ରାଞ୍ଚିରେ ଅମିତ ଶାହଙ୍କ ଉପସ୍ଥିତିରେ ଏକାଠି ବସିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମମତା…
ରାଞ୍ଚି,୧୦।୭: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଆଜି ୨୭ତମ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ ଅନୁଷ୍ଠିତ ହେଉଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ଏହା ସହିତ…
ତୃତୀୟ ଦିନରେ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: ପେଟ୍ରୋଲ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଠପ୍
ଭୁବନେଶ୍ୱର,୧୦।୭: ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଥିବା ବେଳେ ରାଜ୍ୟରେ ପେଟ୍ରୋଲ, ଡିଜେଲ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ପ୍ରାୟତଃ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ଏହି ଧର୍ମଘଟ ଯୋଗୁଁ ରାଜ୍ୟର ଅନେକ ପେଟ୍ରୋଲ ପମ୍ପରେ ତୈଳ…
ଆଜିଠାରୁ ଓଡ଼ିଶାରେ ପେଟ୍ରୋଲ ସଙ୍କଟ ଆଶଙ୍କା: ଡ୍ରାଇଭର ଧର୍ମଘଟ ଯୋଗୁଁ ତୈଳ ପରିବହନ ବାଧାପ୍ରାପ୍ତ
ଭୁବନେଶ୍ୱର,୧୦।୭: ଓଡ଼ିଶାରେ ଚାଲିଥିବା ଡ୍ରାଇଭର ମହାସଙ୍ଘର ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ ଯୋଗୁଁ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ସଙ୍କଟ ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି। ପେଟ୍ରୋଲିୟମ୍ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ଏକ ବିବୃତିରେ କହିଛନ୍ତି ଯେ, ଗତ ଦୁଇ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲାଣି ୨୭ ଦେଶରେ ସର୍ବୋଚ୍ଚ ସମ୍ମାନ, ଜାଣନ୍ତୁ କାହିଁକି ଏତେ ଗୁଡିଏ ଦେଶ ସମ୍ମାନିତ କରୁଛନ୍ତି
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ୨୭ଟି ଦେଶରୁ ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରହଣ କରି ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛନ୍ତି। ସମ୍ପ୍ରତି ନାମିବିଆରୁ ‘ଅର୍ଡର ଅଫ ଦି ମୋଷ୍ଟ ଏନସିଏଣ୍ଟ ଓ୍ୱେଲଓ୍ୱିଟସିଆ ମିରାବିଲିସ’ ଏବଂ ତ୍ରିନିଦାଦ ଓ…
ଜେଲ୍ରୁ ମୁକୁଳିଲେ ଜଗନ୍ନାଥ ପ୍ରଧାନ: ସ୍ବାଗତ କରିବାକୁ ପହଞ୍ଚିଲେ ବାବୁ ସିଂ…..
ଭୁବନେଶ୍ୱର,୯। ୭: ଝାରପଡ଼ା ଜେଲ୍ରୁ ମୁକୁଳିଲେ ଜଗନ୍ନାଥ ପ୍ରଧାନ। BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିଲେ ଜଗନ୍ନାଥ । ଜେଲ୍ରୁ ବାହାରୁ ବାହାରୁ ସ୍ବାଗତ କରିବାକୁ ଶୁଭେଚ୍ଛୁଙ୍କ ଲମ୍ବା ଲାଇନ୍। ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ ପହଞ୍ଚିଥିବା…
ପୁରୀରେ ବାର୍ଡଫ୍ଲୁ ଆତଙ୍କ: ୩ ହଜାର କୁକୁଡ଼ା ମୃତ୍ୟୁ ଅଭିଯୋଗ, ତଦନ୍ତରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍
