ଗୌରବ ଆଣିଲେ ମହିଳା କ୍ରିକେଟର: ହଟିବ କି ପୁରୁଷ ଓ ମହିଳା ଖେଳାଳିଙ୍କ ଆୟ ଭିତରେ ତାରତମ୍ୟ
ମୁମ୍ବାଇ,୪।୧୧: ଯଦି ୧୯୮୩ ମସିହା ଜୁନ୍ ୨୫ ଭାରତୀୟ ପୁରୁଷ କ୍ରିକେଟ୍ ଇତିହାସରେ ଏକ ନିର୍ଣ୍ଣାୟକ ମୋଡ଼ ଥିଲା, ତେବେ ନଭେମ୍ବର ୨, ୨୦୨୫ ଦିନଟି ଭାରତୀୟ ମହିଳା କ୍ରିକେଟ୍ ପାଇଁ ସର୍ବତୋଭାବେ ସ୍ୱର୍ଣ୍ଣିମ ଅଧ୍ୟାୟ ହୋଇ ରହିବ। ହରମନପ୍ରୀତ...
ପୁରୁଷ ଦ୍ୱିତୀୟ ବିବାହ ପୂର୍ବରୁ ପ୍ରଥମ ସ୍ତ୍ରୀଙ୍କ ସ୍ୱୀକୃତି ଜରୁରୀ: ହାଇକୋର୍ଟ
କୋଚି,୪।୧୧: ମୁସଲମାନ ପୁରୁଷଙ୍କ ଦ୍ୱିତୀୟ ବିବାହକୁ କେରଳ ବିବାହ ପଞ୍ଜୀକରଣ (ସାଧାରଣ) ନିୟମ, ୨୦୦୮ ଅନୁଯାୟୀ ପଞ୍ଜୀକରଣ କରିବା ପୂର୍ବରୁ, ତାଙ୍କର ପ୍ରଥମ ସ୍ତ୍ରୀଙ୍କୁ ଶୁଣିବାର ସୁଯୋଗ ଦିଆଯିବା ଜରୁରୀ ବୋଲି କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି।...
ଗର୍ଭବତୀ ନାବାଳିକା ପ୍ରେମିକାକୁ କୁରାଢ଼ିରେ ହାଣି ହତ୍ୟା କଲା ପ୍ରେମିକ
ଗୁମଲା,୪।୧୧: ଝାଡ଼ଖଣ୍ଡର ଗୁମଲା ଜିଲାର ଏକ ଗାଁରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଜଣେ ଯୁବକ କୁରାଢ଼ୀରେ ଆକ୍ରମଣ କରି ନିଜର ଗର୍ଭବତୀ ନାବାଳିକା ପ୍ରେମିକାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ମଙ୍ଗଳବାର ଦିନ ଘଟିଥିବା...
କେନ୍ଦ୍ର ସରକାରଙ୍କ ଉପରେ କ୍ଷୁବ୍ଧ ପ୍ରଧାନ ବିଚାରପତି, କଡ଼ା ଭାଷାରେ ଶୁଣାଇଲେ
ନୂଆଦିଲ୍ଲୀ,୪।୧୧: ଟ୍ରିବ୍ୟୁନାଲ୍ ରିଫର୍ମସ (ଯୁକ୍ତିଯୁକ୍ତକରଣ ଏବଂ ସେବା ସର୍ତ୍ତାବଳୀ) ଅଧିନିୟମ, ୨୦୨୧ର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକୁ ଏକ ବଡ଼ ଖଣ୍ଡପୀଠ (five-judge bench)କୁ ପଠାଇବା ପାଇଁ କେନ୍ଦ୍ର ସରକାର କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଗୁରୁତର ସହ ନେଇଛନ୍ତି। ପ୍ରଧାନ...
ନାଇଜେରିଆ ଉପରେ ଏୟାରଷ୍ଟ୍ରାଇକ ଧମକ ଦେଲେ ଟ୍ରମ୍ପ, କଡ଼ା ଜବାବ ଦେଲା ଚାଇନା
ନୂଆଦିଲ୍ଲୀ,୪।୧୧: ଖ୍ରୀଷ୍ଟିଆନମାନଙ୍କ ଉପରେ ହେଉଥିବା କଥିତ ଅତ୍ୟାଚାରକୁ ନେଇ ନାଇଜେରିଆ ବିରୋଧରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଧମକକୁ ଚାଇନା ଏହାକୁ ଦୃଢ଼ ବିରୋଧ କରିଛି। ଚାଇନା ନାଇଜେରିଆ ସରକାରଙ୍କୁ ସେମାନଙ୍କର ରାଷ୍ଟ୍ରୀୟ ପରିସ୍ଥିତି ଅନୁରୂପ...
ଆଧାର ଆଡ୍ରେସ୍ ଅପଡେଟ୍ ହେଲା ସହଜ, ଏସବୁ ପରିବର୍ତ୍ତନ ପାଇଁ ଲାଗୁ ହେବ ଫି
ନୂଆଦିଲ୍ଲୀ,୪।୧୧: ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ଆଧାର କାର୍ଡଧାରୀଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛି। ଏଣିକି ଅନଲାଇନ୍ ପୋର୍ଟାଲ୍ରେ ଠିକଣା ପରିବର୍ତ୍ତନ ପ୍ରକ୍ରିୟାକୁ ଅତ୍ୟନ୍ତ ସହଜ କରାଯାଇଛି, ଯାହା ଦେଶରେ ଡିଜିଟାଲ୍ ବ୍ୟବହାରକୁ ତ୍ୱରାନ୍ୱିତ କରିବ।...
