BMC କମିଶନରଙ୍କୁ ଘେରିଗଲେ ଲୋକେ, ପରେ…
ଭୁବନେଶ୍ୱର,୪।୭: ଭୁବନେଶ୍ବରର ବଡ଼ଗଡ଼ ଓ ଲକ୍ଷ୍ମୀସାଗରରେ BMC କମିଶନରଙ୍କୁ ଲୋକେ ଘେରିଛନ୍ତି। BMC କମିଶନର ରାଜେଶ ପ୍ରଭାକର ପାଟିଲ ବର୍ଷା ଜଳ ନିଷ୍କାସନ ସମସ୍ୟାର ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ଲୋକେ ତାଙ୍କୁ ବିରୋଧ କରି ଘେରିଛନ୍ତି। ଲକ୍ଷ୍ମୀସାଗର ଡ୍ରେନ ନଂ-୬…
ଆଦାନୀ ଇସ୍କନ ରଥଯାତ୍ରା
ଭୁବନେଶ୍ୱର,୪।୭(ସୁନିତ୍ ମିଶ୍ର): ଚଳିତ ରଥଯାତ୍ରାରେ କେତେକ ନୂଆ ଘଟଣାକୁ ନେଇ ସାଧାରଣରେ ନାନା ପ୍ରକାର ଚର୍ଚ୍ଚା ଜୋର୍ ଧରିଛି। ଯେପରିକି ଭୁବନେଶ୍ୱରଠାରୁ ଆରମ୍ଭକରି ପୁରୀ ପର୍ଯ୍ୟନ୍ତ ଥିବା ରାସ୍ତାର ଉଭୟ ପାର୍ଶ୍ୱ ଆଦାନୀ କମ୍ପାନୀ ପକ୍ଷରୁ ବିଜ୍ଞାପନରେ ଛାଇ କରିଦିଆଯାଇଛି। କେବଳ…
ପ୍ରାଇମାଫେସି ପ୍ରମାଣ ଆଧାରରେ ଗିରଫ ହେଲେ ଜଗନ୍ନାଥ, ଜାଣନ୍ତୁ ଏହା କ’ଣ ?
ଭୁବନେଶ୍ୱର,୪।୭: ୩୦ ତାରିଖରେ ହୋଇଥିବା ସଂଘବଦ୍ଧ ଆକ୍ରମଣ ମାମଲାରେ ପୂର୍ବରୁ ୫ ଜଣ ଗିରଫ ହୋଇଥିବାବେଳେ ଏବେ ଗିରଫଦାରି ସଂଖ୍ୟା ୬ରେ ପହଞ୍ଚିଥିବା ଡିସିପି ଜଗମୋହନ ମୀନା କହିଛନ୍ତି। ଏଫ୍ଆଇଆର୍କୁ ନେଇ ଜଗନ୍ନାଥଙ୍କ ବିରୋଧରେ ଅଭିଯୋଗ ରହିଛି। ଏଥିସହ ଗିରଫ ଅନ୍ୟ…
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା, ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୪।୭: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକ ସମେତ ରାଜ୍ୟର ଦୁଇଟି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଅଞ୍ଚଳଗୁଡ଼ିକରେ ବିଜୁଳି…
ବାହୁଡ଼ା ଯାତ୍ରା ପୂର୍ବରୁ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ,୪।୭: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ନିର୍ଦେଶ ଅନୁଯାୟୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ପୂର୍ବ ପ୍ରସ୍ତୁତି ଏବଂ ନୀତିକାନ୍ତିର ବହୁଳତାକୁ ଦୃଷ୍ଟିରେ ରଖି ଶୁକ୍ରବାର, ଅର୍ଥାତ୍ “ସନ୍ଧ୍ୟା ଦର୍ଶନ” ଦିନ ସନ୍ଧ୍ୟା ୬ ଘଟିକା ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର…
ଝାରପଡ଼ା ଜେଲରେ ରାତି କାଟିଲେ ଜଗନ୍ନାଥ ପ୍ରଧାନ: ଜାଣନ୍ତୁ ଜାମିନ ମିଳିବ ନା ନାହିଁ
ଭୁବନେଶ୍ୱର,୪।୭: ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କୁ ଭୁବନେଶ୍ୱରର ଝାରପଡ଼ା ଜେଲରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଭୁବନେଶ୍ୱର ମହାନଗର ନିଗମ (BMC) ଅତିରିକ୍ତ କମିଶନରଙ୍କ ଉପରେ ଆକ୍ରମଣ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଗତକାଲି ରାତିରେ ସେ…
ଡି. ଗୁକେଶ ଲଗାତାର ପଞ୍ଚମଥର ପାଇଁ ମାଗନସ୍ କାର୍ଲସେନଙ୍କୁ ହରାଇଲେ, କଲେ ବଡ ରେକର୍ଡ
