Home Middle

ଭାରତରେ ବୃଦ୍ଧି ପାଉଛି କୋଭିଡ-୧୯ ମାମଲା: ଟୀକାରୁ ମିଳିଥିବା ରୋଗ ପ୍ରତିରୋଧକ ଶକ୍ତିର ହ୍ରାସ କ’ଣ ଚିନ୍ତାର କାରଣ?

ନୂଆଦିଲ୍ଲୀ,୨୧।୫: ଦକ୍ଷିଣ-ପୂର୍ବ ଏସିଆରେ କୋଭିଡ-୧୯ ମାମଲା ବୃଦ୍ଧି ପରେ, ଭାରତରେ ମଧ୍ୟ ଏହି ରୋଗର ନୂଆ ମାମଲା ସାମ୍ନାକୁ ଆସୁଛି, ଯେଉଁଠାରେ କେରଳ, ମହାରାଷ୍ଟ୍ର, ଗୁଜରାଟ ଏବଂ ତାମିଲନାଡୁରୁ ଅଧିକାଂଶ ମାମଲା ରିପୋର୍ଟ ହେଉଛି। ତେବେ, ଅଧିକାଂଶ ମାମଲା ହାଲୁକା ଏବଂ…

ଭାରତରେ UPSC ଟପ୍ପର, ହେଲେ ପ୍ରେମ ପାଇଁ ମାଧୁରୀ ସାଜିଲେ ପାକିସ୍ତାନୀ ଏଜେଣ୍ଟ, ଜ୍ୟୋତିଙ୍କ ପରି…

ନୂଆଦିଲ୍ଲୀ, ୨୧।୫: ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଗୁପ୍ତଚରବୃତ୍ତି ଅଭିଯୋଗରେ ଗିରଫ ହେବା ପରେ ପୁଣି ଥରେ ୨୦୧୦ ମସିହାରେ ଘଟିଥିବା ଏକ ସମାନ ଘଟଣା ଚର୍ଚ୍ଚାକୁ ଆସିଛି। ଏହି ଘଟଣାରେ ଭାରତୀୟ କୂଟନୀତିଜ୍ଞ ମାଧୁରୀ ଗୁପ୍ତା ଜଣେ ପାକିସ୍ତାନୀ ବ୍ୟକ୍ତିଙ୍କ…

ଗୁଗଲ ଆଣିଲା Veo 3: AI ସାହାଯ୍ୟରେ ସୃଷ୍ଟି କରିହେବ ବାସ୍ତବିକ ଅଡିଓ ସହିତ ମଜାଦାର ଭିଡିଓ

ନୂଆଦିଲ୍ଲୀ,୨୧।୫: ଗୁଗଲ ଭିଓ ୩ ଉନ୍ମୋଚନ କରିଛି, ଏକ ଉନ୍ନତ ଏଆଇ-ଚାଳିତ ଭିଡିଓ ସୃଷ୍ଟି ଉପକରଣ ଯାହା କେବଳ ଦୃଶ୍ୟ ସୃଷ୍ଟି କରୁନାହିଁ ବରଂ ଅଡିଓକୁ ନିରବଚ୍ଛିନ୍ନ ଭାବେ ସଂଯୋଜନ କରୁଛି। ଓପନଏଆଇ’ର ସୋରା ପରି ପ୍ରତିଦ୍ୱନ୍ଦୀ ପ୍ଲାଟଫର୍ମଗୁଡ଼ିକ ତୁଳନାରେ, ଭିଓ…

“ଭିନ୍ନ ବିଚାରଧାରା ପାଇଁ ବ୍ୟକ୍ତିଙ୍କୁ ଜେଲରେ ରଖି ହେବ ନାହିଁ”: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧।୫: ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)ର ପୂର୍ବତନ ମହାସଚିବ ଅବଦୁଲ ସାଥାରଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ବିରୋଦ୍ଧରେ ୨୦୨୨ ରେ କେରଳର ପାଲାକ୍କାଡ଼ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଗ (ଆରଏସଏସ)ର ଜଣେ କର୍ମୀ ଶ୍ରୀନିବାସନଙ୍କ ହତ୍ୟା ସହ…

ପ୍ରକାଶ ପାଇଲା +୨ ରେଜଲ୍ଟ, ଜାଣନ୍ତୁ କେମିତି କରିବେ ଚେକ୍‌

ଭୁବନେଶ୍ୱର,୨୧ା୫:ବୁଧବାର ଅପରାହ୍ନରେ ପ୍ରକାଶ ପାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ରେଜଲ୍ଟ। ଏକା ସାଙ୍ଗରେ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି। CHSE କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା…

ମାତୃତ୍ୱ ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ ସ୍ଥିର କଲେ ସରକାର, ଏତିକି ଦିନ ପର୍ଯ୍ୟନ୍ତ ମିଳିବ…

