IND vs ENG: ଆଜି ବାରବାଟୀ ଲଢ଼େଇ
ଭୁବନେଶ୍ୱର, ୯।୨ (ତପନ ସ୍ବାଇଁ): ବାରବାଟୀ ପ୍ରସ୍ତୁତ। ଏହି ଐତିହାସିକ ଷ୍ଟାଡିୟମରେ ରବିବାର ହେବ ଭାରତ-ଇଂଲଣ୍ଡ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍। ଚଳିତ ସିରିଜର ଏହା ହେବ ଦ୍ୱିତୀୟ ଏକଦିବସୀୟ। ଏଥିପାଇଁ ନୂଆ ରୂପରେ ସଜେଇ ହୋଇଛି ବାରବାଟୀ। ନାଗପୁରରେ ଅନୁଷ୍ଠିତ ପ୍ରଥମ…
After 27: ୨୭ ବର୍ଷ ପରେ ଭାଜପା ଦଖଲରେ ଦିଲ୍ଲୀ
ନୂଆଦିଲ୍ଲୀ,୯।୨(ପି.ଟି.): ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ଭାରତୀୟ ଜନତା ପାର୍ଟି (ଭାଜପା) ଦିଲ୍ଲୀ ଦଖଲ କରିଛି। ୧୨ ବର୍ଷ ପରେ ଦିଲ୍ଲୀ ଜନସାଧାରଣ ଆମ୍ ଆଦ୍ମୀ ପାର୍ଟି (ଆପ୍)କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ…
କିଏ ହେବ ଦିଲ୍ଲୀର ଆଗାମୀ ମୁଖ୍ୟମନ୍ତ୍ରୀ? CM ରେସ୍ରେ BJPର ଏହି ୫ ନେତା ଆଗରେ…
ନୂଆଦିଲ୍ଲୀ,୮।୨: ଦୀର୍ଘ ୨୭ ବର୍ଷର ପ୍ରତୀକ୍ଷା ପରେ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି (ଭାଜପା) କ୍ଷମତାକୁ ଫେରିଛି । ୨୦୨୫ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଛି। ଦିଲ୍ଲୀରେ ଭାଜପା କ୍ଷମତାକୁ ଫେରିଛି। କିନ୍ତୁ ନିର୍ବାଚନ…
ବଦଳିଲା ରାଜନୈତିକ ମାନଚିତ୍ର: ପ୍ରଥମ ଥର ପାଇଁ ୨୧ ରାଜ୍ୟରେ ଗେରୁଆ, ୯୨ କୋଟି ଲୋକଙ୍କ ଉପରେ ଏନ୍ଡିଏର ଶାସନ
ନୂଆଦିଲ୍ଲୀ,୮।୨: ଦିଲ୍ଲୀରେ ବିଜୟ ପରେ, ଦେଶର ରାଜନୈତିକ ମାନଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ଏବେ ଦେଶର ୧୯ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ NDA ସରକାର ଅଛି। ୨୧ଟି ରାଜ୍ୟ ମଧ୍ୟରୁ ୬ଟିରେ NDA ସହଯୋଗୀ ଦଳ ମୁଖ୍ୟ ଭୂମିକାରେ…
ଯିଏ ଲୁଟ୍ କରିଛି ତାକୁ ଫେରାଇବାକୁ ପଡିବ, ପ୍ରଥମ ଅଧିବେଶନରେ CAG ରିପୋର୍ଟ ଉପସ୍ଥାପିତ ହେବ: ମୋଦି
ନୂଆଦିଲ୍ଲୀ,୮।୨: ଭାଜପା ମୁଖ୍ୟାଳୟରେ ଶନିବାର ଦିଲ୍ଲୀର ବିଜୟ ଉତ୍ସବ ଆଳନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଉଦ୍ବୋଧନରେ ପ୍ରଧାନମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ଯିଏ ଲୁଟ କରିଛି ତାକୁ ଫେରାଇବାକୁ ପଡିବ, ଦିଲ୍ଲୀରେ ଭାଜପା ସରକାରର ପ୍ରଥମ…
ଶର୍ଟକଟ୍ ରାଜନୀତିକୁ ଶର୍ଟ ସର୍କିଟ କରିଦେଲେ ଦିଲ୍ଲୀବାସୀ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୮।୨: ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ଭାରତୀୟ ଜନତା ପାର୍ଟି(ଭାଜପା) ଦିଲ୍ଲୀରେ କ୍ଷମତା ଦଖଲ କରିଛି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଥିବା ବେଳେ ଭାଜପା ୪୮ ଆସନରେ ବିଜୟୀ ହୋଇଥିବା ବେଳେ…
