Home Middle

ସଂସଦରେ ମହିଳା ଏମ୍‌ପିଙ୍କ କଥା ଶୁଣି ରାଗରେ ଲାଲ ପଡ଼ିଗଲେ ପ୍ରଧାନମନ୍ତ୍ରୀ ମୋଦି: ଶୁଣାଇଦେଲେ ଭିତିରି କଥା

ନୂଆଦିଲ୍ଲୀ,୩୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଅପରେଶନ ସିନ୍ଦୂର ଉପରେ ଭାଷଣ ଦେବା ସମୟରେ କଂଗ୍ରେସକୁ କୋଣଠେସା କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କଂଗ୍ରେସର ଯୁବ ଏମପ ପ୍ରଣୀତି ଶିନ୍ଦେଙ୍କ ଉପରେ ରାଗିଯାଇଛନ୍ତି। ପ୍ରଣୀତିଙ୍କ ମନ୍ତବ୍ୟକୁ ବାହାନା କରି ଦଳର ହାଇକମାଣ୍ଡଙ୍କୁ…

ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଏହି ୩ ଜିଲାରେ…

ଭୁବନେଶ୍ୱର,୩୦ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଏବଂ ସ୍ବତନ୍ତ୍ର ରିଲିଫ କମିଶନର ଡି.କେ.…

ଦୁନିଆର ସବୁଠୁ ୧୦ ବଡ଼ ଭୂକମ୍ପ, ଜାଣନ୍ତୁ କେଉଁ ତୀବ୍ରତାର ଭୂକମ୍ପ କେତେ ବିପଦପୂର୍ଣ୍ଣ…

ମସ୍କୋ,୩୦ା୭: ବୁଧବାର ସକାଳେ ରୁଷିଆରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ୮.୭ ତୀବ୍ରତାର ଏହି ଭୂକମ୍ପ ପରେ ଉତ୍ତର ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଅନେକ ଦେଶରେ ସୁନାମି ସତର୍କତା ଜାରି କରାଯାଇଛି। ରୁଷିଆ ବ୍ୟତୀତ, ଜାପାନ, ଆମେରିକାର ଆଲାସ୍କା,…

ରୁଷିଆରେ ଜରୁରୀକାଳିନ ପରିସ୍ଥିତି ଘୋଷଣା

ମସ୍କୋ,୩୦ା୭: ରୁଷିଆର ସୁନାମି ପ୍ରଭାବିତ ଅଞ୍ଚଳରେ ବୁଧବାର ଜରୁରୀକାଳିନ ପରିସ୍ଥିତି ଘୋଷଣା କରାଯାଇଛି। କୁରିଲ୍ ଆଇଲାଣ୍ଡରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରାଯାଇ ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ରୁଷିଆର ପୂର୍ବ ସାଖାଲିନ୍ ଅଞ୍ଚଳର କର୍ତ୍ତୃପକ୍ଷ ଉତ୍ତର କୁରିଲ୍…

ଏହି ୪ ବ୍ଲକରେ ସ୍କୁଲ ଛୁଟି ଘୋଷଣା

ଭଦ୍ରକ,୩୦ା୭: ଭଦ୍ରକ ଜିଲାର ୪ ବ୍ଲକରେ ଆଜି ଅର୍ଥାତ୍‌ ବୁଧବାର ସ୍କୁଲ ଛୁଟି ଘୋଷଣା କରାଯାଇଛି। ଜିଲାର ତିହିଡ଼ି, ଧାମନଗର, ବାସୁଦେବପୁର, ଚାନ୍ଦବାଲି ବ୍ଲକରେ ସମସ୍ତ ସ୍କୁଲ ଆଜି ଦିନକ ପାଇଁ ଛୁଟି ଘୋଷଣା କରାଯାଇଛି। ଲଗାଣ ବର୍ଷା ପାଇଁ ଏହି…

ଖସିଯାଉଛନ୍ତି ଯନ୍ତ୍ରୀ

ଶିକ୍ଷାର ଆଦ୍ୟପୀଠ ସ୍କୁଲ । ପିଲାଙ୍କ ଶିକ୍ଷା, ଆଚରଣ ଓ ସମୟାନୁବର୍ତ୍ତିତାର ମୂଳଦୁଆ ଏହିଠାରୁ ପଡ଼ିଥାଏ। ମାତାପିତା ସେମାନଙ୍କ ପିଲାମାନଙ୍କୁ ପଠାଉଥିବା ସ୍କୁଲ ସବୁ ଦିଗରୁ ସୁରକ୍ଷିତ ଥିବା ଆଶା ରଖିଥାଆନ୍ତି । ହେଲେ ଅନେକ ସମୟରେ ସ୍କୁଲରେ ପିଲାଙ୍କୁ ଦଣ୍ଡ…