ପିପିଲି,୯।୭: ପୁରୀ ଜିଲାର ଡେଲାଙ୍ଗ ଅଞ୍ଚଳରେ ବାର୍ଡଫ୍ଲୁ ସନ୍ଦେହ ଯୋଗୁ ଆତଙ୍କ ଖେଳିଯାଇଛି। ଏହି ଘଟଣାର ଗୁରୁତ୍ୱ ଦେଖି ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଡେଲାଙ୍ଗରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ, ଏଯାଏ ଏହି ଅଞ୍ଚଳରେ ପ୍ରାୟ ୩…
ଓଡ଼ିଶା ସରକାରଙ୍କୁ ଧମକାଇଲେ ବେଙ୍ଗଲି ଏମପି ମହୁଆ ମୈତ୍ରା, ଜାଣନ୍ତୁ ପୁରା ଖବର
ଭୁବନେଶ୍ୱର,୯।୭: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୈତ୍ରା ଝାରସୁଗୁଡ଼ାରେ ୪୨୧ ଜଣ ବେଙ୍ଗଲି ଶ୍ରମିକଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ କରି ଓଡ଼ିଶା ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତା ଜରିଆରେ ସେ କହିଛନ୍ତି ଯେ, ଏହି ଶ୍ରମିକମାନଙ୍କ…
ପଞ୍ଚମ, ଅଷ୍ଟମରେ ଫେଲ୍ ହେଲେ ମିଳିବ ପୁନଃ ପରୀକ୍ଷାର ସୁଯୋଗ
ଭୁବନେଶ୍ୱର,୯।୭: ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଆଣି ନୂତନ ନିୟମ ଜାରି କରିଛି। ଏହି ବିଜ୍ଞପ୍ତି ଅନୁସାରେ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ପୁନଃ ପରୀକ୍ଷା ଦେବାର ସୁଯୋଗ…
ପୁଣି ଏକ ବଡ଼ଧରଣର ପ୍ଲେନ୍ କ୍ରାଶ୍: ଘଟଣାସ୍ଥଳ ଧୂଆଁମୟ
ଜୟପୁର,୯।୭: ରାଜସ୍ଥାନର ଚୁରୁ ଜିଲାର ରତନଗଡ଼ ସହର ନିକଟରେ ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାନୁଦା ଗାଁ ନିକଟରେ ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଜାଗୁଆର ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଭାରତୀୟ ବାୟୁସେନା (IAF)ର…
ମନମୋହନଙ୍କ ବଡ଼ ଘୋଷଣା: କହିଲେ ଖୁବ୍ଶୀଘ୍ର ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ଖାଲି ପଡ଼ିଥିବା ପଦବୀରେ…
ଭୁବନେଶ୍ୱର,୯ା୭: ନବନିର୍ବାଚିତ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଆଶିଷ ନେଲା ବେଳେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ଖୁବ୍ଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ। ଖାଲିପଡ଼ିଥିବା…
୮୦ ପ୍ରତିଶତ ଅଣସଙ୍ଗଠିତ
ଖୋର୍ଦ୍ଧା ବାଲିପାଟଣା ବ୍ଲକ୍ ବେଙ୍ଗବତୀ ଗାଁରେ ନିକଟରେ ଶ୍ରମିକମାନେ ଡ୍ରେନ୍ ଖୋଳୁଥିବା ବେଳେ ବେଙ୍ଗବତୀ ପ୍ରାଥମିକ ବିଦ୍ୟାଳୟର ପାଚେରି ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମୃତାହତ ଶ୍ରମିକ କେନ୍ଦୁଝର ଜିଲାର। ରାସ୍ତା…
ଦିଶିଲାନି ଚକାଆଖି: ଶ୍ରଦ୍ଧାଳୁ ଅସନ୍ତୋଷ
ପୁରୀ,୯ା୭(ଅଜିତ୍ କୁମାର ମହାନ୍ତି):ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ନବଦିନାତ୍ମକ ଘୋଷଯାତ୍ରା ମଙ୍ଗଳବାର ଶେଷ ହୋଇଛି। ହେଲେ ରଥ ଉପରେ ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ମୁଖ ଦର୍ଶନ କରିପାରି ନ ଥିବାରୁ ଶ୍ରଦ୍ଧାଳୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏମିତି କୌଣସି ଏକ ମୁହୂର୍ତ୍ତ ଆସିଲାନି, ଯେଉଁଥିରେ ଠାକୁରଙ୍କୁ…