ମୋଦି ଦେବେ ସରପ୍ରାଇଜ୍ CM, ଏପଟେ ବିରୋଧୀ ଦଳ ନେତା ହେବେ…
ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ର୍ନିବାଚନ ଫଳାଫଳରେ ଏକ ବଡ଼ ପରିବର୍ତ୍ତନ ଆସିଛି। ପ୍ରାୟ ଏକ ଦଶନ୍ଧି ଧରି ଦିଲ୍ଲୀରେ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି ର୍ନିବାଚନରେ ଶୋଚନୀୟ ଭାବେ ପରାଜିତ ହୋଇଛି। ସେହି ସମୟରେ, ଭାରତୀୟ ଜନତା ପାର୍ଟିର ୨୭ବର୍ଷର…
ପୂର୍ବ ବିଧାୟକ ଭାବେ କେଜରିଓ୍ବାଲଙ୍କୁ ଏବେ କେତେ ମିଳିବ Pension, ଜାଣନ୍ତୁ କ’ଣ ରହିଛି ନିୟମ
ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ର୍ନିବାଚନର ଫଳାଫଳ ପ୍ରକାଶ ପାଇଛି। ଏଥର ଦିଲ୍ଲୀ ବିଧାନସଭା ର୍ନିବାଚନରେ ଭାଜପାର ବମ୍ପର ବିଜୟ ଦେଖିବାକୁ ମିଳିଛି। ପ୍ରାୟ ୨୬ ବର୍ଷ ପରେ, ଏବେ ଦିଲ୍ଲୀରେ ଭାଜପା ସରକାର ଗଠନ ହେବାକୁ ଯାଉଛି। ଏଥର ଦିଲ୍ଲୀରେ ବଡ଼…
ଦିଲ୍ଲୀରେ BJP ର ବମ୍ପର ବିଜୟ ପରେ ମୋଦି କଲେ ବଡ଼ ଘୋଷଣା, ଦିଲ୍ଲୀରେ ହଇଚଇ
ନୂଆଦିଲ୍ଲୀ,୮।୨: ଦିଲ୍ଲୀ ର୍ନିବାଚନ ଫଳାଫଳ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ମୋଦି କହିଛନ୍ତି ଯେ ଦିଲ୍ଲୀର ସର୍ବାଙ୍ଗୀନ ବିକାଶ ଏବଂ ଏଠାକାର ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଆମେ କୌଣସି କସରତ ଛାଡ଼ିବୁ ନାହିଁ,…
ହାରିଗଲେ AAP ମୁଖିଆ, ପୁଣି ତିହାର ଜେଲ୍ ଠିକଣା!
ନୂଆଦିଲ୍ଲୀ,୮।୨: ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ର୍ନିବାଚନର ଫଳାଫଳର ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ଏହି ର୍ନିବାଚନ ଫଳାଫଳରେ, ଭାରତୀୟ ଜନତା ପାର୍ଟି ପ୍ରାୟ ବହୁମତ ସଂଖ୍ୟା ଅତିକ୍ରମ କରିସାରିଛି। ସରକାର ଗଠନ କରିବା ନେଇ ଆତ୍ମବିଶ୍ୱାସୀ BJP ର…
ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା: ଜାଣନ୍ତୁ ଘରେ ବସି କେମିତି କରିବେ ଚେକ୍
ଯାଜପୁର,୮।୨: ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା ।ସୁଭଦ୍ରା ଯୋଜନାରେ ଶନିବାର ୧୮ ଲକ୍ଷ ମହିଳାଙ୍କୁ ଏହି ଟଙ୍କା ଦିଆଯାଇଛି। ଯାଜପୁରରେ ଆଯୋଜିତ କାର୍ଯ୍ୟକ୍ରମରେ ସୁଭଦ୍ରାର ଯୋଜନା ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯାଇଛି। ବ୍ୟାସନଗରର ଚାନ୍ଦମା ପଡ଼ିଆରେ…
ଦିଲ୍ଲୀରେ ବଡ଼ ବିଜୟ: ଜିତିଲେ ଆତିଶୀ
ନୂଆଦିଲ୍ଲୀ,୮।୨: AAP ପାଇଁ ଖୁସି ଖବର। ବଡ଼ ବିଜୟ ହାସଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମର୍ଲେନା। କାଲକାଜୀ ଆସନରୁ ଜିତିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ Atishi Marlena। ଭାଜପାର ରମେଶ ବିଧୁରୀଙ୍କୁ ୩୫୦୦ ଭୋଟରେ ପରାସ୍ତ କଲେ ଆତିଶୀ। ପରାଜିତ ହୋଇଛନ୍ତି…
Archives


