ ଏକ ଧର୍ମଶାଳା ନୁହେଁ: ଶ୍ରୀଲଙ୍କା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୫: ସୁପ୍ରିମକୋର୍ଟ ସୋମବାର ଜଣେ ଶ୍ରୀଲଙ୍କା ନାଗରିକଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି, ଯିଏ ଜେଲ ଦଣ୍ଡ ଭୋଗ କରିବା ପରେ ପ୍ରତ୍ୟାର୍ପଣକୁ ଚ୍ୟାଲେଞ୍ଜ କରିଥିଲେ। କୋର୍ଟ କହିଛନ୍ତି ଯେ ଭାରତ ଏକ ଧର୍ମଶାଳା…

କଳାହାଣ୍ଡିଆ କାଳବୈଶାଖୀ ତାଣ୍ଡବ, କଟକରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୯।୫: ପ୍ରବଳ ଖରା ସାଙ୍ଗକୁ କଲବଲ କରୁଛି ଗୁଳୁଗୁଳି। ଏହା ସହ କେତେକ ଜିଲାକୁ କାଳବୈଶାଖୀ ସତର୍କତା ଜାରି କରାଯାଇଛି। ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ୮ ଜିଲାକୁ ଅରେଞ୍ଜ ଆଲର୍ଟ କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶର, ଭଦ୍ରକକୁ ସତର୍କତା କରାଯାଇଥିବା…

ଶାହାଙ୍କ କ୍ଷମା ପ୍ରାର୍ଥନା ଖାରଜ: ସୁପ୍ରିମକୋର୍ଟ କହିଲେ, ଏସବୁ କୁମ୍ଭୀର କାନ୍ଦଣା

ନୂଆଦିଲ୍ଲୀ,୧୯।୫: କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ଉପରେ ବିବାଦୀୟ ବୟାନ ଦେଇଥିବା ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହାଙ୍କ କ୍ଷମା ପ୍ରାର୍ଥନାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଶାହାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏକ SIT ଗଠନ କରିବାକୁ ନିର୍ଦ୍ଦେଶ…

Video: ପହଲଗାମରେ ଆକ୍ରମଣ କରିଥିଲେ ପାକିସ୍ତାନ ସେନାର ଦୁଇ ପ୍ରଶିକ୍ଷିତ କମାଣ୍ଡୋ: ପାକିସ୍ତାନୀ ସାମ୍ବାଦିକଙ୍କ ବିସ୍ଫୋରକ ଖୁଲାସା

ନୂଆଦିଲ୍ଲୀ,୧୯।୫: ବରିଷ୍ଠ ପାକିସ୍ତାନୀ ସାମ୍ବାଦିକ ଆଫତାବ ଇକବାଲ ଖୁଲାସା କରିଛନ୍ତି ଯେ ନିକଟରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସାମିଲ ଚାରି ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇଜଣ କେବଳ ପାକିସ୍ତାନୀ ନାଗରିକ ନଥିଲେ କି ଲସ୍କର-ଏ-ତୋଇବା ସହ ସମ୍ପର୍କ ରଖୁଥିଲେ, ବରଂ ପାକିସ୍ତାନ ସେନାର…

ସୁଗାର ବୋର୍ଡ

ଜଳବାୟୁ ପରିବର୍ତ୍ତନଜନିତ ଋତୁଚକ୍ରରେ ଅସ୍ବାଭାବିକତା ଯୋଗୁ ମଣିଷର ଜୀବନ ଶୈଳୀରେ ବ୍ୟାପକ ପରିବର୍ତ୍ତନ ଦେଖାଦେଉଛି। ଖାଦ୍ୟପାନୀୟ ଗ୍ରହଣରେ ଅସନ୍ତୁଳନତା ରହିଲେ ମଣିଷର ସ୍ବାସ୍ଥ୍ୟ ବିଗିଡ଼ିବା ଥୟ। ତେଣୁ ପୂର୍ବାପେକ୍ଷା ଲୋକମାନେ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେଉଛନ୍ତି। ଉଚ୍ଚ ରକ୍ତଚାପ, ମଧୁମେହ…

ଏହି ମାରାତ୍ମକ ରୋଗ ସହ ସଂଘର୍ଷ କରୁଛନ୍ତି ବାଇଡେନ

ଓ୍ବାଶିଂଟନ,୧୯ା୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ଏକ ମାରାତ୍ମକ ରୋଗରେ ପୀଡ଼ିତ ଅଛନ୍ତି। ବାଇଡେନଙ୍କୁ ପ୍ରୋଷ୍ଟେଟ୍‌ କ୍ୟାନସର ରୋଗ ହୋଇଛି। ଡାକ୍ତରୀ ପରୀକ୍ଷା ଅନୁସାରେ, ଡାକ୍ତରମାନେ ପ୍ରଥମେ ଏକ ଛୋଟ ଗଣ୍ଠି ବା ଫୁଲା ପାଇଥିଲେ, ଯାହା ପରେ ଏହା…

