Home Middle

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ମାର୍ଚ୍ଚ ୫ରେ ପାଳନ ହେବନି ପଞ୍ଚାୟତିରାଜ ଦିବସ, ବଦଳିଲା…

ଭୁବନେଶ୍ୱର,୩।୩: ମାର୍ଚ୍ଚ ୫ ତାରିଖରେ ପାଳନ ହେବନି ପଞ୍ଚାୟତିରାଜ ଦିବସ। ଏପ୍ରିଲ ୨୪ରେ ପାଳନ ହେବ ପଞ୍ଚାୟତିରାଜ ଦିବସ। ଏ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତି ବର୍ଷ ଏପ୍ରିଲ ୨୪ରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ହୁଏ।…

‘ଆମେ ମିଛ କହିବା ସରକାର ନୁହଁ, କାମ କରିବା ସରକାର’: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ା୩: ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୋମବାର ଥିଲା ନବମ ପାଳି। ଲୋକଙ୍କ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି ସରକାର। ଆଜି ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା…

ଓଭାଲ ଅଫିସ ଶିକ୍ଷା

ରାଜନୀତିରେ ନେତାଙ୍କ କାର୍ଯ୍ୟକାଳ ସ୍ବଳ୍ପସ୍ଥାୟୀ। ତାହାକୁ ଯେଉଁମାନେ ଦୀର୍ଘସ୍ଥାୟୀ ଭାବି ନେଇଥାଆନ୍ତି ତାହା ଅପରିଣାମଦର୍ଶିତାର ଫଳ ଦେଇଥାଏ। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଭାବିଥିଲେ ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ତାଙ୍କ ଦଳ ପୁନର୍ବାର କ୍ଷମତାକୁ ଫେରିବେ। ସମ୍ଭବତଃ…

New Zealand vs India: ଚାମ୍ପିୟନ୍ସ ଟ୍ରଫିରେ ଭାରତର ହାଟ୍ରିକ ବିଜୟ

ଦୁବାଇ,୨ା୩: ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଚଳିତ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଭାରତ ୪୪ ରନ୍‌ରେ ବିଜୟ ହୋଇଛି। ଏଥିସହ ଭାରତ ଚାମ୍ପିୟନ୍ସ ଟ୍ରଫିରେ ହାଟ୍ରିକ ବିଜୟ ହାସଲ କରି ଗ୍ରୁପ-ଏ’ରେ ସର୍ବାଧିକ ୬…

OASଙ୍କୁ ବାହା ହେଲେ ମାହାଙ୍ଗା ବିଧାୟକ

ଭୁବନେଶ୍ୱର,୨ା୩ : ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ। କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ବାରିମୂଳ ଗାଁର ସିପ୍ରା ପ୍ରିୟଦର୍ଶିନୀ(ମାମୁନି)ଙ୍କ ସହ ସାରଦାଙ୍କର ହାତଗଣ୍ଠି ପଡ଼ିଛି। ଉଭୟଙ୍କ ବାହାଘର ରାଜସ୍ଥାନ ଉଦୟପୁରରେ ଏକ ରାଜକୀୟ ଶୈଳୀରେ…

ଟ୍ରମ୍ପଙ୍କ ବଡ଼ ଘୋଷଣା, ଇଂରାଜୀ ହେବ ସରକାରୀ ଭାଷା

ଓ୍ବାଶିଂଟନ,୨।୩: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବଡ଼ ଘୋଷଣା। ଇଂରାଜୀକୁ ଆମେରିକାର ସରକାରୀ ଭାଷା ଭାବରେ ଘୋଷଣା କରିଛନ୍ତି ଟ୍ରମ୍ପ ସରକାର। ଦେଶରେ ପ୍ରବାସୀ ଏବଂ ବହୁଭାଷୀ ସମାଜ ମଧ୍ୟରେ ଏକତା ଆଣିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି…

Subhadra Yojana: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଏକକାଳୀନ ମିଳିବ ୩ଟି କିସ୍ତି ଟଙ୍କା!