ନୂଆଦିଲ୍ଲୀ,୪।୭: ଭାରତୀୟ ଚେସ୍ ବିଶ୍ୱ ଚାମ୍ପିଅନ୍ ଡି. ଗୁକେଶ କ୍ରୋଏସିଆର ଜାଗ୍ରେବରେ ଚାଲିଥିବା ଗ୍ରାଣ୍ଡ ଚେସ୍ ଟୁର୍ର ସୁପରଇଉନାଇଟେଡ୍ ରାପିଡ୍ ଓ ବ୍ଲିଟ୍ଜ ଟୁର୍ଣ୍ଣାମେଣ୍ଟରେ ବିଶ୍ୱର ନମ୍ବର ଓଲ୍ ଖେଳାଳି ମାଗନସ୍ କାର୍ଲସେନଙ୍କୁ ପୁଣିଥରେ ପରାସ୍ତ କରି ଚମକ ସୃଷ୍ଟି କରିଛନ୍ତି।…
ଭାଜପା ନେତା ଜଗନ୍ନାଥ ପ୍ରଧାନ ଜେଲ ଗଲେ
ଭୁବନେଶ୍ୱର,୩।୭: ବିଏମ୍ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କୁ ପୋଲିସ ଗିରଫ କରିଛି। ଗୁରୁବାର ରାତିରେ ଡିସିପି କାର୍ଯ୍ୟାଳୟରେ ହାଜର ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ଜଗନ୍ନାଥଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା…
କାହିଁକି ଆତ୍ମସମର୍ପଣ କଲେ ଜଗନ୍ନାଥ ପ୍ରଧାନ: କହିଲେ ରହିଛି ଭାଜପା ସଭାପତି, ମୁଖ୍ୟମନ୍ତ୍ରୀଙ୍କ ହାତ
ଭୁବନେଶ୍ୱର,୩ା୭: ଭୁବନେଶ୍ୱର ମୁନିସିପାଲ କର୍ପୋରେସନ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ମାମଲାରେ ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଇଛି। ଗୁରୁବାର ରାତିରେ ଡିସିପି କାର୍ଯ୍ୟାଳୟରେ ହାଜର ହେବା ପରେ ତାଙ୍କୁ ଗିରଫ କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା…
ଜଗନ୍ନାଥ ପ୍ରଧାନ ଗିରଫ: ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ମାମଲାରେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୩ା୭: ଭୁବନେଶ୍ୱର ମୁନିସିପାଲ କର୍ପୋରେସନ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କୁ ପୋଲିସ ଗିରଫ କରିଛି। ଗୁରୁବାର ରାତିରେ ଡିସିପି କାର୍ଯ୍ୟାଳୟରେ ହାଜର ହେବା ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଏହି…
ଶୁଭମନ ଗିଲ୍ ପ୍ରଥମ ଏସୀୟ ଅଧିନାୟକ ଭାବେ ଇଂଲଣ୍ଡରେ ହାସଲ କଲେ ଟେଷ୍ଟ ଦ୍ୱିଶତକ
ଏଜବାଷ୍ଟନ,୩।୭: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଶୁଭମାନ ଗିଲ୍ ଇଂଲଣ୍ଡରେ ଏକ ଐତିହାସିକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ପ୍ରଥମ ଏସୀୟ ଅଧିନାୟକ ଭାବେ SENA (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ) ଦେଶରେ ଟେଷ୍ଟ ଦ୍ୱିଶତକ ହାସଲ କରିଛନ୍ତି।…
ଗଡ଼ିଲା ଆଉ ଏକ ମୁଣ୍ଡ! ବିବାହର ୪୫ ଦିନ ମଧ୍ୟରେ ସ୍ୱାମୀଙ୍କ ହତ୍ୟା କଲା ସ୍ତ୍ରୀ, ମାମୁଁଙ୍କୁ ବିବାହ ପାଇଁ ରଚିଲା ଷଡ଼ଯନ୍ତ୍ର
ନୂଆଦିଲ୍ଲୀ,୩।୭: ବିହାରର ଔରଙ୍ଗାବାଦ ଜିଲାରେ ଏକ ହୃଦୟବିଦାରକ ଘଟଣାରେ, ବିବାହର ମାତ୍ର ୪୫ ଦିନ ମଧ୍ୟରେ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ମେଘାଳୟରେ ଘଟିଥିବା ହନିମୁନ ହତ୍ୟାକାଣ୍ଡକୁ ମନେ ପକାଇ…