ଆଉ ଜଣେ ଗୁପ୍ତଚର ଗିରଫ

ଲକ୍ଷ୍ନୌ,୧୯ା୫: ଧରାପଡ଼ିଲେ ଆଉ ଜଣେ ପାକିସ୍ତାନୀ ISI ଗୁପ୍ତଚର। ଉତ୍ତରପ୍ରଦେଶ ରାମପୁରର ବାସିନ୍ଦା ଶେହଜାଦ ଗିରଫ ହୋଇଛନ୍ତି। ତାଙ୍କୁ ମୁରାଦାବାଦରୁ ଉତ୍ତରପ୍ରଦେଶ ଏଟିଏସ୍‌ ଗିରଫ କରିଛି। ଗତ କିଛି ବର୍ଷ ଧରି ପାକିସ୍ତାନ ଯିବା ଆସିବା କୁରଥିଲେ ଶେହଜାଦ। ଆଇଏସ୍‌ଆଇକୁ ସୁରକ୍ଷା…

ଭାରତୀୟ ଆମ୍ବକୁ ଆମେରିକାର ପ୍ରତ୍ୟାଖ୍ୟାନ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୯ା୫: ଆମେରିକା ଭାରତୀୟ ରପ୍ତାନିକାରୀଙ୍କୁ ଝଟ୍‌କା ଦେବା ଭଳି କାର୍ଯ୍ୟ କରିଛି। ଭାରତରୁ ଲସ୍‌ଏଞ୍ଜେଲ୍ସ, ସାନ୍‌ ଫ୍ରାନ୍‌ସିସ୍କୋ ଓ ଆଟଲାଣ୍ଟା ବିମାନବନ୍ଦରରେ ୧୫ କଣ୍ଟେନରରେ ପହଞ୍ଚତ୍ଥିବା ଆମ୍ବକୁ କାଗଜପତ୍ରରେ ତ୍ରୁଟି ଥିବା ଦର୍ଶାଇ ଆମେରିକୀୟ କର୍ତ୍ତୃପକ୍ଷ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏଥିଯୋଗୁ ଭାରତୀୟ…

ବାଂଲାଦେଶର ଅଂଶ ହେଉଛି ଓଡ଼ିଶା? ତୁର୍କୀରେ ହେଉଛି ଷଡ଼ଯନ୍ତ୍ର…

ଢାକା, ୧୮/୫: ତୁର୍କୀ ଦ୍ୱାରା ସମର୍ଥିତ ଏକ ବାଂଲାଦେଶୀ ଇସଲାମିକ ଗୋଷ୍ଠୀ ‘ସଲତାନାତ-ଏ-ବାଂଲା’ ନାମକ ସଂଗଠନ ଏକ ବିଵାଦୀୟ ‘ଗ୍ରେଟର ବାଂଲାଦେଶ’ ମାନଚିତ୍ର ପ୍ରକାଶ କରିଛି, ଯେଉଁଥିରେ ଭାରତର ପୂର୍ବ ଓ ଉତ୍ତର-ପୂର୍ବାଞ୍ଚଳର କେତେକ ରାଜ୍ୟ ଏବଂ ମିଆଁମାରର ଅରାକାନ ରାଜ୍ୟକୁ…

ଜ୍ୟୋତି ମାଲହୋତ୍ରାଙ୍କ ସହ ସାମ୍ନାକୁ ଆସିଲେ ଆଉ ଜଣେ ପାକିସ୍ତାନୀ ଯୁବତୀ, ଭାଇରାଲ ହେଉଛି ଫଟୋ

ଚଣ୍ଡିଗଡ଼,୧୮ା୫: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ହରିୟାଣା ହିସାରର ପ୍ରସିଦ୍ଧ ଭ୍ରମଣକାରୀ YouTuber ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। ‘ଟ୍ରାଭେଲ ଓ୍ବିଥ୍‌ ଜୋ’ ଟ୍ରାଭେଲ ଚ୍ୟାନେଲ ପାଇଁ ପ୍ରସିଦ୍ଧ ଜ୍ୟୋତିଙ୍କର ୩ ଲକ୍ଷ ୭୭,୦୦୦ରୁ ଅଧିକ ସବ୍‌ସ୍କ୍ରାଇବର୍‌ ଅଛନ୍ତି। ପାକିସ୍ତାନ ଯିବା…

ଆଜିର ଦିନରେ ପ୍ରଥମ ପରମାଣୁ ପରୀକ୍ଷା କରିଥିଲା ଭାରତ, ସାହସର ସହ କାର୍ଯ୍ୟ କରିଥିଲେ ଇନ୍ଦିରା, ତିଆରି ପାଇଁ ଲାଗିଥିଲା…

ନୂଆଦିଲ୍ଲୀ,୧୮ା୫: ଆଜି ଭାରତର ପ୍ରଥମ ପରମାଣୁ ପରୀକ୍ଷଣର ୫୧ ତମ ବାର୍ଷିକୀ। ୧୯୭୪ ମେ’ ୧୮ରେ, ଦେଶ ପୋଖରାନରେ ପ୍ରଥମ ପରମାଣୁ ପରୀକ୍ଷଣ କରିଥିଲା। ଏହି ପରମାଣୁ ପରୀକ୍ଷଣ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ କରାଯାଇଥିଲା। ରବିବାର କଂଗ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?