ଭୁବନେଶ୍ୱର,୨୧ା୫: ଜଣେ ମହିଳା ସରକାରୀ କର୍ମଚାରୀ ଦୁଇଟିରୁ କମ୍‌ ଜୀବିତ ପିଲାଙ୍କ ପାଇଁ ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି। କିନ୍ତୁ ମାତୃ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ କିଛିଟା ଦ୍ୱନ୍ଦ୍ବ…

ସତ ମାନିଗଲେ ଜ୍ୟୋତି! ପହଲଗାମ ଆଟାକ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୧।୫: ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ନେଇ ସାଂଘାତିକ ଖବର ସାମ୍ନାକୁ ଆସିଛି। ସେ ପହଲଗାମ ଆଟାକ୍‌ ପୂର୍ବରୁ ପାକିସ୍ତାନୀ ଅଧିକାରୀଙ୍କ ସହ ଲିଙ୍କ୍‌ରେ ଥିବା ସ୍ବୀକାର କରିଛନ୍ତି। ଏଥିସହ ପହଲଗାମ ଆଟାକ୍‌ ପୂର୍ବରୁ ପାକିସ୍ତାନ ସହ ମିଶି କି କି ପ୍ଲାନ…

ପଞ୍ଚାୟତ ଉପନିର୍ବାଚନ ପାଇଁ ତାରିଖ ଘୋଷଣା: ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ହେବ ଉପନିର୍ବାଚନ

ଭୁବନେଶ୍ୱର,୨୧।୫: ପଞ୍ଚାୟତ ଉପନିର୍ବାଚନ ପାଇଁ ବୁଧବାର ନିର୍ବାଚନ କମିଶନ ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ୪୩ ପଞ୍ଚାୟତ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ହେବ ଉପନିର୍ବାଚନ ହେବ। ଜୁନ ୨୪ରେ ଭୋଟ ଗଣତି ହୋଇ…

ସହରୀ ବନ୍ୟା

କର୍ନାଟକରେ ୧୮ ମେ’ରୁ ହୋଇଥିବା ପ୍ରବଳ ବର୍ଷାରେ ୫ ଜଣଙ୍କ ମୃତ୍ୟୁ ଘଟିଲାଣି। ଏହାର ରାଜଧାନୀ ବେଙ୍ଗାଲୁରୁରେ ଜଣେ ନାବାଳକଙ୍କ ସମେତ ୩ ଜଣ ସହରୀ ବନ୍ୟାରେ ପ୍ରାଣ ହରାଇଲେଣି। ସହରୀ ବନ୍ୟା ନାମକରଣର ଯଥାର୍ଥତା ହେଲା ଯେ, ଅଚାନକ ହେଉଥିବା…

ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ପଡ଼ିଛି ରକ୍ତ ଛିଟା, ପୋଲିସର ଛାନଭିନ୍‌

ଭୁବନେଶ୍ୱର, ୨୦।୫: ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଘଟଣାରେ ଗୁରୁତର ଆହତ ଯୁବକଙ୍କୁ ମଞ୍ଚେଶ୍ବର ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ସୂଚନା ଅନୁସାରେ,…

“ହିନ୍ଦୁମାନଙ୍କୁ କରାଯାଇଥିଲା ଟାର୍ଗେଟ, ମୁର୍ଶିଦାବାଦ ହିଂସା ପଛରେ ଟିଏମସି ନେତାଙ୍କ ହାତ”: ଆସିଲା ରିପୋର୍ଟ

କୋଲକାତା,୨୦।୫: ଗତ ମାସରେ ମୁର୍ଶିଦାବାଦରେ ସଂଘଟିତ ହିଂସାରେ ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସର ଜଣେ ନେତା ସାମିଲ ଥିଲେ ବୋଲି କୋଲକାତା ହାଇକୋର୍ଟ ଦ୍ୱାରା ଗଠିତ ତଦନ୍ତ କମିଟିର ରିପୋର୍ଟରେ ଦାବି କରାଯାଇଛି। ଓ୍ଵାକଫ୍ ସଂଶୋଧନ ବିଲ୍ ପାସ ସମୟରେ ଘଟିଥିବା…

ଆସନ୍ତାକାଲି ପ୍ରକାଶ ପାଇବ +୨ ପରୀକ୍ଷା ଫଳ, ଜାଣନ୍ତୁ କିପରି ଜାଣିବେ

ଭୁବନେଶ୍ୱର,୨୦।୫: ଓଡ଼ିଶା ଯୁକ୍ତ ୨ ପରୀକ୍ଷା ଫଳ ଆସନ୍ତାକାଲି ଅର୍ଥାତ୍ ମେ ୨୧, ୨୦୨୫ରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଏକାସହ କଳା, ବାଣିଜ୍ୟ, ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?