Tsunami Alert: ଆଗାମୀ ୩ ଘଣ୍ଟା ମଧ୍ୟରେ ଧ୍ୱଂସ ଆଣିପାରେ ସୁନାମି, ଜାରି ହେଲା ଆଲର୍ଟ

ମସ୍କୋ,୩୦।୭: ରୁଷିଆରେ ହୋଇଥିବା ବିପଦପୂର୍ଣ୍ଣ ଭୂମିକମ୍ପ ସୁନାମିର ଆଶଙ୍କା ବୃଦ୍ଧି କରିଛି। ଏହାକୁ ଧ୍ୟାନରେ ରଖି, ଜାପାନରେ ସୁରକ୍ଷା ବ୍ୟବସ୍ଥା ଆରମ୍ଭ କରାଯାଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୮.୭ ମାପ କରାଯାଇଛି। ରୁଷିଆର ପୂର୍ବାଞ୍ଚଳ କାମଚାଟକାରେ ସକାଳେ ଏହି ଭୂମିକମ୍ପ…

ଏମିତି କ’ଣ ଘଟିଗଲା, ଶେଷରେ ଖାର୍ଗେଙ୍କୁ କ୍ଷମା ମାଗିଲେ ନଡ୍ଡା

ନୂଆଦିଲ୍ଲୀ,୩୦।୭(ପି.ଟି./ଏଜେନ୍ସି):ରାଜ୍ୟ ସଭାରେ ମଙ୍ଗଳବାର ‘ଅପରେଶନ ସିନ୍ଦୂର’ ଉପରେ ବିତର୍କ ବେଳେ ଗୃହର ନେତା ଜେ.ପି. ନଡ୍ଡା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ଶାସକ ଓ ବିରୋଧୀ ପକ୍ଷଙ୍କ ମଧ୍ୟରେ ବାକ୍ୟ ବିନିମୟ…

୮.୭ ତୀବ୍ରତାର ଭୟଙ୍କର ଭୂକମ୍ପ, ବଢିଲା ସୁନାମି ଆଶଙ୍କା

ମସ୍କୋ,୩୦।୭: ରୁଷିଆର କାମଚାଟକାରେ ଏକ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୮.୭ ରହିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁସାରେ, ସମୁଦ୍ର ତଳେ ଭୂମିକମ୍ପ ହୋଇଥିଲା, ଯାହା ପରେ ସୁନାମିର ମଧ୍ୟ ଆଶଙ୍କା ରହିଛି। ଆମେରିକା ଏବଂ…

୨୨ ଏପ୍ରିଲର ପ୍ରତିଶୋଧ ୨୨ ମିନିଟ୍‌ରେ ନେଇଛୁ-ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, ଲୋକ ସଭାରେ କହିଲେ… 

ନୂଆଦିଲ୍ଲୀ,୨୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ ପହଲଗାମ ଏବଂ ଅପରେସନ ସିନ୍ଦୂର ଉପରେ ଆଲୋଚନାରେ ଭାଗ ନେଇଛନ୍ତି। ମଙ୍ଗଳବାର ସଦନରେ ମୋଦି କହିଛନ୍ତି ଯେ ସେ ଭାରତର ପକ୍ଷ ରଖିବା ପାଇଁ ଏବଂ ଯେଉଁମାନେ ଭାରତର ପକ୍ଷ ଦେଖି ପାରୁନାହାନ୍ତି,…

ଟିସିଏସ୍‌ରେ ବୃହତ ଛଟେଇ ଘୋଷଣା ପରେ ବେତନ ବୃଦ୍ଧି ଅଟକିଲା, ଏସବୁ ନିଯୁକ୍ତି ସ୍ଥଗିତ ହେବା ସମ୍ଭାବନା

ବେଙ୍ଗାଲୁରୁ,୨୯।୭: ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ଘୋଷଣା ପରେ ଅଭିଜ୍ଞ ପ୍ରଫେସନାଲଙ୍କ ନିଯୁକ୍ତି ସ୍ଥଗିତ ଓ ବାର୍ଷିକ ବେତନ ବୃଦ୍ଧି ବନ୍ଦ କରିବାକୁ ଯାଉଛି ବୋଲି ‘ଦି ଇକୋନୋମିକ୍‌ ଟାଇମ୍ସ’ ରିପୋର୍ଟ କରିଛି। ଏହି ନିଷ୍ପତ୍ତି…

ଅପରେଶନ ସିନ୍ଦୂରର ଭିତିରି କଥା କହିଦେଲେ ଶାହା! ସଂସଦରେ ଚହଳ

ନୂଆଦିଲ୍ଲୀ,୨୯।୭: ସଂସଦରେ ଅପରେସନ ସିନ୍ଦୂରକୁ ନେଇ ଜୋରଦାର ଆଲୋଚନା ଚାଲିଛି। ଏହି ସମୟରେ ଦେଶର ଗୃହମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ଅପରେସନ ସିନ୍ଦୂର ବିଷୟରେ ସୂଚନା ଦେଇଥିଲେ। ଏହି ସମୟରେ ବିରୋଧୀ ଦଳ ସଂସଦରେ ହଙ୍ଗାମା କରୁଥିଲେ। ଅମିତ ଶାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?