ଏସିଆ କପ୍ ବିବାଦ: ହାରିସ୍ ରୌଫ୍ ୨ ମ୍ୟାଚ୍ ସସପେଣ୍ଡ, ସୂର୍ଯ୍ୟକୁମାର ଯାଦବ ମଧ୍ୟ…
ନୂଆଦିଲ୍ଲୀ,୪।୧୧: ଚଳିତ ଏସିଆ କପ୍ରେ ଭାରତ ଓ ପାକିସ୍ତାନ ମ୍ୟାଚ୍ ସମୟରେ ଉତ୍ତେଜନାପୂର୍ଣ୍ଣ ଆଚରଣ ଯୋଗୁଁ ଆଇସିସି ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପାକିସ୍ତାନର ଦ୍ରୁତ ବୋଲର ହାରିସ୍ ରୌଫ୍ଙ୍କୁ ୨ଟି ମ୍ୟାଚ୍ ପାଇଁ ବାସନ୍ଦ କରାଯାଇଥିବା ବେଳେ ଭାରତୀୟ...
ପ୍ରସିଦ୍ଧ ଶିଳ୍ପପତି ଗୋପୀଚନ୍ଦ ହିନ୍ଦୁଜାଙ୍କ ପରଲୋକ
ନୂଆଦିଲ୍ଲୀ,୪।୧୧: ବିଶ୍ୱର ଏକ ଜଣାଶୁଣା ବ୍ୟବସାୟିକ ସଂସ୍ଥା ମଧ୍ୟରୁ ଗୋଟିଏ ହିନ୍ଦୁଜା ଗ୍ରୁପ ( Hinduja Group)ର ଅଧ୍ୟକ୍ଷ ଏବଂ ପ୍ରସିଦ୍ଧ ଶିଳ୍ପପତି ଗୋପୀଚନ୍ଦ ପି. ହିନ୍ଦୁଜା (GP Hinduja) ଙ୍କର ଲଣ୍ଡନରେ ପରଲୋକ ହୋଇଛି । ୮୫ ବର୍ଷୀୟ...
ଛାତ୍ରୀଙ୍କଠାରୁ ପାଦ ମାଲିସ୍ ନେଉଥିଲେ ଶିକ୍ଷୟିତ୍ରୀ, ପାନେ ଦେଲେ ସରକାର
ଅନ୍ଧ୍ରପ୍ରଦେଶ,୪।୧୧: ଅନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲାର ଏକ ଆଶ୍ରମ ସ୍କୁଲରେ ଜଣେ ଶିକ୍ଷୟିତ୍ରୀ ବିଦ୍ୟାଳୟ ସମୟରେ ଛାତ୍ରୀମାନଙ୍କ ଠାରୁ ପାଦ ମାଲିସ୍ ନେଉଥିବାର ଏକ ଭିଡିଓ ଭାଇରାଲ୍ ହେବା ପରେ ଉକ୍ତ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି। କର୍ତ୍ତୃପକ୍ଷଙ୍କ ନଜରକୁ ଆସିବା...
ବାଲିଯାତ୍ରା ପାଇଁ କଟକରେ ଗାଡ଼ି ଚଳାଚଳ ଉପରେ କଟକଣା, ଜାଣନ୍ତୁ କେଉଁଠି ପାର୍କିଂ ଗାଡ଼ି ?
ଭୁବନେଶ୍ୱର,୪।୧୧: ଆସନ୍ତା ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ କଟକରେ ହେବାକୁ ଥିବା ଐତିହାସିକ ବାଲିଯାତ୍ରାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ସହରରେ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ସାତ ଦିନିଆ ଏହି ଉତ୍ସବରେ ପ୍ରବଳ...
ସୁଦାନରେ ଅପହୃତ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଓଡ଼ିଶା ସରକାରଙ୍କ ଅନୁରୋଧ
ଭୁବନେଶ୍ୱର,୪।୧୧: ଯୁଦ୍ଧଗ୍ରସ୍ତ ସୁଦାନରେ ବିଦ୍ରୋହୀଙ୍କ ଦ୍ୱାରା ଅପହୃତ ହୋଇଥିବା ଓଡ଼ିଆ ଯୁବକ ଆଦର୍ଶ ବେହେରାଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଓଡ଼ିଶା ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA)କୁ ଅନୁରୋଧ କରିଛନ୍ତି। ମିଡିଆ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ...
ବଡ ଖବର: ଯାତ୍ରୀବାହୀ ଟ୍ରେନ୍ ଓ ମାଲବାହୀ ଟ୍ରେନ୍ ମୁହାଁମୁହିଁ ଧକ୍କା: ୬ ମୃତ, ଉଦ୍ଧାର କାର୍ଯ୍ୟ ଜାରି
ବିଲାସପୁର,୪।୧୧: ଛତିଶଗଡ଼ର ବିଲାସପୁର ଜିଲାର ଲାଲ ଖଦାନ ଅଞ୍ଚଳ ନିକଟ ବିଲାସପୁର-କଟନୀ ରେଳପଥରେ ମଙ୍ଗଳବାର କୋରବା ଯାତ୍ରୀବାହୀ ଟ୍ରେନ୍ ଠିଆ ହୋଇଥିବା ଏକ ମାଲବାହୀ ଟ୍ରେନ୍ ସହ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ...
Archives