ଭୁବନେଶ୍ୱର,୨।୩: ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପଡେଟ୍‌। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କରିଛନ୍ତି ବଡ଼ ଘୋଷଣା। ଚଳିତ ବର୍ଷ ଏକା ସାଥିରେ ମିଳିବ ସୁଭଦ୍ରା ଟଙ୍କା। ପ୍ରଭାତୀ କହିଛନ୍ତି, ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ମାର୍ଚ୍ଚ…

ଜେଲେନସ୍କିଙ୍କୁ ସମର୍ଥନ ଦେଲା ବ୍ରିଟେନ, ଦେଲା କୋଟିକୋଟି ଡଲାର, ହେବ ମହାଯୁଦ୍ଧ!

କିଭ୍‌,୨।୩: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଗୋଟିଏ କୋଠରୀରେ ହୋଇଛି ଜୋରଦାର ଲଢେଇ। ଅନ କ୍ୟାମେରା ସାମ୍ନାରେ ଏକ ଉଷ୍ମ ବିତର୍କ ଦେଖିବାକୁ ମିଳିଛି। ରୁଷିଆ ସହିତ ଯୁଦ୍ଧ ଶେଷ କରିବା ବିଷୟରେ ଆଲୋଚନା କରିବାକୁ…

Odisha Matric Exam-2025: ତ୍ରୁଟିଶୂନ୍ୟ ହୋଇପାରୁନି ମାଟ୍ରିକ୍‌ ପରୀକ୍ଷା

Odisha Matric Exam-2025 ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ତ୍ରୁଟିଶୂନ୍ୟ ହୋଇପାରୁନାହିଁ। ବିଗତ କିଛିବର୍ଷ ହେଲା ପ୍ରଶ୍ନପତ୍ର ପ୍ରଘଟ, କପି, ପରୀକ୍ଷା ପରିଚାଳନାରେ ଅସାଧୁ କାରବାର ସମେତ ଅନ୍ୟ କେତେକ ତ୍ରୁଟି ଦେଖିବାକୁ ମିଳୁଛି। ଏହାକୁ…

OASଙ୍କ ହାତ ଧରିବେ ମାହାଙ୍ଗା ବିଧାୟକ, ରାଜସ୍ଥାନରେ ହେବ…

ଭୁବନେଶ୍ୱର,୧ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ବିବାହ ବନ୍ଧନରେ ବାନ୍ଧି ହେବେ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ। କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ବାରିମୂଳ ଗାଁର ସିପ୍ରା ପ୍ରିୟଦର୍ଶିନୀଙ୍କ ସହ ଶାରଦାଙ୍କର ହସ୍ତଗଣ୍ଠି ପଡ଼ିବ। ବିଧାୟକ ଶାରଦାଙ୍କ ଭାବୀ ପତ୍ନୀ ସିପ୍ରା…

ଭାରତକୁ ଟ୍ରମ୍ପ ଦେଲେ ଜୋରଦାର ଝଟ୍‌କା, ଫଣ୍ଡିଂ ରୋକିଦେବାରୁ ବନ୍ଦ ହୋଇଗଲା…

ଓ୍ବାଶିଂଟନ୍‌,୧।୩: ଆମେରିକା ସରକାର USAID ପାଣ୍ଠି ବନ୍ଦ କରିବାର ପ୍ରଭାବ ଭାରତ ଉପରେ ପଡ଼ିବା ଆରମ୍ଭ କରିଛି। ଗତ ମାସରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ଭାରତର ପ୍ରଥମ ତିନୋଟି କ୍ଲିନିକ ବନ୍ଦ ହୋଇଯାଇଛି। ଏହି କ୍ଲିନିକ ଆମେରିକାର ଆନ୍ତର୍ଜାତୀୟ ବିକାଶ ସଂସ୍ଥା…

ମୋହନ ସରକାରଙ୍କ ବଡ଼ ହୋଲି ଭେଟି, ପାଚିକାଙ୍କୁ ମିଳିବ ଲକ୍ଷେ ଟଙ୍କା…

ଭୁବନେଶ୍ୱର,୧।୩: ହୋଲି ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ରାଜ୍ୟର ପାଚିକା ତଥା ସହାୟିକାଙ୍କ ମାସିକ ପାରିତୋଷିକକୁ ନେଇ ଏକ ବଡ଼ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ର୍ନିମାଣ ଯୋଜନା ଅଧୀନସ୍ଥ କାର୍ଯ୍ୟରତ ପାଚିକା ତଥା ସହାୟିକାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri